Browsing Category
ଆଜିର ଖବର
ଲଘୁଚାପ ପ୍ରଭାବରେ ଅନେକ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା
ଯୋଡ଼ା ଲଘୁଚାପ ପାଇଁ ରାଜ୍ୟର ବିଭିନ୍ନ ଜିଲାରେ ବର୍ଷା ଜାରି ରହିଛି। ଗୋଟିଏ ଲଘୁଚାପ ଉତ୍ତର ଓଡ଼ିଶା ଏବଂ ଏହାର ପାର୍ଶ୍ବବର୍ତ୍ତୀ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ଥିବାରୁ ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ, ବରଗଡ଼, ନବରଙ୍ଗପୁର ଏବଂ ବଲାଙ୍ଗିର ଜିଲାର ବିଭିନ୍ନ ଅଞ୍ଚଳରେ!-->…
କାଲିଠାରୁ ବାଲିଯାତ୍ରା ପ୍ଲଟ ଆବେଦନ
ଐତିହାସିକ କଟକ ବାଲିଯାତ୍ରା ୨୦୨୫ ପାଇଁ ଆସନ୍ତାକାଲି ଠାରୁ ଷ୍ଟଲ ବୁକିଂ କରି ପାରିବେ ବ୍ୟବସାୟୀ । ଚଳିତ ବର୍ଷ ନଭେମ୍ବର ୫ ରୁ ନଭେମ୍ବର ୧୨ ପର୍ଯ୍ୟନ୍ତ ଚାଲିବ କଟକ ବାଲିଯାତ୍ରା । ବାଲିଯାତ୍ରାରେ ସୁରୁଖୁରୁରେ ଷ୍ଟଲ ବଣ୍ଟନ ପାଇଁ ପ୍ରଶାସନ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି ।ଲୋକେ!-->…
ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସୁସ୍ଥ ନାରୀ ସଶକ୍ତ ପରିବାର କାର୍ଯ୍ୟକ୍ରମ
ଚନ୍ଦାହାଣ୍ଡି- ତା 25.09 (ନି:ପ୍ର)ଓଡ଼ିଶା ସରକାର ଙ୍କ ଦ୍ୱାରା ମା ମାନଙ୍କ ସୁସ୍ଥ ସ୍ୱାସ୍ଥ୍ୟ ଲକ୍ଷରେ ଆଜି ସମଗ୍ର ଓଡିଶାରେ ସୁସ୍ଥନାରୀ ସଶକ୍ତ ପରିବାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସନ୍ତୋଷ କୁମାର ପଣ୍ଡାଙ୍କ ସଭାପତିତ୍ୱ ରେ ଆୟୋଜିତ!-->…
ଚର୍ଚ୍ଚାରେ ଓଡ଼ିଶାର ଆଉଜଣେ ସାରଥୀ: ଯୌନ ନିର୍ଯାତନା ଅଭିଯୋଗ ପରେ ଫେରାର
ଦିଲ୍ଲୀର ଡାର୍ଟି ଆଶ୍ରମ । ପାଠ ପଢାଇବା ଆଳରେ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେଉଥିଲେ ବାବା । ଦିଲ୍ଲୀର ବସନ୍ତ କୁଞ୍ଜ ଅଞ୍ଚଳରେ ଥିବା ଏକ ଆଶ୍ରମର ମୁଖ୍ୟ ସ୍ୱାମୀ ଚୈତନ୍ୟାନନ୍ଦ ସରସ୍ୱତୀଙ୍କ ବିରୋଧରେ ଆସିଛି ଏପରି ସାଂଘାତିକ ଅଭିଯୋଗ । ଜଣେ କି ଦୁଇ ଜଣ ନୁହେଁ ୧୭ ଜଣ ଛାତ୍ରୀ ଆଣିଛନ୍ତି!-->…
