Browsing Category

ଆଜିର ଖବର

୧୩ରେ ଲଘୁଚାପ ସମ୍ଭାବନା

ଆସନ୍ତା ୮ ତାରିଖବେଳକୁ ଗାଙ୍ଗେୟ ପଶ୍ଚିମବଙ୍ଗ ଓ ପାଶ୍ୱର୍ବର୍ତ୍ତୀ ଅଞ୍ଚଳ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ଅଛି । ଆସନ୍ତା ୧୩ ତାରିଖବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ପାଶ୍ୱର୍ବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ

ନିଆରା ଢଙ୍ଗରେ ସ୍କୁଲରେ ଗୁରୁଦିବସ ପାଳିତ।

କୋଣାର୍କ:-05/09/2025 ଆଜି ହେଉଛି ସ୍ଵର୍ଗତ ସର୍ବପଲ୍ଲୀ ରାଧାକୃଷ୍ଣ ଜନ୍ମ ଦିବସ ଯାହାକୁ ଆମେ ଗୁରୁଦିବସ ବୋଲି ପାଳନକରି ଆସୁଛୁ। ପ୍ରତ୍ୟେକ ଶିକ୍ଷା ଅନୁଷ୍ଠାନ ରେ ଆଜିର ଦିନକୁ ଗୁରୁ ଦିବସ ଭାବରେ ପାଳୁଥିବା ବେଳେ ଏକ ନିଆରା ଢଙ୍ଗରେ କୋଣାର୍କ ଶୋଭନୀୟ ଶିକ୍ଷାଶ୍ରମରେ ଗୁରୁଦିବସ ପାଳିତ

ମହାନଦୀରେ ବନ୍ୟା ଆଶଙ୍କା, ହୀରାକୁଦ ରେ ୨୦ଟି ଗେଟ୍ ଦେଇ ଜଳ ନିଷ୍କାସନ

ମହାନଦୀରେ ବନ୍ୟା ଆଶଙ୍କା । ହୀରାକୁଦ ପାଣି ଛାଡିବା ପରେ ନଦୀରେ ଅଢେଇ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେଉଛି । ସେଥିପାଇଁ ୧୦ ଜିଲ୍ଲାକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି SRC । ହୀରାକୁଦ ଜଳଭଣ୍ଡାରକୁ ମହାନଦୀର ଉପରମୁଣ୍ଡରୁ ବନ୍ୟାଜଳ ପ୍ରବେଶ କରୁଛି। ହୀରାକୁଦ

ଆଜି ଗୁରୁ ଦିବସ …  ଭାରତୀୟ ସଂସ୍କୃତିରେ ଗୁରୁ-ଶିଷ୍ୟ ପରମ୍ପରା ଅକ୍ଷୁର୍ଣ୍ଣ ଓ  ପବିତ୍ର

ଆଜି ସେପ୍ଟେମ୍ବର ୫ ତାରିଖ। ଗୁରୁ ଦିବସ। ମହାନ ଶିକ୍ଷାବିତ୍, ଦାର୍ଶନିକ ତଥା ଭାରତର ଦ୍ୱିତୀୟ ରାଷ୍ଟ୍ରପତି ଭାରତରତ୍ନ ଡକ୍ଟର ସର୍ବପଲ୍ଲୀ ରାଧାକ୍ରୀଷ୍ଣନଙ୍କ ଜନ୍ମଦିନ। ତାଙ୍କର ଜନ୍ମଦିନକୁ ସାରା ଦେଶରେ ଗୁରୁ ଦିବସ ରୂପେ ପାଳନ କରାଯାଉଛି।ଡକ୍ଟର ରାଧାକ୍ରିଷ୍ଣନ ଏକାଧାରରେ ଜଣେ ଶିକ୍ଷକ,

NPCI ବଢାଇଲା ୟୁପିଆଇ ଲିମିଟ୍, ଏବେ ୨୪ ଘଣ୍ଟାରେ କରିପାରିବେ ଏତେ 

ସାଧାରଣତ ଆମେ ଯେତେବେଳେ ୟୁପିଆଇରୁ ଟଙ୍କା ପଠାଉ, ତେବେ ୧ ଲକ୍ଷ ଟଙ୍କାର ସୀମ ରହିଥାଏ। କିନ୍ତୁ ଏବେ ୧୫ ସେପ୍ଟମ୍ବର ୨୦୨୫ ରୁ ଏହି ଲିମିଟ୍‌ କିଛି ଖାସ୍ ଲେଣଦେଣ ପାଇଁ ବଢିଯାଇଛି। ଏନ୍‌ପିସିଆଇ ଏହି ପରିବର୍ତ୍ତନ ନେଇ ଘୋଷଣା କରିଛି। ଯାହାଦ୍ବାରା ଟ୍ୟାକ୍ସ ଭରିବା, ବୀମା ପ୍ରିମିୟମ ଦେବା,

ମୋଦିଙ୍କ ଜନ୍ମଦିନରେ ୫୦ ହଜାର ଅନ୍ତ୍ୟୋଦୟ ଘର ବାଣ୍ଟିବେ ରାଜ୍ୟ ସରକାର

 ଆସନ୍ତା ୧୭ ତାରିଖ ଅର୍ଥାତ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନରେ ୫୦ ହଜାର ଅନ୍ତ୍ୟୋଦୟ ଘର ବାଣ୍ଟିବେ ରାଜ୍ୟ ସରକାର।  । ମନ୍ତ୍ରୀ କହିଛନ୍ତି, ମୋଦୀଙ୍କ ଜନ୍ମଦିନରେ ଅନ୍ତ୍ୟୋଦୟ ଗୃହ ଯୋଜନାର କାର୍ଯ୍ୟାଦେଶ ଦିଆଯିବ। ପୂର୍ବରୁ ୧ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ଏହି ଯୋଜନାରେ

