Browsing Category
ଆଜିର ଖବର
‘ବଣିକ’ କୋଚିଂ ସେଣ୍ଟର ଉପରେ କ୍ରାଇମବ୍ରାଞ୍ଚ ରେଡ୍
‘ବଣିକ’ କୋଚିଂ ସେଣ୍ଟର ଉପରେ କ୍ରାଇମବ୍ରାଞ୍ଚ ରେଡ୍ । ପୋଲିସ୍ ଏସ୍ଆଇ ନିଯୁକ୍ତି ଘୋଟାଲା ଲିଙ୍କରେ କ୍ରାଇମବ୍ରାଞ୍ଚ ରେଡ୍ କରିଛି । ଭୁବନେଶ୍ୱର ସିଆରପି ଛକରେ ଥିବା ସେଣ୍ଟର ରେଡ୍ କରିଛି କ୍ରାଇମବ୍ରାଞ୍ଚ । ପରୀକ୍ଷାର୍ଥୀଙ୍କ ପାଇଁ ଫିକ୍ସିଂ ଅଭିଯୋଗରେ ଛାନଭିନ୍ ଚାଲିଛି । ସୂଚନା!-->…
ତଳ ପଡ଼ିଆ ସହ ଉପରପଡ଼ିଆରେ ମଧ୍ୟ ବାଲିଯାତ୍ରା ହେବ , ଓଡିଶା ହାଇକୋର୍ଟ ଦେଲେ ଅନୁମତି
ଉପର ପଡିଆ ଏବଂ ତଳ ପଡିଆରେ ବାଲିଯାତ୍ରା ହେବାକୁ ନେଇ ଚାଲିଥିବା ବିବାଦ ଭିତରେ ଆସିଲା ବଡ ଖବର । ଉପର ପଡିଆରେ ହେବ ଐତିହାସିକ ବାଲିଯାତ୍ରା । ଏନେଇ ହାଇକୋର୍ଟଙ୍କୁ ସତ୍ୟପାଠ ଦେଲା ଜିଲ୍ଲା ପ୍ରଶାସନ । ଲୋକଙ୍କ ଭାବାବେଗ ଓ ପରମ୍ପରାକୁ ଦେଖି ଗ୍ରହଣ କଲେ ହାଇକୋର୍ଟ । କିଛିଦିନ ତଳେ!-->…
ପ୍ରଥମେ ପଶ୍ଚିମବଙ୍ଗ ଆଇନ ଶୃଙ୍ଖଳା କଥା ବୁଝନ୍ତୁ ମମତା-ଆଇନ ମନ୍ତ୍ରୀ
କଟକର ଗୋଷ୍ଠୀ ସଂଘର୍ଷକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଟିପ୍ପଣୀକୁ ଦୃଢ଼ ନିନ୍ଦା କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ମନ୍ତ୍ରୀ କହିଛନ୍ତି ,ପଶ୍ଚିମବଙ୍ଗରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ । ପ୍ରଥମେ ନିଜ କଥା ନିଜେ ବୁଝନ୍ତୁ ମମତା । କଟକରେ ଯାହା ଘଟିଥିଲା!-->…
ପ୍ରକାଶ ପାଇଲା ନୂଆପଡା ବିଧାନସଭାର ଚୂଡାନ୍ତ ଭୋଟର ତାଲିକା
ପ୍ରକାଶ ପାଇଲା ନୂଆପଡା ବିଧାନସଭାର ଚୂଡାନ୍ତ ଭୋଟର ତାଲିକା । ସବୁ ରାଜନୈତିକ ଦଳ ଉପସ୍ଥିତିରେ ତାଲିକା ପ୍ରକାଶ କଲେ ଜିଲ୍ଲାପାଳ । ନୂଆପଡାରେ ମୋଟ ଭୋଟର ୨ ଲକ୍ଷ ୫୩ ହଜାର ୬୨୪ ଜଣ । ପୁରୁଷ-୧ ଲକ୍ଷ ୨୪ ହଜାର ୧୦୮, ମହିଳା – ୧ ଲକ୍ଷ ୨୯ ହଜାର ୪୯୫ । ବରିଷ୍ଠ ନାଗରିକ- ୧୭୮୬, ଯୁବ ଭୋଟର-!-->…
