Browsing Category
ଆଜିର ଖବର
ଆଜି ଦିଲ୍ଲୀ ଗସ୍ତ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଓ ବିଜେଡି ସୁପ୍ରିମୋ ନବୀନ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ସନ୍ଧ୍ୟାରେ ଦିଲ୍ଲୀ ଗସ୍ତ କରିବେ । ଜଳଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ନୂଆଦିଲ୍ଲୀର ସୁଷମା ସ୍ୱରାଜ ଭବନରେ ଆୟୋଜିତ ହେଉଥିବା ଶିଖର ସମ୍ମିଳନୀ ଉଦ୍ଯାପନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ବୁଧବାର ଯୋଗଦେବେ । ଜଳଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ପ୍ରଥମ ଥର!-->…
ମାସ ଆରମ୍ଭରୁ LPG ସିଲିଣ୍ଡରର ନୂଆ ଦର ଲାଗୁ
ମାସର ପ୍ରଥମ ଦିନରୁ ଗ୍ରାହକଙ୍କୁ ମହଙ୍ଗା ମାଡ଼ । , 19 କିଲୋଗ୍ରାମ ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରାଯାଇଛି; ତଥାପି, ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ।
ସାରା ଦେଶରେ ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ 9.50 ବୃଦ୍ଧି ପାଇଛି।!-->!-->!-->…
ରାଜ୍ୟରେ ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା
ସେପ୍ଟେମ୍ବର ପ୍ରଥମ ଦିନରୁ ଓଡ଼ିଶାରେ ବର୍ଷା । ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ।ମୌସୁମୀ ଋତୁ ଶେଷ ହେବାକୁ ଆହୁରି ପ୍ରାୟ ଏକ ମାସ ବାକି ଥିବାବେଳେ ରାଜ୍ୟ ତାହାର ସାଧାରଣ ମୌସୁମୀ ବର୍ଷା ପରିମାଣକୁ ଆଗୁଆ ଛୁଇଁସାରିଛି । ଅଗଷ୍ଟ ୨୬ ସୁଦ୍ଧା ରାଜ୍ୟରେ ୧,୧୦୩.୯ ମିଲିମିଟର ବର୍ଷା!-->…
ରାଜ୍ୟସ୍ତରୀୟ ସ୍ୱାୟତ୍ତ ଶାସନ ଦିବସ , ୬୨ ପୌରାଞ୍ଚଳ ପାଇଁ ୫୯୩ ପ୍ରକଳ୍ପର ଶୁଭାରମ୍ଭ
ସ୍ୱାୟତ୍ତ ଶାସନ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଭେଟି । ସହରର ଭିତ୍ତିଭୂମି ସହ ଅର୍ଥନୈତିକ ବିକାଶକୁ ନେଇ ରୋଜଗାର, ଉଦ୍ୟମ, ଶିକ୍ଷା ଓ ସମୃଦ୍ଧିର କେନ୍ଦ୍ର କରିବାକୁ ଯାଇ ୨୮ଟି ନବ ଗଠିତ NACରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ୫୬୦ କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିଛନ୍ତି!-->…