ବିଧାନସଭାରେ ବୋତଲ ଫିଙ୍ଗା ଓ ମାରପିଟ୍‌

ଆଜି ପଶ୍ଚିମବଙ୍ଗ ବିଧାନସଭାରେ ସ୍ୱତନ୍ତ୍ର ଅଧିବେଶନ ସମୟରେ ବିଜେପି ବିଧାୟକ ଏବଂ ମାର୍ଶାଲମାନଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଏହାପରେ ବିଜେପି ବିଧାୟକ ଏବଂ ମୁଖ୍ୟ ସଚେତକ ଶଙ୍କର ଘୋଷଙ୍କ ସମେତ ପାଞ୍ଚ ଜଣ ବିଧାୟକଙ୍କୁ ଗୃହର କାର୍ଯ୍ୟରୁ ନିଲମ୍ବିତ କରାଯାଇଛି । ବିଧାନସଭାରେ

ସୁଭଦ୍ରା ଯୋଜନାକୁ ନେଇ ବଡ଼ ଖବର; ସାମିଲ ହେବେ 

ସୁଭଦ୍ରା ହିତାଧିକାରୀଙ୍କୁ ନେଇ ବଡ଼ ଖୋଳତାଡ଼। କଟିଥିବା ହିତାଧିକାରୀଙ୍କୁ ସାମିଲ ପାଇଁ ବଡ଼ ପଦକ୍ଷେପ।ଯୋଗ୍ୟଙ୍କୁ ସାମିଲ୍ ଏବଂ ଅଯୋଗ୍ୟଙ୍କୁ ବାଦ୍ ଦେବାକୁ ତତ୍ପରତା ପ୍ରକାଶ ପାଇଛି। ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଏ ନେଇ ଚିଠି ଦିଆଯାଇଛି।ଚାରି ଚକିଆ ଥିବା ହିତାଧିକାରୀଙ୍କ ତଥ୍ୟ

ଜେଇ ଙ୍କ ଦବଙ୍ଗଗିରି =ସୂଚନା ମାଗିଲେ ସାମ୍ବାଦିକ ଙ୍କୁ ହତ୍ୟା ଧମକ

ଜଗତସିଂହପୁର ତା =4/9/23ବାଲିକୁଦା ବ୍ଲକ ରେ କାର୍ଯ୍ୟରତ କନିଷ୍ଟ ଯନ୍ତ୍ରୀ ଶ୍ରୀକାନ୍ତ କୁମାର ବେହେରା ଙ୍କ ତତ୍ୱାବଧାନ ରେ କରାଯାଉଥିବା ବିକାଶ ମୂଳକ କାର୍ଯ୍ୟଶୈଳୀ ସମ୍ପର୍କ ରେ କାର୍ଯ୍ୟରତ ସାମ୍ବାଦିକ ଜାମେଶ ଚନ୍ଦ୍ର ଗଛାୟତ ସୂଚନା ଅଧିକାର ଦ୍ୱାରା ସୂଚନା ମାଗିବାକୁ କେନ୍ଦ୍ରକରି

IPLକୁ ୪୦% ଜିଏସଟିରେ ଅନ୍ତର୍ଭୁକ୍ତ

ଭାରତୀୟ କ୍ରିକେଟ ପ୍ରେମୀଙ୍କ ଲାଗି ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ) କେବଳ ଏକ ଟୁର୍ଣ୍ଣାମେଣ୍ଟ ନୁହେଁ ବରଂ କ୍ରିକେଟର ମହୋତ୍ସବ।କୋଟି କୋଟି ଟଙ୍କାରେ ଖେଳାଳିଙ୍କ ନିଲାମ, ବିଜ୍ଞାପନ ଓ ପ୍ରସାରଣ ଅଧିକାର ଏହି ଖେଳକୁ ବିଶ୍ୱରେ ଏକ ଅଲଗା ପରିଚୟ ଦେଇଛି। ହେଲେ ଏବେ ଏହି ଭବ୍ୟ ଆୟୋଜନକୁ ଏକ

ଅଭିଜିତ ମଜୁମଦାରଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ

ଓଡ଼ିଆ ସଙ୍ଗୀତ ଜଗତର ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାରଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଛି। ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲରୁ ଭୁବନେଶ୍ବର ଏମ୍‌ସକୁ ସ୍ଥାନାନ୍ତର କରାଯାଇଥିଲା। ସେ କୋମାରେ ଥିବା ନେଇ ଭୁବନେଶ୍ୱର ଏମ୍ସ ପକ୍ଷରୁ ଦିଆଗଲା ସୂଚନା । ତେବେ ଆଜି

କଟକରେ ଦୁର୍ଗାପୂଜା ପାଇଁ ହୋଇପାରିବ ୬ ଟି ସୁ-ଉଚ୍ଚ ତୋରଣ

ଓଡିଶା ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି । ଏବେ କଟକରେ ଦୁର୍ଗାପୂଜା ପାଇଁ ହୋଇପାରିବ ସୁ-ଉଚ୍ଚ ତୋରଣ । ଅନୁମତି ଦେଲେ ଓଡିଶା ହାଇକୋର୍ଟ । କଟକ ସହରରେ ୬ ଟି ସୁଉଚ୍ଚ ତୋରଣକୁ ଅନୁମତି ଦେଇଛନ୍ତି ଓଡିଶା ହାଇକୋର୍ଟ । ଦୁଇଟି ପର୍ଯ୍ୟାୟରେ ଅନୁମତି ନେଇ ସ୍ପଷ୍ଟ କଲେ ହାଇକୋର୍ଟ । ବାଦାମବାଡ଼ି,