Browsing Category
ମନୋରଂଜନ
ବାପାଙ୍କ ଅନ୍ତିମ ସଂସ୍କାରରେ ଭାବୁକ ହେଲେ ଆୟୁଷ୍ମାନ୍-ଅପାରଶକ୍ତି
ଆୟୁଷ୍ମାନ ଖୁରାନା ଏବଂ ତାଙ୍କ ଭାଇ ଆପାରଶକ୍ତି ଖୁରାନା । ବର୍ତ୍ତମାନ ତାଙ୍କ ପରିବାରର ଉପରେ କଳା ବାଦଲ ମାଡି ଆସିଛି । ତାଙ୍କ ପିତା ଜ୍ୟୋତିଷି ପି ଖୁରାନାରଙ୍କ ଶେଷ ରୀତିନୀତି ହୋଇଥିଲା। ଶୁକ୍ରବାର ଦିନ ପଞ୍ଜାବ ମୋହାଲିରେ ପି ଖୁରାନାଙ୍କର ମୃତ୍ୟୁ ହୋଇଥିଲା। ୭୪ ବର୍ଷୀୟ ପି ଖୁରାନା!-->…
ଏକ ଦୁର୍ଘଟଣାର ଶିକାର ହୋଇଛନ୍ତି ଅଭିନେତ୍ରୀ ଅଦା ଶର୍ମା।
ବଲିଉଡ ଅଭିନେତ୍ରୀ ଅଦା ଶର୍ମା । ତାଙ୍କ ଫିଲ୍ମ ‘କେରଳ ଷ୍ଟୋରୀ’ ଖୁବ୍ ଚର୍ଚ୍ଚାରେ ଅଛି।ଏହି ସମୟରେ ଅଭିନେତ୍ରୀ ତଥା ନିର୍ଦ୍ଦେଶକ ସୁଦୀପ୍ତୋ ସେନ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ହିନ୍ଦୁ ଏକତା ଯାତ୍ରାରେ ଯୋଗଦେବା ପାଇଁ ଉଭୟ ୧୪ ମେ ରେ କରିମନଗରରେ ପହଞ୍ଚିବାକୁ ଯାଉଥିଲେ|କିନ୍ତୁ!-->…
ମାଲକାନଗିରିରେ ଶୁଟ୍ ହେବ ପୁଷ୍ପା ପାର୍ଟ-୨
ମାଲକାନଗିରି ଜିଲ୍ଲାରେ ଶୁଟିଂ ହେବ ସାଉଥର ସୁପର ହିଟ୍ ସିନେମା ପୁଷ୍ପା ପାର୍ଟ-ଟୁ। ପ୍ରଥମେ ମାଲକାନଗିରି ଆନ୍ଧ୍ର ସୀମାନ୍ତ ମୋତୁଗୁଡେମ ଅଞ୍ଚଳରେ ଶୁଟିଂ ସରିବା ପରେ ମାଲକାନଗିରିରେ ହେବ। ଏଥିପାଇଁ ସିନେମାର ନିର୍ଦ୍ଦେଶକ ସୁକୁମାର, ସହକାରୀ ନିର୍ଦ୍ଦେଶକ ଏମ୍ ପ୍ରସାଦ ଏବଂ କ୍ୟାମେରାମ୍ୟାନ!-->…
ବିବାଦୀୟ ଚଳଚ୍ଚିତ୍ର ଦି କେରଳ ଷ୍ଟୋରୀ ରିଲିଜ ହେବାର ପୂର୍ବରୁ ତାମିଲନାଡୁ ହାଇ ଆଲର୍ଟରେ ହୋଇଛି।
ମୁଭି ‘ଦ କେରଲା ଷ୍ଟୋରି’ ରିଲିଜ ହେବା ପୂର୍ବରୁ ବହୁ ବିବାଦ ମୁଣ୍ଡ ଟେକିଛି। ଫିଲ୍ମକୁ ନେଇ କିଛି ରାଜନୈତିକ ଦଳ ସେମାନଙ୍କ ମତ ରଖିଥିବା ବେଳେ ଏହାକୁ ବ୍ୟାନ କରିବାକୁ ବି ଦାବି କାରାଯାଉଛି। ଫିଲ୍ମ ମେ’୫ରେ ପ୍ୟାନ ଇଣ୍ଡିଆ ରିଲିଜ ହେବାକୁ ଯାଉଛି। ଏହି ବିବାଦୀୟ ଫିଲ୍ମର ରିଲିଜ ପୂର୍ବରୁ!-->…
