Browsing Category
ମନୋରଂଜନ
ଜଗଦୀଶ ଜଣେ ମହିଳା ଙ୍କୁ ଆତ୍ମହ*ତ୍ୟା କରିବା ନେଇ ଉସକାଇଥିବା ଅଭିଯୋଗ ରେ ଗିରଫ
ପଞ୍ଜାଗୁଟା ପୋଲିସ ଅଭିନେତା ଜଗଦୀଶ ପ୍ରତାପ ବନ୍ଦରୀଙ୍କୁ ଗିରଫ କରିଛି। ଜଗଦୀଶ ବ୍ଲକବଷ୍ଟର ପାନ-ଇଣ୍ଡିଆ ଆକ୍ସନ୍ ଡ୍ରାମା ପୁଷ୍ପା ଦି ରାଇଜରେ ଅଲୁ ଅର୍ଜୁନଙ୍କ ବନ୍ଧୁ କେଶବଙ୍କ ଭୂମିକାରେ ଅଭିନୟ କରି ଫେମ୍ ହାସଲ କରିଥିଲେ। ପୁଷ୍ପା ଫେମ୍ ଅଭିନେତା ଜଗଦୀଶ ଆତ୍ମହତ୍ୟା କରିବା ନେଇ!-->…
ଗୁଜରାଟର ପୁରାତନ ଗର୍ବା ନୃତ୍ୟ ୟୁନେସ୍କୋର ଅପରିଚିତ ସାଂସ୍କୃତିକ ଐତିହ୍ୟ ତାଲିକାରେ ସାମିଲ
ୟୁନେସ୍କୋର ବିଶ୍ୱ ସାଂସ୍କୃତିକ ଐତିହ୍ୟର ମାନ୍ୟତା ପାଇଲା ଗୁଜରାଟର ଗରବା ନୃତ୍ୟ। ଏନେଇ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ଗୁଜୁରାଟର ଗାରବା ନୃତ୍ୟ ହେଉଛି ଏହି ତାଲିକାରେ ସାମିଲ ହୋଇଥିବା ଭାରତର ୧୫ ତମ ଅପରିଚିତ ସାଂସ୍କୃତିକ ଐତିହ୍ୟ। ଏହି ନୃତ୍ୟ!-->…
ବାତ୍ୟା ‘ମିଗ୍ଜୋମ୍’ରେ ଫସି ରହିଥିଲେ ବଲିଉଡ୍ ଅଭିନେତା ଆମିର ଖାଁ।
ସାଇକ୍ଲୋନ୍ ‘ମିଗ୍ଜୋମ୍’ ଚେନ୍ନାଇରେ ବଡ ବିପଦ ସୃଷ୍ଟି କରିଛି। ଗତ ଦୁଇ ଦିନ ହେବ ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷାରେ ହନ୍ତସନ୍ତ ହେଉଛନ୍ତି ସହରବାସୀ। ଏହା ଭିତରେ ଏକ ଖବର ସାମ୍ନା କୁ ଆସିଛି ଯେ ଆମିର ଖାଁ। ଘଣ୍ଟାଏ କିମ୍ବା ଦୁଇ ଘଣ୍ଟା ନୁହେଁ ଦୀର୍ଘ ୨୪ ଘଣ୍ଟା ଯାଏ ଫସି ରହିଥିଲେ ।!-->…
ବିବାହ କରି ପାରିବେନି ଯୁବ ବିଧାୟକ ବିଜୟ ଶଙ୍କର
ବିଧାୟକ ବିଜୟ ଶଙ୍କର ଦାସ ବିବାହ ବିବାଦ ମାମଲା ଆହୁରି ଜଟିଳ ହୋଇପଡ଼ିଛି। ପ୍ରତ୍ୟୁଷାଙ୍କୁ ବିଜୟ ଶଙ୍କର ଏବେ ବିବାହ କରିପାରିବେ ନାହିଁ। ବିବାହ ପାଇଁ ଆବେଦନ ହୋଇଥିବା ପତ୍ରରେ ତ୍ରୁଟି ଥିବା ଯୋଗୁଁ ପଞ୍ଜିକରଣ ଅଧିକାରୀ ତାଙ୍କ ଆବେଦନ ଖାରଜ କରିଥିବା ଜଣା ପଡ଼ିଛି। ଏଥିରେ ପ୍ରତ୍ୟୁଷା!-->…
