Browsing Category
ମନୋରଂଜନ
ଅଭିନେତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ହ୍ୟାକ
ପ୍ରଭାସଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଇନଷ୍ଟାଗ୍ରାମ ଦେଖାଯାଉ ନାହିଁ । ହଁ, ପ୍ରଭାସଙ୍କ ଅଫିସିଆଲ ଆକାଉଣ୍ଟ ଗାଏବ ହୋଇଯାଇଛି। ଅଭିନେତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ହ୍ୟାକ ହୋଇଛି। ତେବେ ଏପର୍ଯ୍ୟନ୍ତ ଏହା ସ୍ପଷ୍ଟ ହୋଇନାହିଁ ଅଭିନେତା ତାଙ୍କ ଆକାଉଣ୍ଟକୁ ନିଷ୍କ୍ରିୟ କରିଛନ୍ତି ନା ତାଙ୍କ!-->…
ଆଗାମୀ ଆକ୍ସନ୍ ଫିଲ୍ମ ‘ସିଂହମ୍ ଏଗେନ’
ବଲିଉଡର ଲେଡି ସୁପରଷ୍ଟାର ଦୀପିକା ପାଦୁକୋନ ତାଙ୍କ ପ୍ରଶଂସକଙ୍କୁ ଏକ ବିଶେଷ ଉପହାର ଦେଇଛନ୍ତି। ଅଭିନେତ୍ରୀ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ସିଙ୍ଘମ୍ ଅଗେନ୍ ‘ର ଫାଷ୍ଟ ପୋଷ୍ଟର ସେୟାର କରିଛନ୍ତି।ନିର୍ଦ୍ଦେଶକ ରୋହିତ ଶେଟ୍ଟୀ ଖୁବ୍ଶୀଘ୍ର ତାଙ୍କର ଫିଲ୍ମ ‘ସିଙ୍ଘମ୍ ଏଗେନ୍’ ଆଣୁଛନ୍ତି।!-->…
ଗର୍ବା ଗୀତ ଲେଖି ଚର୍ଚ୍ଚାରେ ନରେନ୍ଦ୍ର ମୋଦି
ସାମ୍ନାକୁ ଆସିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଉ ଏକ ପ୍ରତିଭା। ନବରାତ୍ରୀ ପୂର୍ବରୁ ମୋଦୀ ଲିଖିତ ଗର୍ବା ଗୀତ । ୟୁଟ୍ୟୁବ୍ରେ ମୁକ୍ତିଲାଭ ହୋଇଥିବା ଗୀତଟିକୁ ସମସ୍ତେ ପସନ୍ଦ କରୁଛନ୍ତି । ମୋଦି ଲେଖିଥିବା ଏକ ନୂଆ ‘ଗର୍ବା’ ଗୀତକୁ ଜଣାଶୁଣା କଣ୍ଠଶିଳ୍ପୀ ଧ୍ୱନି ଭାନୁଶାଳୀ!-->…
ଉଡାଇଲେ ସୋନମ୍ଙ୍କ ମଜାକ୍, ଅଭିନେତ୍ରୀ ପଠାଇଲେ ଲିଗାଲ ନୋଟିସ୍
ଅଭିନେତ୍ରୀ ସୋନମ କପୁରଙ୍କ ଏକ ଭିଡିଓ ଉପରେ ସେ ଦେଇଥିବା ମନ୍ତବ୍ୟକୁ ପରିହାସ କରି ଜଣେ ୟୁଟ୍ୟୁବର ପୋଷ୍ଟ କରିଥିଲେ। ସୋନମ ତାଙ୍କ ନିକଟକୁ ଲିଗାଲ ନୋଟିସ ପଠାଇଛନ୍ତି। କନ୍ଟେଣ୍ଟ ନିର୍ମାତା ରାଗିଣୀ ଏକ ଭିଡିଓ କରିଛନ୍ତି ଯେଉଁଥିରେ ସେ ତାଙ୍କୁ ପରିହାସ କରି ସୋନମଙ୍କ ପ୍ରତିଷ୍ଠାକୁ ନଷ୍ଟ!-->…
