Browsing Category
ଆଜିର ଖବର
କେନ୍ଦ୍ର ସରକାରଙ୍କ ନୂଆ ନିର୍ଦ୍ଦେଶାନାମା : ଆକ୍ଟିଭ ସିମ୍ ନଥିଲେ ଚାଲିବନି ହ୍ୱାଟ୍ସଆପ୍, ଟେଲିଗ୍ରାମ ଓ ସ୍ନାପଚାଟ
ଏଣିକି ମୋବାଇଲରେ ଆକ୍ଟିଭ ସିମ୍ ନ ଥିଲେ ଚାଲିବ ନାହିଁ ମେସେଜିଂ ଆପ୍। ସାଇବର୍ ଠକେଇର ମୁକାବିଲା ଲାଗି କେନ୍ଦ୍ର ସରକାରଙ୍କ ନୂଆ ନିର୍ଦ୍ଦେଶାନାମା। ଦୂରସଂଚାର ବିଭାଗ (DoT) ଦ୍ୱାରା ଜାରି କରାଯାଇଥିବା ଦୂରସଂଚାର ସାଇବରସୁରକ୍ଷା ସଂଶୋଧନ ନିୟମ ୨୦୨୫ ଅନୁଯାୟୀ ପ୍ରତ୍ୟେକ ହ୍ୱାଟସଆପ୍!-->…
ଚର୍ଚ୍ଚାରେ ସେଜଲଙ୍କ ପାଳିତ ମାଆଙ୍କ ଆବେଗଭରା ଚିଠି
ସାମ୍ନାକୁ ଆସିଛି ସେଜଲଙ୍କ ପାଳିତ ମା’ଙ୍କ ଆବେଗଭରା ଚିଠି। ସେଜ୍ ମାଇ ଡିଅର…ତୁମେ ଚାଲିଯିବ ବୋଲି ଭାବି ମୋ ହୃଦୟ କଷ୍ଟ ଓ ଯନ୍ତ୍ରଣାରେ ଭରିଯାଉଛି। ମୁଁ ଦୁଃଖିତ ଯେ ତୁମେ, ତୁମ ମାଆ ଙ୍କ ନାମରେ କଳଙ୍କ ଲାଗାଇଦେଲ। ତୁମେ ଜାଣିଛ ମୁଁ ତୁମ ପାଇଁ କେତେ କରି ପ୍ରେମ କରେ ଏବଂ ତୁମର ଯତ୍ନ ନିଏ।!-->…
ଗୁଟଖା,ସିଗାରେଟ୍ ଓ ପାନ ମସଲାର ମୂଲ୍ୟ ବୃଦ୍ଧି ପାଇବ
ସେସ୍ ବାତିଲ ହେବା ପରେ ମଧ୍ୟ ତମାଖୁ, ପାନ ମସଲା ଓ ଅନ୍ୟାନ୍ୟ ସାମଗ୍ରୀ ଉପରେ ସମାନ ରହିବ ଟିକସ । ତେବେ ସୁନିଶ୍ଚିତ କରିବା ପାଇଁ ସରକାର ସୋମବାର ଲୋକସଭାରେ ଦୁଇଟି ବିଲ୍ ଆଗତ କରିବାର ଆଶା କରାଯାଉଛି । ଏହା ଏହି ସାମଗ୍ରୀ ଉପରେ ଟିକସ ମଧ୍ୟ ବୃଦ୍ଧି କରିପାରେ |ତେବେ ଆଜି ସଂସଦ ଅଧିବେଶନ!-->…
କମର୍ସିଆଲ ସିଲିଣ୍ଡରର ମୂଲ୍ୟ ୧୦ଟଙ୍କା ହ୍ରାସ
ଡିସେମ୍ବର ୧ରେ ଭାରତରେ ଅନେକ ପରିବର୍ତ୍ତନ ଆସିଥିଲା। ଏହି ପରିବର୍ତ୍ତନଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ଏଲପିଜି ସିଲିଣ୍ଡରର ମୂଲ୍ୟ। ଘରୋଇ ସିଲିଣ୍ଡରର ମୂଲ୍ୟରେ କୌଣସି ହ୍ରାସ ହୋଇନଥିବା ରିପୋର୍ଟ କରାଯାଇଛି। ଏଲ୍ପିଜି ଓ କମର୍ସିଆଲ୍ ସିଲିଣ୍ଡର ଦରରେ ପରିବର୍ତ୍ତନ| ୧୯ କେଜି କମର୍ସିଆଲ୍!-->…