ପରଲୋକରେ ସୋନି ଟିଭିର ଲୋକପ୍ରିୟ କ୍ରାଇମ ସୋ ‘ସିଆଇଡି’ ଫେମ୍ ଇନ୍ସପେକ୍ଟର ଫ୍ରେଡେରିକ୍ସ ।
ସୋନି ଟିଭିର ଲୋକପ୍ରିୟ କ୍ରାଇମ ଶୋ ‘ସିଆଇଡି’ର ସିଆଇଡି ଅଧିକାରୀ ଫ୍ରେଡେରିକ୍ସଙ୍କ ପ୍ରସିଦ୍ଧ ଚରିତ୍ରରେ ଅଭିନୟ କରିଥିବା ଦୀନେଶ ଫଡନିସଙ୍କ ପରଲୋକ ଘଟିଛି। ୫୭ ବର୍ଷ ବୟସରେ ଦିନେଶ ଫଡନିସଙ୍କ ଦେହାନ୍ତ ହୋଇଛି। ବିଳମ୍ୱିତ ରାତିରେ କାନ୍ଦିଭାଲିର ଟୁଙ୍ଗା ହସ୍ପିଟାଲରେ ସେ ଶେଷ ନିଶ୍ୱାସ!-->…
ମୁମ୍ବାଇରେ ଗ୍ରାଣ୍ଡ ରିସେପଶନ ପାର୍ଟି ଦେବେ ରଣଦୀପ
ବଲିଉଡ ଅଭିନେତା ରଣଦୀପ। ନିକଟରେ ସେ ତାଙ୍କ ଦୀର୍ଘଦିନର ଗର୍ଲଫ୍ରେଣ୍ଡ ଲିନ ଲ୍ୟାଶରାମକୁ ବିବାହ କରିଥିଲେ। ବର୍ତ୍ତମାନ ଦମ୍ପତିଙ୍କ ବିବାହ ରିସେପଶନ ବିଷୟରେ ଅପଡେଟ ଖବର ସାମ୍ନାକୁ ଆସିଛି। ଅଭିନେତା ବିବାହ ପରେ ମୁମ୍ବାଇରେ ଏକ ବିଶାଳ ରିସେପଶନ ପାର୍ଟି ଦେବାକୁ ଯାଉଛନ୍ତି। ପତ୍ନୀଙ୍କ ସହ ସେ!-->…
ଭିକିଙ୍କ ଫିଲ୍ମ ଦେଖି ଇମ୍ପ୍ରେସ୍ ହେଲେ ସଚିନ୍ ତେନ୍ଦୁଲକର, ଆଉ କହିଲେ ଏମିତି କଥା …
ଭାରତର ପ୍ରଥମ ଫିଲ୍ଡ ମାର୍ଶଲ ସାମ ମାନେକ୍ସାଙ୍କ ଉପରେ ନିର୍ମିତ ମୁଭି କ୍ରମାଗତ ଭାବେ ଚର୍ଚ୍ଚାରେ ରହି ଆସୁଛି। ଦର୍ଶକେ ଏହି ମୁଭିକୁ ବହୁତ ପସନ୍ଦ କରୁଛନ୍ତି। ଦେଶର ପ୍ରଥମ ଫିଲ୍ଡ ମାର୍ଶଲ ସାମ ମାନେକ୍ସାଙ୍କ ଉପରେ ଆଧାରିତ ଏହି ଫିଲ୍ମର ନାମ ‘ସାମ ବାହାଦୂର’ ହୋଇଥିବାବେଳେ ଅଭିନେତା ଭିକି!-->…
ଲିଭର ସମସ୍ୟାରେ ପୀଡିତ ଦୀନେଶ ଫଡନିସ୍
ଟିଭିର ଲୋକପ୍ରିୟ କ୍ରାଇମ୍ ଶୋ ‘ସିଆଇଡି’ରେ ଇନ୍ସପେକ୍ଟର ଫ୍ରେଡରିକ୍ସ ଚରିତ୍ରରେ ଅଭିନୟ କରିଥିବା ଅଭିନେତା ଦିନେଶ ଫଡନିସଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ।ନିକଟରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଡିସେମ୍ବର ୨ରେ ଖବର ଆସିଥିଲା ଯେ ହୃଦ୍ଘାତ ପରେ ଦୀନେଶଙ୍କୁ!-->…
ପାକିସ୍ତାନର ଏହି ଅଭିନେତ୍ରୀଙ୍କୁ ଡେଟ୍ କରୁଛନ୍ତି ବାଦଶାହ ?