କ୍ୟାଟ୍ରିନା ଆଖି ପାଇଁ ବ୍ୟବହାର କରୁଛନ୍ତି ସ୍ୱତନ୍ତ୍ର ମାସ୍କ -ଦାମ ୬,୯୯୦ ଟଙ୍କା
ନିକଟରେ ଏକ କାର୍ଯ୍ୟକ୍ରମ ଅବସରରେ ସେ ବ୍ୟବହାର କରୁଥିବା ଦାମୀ ଆଖି ମାସ୍କ ବିଷୟରେ କହିଥିଲେ। ଏଇ ଆଖି ପ୍ୟାକ୍ ବିଷୟରେ ତାଙ୍କ ସାଙ୍ଗ ତଥା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା କହିଥିବା କ୍ୟାଟ୍ରିନା ଜଣାଇଛନ୍ତି।ଆଖି ମାସ୍କର ଦାମ୍ ୬,୯୯୦ ଟଙ୍କା ଓ ମାତ୍ର ଥରେ ବ୍ୟବହାର କରିବା ପରେ ତାକୁ!-->…
ଫିଲ୍ମ ସୁଟିଂ ସମୟରେ ଆହତ ହେଲେ ସଞ୍ଜୟ ଦତ୍ତ
ବଲିଉଡ ସୁପରଷ୍ଟାର ସଞ୍ଜୟ ଦତ୍ତ। ତାଙ୍କର ଦମ୍ଦାର ଅଭିନୟକୁ ନେଇ ବେଶ ପରିଚିତ। ଏବେ ସଞ୍ଜୟଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି।ଶୁଟିଂ ସମୟରେ ସେ ଆହତ ହୋଇଥିବା ଜଣାପଡିଛି। ସଞ୍ଜୟ ଏବେ ବେଙ୍ଗାଲୁର ନିକଟରେ ତାଙ୍କ ଆଗାମୀ କନ୍ନଡ ମୁଭି ‘କେଡି: ଦ ଡେଭିଲ’ର ଶୁଟିଂରେ ବ୍ୟସ୍ତ ଅଛନ୍ତି।!-->…
ବମ୍ବେ ହାଇକୋର୍ଟ ପକ୍ଷରୁ ସଲମାନ ଖାଁଙ୍କୁ ବଡ ଆଶ୍ୱସ୍ତି ମିଳିଛି।
ଅଭିନେତାଙ୍କ ବିରୋଧରେ୨୦୧୯ରେ ହୋଇଥିବା ଏକ ମାମଲାକୁ ହାଇକୋର୍ଟ ଖାରଜ କରି ଦେଇଛନ୍ତି। ଏହାସହ ତାଙ୍କୁ ସମସ୍ତ ଅଭିଯୋଗରୁ ମୁକ୍ତ କରି ଦେଇଛନ୍ତି। କିସି କା ଭାଇ କିସି କା ଜାନ ଆକ୍ଟରଙ୍କ ବିରୋଧରେ ଦାଖଲ ହୋଇଥିବା ଅପରାଧିକ ମାମଲାକୁ ବନ୍ଦ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିବା ବେଳେ, କୋର୍ଟ!-->…
ସଲମାନଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତିକୁ ଗିରଫ
ବଲିଉଡ ଭାଇଜାନ ସଲମାନ ଖାଁଙ୍କୁ ଲଗାତାର ହତ୍ୟା ଧମକ ମିଳୁଛି। ଏବେ ଏହାକୁ ନେଇ ସମଗ୍ର ବଲିଉଡରେ ଭ୍ରୁକୁଞ୍ଚନ ସୃଷ୍ଟି ହୋଇଛି। ଏଥର ମଙ୍ଗଳବାର ମିଳିଥିବା ହତ୍ୟା ଧମକ ମାମଲାରେ ମୁମ୍ବାଇ ପୋଲିସ ଜଣଙ୍କୁ ଗିରଫ କରିଛି।ନିକଟରେ ଜଣେ ବ୍ୟକ୍ତି ମୁମ୍ବାଇ ପୋଲିସର କଣ୍ଟ୍ରୋଲ ରୁମକୁ ଫୋନ କରି ସଲମାନ!-->…
