Browsing Category
ମନୋରଂଜନ
୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା ; ‘ପୁଷ୍କରା’ ଶ୍ରେଷ୍ଠ ଓଡ଼ିଆ ଫିଲ୍ମ ଭାବେ ମନୋନୀତ
ଘୋଷଣା ହେଲା ଜାତୀୟ ଚଳଚ୍ଚିତ୍ର ପୁରସ୍କାର। 'ପୁଷ୍କରା' ଶ୍ରେଷ୍ଠ ଓଡ଼ିଆ ଫିଲ୍ମ ଭାବେ ମନୋନୀତ ହୋଇଛି। ତରଙ୍ଗ ସିନେ ପ୍ରଡକସନ୍ସର 'ପୁଷ୍କରା'ଶ୍ରେଷ୍ଠ ଓଡ଼ିଆ ଫିଲ୍ମ। ଶୁଭ୍ରାଂଶୁ ଦାଶଙ୍କ ନିର୍ଦ୍ଦେଶିତ 'ପୁଷ୍କରା'ର ମୁଖ୍ୟ ଚରିତ୍ରରେ ଥିଲେ ସବ୍ୟସାଚୀ ମିଶ୍ର ଦି କେରଳ ଷ୍ଟୋରୀ ପାଇଁ!-->…
ଓଡ଼ିଆ ଅଭିନେତା ଉଦୟନ ଅପରାଜିତଙ୍କୁ ଗିରଫ କରିଛି ପୋଲିସ
ଉଧାର ଟଙ୍କା ନେଇ କରଜ ସୁଝି ନପାରିବା ଓଡିଆ ଫିଲ୍ମ ହିରୋଙ୍କୁ ମହଙ୍ଗା ପଡିଛି । ଓଲିଉଡ଼ ଅଭିନେତାଙ୍କୁ ଗିରଫ କରିଛି ପୋଲିସ୍ । 'ବଦମାସ ଟୋକା' ଫିଲ୍ମର ହିରୋ ଉଦୟନ ଅପରାଜିତଙ୍କୁ ବାନ୍ଧିଛି ପୋଲିସ । ଭୁବନେଶ୍ବର ବଡଗଡ ଥାନାରେ ହୋଇଥିବା ଅଭିଯୋଗ ଆଧାରରେ ଗିରଫ କରିଛି କମିଶନରେଟ୍ ପୋଲିସ ।!-->…
ବହୁ ପ୍ରତୀକ୍ଷିତ ଫିଲ୍ମ ‘ୱାର ୨’ ଟ୍ରେଲର ଆଉଟ୍
ହ୍ରିତ୍ବିକ ରୋଶନ ,ଜୁନିୟର ଏନଟିଆର ଏବଂ କିଆରା ଆଡଭାନୀ ଅଭିନୀତ ୱାର ୨ ର ବହୁ ପ୍ରତିକ୍ଷୀତ ଟ୍ରେଲର ରିଲିଜ୍ ହୋଇଛି । ଯେଉଁ ସମୟରୁ ଏହାର ଟ୍ରେଲର ରିଲିଜ ହୋଇଛି ସେହି ସମୟରେ ହିଁ ଇଣ୍ଟରନେଟରେ ଏହା ଖୁବ ଲୋକପ୍ରିୟତା ହାସଲ କରିଛି ।ଏହାକୁ ଲୋକେ ପସନ୍ଦ କରିଥିବା ବେଳେ ଫିଲ୍ମ ରିଲିଜକୁ!-->…
ସୁନା ଚୋରା ଚାଲାଣ ମାମଲାରେ ରାନ୍ୟାଙ୍କୁ ଏକ ବର୍ଷ ଜେଲ ଦଣ୍ଡ
ସୁନା ଚୋରା ଚାଲାଣ ମାମଲାରେ କନ୍ନଡ ଅଭିନେତ୍ରୀ ରଣ୍ୟା ରାଓଙ୍କୁ ଗୋଟିଏ ବର୍ଷ ଜେଲ ଦଣ୍ଡ ଦିଆଯାଇଛି । ଏହି ନିର୍ଦ୍ଦେଶ ବିଦେଶୀ ମୁଦ୍ରା ସଂରକ୍ଷଣ ଏବଂ ଚୋରାଚାଲାଣ ନିବାରଣ ଆଇନ (COFEPOSA) ପରାମର୍ଶଦାତା ବୋର୍ଡ ଦ୍ୱାରା ପାସ କରାଯାଇଛି, ଯେଉଁଥିରେ ରଣ୍ୟା ରାଓଙ୍କ ସହିତ ଅନ୍ୟ ଦୁଇ!-->…
