Browsing Category

ମନୋରଂଜନ

ବସ୍‌ ଷ୍ଟାଣ୍ଡରେ ଲାଗିଛି ସନ୍ନି ଦେଓଲଙ୍କ ନିଖୋଜ ପୋଷ୍ଟର,କୌଣସି ବିକାଶମୂଳକ କାର୍ଯ୍ୟ ନକରିବାର ଅଭିଯୋଗ

ବଲିଉଡ ଅଭିନେତା ସନ୍ନି ଦେଓଲଙ୍କ ନିଖୁଣ ଅଭିନୟ ପାଇଁ ଦର୍ଶକଙ୍କ ମନରେ ରାଜ କରିଥାନ୍ତି । ଗଦର-୨ର ସଫଳତା ପରେ ତାଙ୍କର କ୍ରେଜ୍ ବଢ଼ି ଯାଇଥିଲା । ମାତ୍ର ଏବେ ପୁଣି ନିଜ ସଂସଦୀୟ କ୍ଷେତ୍ରରେ ତାଙ୍କର ନିଖୋଜ ଥିବା ପୋଷ୍ଟ ଲାଗିଛି । ଯିଏ ସନ୍ନି ଦେଓଲ ଖୋଜି ଆଣିବ ସେହି ବ୍ୟକ୍ତିଙ୍କୁ ୫୦

ଅନନ୍ୟାଙ୍କୁ ଡେଟିଂ ଖବର ମିଛ ଉତ୍ତର ଦେଲେ ଆଦିତ୍ୟ

ବଲିଉଡର ଆଗଧାଡିର ଅଭିନେତ୍ରୀ ଅନନ୍ୟା ପାଣ୍ଡେ ତାଙ୍କ ଫିଲ୍ମ ‘ଖୋ ଗଏ ହମ କାହଁା’ ପାଇଁ ଚର୍ଚ୍ଚାରେ ଅଛନ୍ତି। ଫିଲ୍ମର ଟ୍ରେଲର ରିଲିଜ ହୋଇଛି ଏବଂ ଅନନ୍ୟାଙ୍କୁ ସବୁଆଡେ ପ୍ରଶଂସା କରାଯାଉଛି। ଡିଜନୀ ପ୍ଲସ୍ ହଟଷ୍ଟାରରେ ପ୍ରସାରିତ ଏକ ନୂଆ ଏପିସୋଡର ପ୍ରମୋରେ ଆଦିତ୍ୟ ଏବଂ ଅର୍ଜୁନ ବହୁତ ମଜା

ରାଜନୀତିରେ ଏଣ୍ଟ୍ରି କରିବେ କି ପରିଣୀତି ? କଣ କହିଲେ ଜାଣନ୍ତୁ

ବଲିଉଡ୍‌ ଅଭିନେତ୍ରୀ ପରିଣୀତି ଚୋପ୍ରା । ଆମ୍ ଆଦମୀ ପାର୍ଟିର ନେତା ରାଘବ ଚଢାଙ୍କୁ ସେପ୍ଟେମ୍ବର ୨୪ରେ ରାଜସ୍ଥାନର ଉଦୟପୁରରେ ବିବାହ କରିଥିଲେ। ଏହି ଦମ୍ପତି ପ୍ରାୟତଃ ସୋସିଆଲ ମିଡିଆରେ ପରସ୍ପର ପ୍ରତି ଥିବା ପ୍ରେମକୁ ପ୍ରକାଶ କରନ୍ତି।ନିକଟରେ ଏକ ବାର୍ତ୍ତାଳାପ ସମୟରେ ଯେତେବେଳେ

ଉଲଗ୍ନ ହୋଇ ଜଙ୍ଗଲରେ ୧୦ ଦିନ ବିତାଇଲେ ଅଭିନେତା ବିଦ୍ୟୁତ୍‌

ବଲିଉଡ ଅଭିନେତା ବିଦ୍ୟୁତ ଜାମୱାଲ । ତାଙ୍କ ଅଭିନୟ ଏବଂ ଷ୍ଟଣ୍ଟ ପାଇଁ ସେ ଖୁବ ଲୋକପ୍ରିୟ। ଗତ ରବିବାର ତାଙ୍କର ଜନ୍ମ ଦିନ ଯାଇଥିଲା ବେଳେ ସେ ଏହାକୁ ଏକାକୀ ଜଙ୍ଗଲରେ ପାଳନ କରିଛନ୍ତି। ଦୈନଦିନ ଜୀବନର ଅଏସ ଆରାମ ଛାଡି ସେ ଜଙ୍ଗଲରେ ଗୋଟିଏ ସପ୍ତାହ ବିତାଇଛନ୍ତି। ବିଦ୍ୟୁତ ସୋସିଆଲ ମିଡିଆରେ

