Browsing Category

ଆଜିର ଖବର

୩୦ ହଜାର ରାସନ କାର୍ଡ କଟିଲାଣି: ଯୋଗାଣ ମନ୍ତ୍ରୀ

ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଉତ୍ତର ରଖିଛନ୍ତି । କହିଛନ୍ତି, ରାଜ୍ୟରେ ୩୦ ହଜାର ୧୨୫ ଜଣଙ୍କ ରାସନ କାର୍ଡ କଟିଲାଣି । ଇକେୱାଇସିରେ ବାଦ ପଡିଲେଣି ୧ ଲକ୍ଷ ୯ ହଜାର ୮୫୩ ଜଣ । ୬ ଲକ୍ଷ ୩୮ ହଜାର ୯୯୬ ମୃତକ ପାଇଥିଲେ ରାସନ କାର୍ଡ ।

MKCGରେ ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ରୋଗୀଙ୍କ ଟ୍ୟୁମର ଅସ୍ତ୍ରୋପଚାର ସଫଳ 

ବ୍ରହ୍ମପୁର MKCG ମେଡିକାଲରେ ପୁଣି ଏକ ବିରଳ ଅସ୍ତ୍ରୋପଚାର ସଫଳ ହୋଇଛି । ମହିଳାଙ୍କ ମସ୍ତିଷ୍କରୁ ବାହାରିଲା ୨୦୦ ଗ୍ରାମ ଓଜନର ଟ୍ୟୁମର । ଦୀର୍ଘ ୮ ଘଣ୍ଟା ଧରି ଚାଲିଥିବା ଅସ୍ତ୍ରୋପଚାର ସଫଳତାର ସହ ଶେଷ ହୋଇଛି । ସୁଚନାମୁତାବକ ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଅଞ୍ଚଳର ୫୦ ବର୍ଷୀୟା ମହିଳା ଶାନ୍ତି

ବିଜେଡିରୁ ନିଲମ୍ବିତ ପରେ ପୁଣି ବର୍ଷିଲେ ଶ୍ରୀମୟୀ 

ବିଜେଡିରୁ ନିଲମ୍ବିତ ହେବାପରେ ପୁଣି ବିଜେଡିକୁ ଟାର୍ଗେଟ୍‌ କଲେ ଶ୍ରୀମୟୀ ମିଶ୍ର । ଫେସ୍‌ବୁକ୍‌ରେ ପୋଷ୍ଟ କରି କହିଲେ,"ଯେତେବେଳେ ଆମେ ଏକ ଗଣତାନ୍ତ୍ରିକ ଦେଶରେ ଭୋଟ୍ ଦେଉ, ଆମେ ଏକ ଭୋଟର ଆଇଡି ଏବଂ ଏକ ଏପିକ୍ ନମ୍ବର ଆବଶ୍ୟକ କରୁ । ସେହିପରି, ଦଳର ସଭାପତିଙ୍କ ପାଇଁ ଭୋଟ୍ ଦେବାକୁ ହେଲେ

ଶୀତଳ ଭଣ୍ଡାର ନିର୍ମାଣ ପାଇଁ ୨୫୨ କୋଟି: ଉପମୁଖ୍ୟମନ୍ତ୍ରୀ

୫ ବର୍ଷ ଯାଏଁ ଶୀତଳ ଭଣ୍ଡାର ନିର୍ମାଣ ପାଇଁ ୨୫୨ କୋଟି ବଜେଟ ପ୍ରାବଧାନ । ଗୃହରେ ଉପମୁଖ୍ୟମନ୍ତ୍ରୀ କେଭି ସିଂ ଦେଓ ଉତ୍ତର ରଖିଛନ୍ତି । କହିଛନ୍ତି, ୫୮ଟି ଉପଖଣ୍ଡରେ ଶୀତଲ ଭଣ୍ଡାର ପିପିପି ମୋଡରେ ହେବ । ଏନେଇ ଗୋ ସୁଗମ ଆପରେ ୧୩ଟି ଆବେଦନ ଆସିଛି । ୩ ଆବେଦନ କାର୍ଯ୍ୟକୁ ଆଗେଇବାକୁ ଗୋ ଆହେଡ

