Browsing Category
ଆଜିର ଖବର
ଶ୍ରୀକ୍ଷେତ୍ର ପୁରୀରେ ଦୁର୍ବୃତ୍ତଙ୍କ ଆତଙ୍କ: ଅଟୋ ଚାଳକଙ୍କୁ ଲୁହା ପାଇପ୍ରେ ମରଣାନ୍ତକ ଆକ୍ରମଣ
ପୁରୀ:-31/08/2026ପୁଣି ଥରେ ଶ୍ରୀକ୍ଷେତ୍ର ପୁରୀରେ ଦିନ ଦିପ୍ରହରେ ଦୁର୍ବୃତ୍ତଙ୍କ ଆତଙ୍କରାଜ। ସାମାନ୍ୟ କଥାକୁ କେନ୍ଦ୍ରକରି ଜଣେ ଅଟୋ ଚାଳକଙ୍କୁ ଲୁହା ଜିଆଇ ପାଇପ୍ରେ ମରଣାନ୍ତକ ଆକ୍ରମଣ କରାଯାଇଛି। ଘଟଣାଟି ପୁରୀ ମାଟିମଣ୍ଡପ ସାହିରେ ଘଟିଥିବା ବେଳେ ଆକ୍ରମଣର ଭିଡିଓ ସୋସିଆଲ ମିଡିଆରେ!-->…
ଗାଁରେ ଦେଖାଦେଇଛି ସ୍କ୍ରବ ଟାଇଫସ ଆତଙ୍କ, ୨୯ ପଜିଟିଭ ଚିହ୍ନଟ
ଅନୁଗୋଳ ଜିଲା ପାଳଲହଡ଼ା ସାନବାଗଦରୀ ଗାଁରେ ସ୍କ୍ରବ ଟାଇଫସ୍(Scrub Typhus) ବ୍ୟାପିବା ଖବର ପ୍ରସାରଣ ପରେ ସ୍ବାସ୍ଥ୍ୟ ବିଭାଗର ଏକ ଡାକ୍ତରୀ ଟିମ୍ ଗାଁରେ ପହଞ୍ଚିଛି। ଡାକ୍ତରୀ ଟିମ୍ ଘରକୁ ଘର ବୁଲି ରୋଗୀଙ୍କ ରକ୍ତ ନମୁନା ସଂଗ୍ରହ କରିବା ସହ ସନ୍ଦିଗ୍ଧ ରୋଗୀଙ୍କ ପରୀକ୍ଷା ଓ ଚିକିତ୍ସା!-->…
କଟକରୁ ନାବାଳିକା ନିଖୋଜ ଘଟଣାରେ ବଡ଼ ଟ୍ବିଷ୍ଟ। ନିଖୋଜ ୭ ବର୍ଷର ଝିଅ ଉଦ୍ଧାର
ଦୁଇ ଦିନ ପରେ ଉଦ୍ଧାର ହେଲେ ୭ ବର୍ଷୀୟା ନାବାଳିକା। କଟକରୁ ନାବାଳିକା ନିଖୋଜ ଘଟଣାରେ ବଡ଼ ଟ୍ବିଷ୍ଟ। କଟକ ବାଲିକୁଦରୁ ଅଭିଯୁକ୍ତକୁ ଧରି ଖୋର୍ଦ୍ଧା ଜିଲ୍ଲା କାଇପଦରରୁ ନାବାଳିକାଙ୍କୁ ଉଦ୍ଧାର କଲା ପୋଲିସ । ବର୍ତ୍ତମାନ ଖୋର୍ଦ୍ଧା CWC ହେପାଜତରେ ରହିଛି ନାବାଳିକା। ଗତ ଦୁଇ ଦିନ ପୂର୍ବରୁ!-->…
ଆଙ୍ଗୁଠି ଟିପିଲେ ମିଳିବ ୨୪ ଘଣ୍ଟିଆ ଚାଉଳ
ରାଜ୍ୟରେ ଖୋଲିଲା ତୃତୀୟ ଚାଉଳ ATM। ଢେଙ୍କାନାଳରେ ଚାଉଳ ATM ଉଦଘାଟନ କଲେ ଯୋଗାଣ ମନ୍ତ୍ରୀ। ଭୁବନେଶ୍ବର, ଝାରସୁଗୁଡ଼ା ପରେ ଢେଙ୍କାନାଳରେ ଚାଉଳ ATM ଖୋଲାଯାଇଛି। ହିତାଧିକାରୀଙ୍କୁ ୨୪ ଘଣ୍ଟା ସେବା ଯୋଗାଇବ ଏହି ଚାଉଳ ATM। କେନ୍ଦୁଝର ପରେ ପର୍ଯ୍ୟାୟ କ୍ରମେ ସମସ୍ତ ଜିଲ୍ଲାରେ ଖୋଲିବ ଏହି!-->…
ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା, ବିକ୍ରମ ପଣ୍ଡାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କଲେ ହାଇକୋର୍ଟ