ଆଗାମୀ ୪ଦିନ କମିବ ଥଣ୍ଡାର ପ୍ରକୋପ
ରାଜ୍ୟର ବିଭିନ୍ନ ସ୍ଥାନରେ ରାତି ତାପମାତ୍ରା ବଢ଼ିଛି। ଫଳରେ ଶୀତ ପ୍ରକୋପ କମିଛି। ଉପକୂଳବର୍ତ୍ତୀ କିଛି ଅଞ୍ଚଳରେ ପାରଦ ୨୦ ଡିଗ୍ରୀ ଛୁଇଁଛି। ମଙ୍ଗଳବାର ଓ ବୁଧବାର ଅଧିକାଂଶ ସ୍ଥାନର ରାତି ତାପମାତ୍ରା ୧୨ରୁ ୧୫ ଡିଗ୍ରୀ ଉପରେ ରହିବ । ଅଧିକ ଶୀତ ଅନୁଭୂତ ହେଉଥିବା କୋରାପୁଟ, ଫୁଲବାଣୀ,!-->…
ବାରବାଟୀ ମ୍ୟାଚ ପାଇଁ ଆଜିଠୁ ଅନଲାଇନରେ ଟିକେଟ୍ ବିକ୍ରି
ବାରବାଟୀ ଟି-୨୦ ମ୍ୟାଚ୍ ପାଇଁ ଆରମ୍ଭ ହୋଇଛି କାଉଣ୍ଟ ଡାଉନ୍ । ହାତରେ ସପ୍ତାହେ ସମୟ ଥିବାବେଳେ ଆଜି ଅନଲାଇନରେ ଉପଲବ୍ଧ ହେବ ଟିକେଟ । ଗତ ମ୍ୟାଚ୍ ତୁଳନାରେ ଏଥର ଟିକେ୍ଟ ସଂଖ୍ୟା ହ୍ରାସ ପାଇଛି । ଅର୍ଥାତ୍ ୪ହଜାର ପରିବର୍ତ୍ତେ ଏଥର ମାତ୍ର ୨ହଜାର ଟିକେଟ୍ ଦର୍ଶକଙ୍କ ପାଇଁ ଅନଲାଇନରେ ଉପଲବ୍ଧ!-->…
ସାଂସଦଙ୍କ ଖେଳ ମହୋତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ
ଗଣିଆ (ବିଶ୍ଵରଞ୍ଜନ୍ ସେଠି) ଶନିବାର ପୂର୍ବାହ୍ନରେ ଗଣିଆ ବ୍ଳକ ଗୋଷ୍ଠୀ ଶିକ୍ଷା କେନ୍ଦ୍ର ପରିସରରେ ସାଂସଦଙ୍କ ଖେଳ ମହୋତ୍ସବ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ଶିକ୍ଷା ଅଧିକାରୀ ରବୀନ୍ଦ୍ର ନାଥ ରାଉତରାୟଙ୍କ ସଭାପତିିତ୍ୱରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ!-->…
ଡାକ୍ତରଙ୍କ ପ୍ରେସକ୍ରିପସନ ବିନା ଆଉ ମିଳିବନି କଫ ସିରପ
ମଧ୍ୟ ପ୍ରଦେଶରେ ଗତ କିଛି ଦିନ ତଳେ କଫ ସିରପ ଖାଇବା ପରେ ଅନେକ ପିଲାଙ୍କ ମୃତ୍ୟୁ ଘଟିଥିଲା। ଏହି ମାମଲା ରାଜ୍ୟ ଏବଂ ସାରା ଦେଶରେ ବ୍ୟାପକ ଅସନ୍ତୋଷ ସୃଷ୍ଟି କରିଥିଲା। କେନ୍ଦ୍ର ସରକାର ଏହି ବିଷୟକୁ ବହୁତ ଗମ୍ଭୀରତାର ସହ ନେଇଛନ୍ତି ଏବଂ ଏହି ଦିଗରେ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ସରକାରଙ୍କ!-->…
ପ୍ରତି ପଞ୍ଚାୟତରେ ନିଯୁକ୍ତ ହେବେ ପିଅନ, ମାସକୁ ଦରମା ୧୩ ହଜାର ୧୬୦ ଟଙ୍କା
