Browsing Category

ଆଜିର ଖବର

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା । ଆଜି କୋର୍ଟରେ ହାଜର ହେବେ ସମସ୍ତ ଅଭିଯୁକ୍ତ

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା । ଗିରଫ ସମସ୍ତ ଅଭିଯୁକ୍ତଙ୍କୁ ଆଜି କୋର୍ଟରେ ହାଜର କରାଯିବ । ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା, କର୍ପୋରେଟର ମଳୟ ବିଷୋୟୀ, ମଦନ ଦଳାଇ, ପୂର୍ବତନ ମେୟର ପିଣ୍ଟୁ ଦାଶ, ସୁନୀଲ ଅକୁମାର ହୋତା, ବିପିନ ସ୍ବାଇଁ, ସୀମାଞ୍ଚଳ ନାୟକ, ବିହାରୀ ସୁଟର କୁନ୍ଦନ

ଚୌଦ୍ଵାର ମଣ୍ଡଳ କାରାଗାରରରୁ ୨ କଏଦୀ ଫେରାର ଘଟଣା, ପୂର୍ବତନ ଜେଲର-ସପୁରଟେଣ୍ଟ ମୁହାଁମୁହିଁ

ଚୌଦ୍ଵାର ମଣ୍ଡଳ କାରାଗାରରରୁ ୨ କଏଦୀ ଫେରାର ଘଟଣାରେ ତେଜୁଛି ବିବାଦ । ପୂର୍ବତନ ଜେଲର ଓ ବର୍ତ୍ତମାନର ଜେଲ୍ ସୁପରିଣ୍ଟେଣ୍ଡେଣ୍ଟଙ୍କ ମଧ୍ୟରେ ଚାଲିଛି ଛାୟା ଯୁଦ୍ଧ । ଚୌଦ୍ଵାର ଜେଲ୍ ଅଧିକ୍ଷକ ସୁଜିତ କୁମାର ରାଉଳ, ପୂର୍ବତନ ଜେଲର ସନ୍ତୋସିନୀ ଦାସଙ୍କ ବିରୋଧରେ ଚୌଦ୍ଵାର

ଏଥର ଚିଲିକାକୁ ଆସିଛନ୍ତି ଅଧିକ ପକ୍ଷୀ

ଚିଲିକାରେ ଚଳିତ ବର୍ଷ ୧୧ ଲକ୍ଷରୁ ଅଧିକ ପକ୍ଷୀଙ୍କ ଆଗମନ । ଆସିଛନ୍ତି ଦେଶ ଓ ଵିଦେଶର ମୋଟ୧୯୬ ପ୍ରଜାତିର ୧୧ ଲକ୍ଷ ୩୨ ହଜାର ୨୦୦ ପକ୍ଷୀ । ଚଳିତ ବର୍ଷ ପ୍ଲେନ ମାର୍ଟିନ ଏବଂ ବେଙ୍ଗଲ ବୁଶ ଲାର୍କ ପ୍ରଜାତିଙ୍କ ସଂଖ୍ୟା ଅଧିକ ରହିଛି। ଗତ ବର୍ଷ ଅର୍ଥାତ ୨୦୨୫ରେ ମଧ୍ୟ ୧୯୬

ମହାବିଦ୍ୟାଳୟର ବାର୍ଷିକ ଉତ୍ସବଉତମ ଚରିତ୍ର ଗଠନ ଓ ଗୁଣାତ୍ମକ ଶିକ୍ଷା ଉପରେ ଗୁରୁତ୍ୱ

ଗଣିଆ,- ରବିବାର ଦିନ ପୂର୍ବାହ୍ନରେ ଗଣିଆ ବ୍ଳକସ୍ଥିତ ବନମାଳୀ ବାରିକି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ରିଜିଓନାଲ ଡିଗ୍ରୀ ମହାବିଦ୍ୟାଳୟର ମିଳିତ ସହଯୋଗରେ ବାର୍ଷିକ ଉସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷ ସଂଜୟ କୁମାର ପଣ୍ଡା ସଭାପତିତ୍ୱରେ ମୁଖ୍ୟ ଅତିଥିଭାବେ ଓଡ଼ିଶା

