Browsing Category
ଆଜିର ଖବର
ରାଷ୍ଟ୍ରପତିଙ୍କ ହେଲିକପ୍ଟର ଲ୍ୟାଣ୍ଡିଂ ବେଳେ ଅଘଟଣ
ଆଜି କେରଳ ଗସ୍ତରେ ଅଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଚାରି ଦିନ ପାଇଁ କେରଳ ଗସ୍ତରେ ଯାଇଥିବା ସମୟରେ ରାଷ୍ଟ୍ରପତିଙ୍କ ସୁରକ୍ଷାରେ ବଡ ତ୍ରୁଟି ଦେଖିବାକୁ ମିଳିଛି । ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସାବରୀମାଳାର ଭଗବାନ ଆୟାପ୍ପା ମନ୍ଦିରରେ ଦର୍ଶନ ଏବଂ ଆରତୀ ପାଇଁ ପଠାଣମଥିଟ୍ଟା!-->…
ଲକ୍ଷ୍ମୀସାଗରରେ ସେକ୍ସ ରାକେଟ ଠାବ ଘଟଣା, ନାବାଳିକା HIV ପଜିଟିଭ୍
ରାଜଧାନୀର ରାଜରାସ୍ତାରୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର ହୋଇଥିବା ନାବାଳିକା HIV ପଜିଟିଭ୍ । ପୋଲିସ ଖୋଜିବ ଗ୍ରାହକଙ୍କ ଠିକଣା ।ସମସ୍ତଙ୍କର HIV ପରୀକ୍ଷା ମଧ୍ୟ କରାଯିବ ।ଲକ୍ଷ୍ମୀସାଗର ସେକ୍ସ ରାକେଟ ମାମଲାରେ ଏବେ ସୁଦ୍ଧା ୪ ଜଣଙ୍କୁ ଗିରଫ କରି ଖୋଳତାଡ଼ କରୁଛି କ୍ୟାପିଟାଲ ଥାନା ପୋଲିସ ।!-->…
ସତ୍ୟପାଠରେ ମାମଲାରେ ଘାସିରାମଙ୍କ ବଢିପାରେ ଅଡୁଆ
କଂଗ୍ରେସର ନୂଆପଡା ଉପନିର୍ବାଚନ ବିଧାୟକ ପ୍ରାର୍ଥୀ ଘାସିରାମ ମାଝୀଙ୍କ ପ୍ରାର୍ଥୀପତ୍ର ନାକଚ ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଫେରାଦ ହୋଇଥିଲା ବିଜେପି । ନୂଆପଡ଼ା ଉପନିର୍ବାଚନର କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କ ନାମରେ ଥିବା ୨ଟି ଅଭିଯୋଗର ତଥ୍ୟ ନିର୍ବାଚନ ଆୟୋଗଙ୍କ!-->…
ଆଇନଜୀବୀ ପୀତବାସ ହତ୍ୟା ମାମଲା, ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଜେରା
ପୀତବାସ ପଣ୍ଡା ହତ୍ୟା ମାମଲାରେ ବିକ୍ରମ ପଣ୍ଡାଙ୍କୁ ପଚରାଉଚରା । ବ୍ରହ୍ମପୁରର ପୂର୍ବତନ ବିଧାୟକ ତଥା ଜ଼ିଲ୍ଲା ସଭାପତି ବିକ୍ରମ ପଣ୍ଡାଙ୍କୁ ପୋଲିସ ତାଙ୍କ ଘରୁ ଉଠାଇ ନେଇଛି । ମଙ୍ଗଳବାର ବିଳମ୍ବିତ ରାତିରେ ଅନ୍ୟ ଥାନା ଅଧିକାରୀଙ୍କ ସହ ନିଜେ ଏସପି ଆସି ତାଙ୍କୁ ଡାକି ନେଇଥିବା ସୂଚନା ।!-->…
