Browsing Category
ଆଜିର ଖବର
ଆସନ୍ତା ୨୪ରୁ ପ୍ରବଳ ବର୍ଷା ଆଶଙ୍କା
ଆସନ୍ତା ୨୪ରୁ ୨୬ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ଆଶଙ୍କା ରହିଛି । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଆସନ୍ତା ୧୨ ଘଣ୍ଟାରେ ଲଘୁଚାପ ସୃଷ୍ଟି ହେବ । ୨୪ ଘଣ୍ଟା ମଧ୍ୟରେ ଅବପାତ ହେବ । କାଲିଠାରୁ ଆରମ୍ଭ ହୋଇପାରେ ହାଲୁକାରୁ ମଧ୍ୟମ ଧରଣର!-->…
କେବେ ଆସିବ ପିଏମ୍ କିସାନର ୨୧ତମ କିସ୍ତି?
ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାରେ ସାମିଲ ଥିବା ଚାଷୀଙ୍କ ପାଇଁ ଖୁସି ଖବର । ପିଏମ୍ କିସାନର ୨୧ତମ କିସ୍ତି ଦୀପାବଳି ପୂର୍ବରୁ କିମ୍ବା ଦୀପାବଳିରେ ମିଳିବା ନେଇ ଆଶା କରାଯାଉଥିଲା । କିନ୍ତୁ ଏବେ ତାହା ମିଳିବନି । ନଭେମ୍ବର ପ୍ରଥମ ସପ୍ତାହରେ ପିଏମ୍ କିସାନର ୨୧ତମ କିସ୍ତି!-->…
କଟକର ବାଖରା ବାଦ୍ ପୂଜା ମଣ୍ଡପରେ ବିଜେ କରିଛନ୍ତି ମା’ଛିନ୍ନମସ୍ତା
ଆଜି କାଳୀ ପୂଜା । ଉତ୍ସବମୁଖର ଗାଁଠୁ ସହର । ମନ୍ଦିରରୁ ମଣ୍ଡପ ସବୁଠି ବହୁ ଧୁମଧାମରେ ଚାଲିଛି ମା’ଙ୍କ ଆରାଧନା । ମା’ଙ୍କ ପାଦତଳେ ଧୂପ, ଦୀପ, ନୈବେଦ୍ୟ ଅର୍ପଣ କରି ଶ୍ରଦ୍ଧାରେ ମା’ଙ୍କ ପୂଜାର୍ଚ୍ଚନା କରୁଛନ୍ତି ଶ୍ରଦ୍ଧାଳୁ । ଏହାରି ଭିତରେ କଟକର ବାଖରା ବାଦ୍ ପୂଜା ମଣ୍ଡପରୁ ସାମ୍ନାକୁ!-->…
ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା: ଷଡ଼ଯନ୍ତ୍ରକାରୀକୁ ଧରିବା ଏବେ ଚାଲେଞ୍ଜ୍
ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡା ହତ୍ୟା ମାମଲାରେ ପୁଲିସ ଅଭିଯୁକ୍ତଙ୍କୁ କାବୁ କରିସାରିଛି । ତେବେ ଷଡ଼ଯନ୍ତ୍ରକାରୀକୁ ଧରିବା ଏବେ ବଡ଼ ଚ୍ୟାଲେଞ୍ଜ୍ ସୃଷ୍ଟି ହୋଇଛି । ଷଡ଼ଯନ୍ତ୍ର ପଛରେ ବଡ଼ ମୁଣ୍ଡ ଥିବା ଆଲୋଚନା ହେଉଛି । ହତ୍ୟା ପଛର କାରଣ ରାଜନୈତିକ ନା ପୂର୍ବ ଶତ୍ରୁତା ଏବେ!-->…
ନୂଆପଡ଼ା ବାଜି ଜିତିବାକୁ ସ୍ୱତନ୍ତ୍ର ରଣନୀତି କରି ପ୍ରଚାର କରୁଛନ୍ତି ୩ ପ୍ରମୁଖ ଦଳ
ଦିନ ଯେତିକି ଗଡୁଛି, ନୂଆପଡ଼ା ଉପନିର୍ବାଚନ ସେତିକି ଉଷ୍ମ ହୋଇଚାଲିଛି। ତିନି ପ୍ରମୁଖ ଦଳର ପ୍ରାର୍ଥୀ ଜାରି ରଖିଛନ୍ତି ପ୍ରଚାର ।ନୂଆ ରଣନୀତି ସହ ଆଗକୁ ବଢ଼ୁଛନ୍ତି ବିଜେପି ଓ କଂଗ୍ରେସ ପ୍ରାଥୀ । ଜୟ ଢ଼ୋଲକିଆ ସବୁ ବିଜେପି କର୍ମୀଙ୍କୁ ଏକଜୁଟ୍ କରିବା ସହ ୧୫ମାସରେ ମୋହନ ସରକାରଙ୍କ ଉପଲବ୍ଧିକୁ!-->…
ୟାରପୋର୍ଟରେ ଅବତରଣ କରିବା ସମୟରେ କାର୍ଗୋ ବିମାନ ରନୱେରୁ ସମୁଦ୍ରରେ ଖସି ପଡ଼ି ଦୁର୍ଘଟଣା
ହଂକଂ ଆନ୍ତର୍ଜାତୀୟ ବିମାନବନ୍ଦରରେ ଦୁର୍ଘଟଣା ଘଟିଛି । ଏୟାରପୋର୍ଟରେ ଅବତରଣ କରିବା ସମୟରେ କାର୍ଗୋ ବିମାନ ରନୱେରୁ ସମୁଦ୍ରରେ ଖସି ପଡ଼ି ଦୁର୍ଘଟଣା ଘଟିଥିବା ଜଣାପଡିଛି । ଏହି ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ତେବେ ଏହି ବିମାନଟି ଏକ ବୋଇଙ୍ଗ୍ ୭୪୭ ବୋଲି ଜଣାପଡ଼ିଛି । ତେବେ!-->…