ପାନ ମସଲା କମ୍ପାନୀର ବିଜ୍ଞାପନ କରିବା ପଡିଲା ମହଙ୍ଗା

ପାନ ମସଲା କମ୍ପାନୀର ବିଜ୍ଞାପନ କରିବା ଏବେ ମହଙ୍ଗା ପଡ଼ିଛି । ଏହି ମାମଲାରେ ବଲିଉଡ ଅଭିନେତା ଅକ୍ଷୟ କୁମାର, ଶାହାରୁଖ ଖାନ ଏବଂ ଅଜୟ ଦେବଗନଙ୍କୁ ନୋଟିସ୍ ଜାରି କରାଯାଇଛି। ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚର ଅବମାନନା ଆବେଦନ ଉପରେ କେନ୍ଦ୍ର ସରକାର ଉତ୍ତର ଦେଇଛନ୍ତି। ଗୁଟ୍‌ଖା

‘Bhool Bhulaiyaa 3’ରେ ସାରାଙ୍କ ଏଣ୍ଟ୍ରି

ଗତ ବର୍ଷ ରିଲିଜ୍ ହୋଇଥିବା ଫିଲ୍ମ ଭୁଲ୍‌ ଭୁଲେୟାଁ-୨। ଆନିସ୍ ବାଜମିଙ୍କ ଫିଲ୍ମ ବକ୍ସ ଅଫିସରେ ଏକ ବମ୍ପର ହିଟ୍ କରିଥିଲା। ଏହି ଚଳଚ୍ଚିତ୍ରଟି ଦର୍ଶକଙ୍କୁ ବହୁତ ପସନ୍ଦ ଆସିଥିଲା । ଏହି ଚଳଚ୍ଚିତ୍ରରେ କାର୍ତ୍ତିକ ଆର୍ଯ୍ୟନ୍ ଅକ୍ଷୟ କୁମାରଙ୍କ ବଦଳରେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ। ମୁଖ୍ୟ

Master Chef India:ମାଙ୍ଗାଲୋରର ୨୪ ବର୍ଷୀୟ ମହମ୍ମଦ ଆଶିକ୍‌ ବିଜେତା ହୋଇଛନ୍ତି।

ଅକ୍ଟୋବର ୧୬ରେ OTT ପ୍ଲାଟଫର୍ମ ସୋନି ଲିଭ୍‌ ର ପପୁଲାର ଶୋ’ ‘ମାଷ୍ଟର ଶେଫ୍ ଇଣ୍ଡିଆ’ । ବର୍ତ୍ତମାନ ଏହାର ବିଜେତା ଘୋଷଣା କରାଯାଇଛି। ଏହି ଶୋ’ର ଫାଇନାଲ୍ ଗତକାଲି ୮ ଡିସେମ୍ବରରେ ହୋଇଥିଲା । ମାଙ୍ଗାଲୋରର ୨୪ ବର୍ଷୀୟ ମହମ୍ମଦ ଆଶିକ୍‌ ବିଜେତା ହୋଇଛନ୍ତି। ସେ ଏହାର ୭ମ ସିଜନରେ ପ୍ରତିଯୋଗୀ

କନ୍ନଡର ଭେଟେରାନ ଅଭିନେତ୍ରୀଙ୍କ ପରଲୋକ

କନ୍ନଡ ସିନେମାର ଭେଟେରାନ ଅଭିନେତ୍ରୀ ଲୀଲାବତୀଙ୍କର ଶୁକ୍ରବାର ୮୫ ବର୍ଷ ବୟସରେ ଦେହାନ୍ତ ହୋଇଛି। ସେ କର୍ନାଟକର ନେଲମଂଙ୍ଗାଲାର ଏକ ଘରୋଇ ଡାକ୍ତରଖାନାରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଏହି ଭେଟେରାନ ଅଭିନେତ୍ରୀ ବୟସ ସମ୍ବନ୍ଧୀୟ ରୋଗରେ ଅନେକ ବର୍ଷ ଧରି ଅସୁସ୍ଥ ଥିଲେ। ଅଭିନେତ୍ରୀଙ୍କ

