Browsing Category
ଆଜିର ଖବର
କଟକ ଦୁର୍ଗାପୂଜା ପାଇଁ ୧୨୨ ପ୍ଲାଟୁନ ଫୋର୍ସ ମୁତୟନ
କଟକ ଦୁର୍ଗାପୂଜା ପାଇଁ ମୁତୟନ ହେବେ୧୨୨ ପ୍ଲାଟୁନ ଫୋର୍ସ । ୨ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ମଧ୍ୟ ସୁରକ୍ଷା ପାଇଁ ମୁତୟନ ରହିବେ । ପୂଜା ପାଇଁ ସହରରେ ସ୍ୱତନ୍ତ୍ର ଟ୍ରାଫିକ୍ ବ୍ୟବସ୍ଥା କରାଯାଇଛି । ମହିଳା ଓ ଶିଶୁଙ୍କ ସୁରକ୍ଷା ଉପରେ ବିଶେଷ ଧ୍ୟାନ ରହିବ ।ପୂଜା ପାଇଁ ସହରରେ ସ୍ୱତନ୍ତ୍ର!-->…
ମଙ୍ଗଳବାର ଯାଏ ପାଗ ଶୁଖିଲା ରହିବ । ଏହା ପରଠାରୁ ଆରମ୍ଭ ହୋଇଯିବ ବର୍ଷା
ମଙ୍ଗଳବାର ଯାଏ ପାଗ ଶୁଖିଲା ରହିବ । ଏହା ପରଠାରୁ ଆରମ୍ଭ ହୋଇଯିବ ବର୍ଷା । ଅକ୍ଟୋବର ୧ ତାରିଖରେ ଉତ୍ତର ଓଡ଼ିଶା ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବ ।ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଅଧିକ ବର୍ଷା ହୋଇପାରେ ।୧ ତାରିଖରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ!-->…
ଆଜି ପୀଠରେ ମହାଅଷ୍ଟମୀ, ମଣ୍ଡପରେ ମହାସପ୍ତମୀ
ନବରାତ୍ରି ଅବସରରେ ଚଳଚଞ୍ଚଳ ରାଜ୍ୟର ପ୍ରମୁଖ ଶକ୍ତିପୀଠ । ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ଠାରୁ ଆରମ୍ଭ କରି ସମ୍ବଲପୁରର ମା’ ସମଲେଶ୍ବରୀ, କଟକର ମା’କଟକଚଣ୍ଡୀ, ଝଙ୍କଡ଼ ଶାରଲା, କାକଟପୁର ମଙ୍ଗଳା, ଘଟଗାଁର ମା’ ତାରିଣୀଙ୍କ ପୀଠରେ ଚାଲିଛି ପୂଜାର୍ଚ୍ଚନା । ପୀଠମାନଙ୍କରେ ଆଜି!-->…
ବିଶ୍ବ ପର୍ଯ୍ୟଟନ ଦିବସ
ଆଜି ବିଶ୍ବ ପର୍ଯ୍ୟଟନ ଦିବସ । ସମଗ୍ର ବିଶ୍ୱରେ ସଂସ୍କୃତି ଏବଂ ଐତିହ୍ୟର ସଂରକ୍ଷଣ ତଥା ପ୍ରଚାରରେ ପର୍ଯ୍ୟଟନର ବେଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ମିଳିତ ଜାତିସଙ୍ଘର ସଂଗଠନ ଦ୍ବାରା ବିଶ୍ୱ ପର୍ଯ୍ୟଟନ ଦିବସର ଆୟୋଜନ ପ୍ରତିବର୍ଷ କରାଯାଇଥାଏ ।: ପ୍ରତିବର୍ଷ ସେପ୍ଟେମ୍ବର ୨୭ରେ ବିଶ୍ବ!-->…
ବ୍ଲକ ସ୍ତରୀୟ ହିନ୍ଦୀ ଦିବସ ସମାରୋହ ଗଣିଆ
। ( ବିଶ୍ୱରଞ୍ଜନ ସେଠି ) ଗଣିଆ ବ୍ଲକ ଛାମୁଣ୍ଡିଆ ପଞ୍ଚାୟତ ଗୁପ୍ତେଶ୍ୱର ବିଦ୍ୟାପୀଠ ପରିସରରେ ଶନିବାର ବ୍ଲକ ସ୍ତରୀୟ ହିନ୍ଦୀ ଦିବସ ସମାରୋହ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ରଜତ କୁମାର ପ୍ରଧାନ ଙ୍କ ସଭାପତିତ୍ଵ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ!-->…
ଏବେ ଦୁର୍ଗାପୂଜା ମଣ୍ଡପରେ ଟ୍ରମ୍ପଙ୍କୁ ଅସୁର ଭାବେ ଦର୍ଶାଇଛନ୍ତି କିଛି ମଣ୍ଡପ
ଭାରତ ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରାକ୍ଷସ ସଦୃଶ। ଭାରତ ବିରୋଧୀ ଆଭିମୁଖ୍ୟ ପାଇଁ ଟ୍ରମ୍ପଙ୍କୁ ନେଇ ସବୁଠି ଏଭଳି ଚର୍ଚ୍ଚା। ଏବେ ଦୁର୍ଗାପୂଜା ମଣ୍ଡପରେ ବି ଏହାର ଝଲକ ଦେଖିବାକୁ ମିଳିଛି। ଟ୍ରମ୍ପଙ୍କୁ ଅସୁର ଭାବେ ଦର୍ଶାଇଛନ୍ତି କିଛି ମଣ୍ଡପ।ଯେଉଁଥିରେ ମହିଷାସୁର ମେଢ!-->…
