Browsing Category

ଆଜିର ଖବର

ଏବିଭିପି ନୟାଗଡ଼ର ଛାତ୍ର ସମ୍ମିଳନୀ ଯୁବ ଦିବସ ଓ ପରାକ୍ରମ ଦିବସ ଉଦେଶ୍ୟରେ ଏକାଠି ହେଲେ ଛାତ୍ରଛାତ୍ରୀ

ନୟାଗଡ଼ -(ବିଶ୍ୱରଂଜନ ସେଠି)ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ନୟାଗଡ଼ ନଗର ଛାତ୍ର ସମ୍ମିଳନୀ ସ୍ଥାନୀୟ ରାଜବାଟି କଲ୍ୟାଣ ମଣ୍ଡପ ଠାରେ ଅୟୋଜିତ ହୋଇଯାଇଛି l ସ୍ଵାମୀ ବିବେକାନନ୍ଦଙ୍କ ୧୬୪ ତମ ଜନ୍ମ ଜୟନ୍ତୀ ତଥା ରାଷ୍ଟ୍ରୀୟ ଯୁବ ଦିବସ ଓ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ତଥା

ବ୍ଲକ ସ୍ତରୀୟ ସମୂହ ବନ୍ଦେ ମାତରମ୍ ଗାନ ଓ ପୁରସ୍କାର ବିତରଣ କାର୍ଯ୍ୟକ୍ରମ

ଗଣିଆ (ବିଶ୍ୱରଂଜନ ସେଠି) ଗଣିଆ ବ୍ଳକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ରାଷ୍ଟ୍ର ଗୀତ ବନ୍ଦେ ମାତରମର ୧୫୦ତମ ବାର୍ଷିକ ପାଳନ ଅବସରରେ ସମୁହ ଗାନ ଓ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସାମାଜିକ ସୁରକ୍ଷା ଅଧିକାରୀ ପ୍ରଣୟ କୁମାର ନାୟକଙ୍କ

୪୧କିଲୋ ଗଞ୍ଜେଇ ସହିତ ଗାଡ଼ି ଜବତ, ଗାଡ଼ି ଡ୍ରାଇଭର ଫେରାର

ଗଣିଆ .(ବିଶ୍ୱରଂଜନ ସେଠି) ଗଞ୍ଜେଇ ଚୋରା ଚାଲାଣ ବେବେଳ ଦୁର୍ଘଟଣା ଘଟାଇଥିବା ଏକ କାରକୁ ମଙ୍ଗଳବାର ଜବତ କରିଛି ଗଣିଆ ପୋଲିସ । ମିଳିଥିବା ସୁଚନା ଅନୁସାରେ ମଙ୍ଗଳବାର ସକାଳୁ ଓଡି୦୨ଏ୮୫୨୦ ନମ୍ବର ବିଶିଷ୍ଟ ଏକ ଧଳା ରଙ୍ଗର ଇଣ୍ଡିଗୋ କାରରେ ଗଞ୍ଜେଇ ଚୋରା ଚାଲାଣ କରି ଦଶପଲ୍ଲାରୁ ଗଣିଆ

ଟ୍ରେନରେ ଅଧିକ ଘିଅ ନେଇ ଯାତ୍ରା କଲେ ଜେଲ୍ ଯିବେ

ଭାରତୀୟ ରେଳ ଟ୍ରେନରେ ଲଗେଜ ବହନ କରିବା ସମ୍ବନ୍ଧୀୟ ନିୟମରେ କିଛି ପରିବର୍ତ୍ତନ କରିଛି। ଏହି ନିୟମଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ଅଧିକ ପରିମାଣର ଘିଅ ବହନ କରିବା ସମ୍ବନ୍ଧୀୟ। ଜଣେ ଯାତ୍ରୀ ଘିଅ ସହିତ ଯାତ୍ରା କରିପାରିବେ, କିନ୍ତୁ କିଛି ସୀମା ଏବଂ ପ୍ୟାକିଂ ଆବଶ୍ୟକତା ଅଛି ।ଜଣେ ଯାତ୍ରୀ

