Browsing Category

ମନୋରଂଜନ

ପୁଷ୍କରା ବାୟାକୁ ଅଭିନନ୍ଦନ ଜଣାଇଲେ ଅନନ୍ୟା ପରିବାର

ଓଡ଼ିଆ ସାହିତ୍ୟରୁ ସିନେମା। ଓଡ଼ିଆ ଘରର ସଂସ୍କୃତି ସହ ନିଚ୍ଛକ ଓଡ଼ିଆ ଘରର କାହାଣୀକୁ ନେଇ ନିର୍ମିତ ହୋଇଥିବା ଚଳଚ୍ଚିତ୍ର ପୁଷ୍କରା ସାରା ଓଡ଼ିଶାରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟି ଥିବା ବେଳେ ଦର୍ଶକ ମାନଙ୍କୁ ପ୍ରେକ୍ଷାଳୟକୁ ଟାଣି ଆଣିଛି। ସିନେମା ନିର୍ମାତା ମାନଙ୍କୁ ମଧ୍ୟ ନୂତନ

ବଲିଉଡ଼ ଅଭିନେତା ରଣବୀର କପୁରଙ୍କୁ ସମନ କରିଛି ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି)।

 ବିବାଦୀୟ ମହାଦେବ ଆପ୍‌ ମାମଲାରେ ବଲିଉଡ୍‌ ଅଭିନେତା ରଣବୀର କପୁରଙ୍କୁ ଇଡିର ସମନ। ଅକ୍ଟୋବର ୬ ତାରିଖରେ ହାଜର ହେବାକୁ ନୋଟିସ୍‌। ଅନଲାଇନ୍ ମହାଦେବ ଆପ୍‌ର ପ୍ରଚାର ଅଭିଯୋଗରେ ଏହି ସମନ ଜାରି କରିଛି ଇଡି। କୋଲକାତା, ଭୋପାଳ, ମୁମ୍ବାଇ ସମେତ ୩୯ ଟି ସହରରେ ଅନଲାଇନ ଆପ ମହାଦେବ ସହ ଲିଙ୍କ

ନିଶା ଚାଲିଗଲେ ବୋଲି ହଙ୍ଗାମା କଲେ ଦର୍ଶକଙ୍କ, ଚେୟାର ଫୋପାଡିଲେ

ଷ୍ଟେଜ୍ ଉପରକୁ ଚୌକି ଫିଙ୍ଗିବା ସହ ହୋହାଲ୍ଲା କରିଥିଲେ ଦର୍ଶକ । ବୁଝାସୁଝା କରିବା ପରେ ପରିସ୍ଥତି ଶାନ୍ତ ପଡ଼ିଥିଲା ।ମଙ୍ଗଳବାର କିଶୋରନଗର ବରପଡ଼ିଆରେ ଓଡ଼ିଶା ସମ୍ରାଟର ଯାତ୍ରା ଚାଲିଥିଲା। ଯାତ୍ରା ଦେଖିବା ପାଇଁ ଲୋକଙ୍କ ଖଚାଖଚ ଭିଡ଼ ଜମିଥିଲା। ଏହି ସମୟରେ ନିଶା ମହାରଣା କରିଥିଲେ ଷ୍ଟେଜ

 ଅନୁଷ୍କା ଶର୍ମା -ବିରାଟ କୋହଲି ଦୁହେଁ ଦ୍ୱିତୀୟ ଥର ପାଇଁ ପିତାମାତା ହେବାକୁ ଯାଉଛନ୍ତି। 

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ବିରାଟ କୋହଲି ଦ୍ୱିତୀୟ ଥର ପାଇଁ ମାତାପିତା ହେବାକୁ ଯାଉଛନ୍ତି ବୋଲି ଖବର ଆସିବା ପରେ ଏବେ ସେମାନେ ହେଡଲାଇନକୁ ଆସିଛନ୍ତି। ଏହି ଦମ୍ପତି ଏପର୍ଯ୍ୟନ୍ତ ତାଙ୍କ ପ୍ରେଗନେନ୍ସିକୁ ନେଇ ଘୋଷଣା କରିନାହାଁନ୍ତି। ଅନୁଷ୍କା ଦ୍ୱିତୀୟ ଥର ଗର୍ଭବତୀ ଥିବା ଖବର

