Browsing Category

ମନୋରଂଜନ

ବିବାହ ପୂର୍ବରୁ ପ୍ରେଗନେଣ୍ଟ ହେବାକୁ ଚାହୁଁଥିଲେ କିଆରା

ନିକଟରେ କିଆରା ’ସତ୍ୟପ୍ରେମ କି କଥାର’ ପ୍ରମୋଶନ ପାଇଁ କାର୍ତ୍ତିକଙ୍କ ସହ ଜୟପୁରରେ ପହଞ୍ଚିଥିଲେ। ଏହି ଫଟୋରେ ତାଙ୍କ ପେଟ ଦେଖି ପ୍ରଶଂସକମାନେ ତାଙ୍କୁ ଅଭିନନ୍ଦନ ଜଣାଇବା ଆରମ୍ଭ କରିଦେଇଥିଲେ।ଏନେଇ ଅଭିନେତ୍ରୀଙ୍କର ଏକ ସାକ୍ଷାତକାର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ

ଠକେଇ ମାମଲାରେ ଲାଗିଲା ଅମିଷାଙ୍କ ଉପରେ ଜରିମାନା

ବଲିଉଡ ଅଭିନେତ୍ରୀ ଅମିଶା ପଟେଲ। ତାଙ୍କ ବିରୋଧରେ ଏବେ ଚେକ୍ ଏବଂ ଠକେଇ ମାମଲା ଚାଲିଥିଲା। ବର୍ତ୍ତମାନ ଏହି ମାମଲାରେ ରାଞ୍ଚିର ସିଭିଲ କୋର୍ଟରେ ଅଭିନେତ୍ରୀଙ୍କ ଉପରେ ୫୦୦ଟଙ୍କା ଜରିମାନା କରିଛନ୍ତି। ଅମିଷା ପଟେଲଙ୍କ ଓକିଲ ସାକ୍ଷୀକୁ ହାଜର କରିବାକୁ କହିଥିଲେ, କିନ୍ତୁ ସେମାନ ଧିକ ସମୟ

 ବଲିଉଡ ଖିଲାଡି ବୟ ଅକ୍ଷୟ କୁମାରଙ୍କ ଶିବ ତାଣ୍ଡବ

ସଂପ୍ରତି ବିବାଦରେ ଅକ୍ଷୟ କୁମାର ଏବଂ ପଙ୍କଜ ତ୍ରିପାଠୀଙ୍କ ଅଭିନୀତ ଫିଲ୍ମ OMG 2। ଏହାର କିଛି ଦୃଶ୍ୟକୁ ନେଇ କେନ୍ଦ୍ରୀୟ ଫିଲ୍ମ ପ୍ରାମାଣିକ ବୋର୍ଡ(ସିବିଏଫସି) ଫିଲ୍ମକୁ ମଞ୍ଜୁରୀ ଦେଇ ନ ଥିଲା। ଏହା ପରେ ଫିଲ୍ମକୁ ପୁନର୍ବାର ସମୀକ୍ଷା ପାଇଁ ରିଭାଇଜିଂ କମିଟିକୁ ପଠାଯାଇଛି। ଫିଲ୍ମରେ

ମୁଁ ଅସୁନ୍ଦର ଦେଖାଯିବି ଏବଂ କେହି ମୋ ସହ ଡେଟ୍‌ କରିବେ ନାହିଁ।

ଟିଭି ଇଣ୍ଡଷ୍ଟ୍ରିର ଆଗଧାଡିର ନାୟିକା ଶ୍ୱେତା ତିୱାରୀ ନିଜ ଅଭିନୟ ମାଧ୍ୟମରେ ଦର୍ଶକଙ୍କ ହୃଦୟ ଜିତିଛନ୍ତି।ଝିଅ ପଲକ ଏବଂ ପୁଅ ରେୟାନ୍ସକୁ ମଧ୍ୟ ଶ୍ୱେତା ସିଙ୍ଗଲ୍‌ ମଦର୍‌ ଭାବେ ଭଲ ସଂସ୍କାର ଦେଇ ଲାଳନପାଳନ କରୁଛନ୍ତି। ପଲକ ଏବେ ବଲିଉଡ୍‌ରେ ପାଦ ଦେଇଛନ୍ତି। ତାଙ୍କୁ ସଲମାନ ଖାନଙ୍କ ଫିଲ୍ମ