ମାଳଦ୍ଵୀପ୍‌ରେ ଛୁଟି କାଟୁଛନ୍ତି ତାପସୀ ପନ୍ନୁ

ଶାହରୁଖ ଖାଁଙ୍କ ସହ ତାଙ୍କର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ଡଙ୍କି ରିଲିଜ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଅଭିନେତ୍ରୀ ତାପସୀ ପନ୍ନୁ ନିକଟରେ ତାଙ୍କ ପ୍ରଶଂସକଙ୍କୁ ତାଙ୍କର ପ୍ରିୟ ଛୁଟି ସ୍ଥାନ ମାଲଦ୍ୱୀପରେ ଛୁଟି କଟାଉଥିବା ସମୟର କିଛି ଫଟୋ ପୋଷ୍ଟ କରିଛନ୍ତି |ସେୟାର ହୋଇଥିବା ଫଟୋ

ଗିରଫ ହେବେ କଣ୍ଠଶିଳ୍ପୀ ସୌରୀନ ଭଟ୍ଟ,ଏନବିଡବ୍ଲ୍ୟୁ ଜାରି ହୋଇଛି

ଯୌନ ନିର୍ଯାତନା ମାମଲାରେ ସୌରିନ ଭଟ୍ଟଙ୍କ ବିରୋଧରେ ଏନବିଡବ୍ଲ୍ୟୁ ଜାରି କରିବା ଆବେଦନକୁ କୋର୍ଟ ଗ୍ରହଣ କରିଛନ୍ତି। କମିଶନରେଟ ପୁଲିସର ଆବେଦନକୁ ଗ୍ରହଣ ଏସଡିଜେଏମ କୋର୍ଟ ଯୌନ ନିର୍ଯାତନା ମାମଲାରେ କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ନାମରେ ଏନବିଡବ୍ଲ୍ୟୁ ବା ଜାମିନ ବିହିନ ଗିରଫ ପରୱାନା ଜାରି

ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶିତ ଅପ୍‌କମିଂ ଫିଲ୍ମ ଫାଇଟର ର ଟିଜର ରିଲିଜ୍‌ ହୋଇଛି।

ସୁପରଷ୍ଟାର ହ୍ରିତିକ ରୋଶନ ଏବଂ ଦୀପିକା ପାଦୁକୋନଙ୍କ ଅଭିନୀତ ‘ଫାଇଟର୍‌’ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ମଧ୍ୟରୁ ଅନ୍ୟତମ । ଦର୍ଶକମାନେ ଉତ୍ସାହର ସହିତ ଏହି ଆକ୍ସନ ଫିଲ୍ମକୁ ଅପେକ୍ଷା କରିଛନ୍ତି। ହ୍ରିତିକ ଏବଂ ଦୀପିକାଙ୍କୁ ପ୍ରଥମ ଥର ପାଇଁ ଏକାଠି ଫିଲ୍ମରେ ଦେଖିବାକୁ ମିଳିବ। ଏହି

ଧର୍ମ ପାଇଁ ଅଲଗା ହେଲେ ଅସୀମ୍‌-ହିମାଂଶୀ

ରିଆଲିଟି ଶୋ ବିଗ୍ ବସ୍-୧୩ର ଫେମ୍‌ ହିମାଂଶୀ ଖୁରାନା ଏବଂ ଅସୀମ ରିଆଜ । ଦୁହିଁଙ୍କ ପ୍ରେମ ସମ୍ପର୍କ ସେଠାରୁ ଆରମ୍ଭ ହୋଇଥିଲା। ଏବେ ଦୁହିଁଙ୍କ ରାସ୍ତା ଅଲଗା ହୋଇଯାଇଛି। ହିମାନ୍ସି ସୋସିଆଲ ମିଡିଆରେ ଏକ ପୋଷ୍ଟ କାରୀଣିଜର ପ୍ରଶଂସକ ମାନଙ୍କୁ ଏହି ସୂଚନା ଦେଇଛନ୍ତି। ୩ ବର୍ଷର ସମ୍ପର୍କ ପରେ