ଶାରଦୀୟ ଦୁର୍ଗାପୂଜା ପାଇଁ ରାଜ୍ୟର ସମସ୍ତ ସରକାରୀ କର୍ମଚାରୀଙ୍କୁ ଆଗୁଆ ମିଳିବ ଦରମା

ଶାରଦୀୟ ଦୁର୍ଗାପୂଜା ପାଇଁ ରାଜ୍ୟର ସମସ୍ତ ସରକାରୀ କର୍ମଚାରୀଙ୍କୁ ଆଗୁଆ ମିଳିବ ଦରମା । ଚଳିତ ସେପ୍ଟେମ୍ବର ମାସର ଦରମା ୨୬ ତାରିଖରେ ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି ।ଦୁର୍ଗାପୂଜା ପାଇଁ ଆସନ୍ତା ୨୭ ତାରିଖରୁ ରାଜ୍ୟର ସମସ୍ତ ସରକାରୀ

ହଷ୍ଟେଲରେ ନିଯୁକ୍ତ ହେବେ ସ୍ୱାସ୍ଥ୍ୟକର୍ମୀ

ହଷ୍ଟେଲରେ ରହୁଥିବା ସ୍କୁଲ ପିଲାଙ୍କ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର ଆପଣାଇଛନ୍ତି ନୂଆ ପଦକ୍ଷେପ। ଏବେ ରାଜ୍ୟର ସମସ୍ତ ସରକାରୀ ହଷ୍ଟେଲରେ ଅକ୍ସିଲିଆରି ନର୍ସ ଆଣ୍ଡ୍‌ ମିଡ୍‌ୱାଇଫ୍‌ (ଏଏନ୍‌ଏମ୍‌) କିମ୍ବା ମହିଳା ବହୁମୁଖୀ ହେଲ୍‌ଥ ୱାର୍କର ନିୟୋଜିତ ହେବେ । ହଷ୍ଟେଲ

ଭାରତ ବିଶ୍ୱବ୍ୟାପୀ ଚାଲିଥିବା ଯୁଦ୍ଧକୁ ବନ୍ଦ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ-ମେଲୋନି

ଇଟାଲୀର ପ୍ରଧାନମନ୍ତ୍ରୀ ଜିଓର୍ଜିୟା ମେଲୋନି ପୁଣି ଥରେ ଭାରତକୁ ପ୍ରଶଂସା କରିଛନ୍ତି। ସେ ବିଶ୍ୱାସ କରନ୍ତି ଯେ ଭାରତ ବିଶ୍ୱବ୍ୟାପୀ ଚାଲିଥିବା ଯୁଦ୍ଧକୁ ବନ୍ଦ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ। ଜାତିସଂଘ ସାଧାରଣ ପରିଷଦ ଅଧିବେଶନ ସମୟରେ ଜିଓର୍ଜିୟା ମେଲୋନି

ବିରୋଧୀଙ୍କ ହଟ୍ଟଗୋଳ ଭିତରେ ଚାଲିଛି ପ୍ରଶ୍ନକାଳ

ଆଜି ବିଧାନସଭା ମୌସୁମୀ ଅଧିବେଶନର ଷଷ୍ଠ ଦିନ । ଆଜି ପ୍ରଶ୍ନ କାଳରେ କୃଷି ଓ କୃଷକ ସଶକ୍ତି କାରଣ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ମସ୍ୟ ଓ ପ୍ରାଣୀ ସମ୍ପଦ, ଶକ୍ତି, ସମବାୟ, ବୟନ ଶିଳ୍ପ, ହସ୍ତତନ୍ତ୍ର ଓ ହସ୍ତ ଶିଳ୍ପ, ସୁକ୍ଷ୍ମ, ଖୁଦ୍ର ଓ ମାଧ୍ୟମ ଉଦ୍ୟୋଗ, ବିଜ୍ଞାନ ଓ କାରିଗରୀ ବିଭାଗର