କଟକ ଦଶହରା ଭସାଣି ଗଣ୍ଡଗୋଳ ଘଟଣା ପରେ ଘର ଘର ବୁଲି ଯାଞ୍ଚ କରୁଛି କମିଶନରେଟ୍ ପୁଲିସ୍
କଟକ ଦଶହରା ଭସାଣୀରେ ୨ ଗୋଷ୍ଠୀ ଗଣ୍ଡଗୋଳ ଘଟଣା । ହାତୀପୋଖରୀ ଅଞ୍ଚଳରେ ପୋଲିସର ଯାଞ୍ଚ । ଘରେ ଘରେ ପଶି ଯାଞ୍ଚ କରୁଛି କମିଶନରେଟ ପୋଲିସ । ଦୁଇ ଜଣ ଏସିପି, ୩ ଜଣ ଆଇଆଇସିଙ୍କ ସହ ବ୍ୟାପକ ପୁଲିସ୍ ଫୋର୍ସ ମୁତୟନ ହୋଇଛନ୍ତି। ଘର ଘର ବୁଲି କମିଶନରେଟ୍ ପୁଲିସ୍ କେନ୍ଦ୍ରୀୟ ଫୋର୍ସ ସହ ମିଶି!-->…
୧୯ ଓପିଏସ ଅଧିକାରୀଙ୍କ ବଦଳି ଓ ନିଯୁକ୍ତି କଲେ ସରକାର
OPS ସ୍ତରରେ ଅଦଳବଦଳ। ବଦଳିଲେ ବ୍ରହ୍ମପୁର ଅତିରିକ୍ତ ଏସ୍ପି। ବ୍ରହ୍ମପୁର ଅତିରିକ୍ତ ଏସ୍ପି ସୀମା ସ୍ବାଇଁଙ୍କ ବଦଳି ହୋଇଛି। ସେ ତାଳଚେର ଅତିରିକ୍ତ ଏସ୍ପି କାର୍ଯ୍ୟ କରିବେ। ତାଙ୍କ ସ୍ଥାନରେ ଆଲୋକ ଜେନାଙ୍କୁ ବ୍ରହ୍ମପୁର ଅତିରିକ୍ତ ଏସ୍ପି ଦାୟିତ୍ୱ ଦିଆଯାଇଛି।କଟକ ASP ସତ୍ୟବିକାଶ!-->…
ଆଜି ବିଶ୍ୱ ଡାକ ଦିବସ: ଏହିଦିନ ଭାରତରେ ଆରମ୍ଭ ହୋଇଥିଲା ଡାକସେବା
୧୯୭୦ରୁ ପ୍ରତି ବର୍ଷ ଅକ୍ଟୋବର ୯ରେ ପାଳିତ ହେଉଛି ‘ବିଶ୍ୱ ଡାକ ଦିବସ’। ୧୮୭୪ ଏହି ଦିନରେ ସ୍ବିଜର୍ଲାଣ୍ତ୍ର ବର୍ନ୍ରେ ‘ୟୁନିଭର୍ସାଲ୍ ପୋଷ୍ଟାଲ୍ ୟୁନିଅନ୍’ ସ୍ଥାପିତ ହୋଇଥିଲା ଏବ˚ ସେଥି ସହ ବିଶ୍ବ ସ୍ତରରେ ଡାକ ମାଧ୍ୟମରେ ପତ୍ର ଯୋଗାଯୋଗ ବ୍ୟବସ୍ଥାରେ ବୈପ୍ଳବିକ!-->…
କଫ୍ ସିରପ୍ ଶିଶୁ ମୃତ୍ୟୁ ମାମଲା : ‘ଶ୍ରୀସନ ମେଡିକାଲ୍ସ’ ମାଲିକ ଗିରଫ
ମଧ୍ୟପ୍ରଦେଶରେ କଫ ସିରପ୍ ମାମଲାରେ ପୋଲିସକୁ ବଡ଼ ସଫଳତା । “କୋଲଡ୍ରିଫ୍” କଫ ସିରପ୍ ମାମଲାରେ ଧରାପଡିଛି କଫ୍ ସିରପ୍ କମ୍ପାନୀ ମାଲିକ । କଫ୍ ସିରପ୍ ନିର୍ମାତା କମ୍ପାନୀ ‘ଶ୍ରୀସନ୍ ମେଡିକାଲ୍ସ’ ମାଲିକକୁ ଗିରଫ କରିଛି ପୋଲିସ ।ଏହି କାର୍ଯ୍ୟାନୁଷ୍ଠାନ ଅକ୍ଟୋବର ୮ ତାରିଖ ରାତିରେ!-->…