ଜିଓ ତା’ର ପ୍ରିପେଡ୍ ମୋବାଇଲ ଗ୍ରାହକମାନଙ୍କ ପାଇଁ ଏକ ସ୍ବତନ୍ତ୍ର ବାର୍ଷିକୀ ଅଫର ଆଣିଛି
ଦେଶର ପ୍ରମୁଖ ଘରୋଇ ଟେଲିକମ୍ ସେବା ପ୍ରଦାନକାରୀ ସଂସ୍ଥା ରିଲାଏନ୍ସ ଜିଓର ୮ମ ପୂର୍ତ୍ତି ଉତ୍ସବ ଗୁରୁବାର ପାଳିତ ହୋଇଯାଇଛି। ବ୍ୟବସାୟିକ ଭାବେ ରିଲାଏନ୍ସ ଜିଓ ଭାରତରେ ସେବା ଆରମ୍ଭ କରିବାର ୮ବର୍ଷ ପୂରଣ କରିଛି। ଏହି ଅବସରରେ କମ୍ପାନୀ ପକ୍ଷରୁ ଦିଆଯାଉଛି ସ୍ୱତନ୍ତ୍ର ଅଫର। କେତେକ!-->…
ଅଭିଯୋଗର ମାଳା ପିନ୍ଧି ତଳେ ଗଡ଼ିଗଡ଼ି ଜିଲାପାଳଙ୍କ ଅଫିସ ଗଲେ ଜଣେ ବ୍ୟକ୍ତି
ଦୀର୍ଘବର୍ଷ ଧରି ଦୁର୍ନୀତି ବିରୋଧରେ ଅଭିଯୋଗ କରି ଆସୁଥିଲେ ହେଁ ତାଙ୍କୁ ଅଣଦେଖା କରାଯାଉଥିଲା। ଶେଷରେ ଅଭିଯୋଗକାରୀ ଅଭିଯୋଗର ଦସ୍ତାବିଜ୍କୁ ମାଳା କରି ବେକରେ ପିନ୍ଧି ତଳେ ଗଡ଼ିଗଡ଼ି ଜିଲାପାଳଙ୍କ ଅଫିସରେ ପହଞ୍ଚିଲେ। ଏଭଳି ଦୃଶ୍ୟର ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହେବା ପରେ!-->…
ଦୁବାଇ ଗଲା ବଲାଙ୍ଗୀରର ଉତ୍ପାଦିତ ଡ୍ରାଗନ ଫ୍ରୁଟ୍ ।
ଦୁବାଇ ଗଲା ଡ୍ରାଗନ୍ ଫ୍ରୁଟ୍ । ଓଡିଶାରୁ ପ୍ରଥମ ଥର ପାଇଁ କାର୍ଗୋ ବିମାନରେ ଦୁବାଇ ଗଲା ଡ୍ରାଗନ୍ ଫ୍ରୁଟ୍ । ବିଦେଶକୁ ରପ୍ତାନୀ ବେଳେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଉପସ୍ଥିତ ରହିଥିଲେ । ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ବଲାଙ୍ଗୀର ଓ ପାଟଣାଗଡ଼ ଚାଷ ଜମିରୁ!-->…
ପୋଲିସ ଇନ୍ସପେକ୍ଟର ପରିଚୟ ଦେଇ ୩ଜଣଙ୍କୁ ବିବାହ
ପୋଲିସ ଇନ୍ସପେକ୍ଟର ପରିଚୟ ଦେଇ ଯୁବତୀମାନଙ୍କୁ ପ୍ରେମ ଜାଲରେ ଫସାଇ ବିବାହ କରୁଥିଲେ। ଶାରୀରିକ ସମ୍ପର୍କ ରଖିବା ସହ ସେମାନଙ୍କଠାରୁ ଟଙ୍କା ଠକି ନେଉଥିଲେ। ଖଣ୍ଡଗିରି ପୋଲିସ ଏଭଳି ଜଣେ ନକଲି ପୋଲିସ ଅଫିସରଙ୍କୁ ଗିରଫ କରିଛି । ତାର ନାଁ ସୁବାସ ଚନ୍ଦ୍ର କହଁର । ଘର ଭଦ୍ରକ । ସେ ନିଜକୁ!-->…