ବ୍ରହ୍ମପୁର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା । ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ସର୍ତ୍ତମୂଳକ ଜାମିନ।ପୀତବାସ ପଣ୍ଡା ହତ୍ୟା ମାମଲାରେ ବିକ୍ରମ ପଣ୍ଡାଙ୍କୁ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଭାବେ ଦର୍ଶାଯାଇଥିଲା । ତେବେ ଚୂଡ଼ାନ୍ତ ଚାର୍ଜସିଟ୍ରେ ବିକ୍ରମ ପଣ୍ଡାଙ୍କ ସମେତ ୧୪ ଜଣ!-->…
ପ୍ରବୀଣ ଶିକ୍ଷାବିତ ବଟକୃଷ୍ଣ ଦାଶଙ୍କ ବିୟୋଗରେ ଶୋକ
ମାହାଙ୍ଗା -୩୧/୮ ପ୍ରବୀଣ ଶିକ୍ଷାବିତ, ସାହିତ୍ୟ ସଂସ୍କୃତି ଅନୁରାଗୀ ପୁରୁଷ, ଛାଣିପୁର ହାଇସ୍କୁଲରୁ ଅବସରପ୍ରାପ୍ତ ସୁନାମଧନ୍ୟ ଶିକ୍ଷକ ବଟକୃଷ୍ଣ ଦାଶଙ୍କ ୮୭ ବର୍ଷ ବୟସରେ କୋଠପଦା ସ୍ଥିତ ବାସଭବନରେ ପରଲୋକ ଘଟିଛି lଜଣେ ଛାତ୍ର ବତ୍ସଳ ଗୁରୁଭାବେ ମାହାଙ୍ଗା, ସାଲେପୁର, ବଡ଼ଚଣା ଅଂଚଳରେ!-->…
ପଞ୍ଚାୟତ ଓ ପୌର ନିର୍ବାଚନ: ସେପ୍ଟେମ୍ବର ୩ରୁ ଭୁବନେଶ୍ୱରରେ ଆରମ୍ଭ ହେବ ପାଇଲଟ୍ ସର୍ଭେ
ରାଜ୍ୟରେ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନକୁ ସ୍ୱଚ୍ଛ ଓ ନିର୍ଭୁଲ ଏବଂ ବ୍ୟବସ୍ଥିତ କରିବା ପାଇଁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଭୋଟର ତାଲିକାରେ ଥିବା ତ୍ରୁଟି ଗୁଡିକୁ ଦୂର କରିବା ଲକ୍ଷ୍ୟରେ ରାଜ୍ୟରେ ଏକ ବିଶେଷ ପାଇଲଟ୍ ସର୍ଭେ ଅଭିଯାନ ଭୁବନେଶ୍ୱର ମହାନଗର ନିଗମରେ (ବିଏମସି)!-->…
ଖୋଲିଲା ହୀରାକୁଦ ଜଳଭଣ୍ଡାରର ଆଉ ୩ଟି ଗେଟ୍, ୮ ଗେଟ୍ରେ ବନ୍ୟା ଜଳ ନିଷ୍କାସନ ଜାରି
ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଏବେ ସ୍ପଷ୍ଟଚିହ୍ନିତ ଲଘୁଚାପରେ ପରିଣତ ହୋଇଛି । ଏହାର ପ୍ରଭାବରେ ସାରା ଓଡ଼ିଶାରେ ଜାରି ରହିଛି ବର୍ଷା । ଅନେକ ସ୍ଥାନରେ ଲଗାଣ ବର୍ଷା ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଥିବା ବେଳେ ଆଗକୁ ଆହୁରି ୩ ଦିନ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ଏହା ଭିତରେ!-->…