ରାଜ୍ୟର ପ୍ରତ୍ୟେକ ପଞ୍ଚାୟତରେ ଏଣିକି ନିଯୁକ୍ତ ହେବେ ପିଅନ। ଏନେଇ ଘୋଷଣା କରିଛନ୍ତି ରାଜ୍ୟ ସରକାର। ନୂତନ ପଦବୀ ସୃଷ୍ଟି ହେବା ସହ ଦରମା ୧୩ ହଜାର ୧୬୦ ଟଙ୍କା ରହିବ। ପୂର୍ବରୁ ପଞ୍ଚାୟତଗୁଡ଼ିକ ନିଜ ସ୍ତରରେ ପିଅନ ରଖି ଦରମା ଦେଉଥିଲେ। ପଞ୍ଚାୟତ ଫଣ୍ଡ୍ରୁ ପିଅନଙ୍କୁ ଦରମା ଦିଆଯାଉଥିଲା।!-->…
ଡିସେମ୍ବରରେ ୧୮ ଦିନ ବନ୍ଦ ରହିବ ବ୍ୟାଙ୍କ
ଡିସେମ୍ବର ମାସ ଖୁବଶୀଘ୍ର ଆରମ୍ଭ ହେବ । ଡିସେମ୍ବର ମାସରେ ୧୮ ଦିନ ବ୍ୟାଙ୍କ ବନ୍ଦ ରହିବ । ଯଦି ଆପଣ ଡିସେମ୍ବରରେ କୌଣସି ଗୁରୁତ୍ବପୂର୍ଣ୍ଣ ବ୍ୟାଙ୍କ କାମ ରଖିଛନ୍ତି, ସେଥିପାଇଁ ଆପଣଙ୍କୁ ବ୍ୟାଙ୍କ ଛୁଟି ବିଷୟରେ ଜାଣିବାକୁ ହେବ ।
ରାଜ୍ୟ ପ୍ରତିଷ୍ଠା ଦିବସ ଏବଂ ସ୍ୱଦେଶୀ ଆସ୍ଥା ଦିବସ!-->!-->!-->!-->…
ପୁରୀ ଜିଲ୍ଲା ଗୋପ ବ୍ଳକ ବନାଖଣ୍ଡି ପଞ୍ଚାୟତ ସାରେଡା ଗାଁରେ ରଞ୍ଜନ କାଣ୍ଡି ଗାଧେଇବାକୁ ଆସି ଗାଡିଆରେ ଗୋଡଖସି ମୃତ
କୋଣାର୍କ:-29/11/2025 ପୁରୀ ଜିଲ୍ଲା ଗୋପ ବ୍ଳକ ବନାଖଣ୍ଡି ପଞ୍ଚାୟତ ସାରେଡା ଗାଁରେ ରଞ୍ଜନ କାଣ୍ଡି ଗାଧେଇବାକୁ ଆସି ଗାଡିଆରେ ଗୋଡଖସି ମୃତବରଣ କରିଛନ୍ତି।ସୂଚନା ମୁତାବକ ଆଜି ଗାଧୋଇବାକୁ ରଞ୍ଜନ କାଣ୍ଡି ବୟସ ୫୮ ଗାଁ ମୁଣ୍ଡ ପୋଖରୀକୁ ଆସିଥିବା ବେଳେ ଗୋଡ ଖସିଜିବାରୁ ଗାଡିଆ ଭିତରକୁ ଖସି!-->…
ଜଗତସିଂହପୁର ସାଂସଦ ବିଭୁ ପ୍ରସାଦ ତରାଇଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ
ଜଗତସିଂହପୁର ସାଂସଦ ବିଭୁ ପ୍ରସାଦ ତରାଇଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ । ଅଳ୍ପକେ ବର୍ତ୍ତିଲେ ସାଂସଦ । ସାଂସଦ ଖେଳ ମହୋତ୍ସବରେ ଯୋଗ ଦେବା ପାଇଁ ଭୁବନେଶ୍ୱରରୁ ଜଗତସିଂହପୁର ଆସୁଥିବା ବେଳେ ୫୫ ନମ୍ବର ଜାତୀୟ ରାଜପଥର ହାଜିପୁର ନିକଟରେ ତାଙ୍କର କାର ଦୁର୍ଘଟଣାଗ୍ରସ୍ତ ହୋଇଛି । ସାଂସଦଙ୍କ କାରକୁ!-->…