FM କଲେଜ ଛାତ୍ରୀ ଆତ୍ମାହୂତି ମାମଲାର ଚାର୍ଜସିଟ ଦାଖଲ କଲା କ୍ରାଇମ୍ବ୍ରାଞ୍ଚ
ବହୁଚର୍ଚ୍ଚିତ FM କଲେଜ ଛାତ୍ରୀ ଆତ୍ମାହୂତି ମାମଲାର ଚାର୍ଜସିଟ ଦାଖଲ କରିଛି କ୍ରାଇମ୍ବ୍ରାଞ୍ଚ। ଶନିବାର କ୍ରାଇମ୍ବ୍ରାଞ୍ଚ ପକ୍ଷରୁ ବାଲେଶ୍ୱର SDJMଙ୍କ କୋର୍ଟରେ ଦ୍ୱିତୀୟ ଥର ପାଇଁ ଚାର୍ଜସିଟ ଦାଖଲ କରାଯାଇଛି।ଏହା ପୂର୍ବରୁ ସେପ୍ଟେମ୍ବର ୯ ତାରିଖରେ ଛାତ୍ରୀଙ୍କ ଆତ୍ମାହୁତି ଘଟଣାରେ!-->…
ସୁନା ଓ ରୁପା ଦରରେ ହେଲା ବଡ଼ ପରିବର୍ତ୍ତନ
ବଢୁଛି ସୁନା ଏବଂ ରୁପା ଦର । ଗହଣା କିଣିବା ପୂର୍ବରୁ ନଜର ପକାନ୍ତୁ କେଉଁ ସହରରେ କେତେ ରହିଛି ସୁନା ଦର ।ସେପ୍ଟେମ୍ବର ୨୭ ଅର୍ଥାତ୍ ଶନିବାର ପୁଣି ବଢିଛି ସୁନା ଦାମ୍ । ୨୪ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦାମ୍ ୧,୧୫,୪୮୦ ଟଙ୍କା ରହିଛି । ଗତକାଲି ୧,୧୪,୮୮୦ ଟଙ୍କା ଥିଲା । ଏଥିରେ ୬୦୦!-->…
ଆସୁଛି ଆଉ ଏକ ଲଘୁଚାପ । ଆସନ୍ତା ୧ ତାରିଖ ବେଳକୁ
ଆସୁଛି ଆଉ ଏକ ଲଘୁଚାପ । ଆସନ୍ତା ୧ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା । ୩୦ ତାରିଖ ବେଳକୁ ଉତ୍ତର ଆଣ୍ଡାମାନସାଗର ଅଞ୍ଚଳରେ ଏକ ନୂତନ ଘୂର୍ଣ୍ଣିବଳୟ ପ୍ରବେଶ କରିବ । ପ୍ରଭାବରେ ଉତ୍ତର ପାର୍ଶ୍ଵବର୍ତ୍ତୀ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ,!-->…
Google କୁ ପୁରିଲା ୨୭ ବର୍ଷ, ଜନ୍ମଦିନ ପାଳୁଛି ଦୁନିଆର ସବୁଠୁ ବଡ଼ ସର୍ଚ୍ଚ ଇଞ୍ଜିନ୍
ଆଜି Google ର ଜନ୍ମଦିନ । Google କୁ ପୁରିଲା ୨୭ ବର୍ଷ । ୨୭ ସେପ୍ଟେମ୍ବର, ୨୦୨୫ ରେ, ବିଶ୍ୱର ସର୍ବବୃହତ ସର୍ଚ୍ଚ ଇଞ୍ଜିନ୍ ଏକ ରଙ୍ଗୀନ ଗୁଗୁଲ୍ ଡୁଡଲ୍ ସହିତ ଏହାର ଜନ୍ମଦିନ ପାଳନ କରିଛି । ଏକ ଛୋଟ ଗ୍ୟାରେଜ୍ରୁ ଆରମ୍ଭ ହୋଇଥିବା ଏହି କମ୍ପାନୀ ଏବେ ଦୁନିଆର ସବୁଠୁ ବଡ଼ ସର୍ଚ୍ଚ ଇଞ୍ଜିନ୍!-->…
ଓଡିଶାରୁ ସାରା ଦେଶରେ BSNL 4G ସେବା ଆରମ୍ଭ କଲେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ମୋଦି BSNL ର 4G ସେବା ଆରମ୍ଭ କଲେ। ଭାରତ ସଞ୍ଚାର ନିଗମ ଲିମିଟେଡର 4G ସେବା ଏବେ ଦେଶର ପ୍ରତ୍ୟେକ ରାଜ୍ୟରେ ପହଞ୍ଚିସାରିଛି। ପୂର୍ବରୁ, BSNL ର 4G ସେବା ଦେଶର ବିଭିନ୍ନ ଟେଲିକମ୍ ସର୍କଲରେ ଆରମ୍ଭ କରାଯାଇଥିଲା। BSNLର 4G ନେଟୱାର୍କ ଏକକାଳୀନ ୯୮,୦୦୦ ସାଇଟରେ ଆରମ୍ଭ!-->…
ରାଜ୍ୟରେ ବନ୍ୟା ସ୍ଥିତିକୁ ନେଇ ପ୍ରତିକ୍ରିୟା ଦେଲେ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢୀ
ରାଜ୍ୟରେ ବନ୍ୟା ସ୍ଥିତିକୁ ନେଇ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢୀଙ୍କ ସୁଚନା । ଏବେ କୌଣସି ସ୍ଥାନରେ ବନ୍ୟା ପରିସ୍ଥିତି ନାହିଁ । ଗତକାଲି ୪୯ ବ୍ଲକ ହେଡକ୍ୱାର୍ଟରରେ ୫୦ ଏମଏମ ଓ କାଲିମେଳା ବ୍ଲକରେ ୧୦୦ ଏମଏମ ବର୍ଷା ହୋଇଛି । !-->…