POK ଖାଲି କର, ଆଉ ଚଳିବ ନାହିଁ ମିଛ: ଭାରତ

ଅନ୍ତର୍ଜାତୀୟ ସ୍ତରରେ ପୁଣି ସମାଲୋଚନାର ଶିକାର ହୋଇଛି ପାକ୍‌ । UNHRCରେ ପାକ୍‌କୁ ଧୋଇଛି ଭାରତ । ଜେନେଭାରେ ଅନୁଷ୍ଠିତ ଜାତିସଂଘ ମାନବାଧିକାର ପରିଷଦ (UNHRC)ର ୬୦ ତମ ଅଧିବେଶନରେ ନଜର ଆସିଥିଲା ଏପରି ଦୃଶ୍ୟ । ଭାରତ ପାକିସ୍ତାନକୁ ଖୋଲାଖୋଲି ଭାବରେ ପ୍ରକାଶ କରି ପ୍ରଥମେ ଅବୈଧ ଭାବରେ

କୋଣାର୍କ ବେଳାମାର୍ଗରେ ମହିଳାଙ୍କ ଗଲାକଟିବା ଘଟଣାରେ  ଅଭିଯୁକ୍ତ ଗିରଫ କଲା ପୋଲିସ । 

ଅଭିଯୁକ୍ତ ଜଣଙ୍କ ଗୋପ ଥାନା ନୂଆହାଟ ଅଞ୍ଚଳ କୋରୁଆଳ ଗ୍ରାମର ସମୀର ରଞ୍ଜନ ସାହୁ । ମୋବାଇଲ ଟ୍ରାକ କରି ଗୋପ,କୋଣାର୍କ, ଚାରିଛକ ଥାନା ଏବଂ ସ୍ପେଶାଲ ସ୍କ୍ୱାଡ଼ ମିଳିତ ସହଯୋଗରେ ସମୀର କୁ ଗାଁରୁ ଉଠାଇ ଆଣିଲା ପୋଲିସ।ଅଧିକ ତଦନ୍ତ ପାଇଁ ସମୀରକୁ ରାମଚଣ୍ଡୀ ପୋଲିସ କୁ ହସ୍ତାନ୍ତର କଲା ଗୋପ

ପୁଣି ହୀରାକୁଦ ଜଳଭଣ୍ଡାର ଖୋଲିଲା ଆଉ ୪ଟି ଗେଟ୍

ରାଜ୍ୟରେ ଜାରି ରହିଛି ଲଘୁଚାପ ଜନିତ ବର୍ଷା । ପୁଣି ହୀରାକୁଦ ଜଳଭଣ୍ଡାର ଖୋଲିଲା ଆଉ ୪ଟି ଗେଟ୍ । ବର୍ତ୍ତମାନ ୮ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ପର୍ଯ୍ୟାୟକ୍ରମେ ଗେଟ ଖୋଲାଯାଇଛି । ବାମ ପାର୍ଶ୍ବରୁ ୫ଟି ଓ ଡାହାଣ ପାର୍ଶ୍ବରୁ ୩ଟି ଗେଟ୍

ବିମାନର ଚକ ଧରି କେମିତି ଆସିଲା ୧୩ ବର୍ଷୀୟ ବାଳକ ?

ଜଣେ ୧୩ ବର୍ଷୀୟ ଆଫଗାନିସ୍ତାନ ବାଳକ କାମ୍ ଏୟାରର ବିମାନରେ କାବୁଲରୁ ଦିଲ୍ଲୀ ପହଞ୍ଚିବା ପାଇଁ ନିଜ ଜୀବନକୁ ବାଜି ଲଗାଇଥିଲା। ୯୪ ମିନିଟର ବିପଦପୂର୍ଣ୍ଣ ଯାତ୍ରା ପରେ ବାଳକ ଜଣକ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଥିଲା । ଦିଲ୍ଲୀ ବିମାନବନ୍ଦରର ଟର୍ମିନାଲ ୩ ର