ହଇଜାରୁ କିପରି ଦେବା ଛୋଟ ପିଲାଙ୍କୁ ସୁରକ୍ଷା ?
ରାଜ୍ୟରେ ଏବେ ଯାଜପୁର ସମେତ କେନ୍ଦ୍ରାପଡ଼ା, ଭଦ୍ରକ, ପୁରୀ, କଟକ ଓ କେନ୍ଦୁଝର ଆଦି ଜିଲ୍ଲାରେ ହଇଜା ଭୟଙ୍କର ରୂପ ନେଉଛି । ତେବେ ହଇଜା ପାଇଁ ସତର୍କତା ଅବଲମ୍ବନ କରିବା ପାଇଁ ନିର୍ଦ୍ଦୋବଳୀ। କିପରି ଦେବା ଛୋଟ ପିଲାଙ୍କୁ ସୁରକ୍ଷା ?
1) ସାବୁନ ଏବଂ ପାଣିରେ ଭଲଭାବେ ହାତ ଧୁଅନ୍ତୁ ।
2) ନିର୍ମଳ ଏବଂ ସୁରକ୍ଷିତ ପିଇବା ପାଣି ବ୍ୟବହାର କରନ୍ତୁ ।
3) ଘର ଏବଂ ଘରର ଆଖପାଖ ପରିଷ୍କାର ରଖନ୍ତୁ ।
4) ସର୍ବଦା ଶୌଚାଳୟ ବ୍ୟବହାର କରନ୍ତୁ ।
5) ପ୍ରଥମ 6 ମାସ କେବଳ ମାଆ କ୍ଷୀର ଖାଇବାକୁ ଦିଅନ୍ତୁ ।
6) ପରିପୂରକ ଖାଦ୍ୟ ଏବଂ ପର୍ଯ୍ୟାପ୍ତ ପୋଷଣ ଦିଅନ୍ତୁ ।
7) ରୋଟା ଭାଇରସ ଓ ମିଳିମିଳା ଟୀକାକାରଣ କରନ୍ତୁ ।
8) ଭିଟାମିନ କ ଅନୁପୂରକ ପୋଷଣ ଦିଅନ୍ତୁ ।