ଏସସି,ଏସଟି ଛାତ୍ରଛାତ୍ରୀ ମାନଙ୍କୁ ସରକାରୀ ମେଡିକାଲ ଓ ଇଞ୍ଜିନିୟରିଂ କଲେଜରେ ଆଡମିଶନ ବେଳେ ଦେବାକୁ ପଡ଼ିବନି ଫି
ରାଜ୍ୟ ସରକାରୀ ମେଡିକାଲ ଓ ଇଞ୍ଜିନିୟରିଂ କଲେଜରେ ଆଡମିଶନ୍ ବେଳେ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ମେଧାବୀ ଗରିବ ଛାତ୍ରଛାତ୍ରୀମାନଙ୍କ ପାଇଁ ଆଡମିଶନ୍ ସମୟରେ ଏବଂ ଆଡମିଶନର ୬ ମାସ ପର୍ଯ୍ୟନ୍ତ କୌଣସି ଫି ଜମା କରିବାକୁ ପଡ଼ିବ ନାହିଁ ବୋଲି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଏହି!-->…
MMDR ସଂଶୋଧନ ଓଡ଼ିଶାର ସ୍ୱାର୍ଥରେ ନା ବିରୋଧରେ ,ତାହା ସାଧାରଣ ଲୋକ ନିଷ୍ପତ୍ତି ନିଅନ୍ତୁ
MMDR ସଂଶୋଧନ ଆଇନକୁ ନେଇ ଓଡ଼ିଶାରେ ରାଜନୈତିକ ତାତି ଥମିବାର ନାଁ ନେଉନି। ଏବେ ଏହି ବିବାଦକୁ ନେଇ ବିଜେପିକୁ ସିଧାସଳଖ ଖୋଲା ବିତର୍କ ପାଇଁ ଆହ୍ୱାନ ଦେଇଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ । ବିଜେପିକୁ ଚ୍ୟାଲେଞ୍ଜ ହେଇ ଭକ୍ତ କହିଛନ୍ତି, ଖୋଲା ମଞ୍ଚ ହେଉ କି କଳିଙ୍ଗ ଷ୍ଟାଡିୟମ,!-->…
ଭକ୍ତଙ୍କ ପାଇଁ ବଡ଼ ଖୁସି ଖବର : ଶ୍ରୀମନ୍ଦିର ନାଟମଣ୍ଡପ ସମ୍ପୂର୍ଣ୍ଣ AC
ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତମାନେ ଏବେ ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥାରେ ଶ୍ରୀମନ୍ଦିର ଭିତରେ ମହାପ୍ରଭୁଙ୍କ ଦର୍ଶନ କରିବେ। ଶ୍ରୀମନ୍ଦିର ନାଟମଣ୍ଡପକୁ ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ କରାଯାଇଛି। ଗତ ଏକମାସ ଧରି ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥା!-->…
ଝିଅର ପାଠପଢ଼ା ପାଇଁ ଶାଢ଼ିରେ ଖାଲିପାଦରେ ଦୌଡ଼ି ମାରାଥନ୍ ଜିତିଲେ ମା’