ନୂଆ ଲୁକ୍‌ରେ ଫ୍ୟାନ୍ସକୁ ଇମ୍ପ୍ରେସ୍‌ କଲେ ସାମନ୍ଥା

ସାଉଥ୍‌ର ସୁନ୍ଦରୀ ଅଭିନେତ୍ରୀ ସାମନ୍ଥା ରୁଥ୍‌ ପ୍ରଭୃ । ଏବେ ଅଭିନୟରୁ ନେଇଛନ୍ତି ବିରତି। ନିଜକୁ ଦେଉଛନ୍ତି ସମୟ ଏବଂ ଏକ ଶାନ୍ତିପୂର୍ଣ୍ଣ ଜୀବନଯାପନ କରୁଛନ୍ତି । ସାମନ୍ଥା ତାଙ୍କ ଜୀବନ ସହ ଜଡିତ ଅପଡେଟ୍‌ ଗୁଡ଼ିକୁ ସୋସିଆଲ ମିଡିଆରେ ସେୟାର କରୁଛନ୍ତି । ନିକଟରେ ସେ ଏକ ଭିଡିଓ ସେୟାର

ଆଗାମୀ ଦିନରେ ଆଉ ପାଞ୍ଚ ଲୋକପ୍ରିୟ ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍ସର ଭାଗ ନେବାକୁ ଯାଉଛନ୍ତି।

ପୁଣି ଚର୍ଚ୍ଚାରେ ଟେଲିଭିଜନର ଲୋକପ୍ରିୟ ରିଆଲିଟି ଶୋ’ ବିଗ୍‌ବସ୍‌ ଓଟିଟି ୨। ଜିଓ ସିନେମାରେ ଲାଇଭ୍‌ ଷ୍ଟିମିଂ ହେଉଥିବା ଏହି ଶୋ’ର ଲୋକପ୍ରିୟତାକୁ ଦେଖି ନିର୍ମାତା ଏହାର ସମୟସୀମାକୁ ଦୁଇ ସପ୍ତାହ ବଢ଼ାଇ ଦେଇଛନ୍ତି। ଘରେ ନୂଆ ପ୍ରତିଯୋଗୀଙ୍କ ଏଣ୍ଟ୍ରି ଦେଖିବାକୁ ମିଳୁଛି। ଆଗାମୀ ଦିନରେ ଆଉ

ଆଦିତ୍ୟ-ଅନନ୍ୟା ପ୍ରେମ

ଆଜିକାଲି ବି’ଟାଉନ୍‌ର ନୂଆ ଲଭବାର୍ଡ ଆଦିତ୍ୟ ରୟ କପୁର ଏବଂ ଅନନ୍ୟା ପାଣ୍ଡେଙ୍କୁ ନେଇ ବେଶ୍‌ ଚର୍ଚ୍ଚା ହେଉଛି। ନିକଟରେ ଦୁହେଁ ସ୍ପେନ୍‌ରେ ଛୁଟି କାଟି ମୁମ୍ବାଇ ଫେରିଛନ୍ତି। ଏବେ ମୁମ୍ବାଇ ସଡ଼କରେ ଉଭୟ ଗୋଟିଏ ଗାଡିରେ ବୁଲୁଥିବା ଦେଖାଯାଇଛି। କ୍ୟାମେରାକୁ ଦେଖି ଅନନ୍ୟା ମୁହଁ

ସ୍ଵାମୀଙ୍କୁ ଛାଡ଼ି ପାକିସ୍ତାନ ଚାଲିଗଲେ ଅଞ୍ଜୁ

ସୀମା ହାଇଦରର କାହାଣୀ ନୂଆ ମୋଡ଼ ନେଉଥିବାବେଳେ ଏବେ ପୁଣି ଏକ ପ୍ରେମ କାହାଣୀ ଚର୍ଚ୍ଚାରେ ରହିଛି। ପ୍ରେମ ପାଇଁ ପ୍ରେମିକକୁ ଭେଟିବାକୁ ସବୁ ସରହଦ ଡେଇଁ ପାକିସ୍ତାନରେ ପହଞ୍ଚିଛନ୍ତି ରାଜସ୍ଥାନର ମହିଳା ଅଞ୍ଜୁ।ପାକିସ୍ତାନର ଖଇବର ପଖତୁନଖଓ୍ଵାରେ ଭାରତୀୟ ମହିଳା ଅଞ୍ଜୁଙ୍କୁ ଦେଖିବା ପାଇଁ