କଟକ ରେଳଷ୍ଟେଶନ ଅଞ୍ଚଳରୁ ନାବାଳିକା ନିଖୋଜ: ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ୍
କଟକ ଜିଲା ଚାଉଳିଆଗଞ୍ଜ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ। ଷ୍ଟେଶନ ଅଞ୍ଚଳରୁ ୭ ବର୍ଷର ନାବାଳିକାଙ୍କୁ ଅପହରଣ ହୋଇଥିବା ଅଭିଯୋଗ। ଜଣେ ବୃଦ୍ଧ ନାବାଳିକାଙ୍କୁ ନେଇକି ଯାଉଥିବା ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି । ଗତକାଲି(ରବିବାର) ପୋଲିସ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛି ।!-->…
ନେପାଳରେ ମୃତ୍ୟୁ ସଂଖ୍ୟା ୯୦୦ ଟପିଲା, କରାଯାଉଛି ଅନ୍ତିମ ସଂସ୍କାର
ନେପାଳ ବନ୍ୟାରେ ମୃତ୍ୟୁ ସଂଖ୍ୟା ୯୦୦ ଟପିଛି । ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ କରାଯାଇଥିବା ବେଳେ ମୃତ୍ୟସଂଖ୍ୟା ୯୦୩କୁ ବଢ଼ିଛି । ନେପାଳୀ କର୍ତ୍ତୃପକ୍ଷ ଏନେଇ ସୁଚନା ଦେଇଛନ୍ତି । ବନ୍ୟା ପ୍ରଭାବିତ ଅଞ୍ଚଳରେ ବ୍ୟାପକ ମାତ୍ରାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ତିବ୍ବତ ସୀମା ନିକଟରେ!-->…
ଦିଲ୍ଲୀରେ ପୁଣି ନିର୍ଭୟା କାଣ୍ଡ, ଡ୍ରାଇଭର-କଣ୍ଡକ୍ଟର ଗିରଫ
‘ନିର୍ଭୟା ମାମଲା’କୁ ମନେ ପକାଇବା ଭଳି ଏକ ୧୬ ବର୍ଷୀୟା ଛାତ୍ରୀଙ୍କ ସହିତ ବଳାତ୍କାର ମାମଲା ରାଜଧାନୀ ଦିଲ୍ଲୀରେ ପୁଣି ଥରେ ସାମ୍ନାକୁ ଆସିଛି। ଚଳନ୍ତା ବସ ଭିତରେ ପୀଡିତାଙ୍କୁ ବଳାତ୍କାର କରିବା ପରେ, ଡ୍ରାଇଭର ଏବଂ କଣ୍ଡକ୍ଟର ତାଙ୍କୁ କଶ୍ମୀର ଗେଟ ନିକଟରେ ରିଙ୍ଗ ରୋଡରେ ଛାଡି ଘଟଣାସ୍ଥଳରୁ!-->…
ପରଲୋକରେ କ୍ରାଇମବ୍ରାଞ୍ଚ ଆଇଜି ଶଫିନ୍ ଅହମ୍ମଦ
ଓଡ଼ିଶା କ୍ୟାଡରର ବରିଷ୍ଠ IPS ଅଧିକାରୀ ତଥା କ୍ରାଇମବ୍ରାଞ୍ଚ IG ଶେଫିନ୍ ଅହମ୍ମଦଙ୍କ ପରଲୋକ । କେରଳର ତିରୁବନନ୍ତପୁରମସ୍ଥିତ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଶେଫିନ୍ ଅହମ୍ମଦ ୨୦୦୩ ବ୍ୟାଚ୍ ର ଓଡ଼ିଶା କ୍ୟାଡର IPS ଅଧିକାରୀ ଥିଲେ। ସେ!-->…