‘ସ୍କାଏ ଫୋର୍ସ’ରେ ନଜର ଆସିବେ ଅକ୍ଷୟ

୨୦୨୩ ମସିହାରେ ମୁକ୍ତିଲାଭ କରିଥିବା ଅକ୍ଷୟ କୁମାରଙ୍କ OMG 2 ଏକ ସୁପର ହିଟ୍ ହୋଇଛି ।ଅକ୍ଟୋବର ୨ରେ ଗାନ୍ଧୀ ଜୟନ୍ତୀ-ଶାସ୍ତ୍ରୀ ଜୟନ୍ତୀ ଅବସରରେ ଅକ୍ଷୟ କୁମାର ତାଙ୍କର ନୂଆ ପ୍ରୋଜେକ୍ଟ ‘ସ୍କାଏ ଫୋର୍ସ’ର ଆନାଉନ୍ସମେଣ୍ଟ କରି ପ୍ରଶଂସକଙ୍କ ଏକ୍ସାଇଟମେଣ୍ଟକୁ ବଢାଇ ଦେଇଛନ୍ତି।ଅଭିନେତା ଏକ

ଦମ୍ପତିଙ୍କୁ ଧକ୍କା ଦେଲା କନ୍ନଡ ଅଭିନେତାଙ୍କ କାର, ନାଗଭୂଷଣଙ୍କୁ ପୋଲିସ ଗିରଫ କରିଛି। 

 ଗାଡ଼ି ଦୁର୍ଘଟଣା ମାମଲାରେ କନ୍ନଡ ଅଭିନେତା ନାଗଭୂଷଣଙ୍କୁ ପୋଲିସ ଗିରଫ କରିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଶନିବାର ବେଙ୍ଗାଲୁରୁରେ ଅଭିନେତାଙ୍କ କାରର ଏକ ଦମ୍ପତି ଧକ୍କା ଦେଇଥିଲା। ଏହି ଦମ୍ପତି ରାସ୍ତାରେ ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଛି। ପ୍ରକାଶ ଥାଉକି, ମହିଳାଙ୍କର ମୃତ୍ୟୁ

‘IBD-3’ର ବିଜେତା ହେଲେ ସମର୍ପଣ ଲାମା

ଶେଷ ହୋଇଛି ଟେଲିଭିଜନ ରିଆଲିଟି ଶୋ’ ‘ଇଣ୍ଡିଆଜ୍‌ ବେଷ୍ଟ ଡ୍ୟାନ୍ସର ଚାପ୍ଟର ୩’। ଶନିବାର ରାତିରେ ପ୍ରସାରିତ ଅନ୍ତିମ ଏପିସୋଡରେ ଶୋ’କୁ ଏହାର ବିଜେତା ମିଳିଛି। ଫାଇନାଲରେ ନୃତ୍ୟଶିଳ୍ପୀ ସମର୍ପଣ ନାମା ଟ୍ରଫି ଜିତିଛନ୍ତି।ତାଙ୍କର ଅପୂର୍ବ ଡ୍ୟାନ୍ସ ଏବଂ କ୍ୟୁଟନେସ୍ ସହିତ ସେ କେବଳ ଜଜ୍‌ଙ୍କ

ଅମିତାଭ ବଚ୍ଚନଙ୍କ ହାତରେ ରାକ୍ଷୀ ବାନ୍ଧିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଖୀ ବାନ୍ଧିବା ପାଇଁ ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ ‘ଜଲ୍‌ସା’ଘରେ ପହଞ୍ଚିଥିଲେ।ବଲିଉଡ୍ ଷ୍ଟାର୍ ଅମିତାଭ ବଚ୍ଚନଙ୍କ ହାତରେ ରାକ୍ଷୀ ବାନ୍ଧିବା ପରେ ଅମିତାଭ ବଚ୍ଚନ ମୋ ପାଇଁ ଭାରତ ରତ୍ନ କହିଛନ୍ତି |ମୁଁ ଏହି ପରିବାରକୁ ବହୁତ ଭଲ ପାଏ।