ଡଙ୍କାରିସାହି ମା ଦକ୍ଷିଣକାଳୀ ଚ୍ୟାଲେଞ୍ଜ କପ୍

,କରଡ଼ାପଡ଼ା ଚମ୍ପିୟାନ ଗଣିଆ -(ପିଏନ୍ଏସ୍/୧୮/୦୧) ଗଣିଆ ବ୍ଲକସ୍ଥିତ ଡଙ୍କାରିସାହି ଖେଳ ପଡ଼ିଆରେ ଡଙ୍କାରିସାହି ମା ଦକ୍ଷିଣକାଳୀ ଚ୍ୟାଲେଞ୍ଜ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଉଦଯାପିତ ହୋଇଯାଇଛି । ଉଦଯାପନ ଦିବସରେ ଗ୍ରାଣ୍ଡ ଫାଇନାଲ ମ୍ୟାଚରେ କରଡ଼ାପଡା କ୍ରିକେଟ ଟିମ୍ ବନାମ

ଆଜିର ରାଶିଫଳ(୧୮ ଜାନୁଆରୀ, ୨୦୨୬)

ମେଷ : ବ୍ୟବସାୟୀ ମାନଙ୍କ ପାଇଁ ଆଜିର ଦିନ ଲାଭଦାୟକ ହେବ। ଆର୍ଥିକ ଲାଭ ମିଳିବ। ଲମ୍ବା ସମୟର ଆର୍ଥିକ ଆୟୋଜନ ମଧ୍ୟ କରି ପାରିବେ। ଶରୀର ଏବଂ ମନ ସୁସ୍ଥ ରହିବ। ମିତ୍ରମାନଙ୍କ ଏବଂ ପାରିବାରିକ ସଦସ୍ୟମାନଙ୍କ ସହିତ ଆନନ୍ଦରେ ଦିନ କଟିବ। ବୃଷ : ଆଜି ଲୋକମାନଙ୍କ ସହିତ ସୌହାର୍ଦ୍ୟପୂର୍ଣ୍ଣ

ଶିବ ମନ୍ଦିର ଭିତରୁ ପୂଜକଙ୍କ ମୃତଦେହ ଉଦ୍ଧାର

ଜଗତସିଂହପୁର ଜିଲ୍ଲା ସଦର ଥାନା ପୁନଙ୍ଗ ଗାଁରେ ଅଭାବନୀୟ ଘଟଣା ଘଟିଛି । ପୁନଙ୍ଗ ଶିବ ମନ୍ଦିର ଭିତରୁ ପୂଜକଙ୍କ ମୃତଦେହ ଉଦ୍ଧାର ।ମୃତକ ଜଣକ ପୁନଙ୍ଗ ଗାଁର ଓମ୍ ପ୍ରକାଶ ପଣ୍ଡା । ଶନିବାର ମଧ୍ୟାହ୍ନରେ ସେ ମନ୍ଦିର ଭିତରକୁ ପୂଜା କରିବାକୁ ଯାଇ ଆଉ ଫେରି ନଥିଲେ । ପରେ ଗ୍ରାମବାସୀ ମନ୍ଦିର

ଚୌଦ୍ବାର୍ ସର୍କଲ୍ ଜେଲରେ ଦୁଇ ବିହାରୀ କଏଦୀ ଖସି ଯିବା ଘଟଣା।ଜେଲ୍‌ ଅଧିକାରୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ

ଚୌଦ୍ବାର୍ ସର୍କଲ୍ ଜେଲରେ ଦୁଇ ବିହାରୀ କଏଦୀ ଖସି ଯିବା ଘଟଣା। ସିନିୟର ସୁପରିନଟେଣ୍ଡେଣ୍ଟ୍ ସୁଜିତ କୁମାର ରାଉଳଙ୍କ ନାମରେ ଅଭିଯୋଗ ଆଣିଲେ ତତ୍କାଳୀନ ଚୌଦ୍ବାର ଜେଲର୍ ସନ୍ତୋଷିନୀ ଦାସ୍ ।ଚୌଦ୍ବାର ପୋଲିସ ଷ୍ଟେସନରେ ସୁଜିତଙ୍କ ନାଁରେ ଏତଲା ଦେଇଛନ୍ତି ସନ୍ତୋଷିନୀ । ତାଙ୍କ ଅଭିଯୋଗ

