ସାମ୍ନାକୁ ଆସିଲା ହେରା ଫେରି-୩ ସେଟ୍‌ରୁ ପ୍ରଥମ ଫଟୋ

ବଲିଉଡ୍ ଖିଲାଡି କୁମାର ଅକ୍ଷୟ । ବର୍ତ୍ତମାନ ତାଙ୍କର ଅଭିନୀତ ଫିଲ୍ମ ହେରା ଫେରୀ -୩ର ଶୁଟିଂ ଆରମ୍ଭ ହୋଇଛି। ସୁନୀଲ ଶେଟ୍ଟୀ ଏବଂ ପରେଶ ରାୱଲ ବି ଏହି ଫିଲ୍ମର ଅଂଶ ।

ଏବେ ଏହି ତିନି କଳାକାରଙ୍କ ଫଟୋ ସାମ୍ନାକୁ ଆସିଛି। କହାଯାଉଛି କି ଏହା ହେରା ଫେରି-୩ର ସେଟ୍‌ରୁ ଆସିଛି। ଫିଲ୍ମରେ ଅକ୍ଷୟ କୁମାରଙ୍କ ଏଣ୍ଟ୍ରି ପରେ ପ୍ରଶଂସକଙ୍କ ଖୁସି କହିଲେ ନସରେ । ଅକ୍ଷୟ କୁମାରର ସୁନୀଲ ଶେଟ୍ଟୀ ଏବଂ ପରେଶ ରାୱଲଙ୍କ ଫଟୋ ଭାଇରାଲ୍‌ ହେଉଛି।

You might also like