Browsing Category

ଆଜିର ଖବର

 ଏସଆଇ ପରୀକ୍ଷା ସ୍କାମ୍‌: ସିବିଆଇ ସ୍କାନରରେ ଜେଲ୍‌ ଡିଜି ସୁଶାନ୍ତ ନାଥ

ଓଡ଼ିଶା ପୁଲିସ୍‌ ଏସଆଇ ପରୀକ୍ଷା କେଳେଙ୍କାରୀ ମାମଲାରେ ଏବେ ସିବିଆଇ ସ୍କାନରରେ ଜେଲ୍‌ ଡିଜି ତଥା ଆଇପିଏସ୍‌ ଅଧିକାରୀ ସୁଶାନ୍ତ ନାଥ। ସାମ୍ନାକୁ ଆସିଲା CBI ଦେଇଥିବା ରାଜ୍ୟ ସରକାରଙ୍କୁ ପତ୍ର ।CBI ତଦନ୍ତ ସଂପର୍କରେ ମିଳିଥିବା ସୂଚନା ଅନୁସାରେ ସୁଶାନ୍ତ କୁମାର ନାଥ,

ଦେଶର ପ୍ରଥମ ଲୋକଭବନ ଭାବେ ଓଡ଼ିଶା ଲୋକଭବନକୁ ଗ୍ରୀନ୍ ବିଲ୍ଡିଂ ମାନ୍ୟତା

ଓଡ଼ିଶା ଲୋକଭବନକୁ ଗ୍ରୀନ୍ ବ୍ଲିଡିଂ ମାନ୍ୟତା । ଓଡ଼ିଶା ଲୋକଭବନ ହାସଲ କରିଛି ଭାରତୀୟ ଗ୍ରୀନ୍ ବିଲ୍ଡିଂ କାଉନ୍ସିଲ୍ (IGBC)ର ସମ୍ମାନଜନକ ପ୍ଲାଟିନମ୍ ଗ୍ରୀନ୍ କ୍ୟାମ୍ପସ୍ ସାର୍ଟିଫିକେସନ୍ । ଭାରତର ପ୍ରଥମ ଲୋକଭବନ ଭାବେ ଏହି ମାନ୍ୟତା ହାସଲ କରିଛି ଓଡ଼ିଶା ଲୋକଭବନ। ଲୋକଭବନ ହେଉଛି

ଗୋଟିଏ ଘରୁ ମିଳିଲା ୨୩ ମୃତଦେହ ! ଡରିଗଲେ ଉଦ୍ଧାରକାରୀ ଟିମ୍

ନେପାଳରେ ପ୍ରଳୟଙ୍କରୀ ବନ୍ୟାର ପ୍ରଳୟ କମୁନି । ପାଣି ଶୁଖିଥିଲେ ବି ବଢିଚାଲିଛି ଦୁର୍ଦ୍ଦଶା । ଏହାସହ ମୃତକଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି ।ଉଦ୍ଧାରକାର୍ଯ୍ୟ ଜୋରଦାର ଚାଲିଛି । ତେବେ ନୁବାକୋଟ ଜିଲ୍ଲାରେ ଉଦ୍ଧାରକାର୍ଯ୍ୟ ବେଳେ ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି ।ଉଦ୍ଧାର

ଆସନ୍ତାକାଲି ଅପରାହ୍ନ ୨ଟା ୩୦ରୁ ସନ୍ଧ୍ୟା ୭ଟା ଯାଏଁ ବନ୍ଦ ରହିବ ଜଗନ୍ନାଥ ଦର୍ଶନ

ଆସନ୍ତାକାଲି ସାଢ଼େ 4 ଘଣ୍ଟା ବନ୍ଦ ରହିବ ଜଗନ୍ନାଥ ଦର୍ଶନ । ଅପରାହ୍ନ 2 ଟା 30 ଠାରୁ ସନ୍ଧ୍ୟା 7 ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ୍ ହେବ। ଆସନ୍ତାକାଲି 2 ସେପ୍ଟେମ୍ବର, ବୁଧବାର ,ଭାଦ୍ରବ କୃଷ୍ଣ ପଞ୍ଚମୀ ତିଥିରେ ଶ୍ରୀବିଗ୍ରହମାନଙ୍କ ରାହୁରେଖାଲାଗି ନୀତି ଅନୁଷ୍ଠିତ