ଆଇଏଫଏଫଆଇରେ ପ୍ରତିଷ୍ଠିତ ପୁରସ୍କାରରେ ସମ୍ମାନିତ ହେବେ ଏହି ହଲିଉଡ଼ ଅଭିନେତା
ଗୋଆରେ ଆୟୋଜିତ ହେବାକୁ ଥିବା ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫଏଫଆଇ)ରେ ଲୋକପ୍ରିୟ ହଲିଉଡ ଅଭିନେତା ମାଇକେଲ ଡଗଲାସଙ୍କୁ ସତ୍ୟଜିତ ଲାଇଫ ଟାଇମ ଆଚିଭମେଣ୍ଟ ଆୱାର୍ଡରେ ସମ୍ମାନିତ କରାଯିବ। ଏନେଇ ସୋସିଆଲ ମିଡିଆ ଏକ୍ସରେ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର।ଅନୁରାଗ!-->…
ଅକ୍ଷୟ ମହାନ୍ତି,ଆଜି ତାଙ୍କର ଜନ୍ମଦିନ।
ଓଡ଼ିଆ ଆଧୁନିକ ଓ ସୁଗମ ସଙ୍ଗୀତର ଜନ୍ମଦାତା ଅକ୍ଷୟ ମହାନ୍ତି । ସେ ଏକାଧାରରେ ଜଣେ ଗାୟକ, ସଙ୍ଗୀତଜ୍ଞ, ଗାଳ୍ପିକ, ଔପନ୍ୟାସିକ ଓ ଭ୍ରମଣ କାହାଣୀ ଲେଖକ ଥିଲେ । ଖୋକା ଭାଇ ନାମରେ ସେ ସୁପରିଚିତ । ସେ ଓଡ଼ିଆ କଥାଚିତ୍ର, ପଲ୍ଲୀଗୀତ, ଭଜନମାନଙ୍କରେ କଣ୍ଠଦାନ କରିଛନ୍ତି ।ଆଜି ତାଙ୍କର ଜନ୍ମଦିନ।!-->…
ତୁର୍କୀରେ ବିଜୟଙ୍କ ସହ ଛୁଟି କାଟୁଛନ୍ତି ରଶ୍ମିକା
ସାଉଥ୍ ଇଣ୍ଡଷ୍ଟ୍ରିର ଚର୍ଚ୍ଚିତ କପଲ ବିଜୟ ଦେବରାକୋଣ୍ଡା ଏବଂ ରଶ୍ମିକା ମନ୍ଦାନା। ବର୍ତ୍ତମାନ ଦୁହିଁଙ୍କ ଡେଟିଂ ଖବର ବହୁ ଚର୍ଚ୍ଚାରେ ଅଛି। ଦୁହେଁ ନିଜ ସମ୍ପର୍କକୁ ନେଇ ଚୁପ ରହିଥିବାବେଳେ ନିକଟରେ ତାଙ୍କର କିଛି ଫଟୋ ସାମ୍ନାକୁ ଆସିଛି। କୁହାଯାଉଛି କି, ସେମାନେ ତୁର୍କୀରେ ଛୁଟି!-->…
ପରଲୋକରେ ବ୍ରିଟିଶ ଚଳଚ୍ଚିତ୍ର ନିର୍ମାତା
ବ୍ରିଟିଶ ଚଳଚ୍ଚିତ୍ର ନିର୍ମାତା ଟେରେନ୍ସ ଡେଭିସଙ୍କ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୭୭ ବର୍ଷ ହୋଇଥିଲା। ଡିଷ୍ଟାନ୍ସ ଭଏସ୍, ଷ୍ଟିଲ୍ ଲାଇଭ୍ସ, ଦ ଡିପ୍ ବ୍ଲୁ ସି ଏବଂ ଦ ଲଙ୍ଗ ଡେ କ୍ଲୋଜ ଭଳି ସୁପରହିଟ୍ ଫିଲ୍ମ ନିର୍ମାଣ କରିଥିଲେ।ତାଙ୍କର ଦେହାନ୍ତ ଖବର ତାଙ୍କ ଅଫିସିଆଲ!-->…
ଏନ୍ଏସ୍ଡି ର ନୂତନ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ନେଲେ ଚିତ୍ତରଞ୍ଜନ ତ୍ରିପାଠୀ