ଖୁବ୍ ଶୀଘ୍ର ବନ୍ଦେ ଭାରତ ଟ୍ରେନରେ ଲାଗିବ ସ୍ଲିପର କୋଚ୍
ଦେଶରେ ‘ବନ୍ଦେଭାରତ’ ଟ୍ରେନ ଗଡିବା ପରଠାରୁ ଯାତ୍ରୀଙ୍କୁ ୱାର୍ଲଡ କ୍ଲାସ୍ ରେଳ ସୁବିଧା ଅନୁଭବ ହେଉଛି। ଯିଏ ବି ଏହି ଟ୍ରେନରେ ଯାତ୍ରା କରୁଛି ଏହାର ପ୍ରଶଂସା ନ କରି ରହିପାରିନି।କିନ୍ତୁ ବର୍ତ୍ତମାନ ଭାରତୀୟ ରେଳବାଇ ସ୍ଲିପର୍ ବନ୍ଦେ ଭାରତ ଟ୍ରେନ ଲଞ୍ଚ କରିବାକୁ ଯୋଜନା କରୁଛି ଏବଂ ଏହା!-->…
ୱେଷ୍ଟ ବେଙ୍ଗଲର ଅଲିପୁର ଜୁୁ ନନ୍ଦନକାନନକୁ ଆସିଛନ୍ତି ଦୁଇ ଜିରାଫ ।
ୱେଷ୍ଟ ବେଙ୍ଗଲର ଅଲିପୁର ଜୁୁ ନନ୍ଦନକାନନକୁ ଆସିଛନ୍ତି ଦୁଇ ଜିରାଫ । ଦୁହିଁଙ୍କୁ ଆଣିବାକୁ ଗୋଟେ ସ୍ୱତନ୍ତ୍ର ଦଳ ଓଡିଶାରୁ ଯାଇଥିଲେ । ସେମାନେ ୩୧ ଅଗଷ୍ଟରେ ଅଲିପୁରରୁ ବାହାରି ଗୋଟେ ୧୬.୫ ଫିଟ ଉଚ୍ଚ ବାକ୍ସର ବ୍ୟବସ୍ଥା କରାଯାଇଥିଲା ।ଦୁଇ ଜିରାଫଙ୍କ ମଧ୍ୟରେ ଗୋଟିଏ ଦେଢ଼ ବର୍ଷର ପୁରୁଷ ଓ!-->…
ଯୁବକରୁ ଯୁବତୀ ପାଲିଟିଛନ୍ତି ବାଲେଶ୍ୱରର ରିଙ୍କି ବାରିକ
ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର ପରେ ଜଣେ ଯୁବକ ପାଇଛନ୍ତି ନୂଆ ପରିଚୟ। ସମାଜରେ ନାରୀମାନଙ୍କ ଉପରେ ହେଉଥିବା ଅତ୍ୟାଚାର ଓ କନ୍ୟା ଭ୍ରୂଣ ହତ୍ୟାକୁ ରୋକିବା ସହ ଅବହେଳିତ ମହିଳାଙ୍କୁ ନ୍ୟାୟ ଦେବା ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି ବାଲେଶ୍ବର ଜିଲା ଜଳେଶ୍ବର ବ୍ଲକ!-->…
ୟୁନିଭର୍ସିଟି କ୍ୟାମ୍ପସରେ ବିଶାଳ ବଉଳା କୁମ୍ଭୀର ।
ଗୁଜୁରାଟରେ ଏବେ ଭୀଷଣ ବନ୍ୟା ପରିସ୍ଥିତି ଥିବାବେଳେ ରାସ୍ତାଘାଟ ଓ ସହର ସବୁ ବନ୍ୟା ପାଣିରେ ବୁଡିଛି । ଏଭଳି ସ୍ଥିିତିରେ ଜଳଚର ପ୍ରାଣୀ ଲୋକବସତି ଭିତରକୁ ପଶିଆସୁଥିବା ଲକ୍ଷ୍ୟ କରାଯାଉଛି ।ତେବେ ବର୍ଷା କାରଣରୁ ବିଭିନ୍ନ ସ୍ଥାନରୁ କୁମ୍ଭୀର ଉଦ୍ଧାର ହେବାର ଲାଗିଛି।
ଜରାଟର ମହାରାଜା!-->!-->!-->…