ବର୍ଷା ଘଡ଼ଘଡ଼ିରେ ଜଳିଗଲା ଲିଙ୍ଗରାଜଙ୍କ ପତାକା
ଅଘଟଣ ନା ଅଶୁଭ ସଙ୍କେତ। ବଜ୍ରପାତରେ ପୋଡ଼ିଗଲା ଲିଙ୍ଗରାଜ ମନ୍ଦିରର ପତାକା । ଖାଲି ପତାକା ନୁହେଁ ବରଂ ସିସିଟିଭି ନଷ୍ଟ ହେବା ସହ ଗର୍ଭଗୃହରେ ଲାଗିଥିବା ବଲ୍ବ ମଧ୍ୟ ପୋଡ଼ି ଯାଇଥିବାର ସୂଚନା ମିଳିଛି ।ଆଜି ସକାଳେ ମନ୍ଦିର ସେବାୟତ ସବୁ ଯାଞ୍ଚ କରିବା ପରେ ଏହା ଜଣାପଡ଼ିଛି। ଲିଙ୍ଗରାଜ!-->…
ବ୍ଲକ ସ୍ତରୀୟ ଜନ ଶୁଣାଣି ଶିବିର
ଗଣିଆ -(ବିଶ୍ୱରଞ୍ଜନ୍ ସେଠି) ଗଣିଆ ବ୍ଲକ ସଦଭାବନା ଗୃହରେ ବୁଧବାର ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା, ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଓ ସମଗ୍ର ଶିକ୍ଷା ସମ୍ପର୍କରେ ବ୍ଳକ୍ ସ୍ତରୀୟ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ମଣ୍ଡଳ ଉନ୍ନୟନ ଅଧିକାରୀ ତଥା!-->…
ଆଜି ଉତ୍କଳମଣିଙ୍କ ୧୪୮ତମ ଜୟନ୍ତୀ
ଆଜି ହେଉଛି ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କର ଆଜି ୧୪୮ ତମ ଜନ୍ମ ଜୟନ୍ତୀ । ଏହି ଦିନକୁ ସାରା ଓଡିଶା ଗୋପବନ୍ଧୁ ଜୟନ୍ତୀ ଭାବରେ ପାଳନ କରନ୍ତି । ଆଜକୁ ଠିକ ୧୪୭ ବର୍ଷ ତଳେ ଆଜିର ଦିନରେ ଓଡ଼ିଶାର ପୂର୍ବବର୍ତ୍ତୀ ଅଂଚଳରେ ଅବସ୍ଥିତ ପୁରୀ ଜିଲ୍ଲା ସୁଆଣ୍ଡୋ ଗ୍ରାମରେ ଜନ୍ମ ନେଇଥିଲେ!-->…
୧୦ରେ ଆଉ ଏକ ଘୂର୍ଣ୍ଣିବଳୟ, ୩ରୁ ୪ ଦିନ ପ୍ରବଳ ବର୍ଷା
ଦକ୍ଷିଣ ବାଂଲାଦେଶ ଓ ପାଖାପାଖି ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ୯ ତାରିଖ ଯାଏ ଏହା ସକ୍ରିୟ ରହିବ । ରାଜ୍ୟରେ ଜାରି ରହିବ ବଜ୍ରପାତ ଜନିତ ବର୍ଷା । ବିଶେଷକରି ଉପକୂଳ ଓ ଉତ୍ତର-ଆଭନ୍ତରୀଣ ଓଡ଼ିଶାରେ ତୀବ୍ରତା ଅଧିକ ରହିପାରେ । ଯାଜପୁର, କଟକ, ଜଗତ୍ସିଂହପୁର, ପୁରୀ, ଖୋର୍ଦ୍ଧା,!-->…