Browsing Category

ମନୋରଂଜନ

ଗୁରୁଗ୍ରାମରେ ରାଘବ-ପରୀ ରିସେପ୍ସନ୍ ଆୟୋଜନ କରିବାକୁ ଯୋଜନା

ଲଭବାର୍ଡସ ପରିଣିତି ଚୋପ୍ରା ଓ ରାଘବ ଚଢା ଏନଗେଜମେଣ୍ଟ ପରେ ଏବେ ଅନେକ ସମୟରେ ରହୁଛନ୍ତି ଚର୍ଚ୍ଚାରେ। ଏମାନେ ଯେଉଁଠିକି ବି ଯାଉଛନ୍ତି ସେଠି ଆସି ଯାଉଛନ୍ତି ଲାଇମଲାଇଟକୁ। ନିକଟରେ ଉଭୟଙ୍କୁ ଅମୃତସରର ସ୍ବର୍ଣ୍ଣ ମନ୍ଦିରରେ ଦେଖିବାକୁ ମିଳିଥିଲା। ସେଠାରେ ସେମାନେ ଗୁରୁଦ୍ୱାରରେ ଆଶୀର୍ବାଦ

ରାକ୍ଷୀ ସାଓ୍ବନ୍ତ, ତାଙ୍କ ଡ୍ରାଇଭର ଟଙ୍କା ଚୋରି କରି ପଳାଇ ଯାଇଛନ୍ତି।

ରାକ୍ଷୀ ଅଟୋରେ ଯାତ୍ରା କରିଥିଲେ। ସେ କହିଥିଲେ ତାଙ୍କ ଡ୍ରାଇଭର ଟଙ୍କା ଚୋରି କରି ପଳାଇ ଯାଇଛନ୍ତି। ସମସ୍ତେ ତାଙ୍କୁ ପ୍ରତାରଣା କରୁଛନ୍ତି। ବର୍ତ୍ତମାନ ଡ୍ରାଇଭର ମଧ୍ୟ ଏପରତ କରିଛନ୍ତି। ସେ ତାଙ୍କୁ ବିଶ୍ୱାସ କରୁଥିଲେ କିନ୍ତୁ କାର୍‌ ଚାବି ଏବଂ ଟଙ୍କା ନେଇ ସେ ଏବେ ଫେରାର।ମୋର ଡ୍ରାଇଭର

ବଲିଉଡ ଅଭିନେତ୍ରୀ ଇଲିଆନା ଡି’କ୍ରୁଜ । ସେ ତାଙ୍କ ଗର୍ଭଧାରଣକୁ ନେଇ ଚର୍ଚ୍ଚାରେ ଅଛନ୍ତି। 

ଅଭିନେତ୍ରୀ ଇଲିଆନା ଡି’କ୍ରୁଜ ଖୁବ୍‌ଶୀଘ୍ର ମା’ ହେବାକୁ ଯାଉଛନ୍ତି। କିଛି ଦିନ ପୂର୍ବରୁ ଗର୍ଭଧାରଣ ବିଷୟରେ ସେ ଘୋଷଣା କରିଥିଲେ। ସେବେଠାରୁ ସମସ୍ତେ ଜାଣିବାକୁ ଆଗ୍ରହୀ ଥିଲେ ଗର୍ଭସ୍ଥ ଶିଶୁର ପିତା କିଏ? ଶେଷରେ ଇଲିଆନା ସେହି ମିଷ୍ଟ୍ରି ମ୍ୟାନ୍‌ଙ୍କ ମୁହଁ ଦେଖାଇଛନ୍ତି। ଇଲିଆନା ତାଙ୍କ

ଆଗାମୀ ୨୦୨୪ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି ଅଭିଷେକ ବଚ୍ଚନ

ନୂଆ ଇଂନିସ୍ ଖେଳିବେ ଜୁନିୟର୍ ବଚ୍ଚନ୍ । ଅର୍ଥାତ୍ ରାଜାନୀତିରେ ପାଦ ଦେବାକୁ ଯାଉଛନ୍ତି ଅଭିଷେକ ବଚ୍ଚନ । ଆଗାମୀ ୨୦୨୪ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି। ଅଭିଷେକ ବଚ୍ଚନଙ୍କ ଚଳଚ୍ଚିତ୍ର କ୍ୟାରିୟର ଯେକୌଣସି ପ୍ରକାରେ ଭଲରେ ଚାଲିନାହିଁ । ଏଭଳି ପରିସ୍ଥିତିରେ, ଯଦି