ଜଣେ ୪୭ ବର୍ଷୀୟ ମହିଳା ନିଜ ଦୃଢ଼ ଇଚ୍ଛାଶକ୍ତି ଓ ସନ୍ତାନଙ୍କ ଶିକ୍ଷା ପ୍ରତି ଜଣେ ମା’ଙ୍କ ପ୍ରତିବଦ୍ଧତାର ଏକ ପ୍ରେରଣାଦାୟକ ଉଦାହରଣ ସୃଷ୍ଟି କରିଛନ୍ତି। ଝିଅଙ୍କ ଫି’ ଟଙ୍କା ଯୋଗାଡ଼ କରିବା ପାଇଁ ଖାଲି ପାଦରେ ମାରାଥନ୍ ଦୌଡ଼ି ପ୍ରଥମ ସ୍ଥାନ ହାସଲ କରିଛନ୍ତି ରମାବାଇ ରଣବୀର। ମହାରାଷ୍ଟ୍ରର!-->…
ଶ୍ରୀକ୍ଷେତ୍ର ପୁରୀରେ ଦୁର୍ବୃତ୍ତଙ୍କ ଆତଙ୍କ: ଅଟୋ ଚାଳକଙ୍କୁ ଲୁହା ପାଇପ୍ରେ ମରଣାନ୍ତକ ଆକ୍ରମଣ
ପୁରୀ:-31/08/2026ପୁଣି ଥରେ ଶ୍ରୀକ୍ଷେତ୍ର ପୁରୀରେ ଦିନ ଦିପ୍ରହରେ ଦୁର୍ବୃତ୍ତଙ୍କ ଆତଙ୍କରାଜ। ସାମାନ୍ୟ କଥାକୁ କେନ୍ଦ୍ରକରି ଜଣେ ଅଟୋ ଚାଳକଙ୍କୁ ଲୁହା ଜିଆଇ ପାଇପ୍ରେ ମରଣାନ୍ତକ ଆକ୍ରମଣ କରାଯାଇଛି। ଘଟଣାଟି ପୁରୀ ମାଟିମଣ୍ଡପ ସାହିରେ ଘଟିଥିବା ବେଳେ ଆକ୍ରମଣର ଭିଡିଓ ସୋସିଆଲ ମିଡିଆରେ!-->…
ଗାଁରେ ଦେଖାଦେଇଛି ସ୍କ୍ରବ ଟାଇଫସ ଆତଙ୍କ, ୨୯ ପଜିଟିଭ ଚିହ୍ନଟ
ଅନୁଗୋଳ ଜିଲା ପାଳଲହଡ଼ା ସାନବାଗଦରୀ ଗାଁରେ ସ୍କ୍ରବ ଟାଇଫସ୍(Scrub Typhus) ବ୍ୟାପିବା ଖବର ପ୍ରସାରଣ ପରେ ସ୍ବାସ୍ଥ୍ୟ ବିଭାଗର ଏକ ଡାକ୍ତରୀ ଟିମ୍ ଗାଁରେ ପହଞ୍ଚିଛି। ଡାକ୍ତରୀ ଟିମ୍ ଘରକୁ ଘର ବୁଲି ରୋଗୀଙ୍କ ରକ୍ତ ନମୁନା ସଂଗ୍ରହ କରିବା ସହ ସନ୍ଦିଗ୍ଧ ରୋଗୀଙ୍କ ପରୀକ୍ଷା ଓ ଚିକିତ୍ସା!-->…
କଟକରୁ ନାବାଳିକା ନିଖୋଜ ଘଟଣାରେ ବଡ଼ ଟ୍ବିଷ୍ଟ। ନିଖୋଜ ୭ ବର୍ଷର ଝିଅ ଉଦ୍ଧାର
ଦୁଇ ଦିନ ପରେ ଉଦ୍ଧାର ହେଲେ ୭ ବର୍ଷୀୟା ନାବାଳିକା। କଟକରୁ ନାବାଳିକା ନିଖୋଜ ଘଟଣାରେ ବଡ଼ ଟ୍ବିଷ୍ଟ। କଟକ ବାଲିକୁଦରୁ ଅଭିଯୁକ୍ତକୁ ଧରି ଖୋର୍ଦ୍ଧା ଜିଲ୍ଲା କାଇପଦରରୁ ନାବାଳିକାଙ୍କୁ ଉଦ୍ଧାର କଲା ପୋଲିସ । ବର୍ତ୍ତମାନ ଖୋର୍ଦ୍ଧା CWC ହେପାଜତରେ ରହିଛି ନାବାଳିକା। ଗତ ଦୁଇ ଦିନ ପୂର୍ବରୁ!-->…
ଆଙ୍ଗୁଠି ଟିପିଲେ ମିଳିବ ୨୪ ଘଣ୍ଟିଆ ଚାଉଳ
ରାଜ୍ୟରେ ଖୋଲିଲା ତୃତୀୟ ଚାଉଳ ATM। ଢେଙ୍କାନାଳରେ ଚାଉଳ ATM ଉଦଘାଟନ କଲେ ଯୋଗାଣ ମନ୍ତ୍ରୀ। ଭୁବନେଶ୍ବର, ଝାରସୁଗୁଡ଼ା ପରେ ଢେଙ୍କାନାଳରେ ଚାଉଳ ATM ଖୋଲାଯାଇଛି। ହିତାଧିକାରୀଙ୍କୁ ୨୪ ଘଣ୍ଟା ସେବା ଯୋଗାଇବ ଏହି ଚାଉଳ ATM। କେନ୍ଦୁଝର ପରେ ପର୍ଯ୍ୟାୟ କ୍ରମେ ସମସ୍ତ ଜିଲ୍ଲାରେ ଖୋଲିବ ଏହି!-->…