ଜଣେ ଶିକ୍ଷକ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିଜ ରକ୍ତରେ ଚିଠି ଲେଖି ପଠାଇଛନ୍ତି
ଉତ୍ତରାଖଣ୍ଡରେ ଗତ ଏକ ମାସ ଧରି ପଦୋନ୍ନତି, ସ୍ଥାନାନ୍ତର ଓ ପୁରୁଣା ପେନସନ ଯୋଜନା ସମେତ ପ୍ରାୟ 34ଟି ଦାବି ନେଇ ଶିକ୍ଷକମାନେ ରାଜ୍ୟବ୍ୟାପୀ ଆନ୍ଦୋଳନ କରିଆସୁଛନ୍ତି । ଆନ୍ଦୋଳନରତ ଥିବା, ରାଜ୍ୟ ଶିକ୍ଷକ ସଂଘର ପ୍ରାଦେଶିକ ସଦସ୍ୟ ତଥା ଉତ୍ତରାଖଣ୍ଡର ଚମ୍ପବଟି ଜିଲ୍ଲା ଗେଣ୍ଡାଖାଲିର ଟନକପୁର!-->…
ଧର୍ମେନ୍ଦ୍ର ଓ ବୈଜୟନ୍ତ ପଣ୍ଡାଙ୍କୁ ମିଳିଲା ବଡ଼ ଦାୟିତ୍ୱ
ବିହାର ନିର୍ବାଚନ ତାରିଖ ଘୋଷଣା ହୋଇନି ସତ କିନ୍ତୁ ଏହା ପୂର୍ବରୁ ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରଦାର କରିଛି ବିଜେପି । ଭାରତୀୟ ଜନତା ପାର୍ଟି ଗୁରୁବାର ଏକ ବଡ଼ ଘୋଷଣା କରିଛି। ଭାଜପା ବିହାର ଏବଂ ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ପ୍ରଭାରୀ ଘୋଷଣା କରିଛି। ଦଳ କେନ୍ଦ୍ର ଶିକ୍ଷା ମନ୍ତ୍ରୀ!-->…
ହୀରାକୁଦ ଡ୍ୟାମ୍ର ୨୦ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି
ହୀରାକୁଦ ଡ୍ୟାମ୍ର ଆଉ ୪ ଗେଟ୍ ଖୋଲିଲା । ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦରେ ଆଉ ୪ଟି ଗେଟ୍ ଖୋଲିଛି । ମୋଟ୍ ୨୦ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି ।୩ ଲକ୍ଷ ୬୦ ଜଳ କ୍ୟୁସେକ ଜଳ ନିଷ୍କାସିତ ହେଉଛି । ଜଳ ସଂପଦ ବିଭାଗ ମୁଖ୍ୟ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢୀ କହିଛନ୍ତି ଯେ!-->…
ଅଳିଆରୁ ପ୍ରସ୍ତୁତ ହେବ ଏନର୍ଜି ଆଉ କୋଇଲା-ମୁଖ୍ୟମନ୍ତ୍ରୀ
ଅଳିଆରୁ ପ୍ରସ୍ତୁତ ହେବ ଏନର୍ଜି ଆଉ କୋଇଲା । ଆଜି ଏଭଳି କିଛି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରାଜ୍ୟ ସରକାରଙ୍କ ଗୃହ ଏବଂ ନଗର ଉନ୍ନୟନ ବିଭାଗ ଏନେଇ କାର୍ଯ୍ୟ କରୁଥିବା ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଭୁବନେଶ୍ୱର କର୍ପୋରେସନ ଅଞ୍ଚଳରୁ ପ୍ରତିଦିନ ୮୦୦ ଟନ ଅଳିଆ!-->…
ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜ ପାଇଁ ୧୫ ଜଣିଆ ଟିମ୍ ଘୋଷଣା
ଆସନ୍ତା ମାସରୁ ଆରମ୍ଭ ହେବାକୁ ଥିବା ଭାରତ-ୱେଷ୍ଟଇଣ୍ଡିଜ୍ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି । ଦଳରେ ଅନେକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି ।ଅଧିନାୟକ ଶୁବମନ ଗିଲଙ୍କ ନେତୃତ୍ବରେ ଦଳ ଘୋଷଣା । ଅଲରାଉଣ୍ଡର ରବୀନ୍ଦ୍ର ଜାଡ଼େଜାଙ୍କୁ ଉପଅଧିନାୟକ ଦାୟିତ୍ୱ । ଆହତ ଜନିତ କାରଣ!-->…
୨୦୨୬ରେ ହେବ ତୃତୀୟ ବିଶ୍ବଯୁଦ୍ଧ-ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ
ଏବେ ଏଭଳି ଏକ ଭବିଷ୍ୟବାଣୀ ବିଷୟରେ ଜଣାପଡ଼ିଛି, ଯାହା ଡରାଇବ ନିଶ୍ଚୟ। ପ୍ରସିଦ୍ଧ ବୁଲଗେରିଆନ୍ ରହସ୍ୟବାଦୀ ବାବା ଭାଙ୍ଗା ୨୦୨୬କୁ ନେଇ କରିଥିବା ଭବିଷ୍ୟବାଣୀ ଏବେ ବିଶ୍ବ ପାଇଁ ଚିନ୍ତା ପାଲଟିଛି।କୁହାଯାଏ ଯେ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ପ୍ରାୟତଃ ସତ ହୋଇ ଆସୁଛି। ତେଣୁ, ଯଦି ସେ ଏକ!-->…
ନବରାତ୍ରୀର ଚତୁର୍ଥ ଦୁର୍ଗାଙ୍କର ନାମ କୁଷ୍ମାଣ୍ଡା
ହିନ୍ଦୁଧର୍ମରେ ମା’ ଦୁର୍ଗାଙ୍କ ଗଣତି ପ୍ରମୁଖ ଦେବୀ ମଧ୍ୟରେ ସବୁଠାରୁ ଶ୍ରେଷ୍ଠ । ଶକ୍ତିର ପ୍ରତୀକ ମା’ ଦୁର୍ଗା । ଶାରଦୀୟ ନବରାତ୍ରି ଆରମ୍ଭ ହୋଇଛି । ଆଜି ନବରାତ୍ରିର ଚତୁର୍ଥ ଦିନ । ଆଜି ଦିନରେ ମା’ କୁଷ୍ମାଣ୍ଡାଙ୍କୁ ପୂଜା କରାଯାଏ ।କୁଷ୍ମାଣ୍ଡା ଦେବୀ ଦୁର୍ଗାଙ୍କର ଏକ ଅନନ୍ୟ ରୂପ,!-->…
ମାଛ ଧରାଳିଙ୍କ ଜାଲରେ ଲାଗିଛି ୩୦ କେଜିର ଅଷ୍ଟଧାତୁ ମୂର୍ତ୍ତି
ମାଛ ଧରାଳିଙ୍କ ଜାଲରେ ଲାଗିଛି ୩୦ କେଜିର ଅଷ୍ଟଧାତୁ ମୂର୍ତ୍ତି । ପୁରୀ କୋଣାର୍କ ବେଳାମାର୍ଗରେ ଥିବା ବେଲଦଳ ଗ୍ରାମର ଚନ୍ଦ୍ରମଣି ସ୍ୱାଇଁଙ୍କ ପୁତ୍ର ପ୍ରକାଶ ଚନ୍ଦ୍ର ସ୍ୱାଇଁ (୪୫) ମଙ୍ଗଳବାର ଭୋର୍ରୁ ନୂଆନଈ ବ୍ରିଜ ତଳେ ମାଛ ଧରୁଥିଲା ବେଳେ ମାଛ ସହ ଏକ ୩୦ କେଜିରୁ ଊଦ୍ଧ୍ୱର୍ ଓଜନର!-->…