ମାଛ ଧରିବା ହେଲା କାଳ,ଜାଲ ପକାଇବାକୁ ଯାଇ ମାଛ ଧରାଳି ନିଖୋଜ

ପୁରୀ:-01/09/2026 ମାଛ ଧରିବା ହେଲା କାଳ,ଜାଲ ପକାଇବାକୁ ଯାଇ ମାଛ ଧରାଳି ନିଖୋଜ। ଏଭଳି ଦୁଃଖ ଭରା ଦୃଶ୍ୟ ଦେଖିବାକୁ ମିଳିଛି।ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ବରାଙ୍ଗ ଗ୍ରାମରେ ଏଭଳି ହୃଦୟ ବିଦାରକ ଘଟଣା। ନିଖୋଜ ଯୁବକ ଜଣକ ବରାଙ୍ଗ ଗ୍ରାମର ବିପିନ ସାହୁ। ସେ ପେସାଦାର ମତ୍ସ୍ୟଜୀବୀ

ନର୍ଲା ପୋଲିସ ର ବଡ଼ ସଫଳତା ସିରିଜ ଡକାୟତ ମାମଲା ରେ ୫ ଜଣ ଅଟକ*

* ନର୍ଲାରେ ଗତ ୪ ମାସ ମଧ୍ୟରେ ୧୫ ରୁ ଉର୍ଦ୍ଧ୍ୱ ଚୋରୀ, ଡକାୟତି, ଦୋକାନ ଲୁଟ ଘଟଣା ସଙ୍ଘଟିତ ହୋଇ ଆସୁଥିଲା। ଏନେଇ ନର୍ଲା ଥାନାରେ ବାରମ୍ବାର ଅଭିଯୋଗ ପରେ ମଧ୍ୟ ଦୀର୍ଘ ୪ ମାସ ଧରି ପୋଲିସ ର ହାତ ଖାଲି ପଡିଥିଲା। ନର୍ଲା ପୋଲିସକୁ ଚାଲେଞ୍ଜ ପରେ ଚାଲେଞ୍ଜ ଦେଇ ଡକାୟତି କରି ଚାଲିଥିଲେ

ମା’କୁ ମାରି ସିମେଣ୍ଟ ପ୍ଲାଷ୍ଟର କରିବା ଘଟଣା, ୭ ଦିନ ପରେ ମିଳିଲା ପରିଚୟ

ମାଆକୁ ମାରି ସିମେଣ୍ଟ ପ୍ଲାଷ୍ଟର କରିବା ଘଟଣା, ୭ ଦିନ ପରେ ମିଳିଲା ପରିଚୟ । ପୁରୀ କୁମ୍ଭାରପଡ଼ା ଅଞ୍ଚଳରେ ମା’କୁ ମାରି ସିମେଣ୍ଟ ପ୍ଲାଷ୍ଟର କରିଦେବା ଘଟଣାରେ ୭ ଦିନ ପରେ ମିଳିଛି ମା’ର ପରିଚୟ ମିଳିଛି । ବୃଦ୍ଧା ହେଲେ ଗଜପତି ଜିଲ୍ଲା କାଶୀନଗର ଥାନା ଅଧୀନ ଖରଡ଼ା ଗାଁର ଅନ୍ନପୂର୍ଣ୍ଣା

ମଝି ଆକାଶରେ IndiGo ଫ୍ଲାଇଟ୍‌ର ଇଞ୍ଜିନ୍‌ ହେଲା ଖରାପ!