ଗଣିଆରେ ଦିପାବଳୀ ଓ କାଳୀପୂଜା ଧୁମଧାମରେ ପାଳିତ , ଯୋଗଦେଲେ କନ୍ଧମାଳ ସାଂସଦ
ଗଣିଆ - ମଙ୍ଗଳବାର ଦିନ ସଂଧ୍ୟାରେ ଗଣିଆସ୍ଥିତ ଚଉବଙ୍ଗଠାରେ ଅବସ୍ଥିତ ଲକ୍ଷ୍ମୀବଜାର ପୂଜା ଉତ୍ସବରେ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ ପଂହଚି ମା’ ଶ୍ୟାମା କାଳୀଙ୍କର ସନ୍ଧ୍ୟା ଅଳତୀ ଦର୍ଶନ କରିବା ସହିତ କୃପାଲାଭ କରିଥିଲେ । ପ୍ରଥମେ ସାଂସଦ ଗଣିଆରେ ପହଞ୍ଚିବା ପରେ ତାଙ୍କୁ ଲକ୍ଷ୍ମୀ!-->…
ରାଜଧାନୀରେ ନାବାଳିକା ଦୁଷ୍କର୍ମ ମାମଲାରେ ତଦନ୍ତ କରିବ କ୍ରାଇମ୍ବ୍ରାଞ୍ଚ CAW
ଭୁବନେଶ୍ବରରେ ନାବାଳିକା ଦୁଷ୍କର୍ମ ଘଟଣା ପରେ ଯେଉଁ ବଡ଼ ସେକ୍ସରାକେଟର ଗୁମର ଖୋଲିଥିଲା ଏହାର ତନାଘନା ଜୋରଦାର କରିଛି କ୍ରାଇମବ୍ରାଞ୍ଚ । କିଛି ବଡ଼ ସୁରାକ ଲାଗିଛି । ଯାହାକୁ ଦେଖି ଏହାକୁ ରେଡ୍ ଫ୍ଲାଗ ଅନ୍ତର୍ଭୁକ୍ତ କରିଛି ପୋଲିସ ।ଏନେଇ ଝାରଖଣ୍ଡ ପୋଲିସକୁ ମଧ୍ୟ ଯୋଗାଯୋଗ କରିଛି!-->…
ଇସ୍କନକୁ ପୁଣି ଚିଠି ଲେଖିଲେ ଗଜପତି ମହାରାଜା
ଗଜପତି ଦିବ୍ୟସିଂହ ଦେବଙ୍କ ପୁନର୍ବାର ଇସ୍କନ କର୍ତ୍ତୃପକ୍ଷଙ୍କୁ ଚିଠି । ଇସ୍କନ ନିଜ ସିଦ୍ଧାନ୍ତର ପୁନର୍ବିଚାର କରିବାକୁ ଏବଂ ପବିତ୍ର ଶାସ୍ତ୍ର ଓ ପୁରାତନ ରୀତି ନୀତିର ସମ୍ମାନ ରଖି ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରୁ ୯ ଦିନ ମଧ୍ୟରେ ରଥଯାତ୍ରା ପାଳନ କରିବାକୁ ଦିଗଦର୍ଶନ ଦେଇଛନ୍ତି।ଜ୍ୟେଷ୍ଠ!-->…
ଦୀପାବଳି ପାଳିଲେ ଅତୀତରେ ମାଓବାଦୀ ଥିବା ମହିଳା
ନବରଙ୍ଗପୁର ସୀମାନ୍ତ ଛତିଶଗଡ଼ ଅନ୍ତର୍ଗତ ଗରିଆବନ୍ଧରେ ଦେଖିବାକୁ ମିଳିଛି ଏକ ନିଆରା ଦୃଶ୍ୟl ଜଙ୍ଗଲରେ ରହିଆସୁଥିବା ମହିଳା ମାଓବାଦୀମାନେ ପୁଲିସ ନିକଟରେ ଆତ୍ମସମର୍ପଣ ପରେ ଏବେ ନିର୍ଭୟରେ ଦୀପାବଳି ପାଳନ କରିଛନ୍ତି। ଦୀପାବଳି ପାଳନ କରିବା ପୂର୍ବରୁ ସେମାନେ ବଜାରରୁ ଜିନିଷପତ୍ର!-->…