ଜୋରିମନା ଦେବେ ଥଲାପତି ବିଜୟ  ୫୦୦ ଟଙ୍କା

ପାନିୟରରେ ଭିଏମଆଇ ସଦସ୍ୟଙ୍କୁ ଭେଟି ଘରକୁ ଫେରୁଥିବାବେଳେ ବିଜୟ ଦୁଇଟିରୁ ଅଧିକ ସ୍ଥାନରେ ଟ୍ରାଫିକ୍‌ ନିୟମ ଭାଙ୍ଗିଥିଲେ। ଫଳରେ ବିଜୟଙ୍କୁ ମଧ୍ୟ ଜୋରିମନା କରାଯାଇଛି। ଜୁଲାଇ ୧୧ରେ ସାଉଥ ସୁପରଷ୍ଟାର ଥଲାପତି ବିଜୟ ଖୁବ୍‌ ଚର୍ଚ୍ଚାରେ ଥିଲେ। ତେବେ ଲାଇମଲାଇଟରେ ରହିବାର କାରଣ ତାଙ୍କର ଆଗାମୀ

ବଲିଉଡ ସୁପରଷ୍ଟାର ଶାହାରୁଖ ଖାନଙ୍କ ଆଗାମୀ ଚଳଚ୍ଚିତ୍ର ‘ଜୱାନ’ର ପ୍ରଭ୍ୟୁ ରିଲିଜ ହୋଇଛି। 

‘ପଠାନ୍‌’ର ସଫଳତା ପରେ ‘ଯବାନ’ ସାଜି ପୁଣି ଏକ ଧମାକା କରିବାକୁ ପ୍ରସ୍ତୁତ ବଲିଉଡ଼ ଅଭିନେତା ଶାହରୁଖ୍‌ ଖାନ୍‌। ଗୁରୁବାର କିଙ୍ଗ୍‌ ଖାନ୍‌ ଟ୍ବିଟରରେ ସେସନ୍‌ #AskSRK ରଖିଥିଲେ। ଏଥିରେ ୟୁଜରମାନେ ସାମିଲ ହୋଇ ତାଙ୍କୁ ଫିଲ୍ମ ସମ୍ପର୍କିତ ଅନେକ ପ୍ରଶ୍ନ ପଚାରିଥିଲେ ଏବଂ ଶାହରୁଖ୍‌ ଗୋଟି

ସୁପରଷ୍ଟାର ରଜନୀକାନ୍ତଙ୍କ ଝିଅ ଐଶ୍ୱର୍ଯ୍ୟା ଖୁବ୍‌ଶୀଘ୍ର ଦ୍ୱିତୀୟ ବିବାହ କରିବେ ବୋଲି ଚର୍ଚ୍ଚା

ସୁପରଷ୍ଟାର ରଜନୀକାନ୍ତଙ୍କ ଝିଅ ଐଶ୍ୱର୍ଯ୍ୟା ପୁଣି ଥରେ ଚର୍ଚ୍ଚାରେ। ବର୍ତ୍ତମାନ ତାଙ୍କ ବିଷୟରେ ଆଉ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁହାଯାଉଛି ଯେ ସେ ପୁଣି ବିବାହ କରିବାକୁ ଯାଉଛନ୍ତି। ୧୮ ବର୍ଷ ବୈବାହିକ ଜୀବନ ବିତାଇବା ପରେ ଧନୁଷ ଏବଂ ଐଶ୍ୱର୍ଯ୍ୟା ୨୦୨୨ରେ ଅଲଗା ହେବାକୁ

ଆସିଲା ‘ଓଏମ୍‌ଜି ୨’ ଟିଜର୍‌

ଅକ୍ଷୟ କୁମାର, ପଙ୍କଜ ତ୍ରିପାଠୀ ଓ ପରେଶ ରାୱଲ ଅଭିନୀତ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଓଏମ୍‌ଜି ୨’ର ଟିଜର୍‌ ମଙ୍ଗଳବାର ରିଲିଜ୍‌ ହୋଇଛି। ଟିଜର୍‌ ଲୋକଙ୍କୁ ବେଶ୍‌ ପସନ୍ଦ ଆସିଛି। ଦର୍ଶକ ଏଥିରେ ସକରାତ୍ମକ କମେଣ୍ଟ କରୁଥିବା ଦେଖିବାକୁ ମିଳିଛି। ଏଥିରେ ଆସ୍ତିକ ଓ ନାସ୍ତିକ, ଭଗବାନ ଓ