ବଲିଉଡ୍ର ରାପର ବାଦଶାହ । ବର୍ତ୍ତମାନ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି। କିଛି ଦିନ ପୂର୍ବରୁ ମୃଣାଳ ଠାକୁରଙ୍କ ସହ ନାମ ଯୋଡା ହୋଇଥିଲା। ଏବେ ପୁଣି ଥରେ ଆଉ ଜଣେ ଅଭିନେତ୍ରୀକୁ ନେଇ ଲାଇମ୍ ଲାଇଟ୍କୁ ଆସିଛନ୍ତି । ବାଦଶାହଙ୍କ ନାମ ପାକିସ୍ତାନୀ ଅଭିନେତ୍ରୀ ହାନିଆ!-->…
ଭଗବାନ ରାମଙ୍କ ସହ ମୋଦିଙ୍କୁ କଲେ ତୁଳନା
ରାଜସ୍ଥାନ, ମଧ୍ୟପ୍ରଦେଶ, ତେଲଙ୍ଗାନା ଏବଂ ଛତିଶଗଡ ୨୦୨୩ ରାଜ୍ୟ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଛତିଶଗଡରେ ଭାଜପା ବିଜୟ ହୋଇଛି। ବିଜୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ବିଟ କରି ଲୋକଙ୍କୁ ଧନ୍ୟବାଦ ଜଣାଇଛନ୍ତି। ହେଲେ ସେପଟେ ଅଭିନେତ୍ରୀ!-->…
ବଲିଉଡର ଚର୍ଚ୍ଚିତ କପଲ ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଭିତରେ ଫାଟ
ବଲିଉଡର ଚର୍ଚ୍ଚିତ କପଲ ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟ ବଚ୍ଚନ। ଶୁଣିବାକୁ ମିଳୁଥିଲା ଦୁହିଁଙ୍କ ମଧ୍ୟରେ କିଛି ଠିକ୍ ନାହିଁ । ଏହି ଚର୍ଚ୍ଚା ମଧ୍ୟରେ ଦୁହେଁ ଛାଡ଼ପତ୍ର ନେବେ । ହେଲେ ଏବେ କିଛି ଫଟୋ ସାମ୍ନାକୁ ଆସିଛି । ତେବେ ଫଟୋରେ ତାଙ୍କ ହାତରେ ନିର୍ବନ୍ଧ ମୁଦି ନଜର ଆସୁନାହିଁ।!-->…
ଦିଲ୍ଲୀକୁ ମନେ ପକାଇଲେ ଶାହାରୁଖ
ବଲିଉଡ୍ର ବାଦଶାହା ଶାହାରୁଖ ଖାନ୍। ତାଙ୍କ ଫିଲ୍ମ ‘ଡଙ୍କି’କୁ ନେଇ ଖୁବ୍ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମ ଆଉ କିଛି ଦିନ ମଧ୍ୟରେ ମୁକ୍ତିଲାଭ କରିବାକୁ ଯାଉଛି।‘ପଠାନ’ ଏବଂ ‘ଯବାନ’ ପରେ ଏହା ଶାହାରୁଖଙ୍କ ଚଳିତ ବର୍ଷର ତୃତୀୟ ତଥା ଶେଷ ଫିଲ୍ମ ଡଙ୍କି ହେବ। ଡିସେମ୍ବର ୨୨ରେ ରିଲିଜ!-->…