ପାଳ ଗଦା ନିଆଁରେ ପୋଡି ହୋଇ ମହିଳା ଜୀବନ୍ତ ଦଗ୍ଧ ! ହତ୍ୟା ଅଭିଯୋଗ ଆଣିଲେ ବାପଘର ଲୋକ

ପାରାଦ୍ଵୀପ ଲକ୍ ଥାନା ଅଧୀନ ପିପ୍ପଳ ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ପାଳଗଦାରେ ନିଆଁ ଲାଗି ଘର ସହିତ ନିଆଁରେ ପୋଡ଼ି ହୋଇ ଜଣେ ମହିଳା ମୃତ ବରଣ କରିଥିବା ସୂଚନା ମିଳିଛି । ମୃତକ ମହିଳା ହେଲେ ରିନି କୁମାରୀ ଦଳାଇ । ଘଟଣାସ୍ଥଳରେ କୁଜଙ୍ଗ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁ ଲିଭାଇ ଥିବା ବେଳେ

୩ ଘର, ୩ ଅଟୋ, କାର୍‌ର ମାଲିକ:  : ଇନ୍ଦୋରର କୋଟିପତି ଭିକାରୀ

ଇନ୍ଦୋରର ବହୁ ଚର୍ଚ୍ଚିତ “କୋଟିପତି ଭିକାରୀ” ମଙ୍ଗିଲାଲ ମାମଲାରେ ନୂଆ ମୋଡ଼ । ପ୍ରଶାସନ ଦ୍ୱାରା ଭିକାରୀ ଭାବେ ଉଦ୍ଧାର କରାଯାଇଥିବା କୁଷ୍ଠ ରୋଗୀ ମଙ୍ଗିଲାଲଙ୍କ ପରିବାର ଏବେ ସାମ୍ନାକୁ ଆସି ସରକାରଙ୍କ ଦାବିକୁ ମିଥ୍ୟା ବୋଲି କହିଛନ୍ତି । ସୂଚନାମୁତାବକ ଗତ ଶନିବାର ବିଳମ୍ବିତ ରାତିରେ

ରାଜ୍ୟରେ ପ୍ରଥମ ଥର ପାଇ ଜେଲରେ ଲାଗିଲା AI କ୍ୟାମେରା

ଜେଲ ଭିତରକୁ ଫିଙ୍ଗିଲେ ଡିଟେକ୍ଟ ହେବ ଜିନିଷ । ନିଶା ଦ୍ରବ୍ୟ କିମ୍ବା କୌଣସି ସନ୍ଦେହ ଜିନିକ ପଦାର୍ଥ ଫିଙ୍ଗିଲେ ହେବ ଡିକ୍ଟେକ୍ଟ ।ଜେଲ୍‌ରେ କଏଦୀଙ୍କ ଗତିବିଧି ଉପରେ ନଜର ରଖିବାକୁ ଲାଗିବ AI କ୍ୟାମେରା । ଏନେଇ ସୂଚନା ଦେଇଛନ୍ତି ଜେଲ୍ ଡିଆଇଜି ବୀରେନ୍ ସାହୁ । ଜେଲ୍ ଡିଆଇଜି

ସରକାରୀ ଜମି ସୁରକ୍ଷିତ ରଖିବାକୁ ନୂଆ ଆଇନ ଆଣିବେ ସରକାର- ରାଜସ୍ବ ମନ୍ତ୍ରୀ

ଜମିର ସଠିକ ପରିଚାଳନା ଏବଂ ଆଗାମୀ ଶହେ ବର୍ଷ ପାଇଁ ସରକାରୀ ଜମି ସୁରକ୍ଷିତ ରଖିବାକୁ ନୂଆ ଆଇନ ଆଣିବେ ସରକାର।ସରକାରୀ ଜମିର ହୋଇପାରିବନି ଦୁରୁପଯୋଗ । ଲିଜ ନେଇ ଜମିର ଦୁରୁପଯୋଗ କରିଥିଲେ ହେବ କାର୍ଯ୍ୟାନୁଷ୍ଠାନ । ଉକ୍ତ ଜମିକୁ ରାଜସ୍ବ ବିଭାଗ ଫେରାଇ ଆଣିବ । ଜମିର ସଠିକ ପରିଚାଳନା ଏବଂ