ସ୍ଵାମୀ ଭିକିଙ୍କ ସହ କଫି ଡେଟ୍‌ରେ ରୋମାଣ୍ଟିକ୍‌ ହେଲେ କ୍ୟାଟ୍‌,

ବଲିଉଡ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ତାଙ୍କ ପ୍ରଶଂସକଙ୍କ ପାଇଁ ସର୍ବଦା କିଛିନା କିଛି ଫଟୋ ଭିଡିଓ ଶେୟାର କରିଥାନ୍ତି। ତେବେ ନିଜ ବ୍ୟସ୍ତ ବହୁଳ ଜୀବନରୁ ସମୟ ବାହାର କରି କ୍ୟାଟ୍ରିନା ଏବଂ ଭିକି କିଛି ରୋମାଣ୍ଟିକ୍‌ ସମୟ ବିତାଉଥିବା ଫୋଟରେ ନଜର ଆସିଛି। କ୍ୟାଟ୍ରିନା ତାଙ୍କ ରୋମାଣ୍ଟିକ

ନେତାଙ୍କୁ ଅଶିକ୍ଷିତ କହି ଫସିଲେ ଅଭିନେତ୍ରୀ କାଜଲ

ବିବାଦରେ ବଲିଉଡ୍‌ ଅଭିନେତ୍ରୀ କାଜୋଲ। ଅଶିକ୍ଷିତ ନେତା କହି ଫସିଲେ ହିରୋଇନ୍‌। ଇଣ୍ଟର୍‌ନେଟ୍‌ରେ କଡ଼ା ବିବାଦ। ନେପୋ କିଡ୍‌, ଗୁଟ୍‌କା ପ୍ରଚାରକର ପତ୍ନୀ ଓ ସ୍କୁଲ୍‌ ଡ୍ରପ୍‌ଆଉଟ୍‌ କହି ସମାଲୋଚନା କଲେ ନେଟିଜେନ୍ସ।ଆମର ଏଠାରେ ରାଜନେତା ଅଛନ୍ତି, ଯାହାର କୌଣସି ଶିକ୍ଷାଗତ ପୃଷ୍ଠଭୂମି

ରଜ ଉପଲକ୍ଷେ ସ୍ୱତନ୍ତ୍ର ମୁଭି ର ଉନ୍ମୋଚନ =ଆଉ ରଜ ଆସୁନାହିଁ ମୋ ଗାଁ ରେ

ଜଗତସିଂହପୁରତା =16/6/23ଆମ ରାଜ୍ୟ ର କୃଷି ଭିତିକ ପର୍ବ ରଜ | ରଜ ର ସେହି ଗ୍ରାମ୍ୟ ପରମ୍ପରା ରେ ଅନେକ ଅବକ୍ଷୟ ପରିଲକ୍ଷିତ ହୋଇଛି |ପୂର୍ବ ଭଳି ଗ୍ରାମ୍ୟ ପରମ୍ପରା ରେ ପୋଡ଼ ପୀଠା, ରଜ ଦୋଳି, ବାଗୁଡ଼ି ଖେଳ ଆଉ ଦେଖିବାକୁ ମିଳୁନାହିଁ |ଏହି ଗ୍ରାମ୍ୟ ପାରମ୍ପରା ରେ ହଜି ଯାଉଥିବା ସ୍ମୁତି

ଗୋଟିଏ ସିନ୍‌ ପାଇଁ ୧୪ ଘଣ୍ଟା ପାଣିରେ ରହିଲେ ରକୁଲ୍‌

ରକୁଲଙ୍କ ନୂଆ ଫିଲ୍ମ ‘ଆଇ ଲଭ୍‌ ୟୁ’ର ଟିଜର ରିଲିଜ୍‌ ହୋଇଛି। ରକୁଲଙ୍କ ବ୍ୟତୀତ ଏହି ଫିଲ୍ମରେ ପାଭେଲ ଗୁଲାଟି, ଅକ୍ଷୟ ଓବରାଏ ଏବଂ କିରଣ କୁମାର ନଜର ଆସିବେ। ପ୍ରେମ, ସସ୍‌ପେନ୍ସ ଏବଂ ଥ୍ରିଲରରେ ପରିପୂର୍ଣ୍ଣ ଏହି ଫିଲ୍ମ ପାଇଁ ରକୁଲ କଠିନ ପରିଶ୍ରମ କରିଛନ୍ତି। ଫିଲ୍ମର ଏକ ସିନ୍‌ ପାଇଁ