‘ଦ କାଶ୍ମୀର ଫାଇଲ ଅନ୍‌ରିପୋର୍ଟେଡ୍‌’ର ଟ୍ରେଲର ରିଲିଜ୍‌

 କଶ୍ମୀର ପଣ୍ଡିତଙ୍କ ପଳାୟନକୁ ନେଇ ନିର୍ମାଣ କରାଯାଇଥିବା ବଲିଉଡ ମୁଭି ‘ଦ କଶ୍ମୀର ଫାଇଲ୍ସ’ର ଆଉ ଏକ ଭର୍ସନ ‘ ଦ କଶ୍ମୀର ଫାଇଲ୍ସ ଅନ ରିପୋର୍ଟେଡ’ ଖୁବ ଶୀଘ୍ର ରିଲିଜ ହେବାକୁ ଯାଉଛି। ଏହାର ଟ୍ରେଲର ରିଲିଜ ହୋଇସାରିଛି, ଯେଉଁଥିରେ କଶ୍ମୀର ପଣ୍ଡିତମାନେ ସେମାନଙ୍କ ସହ ଘଟିଥିବା ଘଟଣା

ଠକାମୀର ଶିକାର ହେଲେ ବଲିଉଡ ଅଭିନେତା ବିବେକ ଓବରୟ

 ଠକେଇର ଶିକାର ହୋଇଛନ୍ତି ବଲିଉଡ ଅଭିନେତା ବିବେକ ଓବରୟ। କୁହାଯାଉଛି କି ତାଙ୍କ ବିଜନେସ ପାର୍ଟନର ହିଁ ତାଙ୍କୁ ୧.୫୫ କୋଟି ଟଙ୍କାର ଚୁନା ଲଗାଇଛନ୍ତି। ଏ ସମ୍ପର୍କରେ ଅଭିନେତା ପୋଲିସରେ ଅଭିଯୋଗ କରିଛନ୍ତି। ପୋଲିସ ଏବେ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି।ତିନି ଜଣ ବ୍ୟକ୍ତି ବିବେକ

ଇଶିତା ଦତ୍ତା ଏବଂ ବତ୍ସଲ ସେଠଙ୍କ ଘରକୁ କୁନି ଅତିଥି

ସେଲିବ୍ରିଟି ଦମ୍ପତି ଇଶିତା ଦତ୍ତା ଏବଂ ବତ୍ସଲ ସେଠଙ୍କ ଘରକୁ କୁନି ଅତିଥି ଆସିଛି। ବାସ୍ତବରେ ଅଜୟ ଦେବଗନଙ୍କ ଅନସ୍କ୍ରିନ ଝିଅ ବୁଧବାର ଏକ ସୁନ୍ଦର ପୁଅକୁ ଜନ୍ମ ଦେଇଛନ୍ତି । ଉଭୟ ଶିଶୁ ଏବଂ ମା’ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ପ୍ରଶଂସକ ଏବଂ ସେଲିବ୍ରେଟିମାନେ ଏହି ଦମ୍ପତିଙ୍କୁ ଅଭିନନ୍ଦନ

ଲାଗିଲା ୧ ହଜାର ଡଲାରର ଜରିମାନା,ସୁପର ମଡେଲ୍‌ ଗିଗି ଗିରଫ୍‌

 ପ୍ରସିଦ୍ଧ ୨୮ ବର୍ଷୀୟ ସୁପର ମଡେଲ ଗିଗି ହଦିଦଙ୍କ ବିଷୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। କିଛି ଦିନ ପୂର୍ବରୁ କେମାନ ଦ୍ୱୀପପୁଞ୍ଜରେ ଗଞ୍ଜେଇ ରଖିଥିବା ଅଭିଯୋଗ ପରେ ତାଙ୍କ ବନ୍ଧୁଙ୍କ ସହ ହାଦିଦଙ୍କୁ ଗିରଫ କରାଯାଇଥିଲା। ହେଲେ ପରେ ତାଙ୍କୁ ଜାମିନରେ ମୁକ୍ତ କରାଯାଇଥିଲା।ଖବର ଅନୁଯାୟୀ