ପାଖେଇ ଆସିଲାଣି ଖଣ୍ଡଗିରି ମେଳା। ଅଶ୍ଳୀଳ ପ୍ରଦର୍ଶନ କଲେ NOC କ୍ୟାନସଲ୍

୨୭ ତାରିଖରୁ ଆରମ୍ଭ ହେବ ଖଣ୍ଡଗିରି ଯାତ୍ରା । ୭ଟି ପେଣ୍ଡାଲରେ ଜଲୱା ଦେଖାଇବେ ୧୫ ପାର୍ଟି।ତେବେ ଯାତ୍ରା ହେବା ପୂର୍ବରୁ କମିଟିମାନଙ୍କ ଉପରେ ବିଏମସିର ଲଗାମ। NOC ଦେବା ପୂର୍ବରୁ ବିଏମସିର ଯାତ୍ରା ଏସଓପି। ଅଶ୍ଳୀଳତାକୁ କରାଯିବନି ଆଦୌ ବରଦାସ୍ତ। ପାର୍କିଂ, ସଫେଇ ଓ ବ୍ୟାରିକେଡକୁ

ରାଉରକେଲା ବିମାନ ଦୁର୍ଘଟଣା: ସୁସ୍ଥ ହୋଇ ଘରକୁ ଫେରିଲେ ପାଇଲଟ୍

ରାଉରକେଲା ବିମାନ ଦୁର୍ଘଟଣା। ସୁସ୍ଥ ହୋଇ ଘରକୁ ଫେରିଛନ୍ତି ପାଇଲଟ୍ ନବୀନ କଡଙ୍ଗା ।ରାଉରକେଲା କଂସର ଗ୍ରାମରେ ଗତ ୧୦ ତାରିଖ ଦିନ ହୋଇଥିବା ମର୍ମନ୍ତୁଦ ବିମାନ ଦୁର୍ଘଟଣାରେ ନିଜର ବୁଦ୍ଧି ବଳରେ ଯାତ୍ରୀଙ୍କୁ ସୁରକ୍ଷିତ ଭାବରେ ବିମାନରୁ ଲ୍ୟାଣ୍ଡିଂ କରିଥିଲେ ସାହସୀ ପାଇଲଟ ନବୀନ

ଓଡିଶାରେ ଏପ୍ରିଲ ୧୬ରୁ ପ୍ରଥମ ପର୍ଯ୍ୟାୟ ଜନଗଣନା

ଜନଗଣନା ନେଇ ରାଜସ୍ବ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି । ଓଡ଼ିଶାରେ ଏପ୍ରିଲ୍‌ ୧୬ରୁ ପ୍ରଥମ ପର୍ଯ୍ୟାୟ ଜନଗଣନା ଆରମ୍ଭ ହେବ । ପ୍ରଥମ ପର୍ଯ୍ୟାୟରେ ୩୦ ଦିନ ଧରି ଚାଲିବ ଗଣନା । ଏପ୍ରିଲ୍‌ ୧୬ରୁ ମେ ୧୫ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଜନଗଣନା ହେବ । ତେବେ ମିଳିଥିବା ସୂଚନା

ସାଧାରଣତନ୍ତ୍ର ଦିବସରେ କିଏ କେଉଁଠାରୁ ପତାକା ଉତ୍ତୋଳନ କରିବେ

ଆଉ ମାତ୍ର କିଛି ଦିନ ପରେ ଦେଶ ପାଳନ କରିବ ୭୭ ତମ ସାଧାରଣତନ୍ତ୍ର ଦିବସ । ଏହି ଦିନରେ ରାଜ୍ୟ ପ୍ରାୟ ସମସ୍ତ ଜିଲ୍ଲା ସମେତ ରାଜଧାନୀ ଭୁବନେଶ୍ବରରେ ହେବ ପତାକା ଉତ୍ତୋଳନ ।ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ପାଇଁ ପ୍ରକାଶ ପାଇଲା ଅତିଥି ତାଲିକା।କଟକରେ