ସାମ୍ବାଦିକଙ୍କୁ ଖରାପ ବ୍ୟବହାର ଦେଖାଇଲେ ଅଭିନେତ୍ରୀ

ଓଡ଼ିଶାରେ ସାମ୍ବାଦିକଙ୍କୁ ଖରାପ ବ୍ୟବହାର ଦେଖାଇଲେ ମୁମ୍ବାଇର ଅନାମ ଧେୟ ଅଭିନେତ୍ରୀ ତେଜସ୍ବୀ ପ୍ରକାଶ। ହୋଲି ଅବସରରେ ଓଡ଼ିଶା ଆସିଥିବାବେଳେ ସାମ୍ବାଦିକମାନଙ୍କୁ ଦେଖାଇଥିଲେ ଖରାପ ବ୍ୟବହାର । ନାଁ ସେମାନଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ ନାଁ ସମୟ । ବିମାନ ବନ୍ଦରରେ ଓହ୍ଲାଉ ଓହ୍ଲାଉ ସାମ୍ନାଦିକଙ୍କ ବୁମକୁ ଦେଖି ପଛ କରି ପଳାଇଥିଲେ ।

You might also like