ବଢ଼ିଲା କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ଅଡ଼ୁଆ

କଣ୍ଠଶିଳ୍ପୀ ସୌରୀନ ଭଟ୍ଟଙ୍କ ବିରୋଧରେ ଅସଦାଚରଣ ମାମଲା । ସୌରୀନଙ୍କ ଆଗୁଆ ଜାମିନ ଆଵେଦନ ଖାରଜ କଲେ ହାଇକୋର୍ଟ ।ଜଣେ ଯୁବତୀଙ୍କୁ ଧମକ ଚମକ ଦେଇ ଶାରୀରିକ ସମ୍ପର୍କ ରଖିବା ଅଭିଯୋଗରେ କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ଅଡ଼ୁଆ ଦିନକୁ ଦିନ ବଢ଼ିବାରେ ଲାଗିଛି।  ସୌରୀନଙ୍କ ଅନ୍ତରୀଣ ସୁରକ୍ଷା ମଧ୍ୟ

କାନ୍ତାରା-୨ ନିର୍ମାଣ ଆରମ୍ଭ, ୨୦୨୪ର ପ୍ରଥମ ଦୁଇ ମାସରେ ଫିଲ୍ମର ସୁଟିଂ ଶେଷ କରିବାକୁ ଯୋଜନା । 

କାନ୍ତାରାର କାହାଣୀ ଏବଂ ନିର୍ଦ୍ଦେଶନା ଦେଇଥିଲେ ଋଷଭ ଶେଟ୍ଟୀ। ଏହି ଚଳଚ୍ଚିତ୍ରଟି ୩୦ ସେପ୍ଟେମ୍ବର ୨୦୨୨ରେ ମୁକ୍ତିଲାଭ କରିଥିଲା। ରିଲିଜ ହେବାର କିଛି ଦିନ ପରେ, ଫିଲ୍ମ ମାଉଥ ପବ୍ଲିସିଟି ମାଧ୍ୟମରେ ଖ୍ୟାତି ଲାଭ କଲା ଏବଂ ଏହାର କଳେକଶନ ବୃଦ୍ଧି ପାଇଥିଲା। କିଛି ସମୟ ମଧ୍ୟରେ ଏହି କନ୍ନଡ

ବ୍ରେକ୍‌ଅପ୍‌ ଖବରକୁ ନେଇ ମୁହଁ ଖୋଲିଲେ ଅର୍ଜୁନ୍‌-ମଲାଇକା

 ବଲିଉଡ୍‌ର ଚର୍ଚ୍ଚିତ ଯୋଡି ମଲାଇକା-ଅର୍ଜୁନ କପୁର ।  ଉଭୟଙ୍କ ବ୍ରେକ୍‌ଅପ୍‌ ନେଇ ଦୀର୍ଘଦିନରୁ ଚର୍ଚ୍ଚା ହୋଇ ଆସୁଥିଲା। ଏବେ ଏହା ଉପରେ ଅଭିନେତ୍ରୀ ପରୋକ୍ଷରେ ପ୍ରତିକ୍ରିୟା ରଖିଛନ୍ତି। ମଲାଇକା ନିଜର ଇନଷ୍ଟାଗ୍ରାମରେ ଫଟୋ ଶେୟାର କରି ଉଭୟଙ୍କ ମଧ୍ୟରେ ସବୁକିଛି ଠିକ୍‌ ଚାଲିଥିବା ଇସାରାରେ

ବର୍ଷାଙ୍କୁ ଦୁଇ ଘଣ୍ଟା ଜେରା

ବିଜେଡି ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ପତ୍ନୀ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ବିବାହ ବିଚ୍ଛେଦ ମାମଲାରେ ସୋମବାର ପୁଣି କଟକ ପରିବାର ଅଦାଲତରେ ହାଜର ହୋଇଛନ୍ତି। ଦୀର୍ଘ ଦୁଇଘଣ୍ଟା ଧରି ଚାଲିଥିଲା ଏହି ଜେରା । ଦିନ ୧୨.୩୦ ରୁ ୧.୩୦ ଓ ୩.୦୦ ରୁ ୪.୦୦ ପର୍ଯ୍ୟନ୍ତ ଜେରା