ଇଣ୍ଡିଗୋର ବିମାନ 6E 2102 ମଙ୍ଗଳବାର ସକାଳେ ଗୋଆରୁ ଦିଲ୍ଲୀ ଅଭିମୁଖେ ଉଡ଼ାଣ ଭରିଥିଲା। ଉଡ଼ାଣର କିଛି ସମୟ ପରେ ବିମାନର ଗୋଟିଏ ଇଞ୍ଜିନ୍‌ରେ ତ୍ରୁଟି ଥିବା ଆଶଙ୍କା କରାଯାଇଥିଲା।। ଏହାପରେ ପାଇଲଟ୍ ବିମାନକୁ ପୁଣି ଗୋଆ ଅଭିମୁଖେ ଫେରାଇ ଆଣିଥିଲେ ।ଏଭିଏସନ୍ ଟ୍ରାକର ''ଫ୍ଲାଇଟରାଡାର୨୪''

ଆୟୁଷ୍ମାନରେ ମିଶିବନି ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା

ସାମ୍ବାଦିକମାନଙ୍କ ପାଇଁ ପ୍ରଚଳିତ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାକୁ ଆୟୁଷ୍ମାନ ଭାରତ ଯୋଜନାରେ ମିଶ୍ରଣ କରାଯିବ ନାହିଁ। ପୂର୍ବପରି ସାମ୍ବାଦିକମାନେ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ଅନ୍ତର୍ଭୁକ୍ତ ରହିବେ। ଏନେଇ ସରକାରଙ୍କ ନିଷ୍ପତ୍ତି ପରେ ସାମ୍ବାଦିକ ମହଲରେ ଆଶ୍ୱସ୍ତି ପ୍ରକାଶ

ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ : ଅତି ଆବଶ୍ୟକ ନହେଲେ ସୁନା କିଣନ୍ତୁ ନାହିଁ

ପ୍ରଧାନମନ୍ତ୍ରୀ ମୋଦି ବିଦେଶରୁ ସୋସିଆଲ ମିଡିଆରେ ଏକ ନୂଆ ଭିଡିଓ ଜାରି କରିଛନ୍ତି, ଯେଉଁଥିରେ ସେ ଦେଶର ଅଭିବୃଦ୍ଧି ହାର ବିଷୟରେ ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ବର୍ତ୍ତମାନ ବିଦେଶ ଗସ୍ତରେ ଅଛନ୍ତି; ତାସକେଣ୍ଟ ଗସ୍ତ କରିବା ପରେ, ସେ ମଙ୍ଗଳବାର କିର୍ଗିଜସ୍ତାନର ରାଜଧାନୀ ବିଶକେକରେ

ସ୍ତ୍ରୀକୁ ମନାଇବାକୁ ଆସିଥିଲା ସ୍ୱାମୀ, କିନ୍ତୁ ଜୋତାମାଳ ପିନ୍ଧାଇଲା ଶ୍ୱଶୂର !

ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା କଲ୍ୟାଣପୁର ଗ୍ରାମରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଶ୍ୱଶୁରଘର ପ୍ରଜାକୋର୍ଟରେ ଜ୍ୱାଇଁଙ୍କୁ ମିଳିଛି ଦଣ୍ଡ । ନିସ୍ତୁକ ମାଡ଼ ମରାଯିବା ପରେ ଜ୍ୱାଇଁ ବେକରେ ଜୋତାମାଳ ଓ ମୁଣ୍ଡରେ ରଙ୍ଗବୋଳି ଗାଁ ଦାଣ୍ଡରେ ବୁଲାଯାଇଛି । ସାମାଜିକ ଗଣମାଧ୍ୟମରେ ଏହି

ଆଜି ଦିଲ୍ଲୀ ଗସ୍ତ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଓ ବିଜେଡି ସୁପ୍ରିମୋ ନବୀନ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ସନ୍ଧ୍ୟାରେ ଦିଲ୍ଲୀ ଗସ୍ତ କରିବେ । ଜଳଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ନୂଆଦିଲ୍ଲୀର ସୁଷମା ସ୍ୱରାଜ ଭବନରେ ଆୟୋଜିତ ହେଉଥିବା ଶିଖର ସମ୍ମିଳନୀ ଉଦ୍‌ଯାପନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ବୁଧବାର ଯୋଗଦେବେ । ଜଳଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ପ୍ରଥମ ଥର