ଆଜି ଅପରାହ୍ନ ୩ଟାରୁ ଚାଲିବନି ‘ଆମ ବସ୍’
ଦୀପାବଳିର ସତର୍କତାକୁ ଆଖି ଆଗରେ ରଖି ଆଜି ୩ଟାରୁ ଚାଲିବନି ଆମ ବସ୍। ଏନେଇ କ୍ରୁଟ୍ ପକ୍ଷରୁ ସୂଚନା ଦିଆଯାଇଛି।ଆଜି ଅପରାହ୍ନ ୩ଟାରୁ ରାଜଧାନୀ ଓ କଟକରେ 'ଆମ ବସ୍' ସେବା ବନ୍ଦ ରହିବ।ଏହାସହିତ ଯାତ୍ରୀମାନଙ୍କ ସୁବିଧା-ଅସୁବିଧା ପାଇଁ ହେଲ୍ପଲାଇନ୍ ସେବା ଜାରି ରହିବ। ଏହି ହେଲ୍ପଲାଇନ୍!-->…
ଦୀପାବଳି ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି- ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଦେଶବାସୀଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି। ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି, ‘ମୋର ସମସ୍ତ ଦେଶବାସୀଙ୍କୁ ଦୀପାବଳିର ହାର୍ଦ୍ଦିକ ଶୁଭେଚ୍ଛା। ଆଲୋକର ଏହି ପବିତ୍ର ପର୍ବ ସମସ୍ତଙ୍କ ଜୀବନକୁ ସୁଖ, ସମୃଦ୍ଧି ଏବଂ!-->…
ଆଜି ଆଲୋକର ପର୍ବ ଦୀପାବଳି
ଆଜି ଆଲୋକର ପର୍ବ ଦୀପାବଳି । ଚାରିଆଡ଼େ ଖୁସିର ମାହୋଲ । ରଙ୍ଗୀନ ଆଲୋକମାଳାରେ ଘର ସଜେଇ ରଖିଛନ୍ତି ଲୋକେ । ସନ୍ଧ୍ୟାରେ ବାଣ ଫୁଟାଇ ଖୁସି ମନାଇବେ ଲୋକ । ହିନ୍ଦୁ ପରମ୍ପରାରେ ଆଲୋକର ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। ଅନ୍ଧକାର ହେଲା ଦୁଷ୍ଟ ତଥା ନକାରାତ୍ମକ ଶକ୍ତିର ପ୍ରତୀକ ଆଉ ଆଲୋକ!-->…
କାର୍ ଉପରେ ଓଲଟିଲା ବସ୍ । ଏଥିରେ ୨୫ ଜଣ ଆହତ
କାର୍ ଉପରେ ଓଲଟିଲା ବସ୍ । ଏଥିରେ ୨୫ ଜଣ ଆହତ ହୋଇଛନ୍ତି । ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ସ୍ଥିତ ଦ୍ଵାରଶୁଣି ଘାଟିରେ ଓଲଟିଲା ବସ । ବସ୍ ରେ ଥିବା ୨୫ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ବାଙ୍ଗିରିପୋଷି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସୂଚନା ମୂତାବକ ବାରିପଦା!-->…
ଜୟ ଢୋଲକିଆଙ୍କ ବିଜୟ ସୁନିଶ୍ଚିତ: ମନମୋହନ
ନୂଆପଡ଼ା ଉପନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ବିରାଟ ଶୋଭାଯାତ୍ରାରେ ଆସି ନାମାଙ୍କନ ଭରିଛନ୍ତି ଜୟ । ନୂଆପଡ଼ା ଉପଜିଲ୍ଲାପାଳଙ୍କ ଅଫି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ । ନାମାଙ୍କନ ଶୋଭାଯାତ୍ରାରେ ସ୍ୱର୍ଗତଃ!-->…
ଦେଶୀ ରନ୍ଧା ମଦ ଜବତ ଘଟଣାରେ ତିନି ଜଣକୁ ଗିରଫ ସହ କୋର୍ଟ ଚାଲାଣ
ଟାଙ୍ଗୀ - ଚୌଦ୍ୱାର ( )କଟକ ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ ରେ କାଳୀ ପୂଜା କୁ ଦୂର୍ଷ୍ଟିରେ ରଖି ଅବକାରୀ ସୁପେରିଣ୍ଟେଣ୍ଡେଣ୍ଟ ଙ୍କ ନିର୍ଦ୍ଦେଶ ରେ ଚୌଦ୍ଵାର ଅବକାରୀ ଥାନା ତରଫରୁ ଟାଙ୍ଗୀ ଥାନା ଅଞ୍ଚଳ ରେ ଜୋର୍ ଯାର ଚଢ଼ାଉ ହୋଇ ଥିଲା। ଏହି ପରିପ୍ରେକ୍ଷୀ ରେ ଟାଙ୍ଗୀ , ଭଗତପୁର, ଭଟିମୁଣ୍ଡା,!-->…