ପାଳିତ ହୋଇଛି 66 ତମ ପୋଲିସ ଶହୀଦ ସ୍ମୃତି ଦିବସ l’ଚଳିତବର୍ଷ ଦେଶରେ 191, ରାଜ୍ୟରେ 2 ପୋଲିସ ଶହୀଦ
ରାଜ୍ୟ ପୋଲିସ ମୁଖ୍ୟାଳୟ ପରିସରରେ 66 ତମ ପୋଲିସ ଶହୀଦ ସ୍ମୃତି ଦିବସ ପାଳିତ ହୋଇଯାଇଛି l ଏହି ଉପଲକ୍ଷେ ଆୟୋଜିତ ଏକ ସ୍ଵତନ୍ତ୍ର ଉତ୍ସବରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦେଶ ତଥା ମାତୃଭୂମିର ସୁରକ୍ଷା ଓ ସମ୍ମାନ ପାଇଁ!-->…
ଦୀପାବଳି ବୋନସ ଦେଲାନି କମ୍ପାନୀ, ଆଗ୍ରାର ଲକ୍ଷ୍ନୌ ଏକ୍ସପ୍ରେସୱେର ଟୋଲ ଗେଟ୍ ଖୋଲିଦେଲେ କର୍ମଚାରୀ
ଉତ୍ତର ପ୍ରଦେଶର ଫତେହାବାଦ ଟୋଲ୍ ଟ୍ୟାକ୍ସ କର୍ମଚାରୀମାନଙ୍କ ଅଭାବନୀୟ କାଣ୍ଡ । ଦୀପାବଳି ବୋନସ୍ ନ ମିଳିବା କାରଣରୁ ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେର ଫତେହାବାଦ ଟୋଲ୍ ପ୍ଲାଜା କର୍ମଚାରୀମାନେ ରବିବାର ବିଳମ୍ବିତ ରାତିରେ ଧର୍ମଘଟ କରିଥିଲେ। ସେମାନେ ଟୋଲ୍ ଫାଟକ (Toll Gates) ଖୋଲି ଦେବାରୁ!-->…
ଶ୍ରୀମନ୍ଦିର ଭିତରେ ଫଟୋ ଉଠେଇ ଗୁମାସ୍ତା ଅଟକ
ଶ୍ରୀମନ୍ଦିର ଭିତ ଫଟୋ ଉଠାଇବା ପଡ଼ିଲା ମହଙ୍ଗା। ଗୁମାସ୍ତାକୁ ଉଠାଇ ଆଣିଲା ସିଂହଦ୍ବାର ଥାନା ପୁଲିସ। ପ୍ରତିହାରୀ ନିଯୋଗ ନିକଟରେ ଫଟୋ ଉଠାଉ ଥିବା ବେଳେ ଦେଖି ସୂଚନା ଦେଇଥିଲେ ସେବାୟତ। ସିଂହଦ୍ୱାର ଥାନାରେ ଅଟକ ରଖି ଜେରା କରୁଛି ପୋଲିସ ।ସୂଚନାମୁତାବକ, ମଙ୍ଗଳବାର ଶ୍ରୀମନ୍ଦିର ଭିତରେ!-->…
ଜବତ ବାଣକୁ ପ୍ରଶାସନ ଫୁଟାଇବା ବେଳେ ଅଘଟଣ : ଥରିଲା ୬ ଗାଁ
ପବିତ୍ର ଦୀପାବଳି ଅବସରରେ ଲୋକେ ଖୁସି ମନାଉଥିବା ବେଳେ ପ୍ରଶାସନର ଖାମଖିଆଲି ନୀତି ପାଇଁ ଭାଙ୍ଗିଛି ଘରଦ୍ବାର । ଜବତ ବାଣ ସବୁ ନିଷ୍କ୍ରିୟ ବେଳେ ଏଭଳି ଅଘଟଣ ଘଟିଛି । । ଲୋକେ ଭୟରେ ଘର ଛାଡ଼ି ବାହାରକୁ ବାହାରି ଆସିଲେ । ଦୌଡ଼ାଦୌଡ଼ିରେ କେତେକ ଲୋକ ତଳେ ପଡ଼ି ଆହତ ହୋଇଛନ୍ତି । ଏପରି!-->…