ସର୍ତ୍ତମୂଳକ ଜାମିନ ଦେଲେ ହାଇକୋର୍ଟ
ବ୍ଲାକମେଲିଂ କୁଇନ୍ ଅର୍ଚ୍ଚନା ନାଗ୍ଙ୍କୁ ମିଳିଲା ଜାମିନ୍ । ଅର୍ଚ୍ଚନାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କଲେ ହାଇକୋର୍ଟ ।ନୟାପଲ୍ଲୀ ଥାନା ମାମଲାରେ ତାଙ୍କୁ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି।
ତଦନ୍ତରେ ସହଯୋଗ କରିବା ସହ ବାହାରକୁ ନ ଯିବାକୁ କୋର୍ଟଙ୍କ କଡ୍ଡା ନିର୍ଦ୍ଦେଶ!-->!-->!-->…
ସ୍ୱାଭିମାନ ଅଞ୍ଚଳରେ ସୁଟିଂ ହେବ ‘ପୁଷ୍ପା ୨’
ବକ୍ସ ଅଫିସ୍ରେ ରେକର୍ଡ ଭାଙ୍ଗିଥିବା ସାଉଥ୍ ଷ୍ଟାର୍ ଅଲ୍ଲୁ ଅର୍ଜୁନଙ୍କ ସୁପରହିଟ୍ ଚଳଚ୍ଚିତ୍ର ‘ପୁଷ୍ପା’ର ସଫଳତା ପରେ ଏବେ ‘ପୁଷ୍ପା-୨’ ନିର୍ମାଣ ପାଇଁ ପ୍ରକ୍ରିୟା ଚାଲିଛି।ମାଲକାନଗିରି ଜିଲ୍ଲାର ସ୍ଵାଭିମାନ ଅଞ୍ଚଳରେ ସୁଟିଂ ହେବ ସାଉଥର ସୁପର ହିଟ ଚଳଚ୍ଚିତ୍ର ପୁଷ୍ପାର ପାର୍ଟ୍ -୨ ।!-->…
‘ଫ୍ଲାୱାର ନେହିଁ ଫାୟାର ହୈ’: ଧମାକାଦାର ଟିଜରରେ ଅଲ୍ଲୁଙ୍କ ଏଣ୍ଟ୍ରି
ସାଉଥ ସୁପରଷ୍ଟାର ଅଲୁ ଅର୍ଜୁନ। ତାଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ପୁଷ୍ପା : ଦି ରୁଲ୍’କୁ ଦର୍ଶକ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ବର୍ତ୍ତମାନ ନିର୍ମାତାମାନେ ଏହାର ଏକ ଜବରଦସ୍ତ ଭିଡିଓ ପ୍ରକାଶ କରିଛନ୍ତି । ଏହାର ପ୍ରଥମ ପାର୍ଟ ‘ପୁଷ୍ପା: ଦି ରାଇଜ୍’ ସମଗ୍ର ବିଶ୍ୱରେ ଦର୍ଶକଙ୍କ!-->…
ଅଭିନେତ୍ରୀ ବିପାଶା ବସୁ ତାଙ୍କ ଝିଅର ମୁହଁକୁ ସାର୍ବଜନୀନ କରିଛନ୍ତି ।
ବଲିଉଡର ଲୋକପ୍ରିୟ ତାରକା ଦମ୍ପତି ବିପାଶା ବସୁ ଏବଂ କରଣ ସିଂ ଗ୍ରୋଭର ଗତ ବର୍ଷ ନଭେମ୍ବରରେ ଝିଅ ଦେବୀଙ୍କ ସ୍ବାଗତ କରିଥିଲେ। ସେବେଠାରୁ ଏହି ଦମ୍ପତି ପ୍ରାୟତ ପ୍ରଶଂସକମାନଙ୍କୁ ସୋସିଆଲ ମିଡିଆରେ ସେମାନଙ୍କର ଲିଟିଲ ମିସ୍ଙ୍କ ଝଲକ ଦେଖାଇଆସୁଥିଲେ। ତେବେ ପ୍ରଶଂସକମାନେ ଝିଅର ଚେହେରାକୁ!-->…