ଛାତ୍ରଛାତ୍ରୀଙ୍କ ଆଗରେ ମାରପିଟ ହୋଇ ଲହୁଲୁହାଣ ହେଲେ ୨ ଶିକ୍ଷୟିତ୍ରୀ

ଛାତ୍ରଛାତ୍ରୀଙ୍କ ଆଗରେ ପିଟାପିଟି ହୋଇ ଲହୁଲୁହାଣ ହେଲେ ୨ ଶିକ୍ଷୟିତ୍ରୀ । ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ସମ୍ବଲପୁର ଜିଲ୍ଲାରୁ ।ବିଦ୍ୟାଳୟ ମଧ୍ୟରେ କୌଣସି କାରଣକୁ କେନ୍ଦ୍ରକରି ୨ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା। ସଂଘର୍ଷରେ ଜଣେ ଶିକ୍ଷୟିତ୍ରୀ ଗୁରୁତର ଆହତ

ଗଣିଆ ଥାନାରେ ଯୋଗଦେଲେ ନୂତନ ଥାନା ଅଧିକାରୀଅଞ୍ଚଳରେ ଶାନ୍ତି ଶୃଙ୍ଖଳା ରକ୍ଷା ଓ ଅପରାଧ ନିୟନ୍ତ୍ରଣ ମୁଖ୍ୟ ଦାୟିତ୍ୱ

ଗଣିଆ,(ବିଶ୍ୱରଂଜନ ସେଠି) ନୟାଗଡ଼ ଜିଲା ଗଣିଆ ଥାନାରେ ନୂତନ ଅଧିକାରୀଭାବେ ଯୋଗ ଦେଇଛନ୍ତି ଇନିସପେକ୍ଟର ଟଙ୍କଧର ଛତ୍ରିଆ । ଗଣିଆ ଥାନାରେ ଥାନା ଅଧିକାରୀ ଲକ୍ଷ୍ମଣ ଦଣ୍ଡସେନାଙ୍କ ଠାରୁ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ସେ ୨୦୧୭ ମସିହାରେ ଓଡ଼ିଶା ପୋଲିସରେ ଏସଆଇ ଭାବେ ନିଯୁକ୍ତି ପାଇଥିଲେ ।

ଡଙ୍କାରିସାହି ମା ଦକ୍ଷିଣକାଳୀ ଚ୍ୟାଲେଞ୍ଜ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଫାଇନାଲରେ ଇନ୍ଦିପଟା କ୍ରିକେଟ କ୍ଲବ୍ ବନାମ…

ଗଣିଆ - (ବିଶ୍ୱରଂଜନ ସେଠି)ଗଣିଆ ବ୍ଲକସ୍ଥିତ ଡଙ୍କାରିସାହି ମା ଦକ୍ଷିଣକାଳୀ ଚ୍ୟାଲେଞ୍ଜ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ସେମିଫାଇନାଲଖେଳ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି । ସପ୍ତମ ଦିବସର ସେମି -ଫାଇନାଲ ମ୍ୟାଚ୍ରେ ପ୍ରଥମେ ରାଣୀଭୂଇଁ କ୍ରିକେଟ ଟିମ୍ ବନାମ ଇନ୍ଦିପଟ୍ଟା ମଧ୍ୟରେ

ଡଙ୍କାରିସାହି ମା ଦକ୍ଷିଣକାଳୀ ଚ୍ୟାଲେଞ୍ଜ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଫାଇନାଲରେ ଇନ୍ଦିପଟା କ୍ରିକେଟ କ୍ଲବ୍ ବନାମ…

ଗଣିଆ - (ବିଶ୍ୱରଂଜନ ସେଠି)ଗଣିଆ ବ୍ଲକସ୍ଥିତ ଡଙ୍କାରିସାହି ମା ଦକ୍ଷିଣକାଳୀ ଚ୍ୟାଲେଞ୍ଜ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ସେମିଫାଇନାଲଖେଳ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି । ସପ୍ତମ ଦିବସର ସେମି -ଫାଇନାଲ ମ୍ୟାଚ୍ରେ ପ୍ରଥମେ ରାଣୀଭୂଇଁ କ୍ରିକେଟ ଟିମ୍ ବନାମ ଇନ୍ଦିପଟ୍ଟା ମଧ୍ୟରେ