ନ୍ୟାସନାଲ ସ୍କୁଲ ଅଫ ଡ୍ରାମାର ନୂତନ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କଲେ ଚିତ୍ତରଞ୍ଜନ ତ୍ରିପାଠୀ । ଉଭୟ ବଲିଉଡ୍ ଓ ଓଲିଉଡରେ କାମ କରୁଛନ୍ତି ଶ୍ରୀ ଚିତ୍ତରଞ୍ଜନ ତ୍ରିପାଠୀ । ଜଣେ ଜଣାଶୁଣା ଅଭିନେତା, ନିର୍ଦ୍ଦେଶକ ତଥା ପ୍ରଯୋଜକ ଭାବେ ଢେର କାମ କରିଛନ୍ତି ଚିତ୍ତରଞ୍ଜନ ତ୍ରିପାଠୀ!-->…
‘ଦ ଭ୍ୟାକ୍ସିନ ଓ୍ବାର୍’କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି
ଫିଲ୍ମ ନିର୍ମାତା ବିବେକ ଅଗ୍ନିହୋତ୍ରୀଙ୍କ ‘ଦ ଭ୍ୟାକ୍ସିନ ଓ୍ବାର୍’ ପାଇଁ ଚର୍ଚ୍ଚାରେ ଅଛନ୍ତି। ତାଙ୍କ ଫିଲ୍ମ ୩୦ ସେପ୍ଟେମ୍ବରରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିସାରିଛି। ଏହି ଫିଲ୍ମ ଖୁବ୍ ପସନ୍ଦ କରୁଛନ୍ତି ଦର୍ଶକ। ଭାକ୍ସିନ ଓ୍ବାର ସିନେ ସମାଲୋଚକଙ୍କୁ ମଧ୍ୟ ପ୍ରଭାବିତ କରିଛି।!-->…
ପୁଣି ଥରେ ସାଂସଦ ତଥା ଓଲିଉଡ ଅଭିନେତା ଅନୁଭବ ମହାନ୍ତିଙ୍କ ଏକ ସୋସିଆଲ୍ ମିଡିଆ ପୋଷ୍ଟ ଚର୍ଚ୍ଚାରେ ଆସିଛି।
ବର୍ଷାଙ୍କ ପାରିବାରିକ ବିବାଦ ଭିତରେ ସୋସିଆଲ ମିଡିଆରେ ଏକ ଭାବପ୍ରବଣ ପୋଷ୍ଟ କରିଛନ୍ତି ଅନୁଭବ ମହାନ୍ତି । ବିବାହ ପରେ ବିଦାୟ ବେଳର ଫଟୋକୁ ପୋଷ୍ଟ କରି ଲେଖିଛନ୍ତି ଅନେକ କିଛି । ବର୍ଷା ପ୍ରିୟଦର୍ଶିନୀଙ୍କୁ ଟ୍ୟାଗ୍ କରି ଲେଖିଛନ୍ତି, ସେ ତାଙ୍କୁ ହୃଦୟରୁ ବହୁତ ଭଲ ପାଆନ୍ତି । ଯେକୌଣସି!-->…
ତନୟାଙ୍କୁ ଶୁଭେଚ୍ଛା ଜଣାଇଲା ଅନନ୍ୟା ଫାଉଣ୍ଡେସନ
ଅନନ୍ୟା ଫାଉଣ୍ଡେନର ସଦସ୍ୟମାନେ ସମ୍ବାଦର ନୂତନ ସମ୍ପାଦିକା ତନୟା ପଟ୍ଟନାୟକଙ୍କୁ ଭେଟି ଶୁଭେଚ୍ଛା ଜଣାଇଥିଲେ। ସଦସ୍ୟ ମାନେ ଆଜି ଭୁବନେଶ୍ୱର ସ୍ବସ୍ତି ହୋଟେଲରେ ତନୟା ପଟ୍ଟନାୟକଙ୍କୁ ଭେଟିଥିଲେ ଓ ତନୟା ପଟ୍ଟନାୟକ ନୂତନ ଭାବେ ଗ୍ରହଣ କରିଥିବା ପଦବୀ ପାଇଁ ସଦସ୍ୟ ମାନେ ଖୁସି ବ୍ୟକ୍ତ!-->…