Browsing Category
ମନୋରଂଜନ
ଅଭିନେତ୍ରୀ ବିପାଶା ବସୁ ତାଙ୍କ ଝିଅର ମୁହଁକୁ ସାର୍ବଜନୀନ କରିଛନ୍ତି ।
ବଲିଉଡର ଲୋକପ୍ରିୟ ତାରକା ଦମ୍ପତି ବିପାଶା ବସୁ ଏବଂ କରଣ ସିଂ ଗ୍ରୋଭର ଗତ ବର୍ଷ ନଭେମ୍ବରରେ ଝିଅ ଦେବୀଙ୍କ ସ୍ବାଗତ କରିଥିଲେ। ସେବେଠାରୁ ଏହି ଦମ୍ପତି ପ୍ରାୟତ ପ୍ରଶଂସକମାନଙ୍କୁ ସୋସିଆଲ ମିଡିଆରେ ସେମାନଙ୍କର ଲିଟିଲ ମିସ୍ଙ୍କ ଝଲକ ଦେଖାଇଆସୁଥିଲେ। ତେବେ ପ୍ରଶଂସକମାନେ ଝିଅର ଚେହେରାକୁ!-->…
ଫିଲ୍ମ ଡେଲିଭରି ବୟକୁ ଏଣ୍ଟରଟେନ୍ମେଣ୍ଟ ଟାକ୍ସ ଛାଡ଼
ଅଶ୍ୱିନୀ ତ୍ରିପାଠୀଙ୍କ ନିର୍ଦ୍ଦେଶିତ ଏବଂ ଜ୍ୟୋତିରଞ୍ଜନ ମହାନ୍ତି ପ୍ରଯୋଜିତ ଓଡ଼ିଆ ଚଳଚ୍ଚିତ୍ର ‘ଡେଲିଭରୀ ବୟ’ ଉପରୁ ରାଜ୍ୟ ସରକାର ପ୍ରମୋଦକର ଛାଡ କରିଛନ୍ତି। ଏନେଇ ଆସିଥିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଅନୁମୋଦନ କରିଛନ୍ତି।
ସୂଚନା ମୁତାବକ, ସହରାଞ୍ଚଳର!-->!-->!-->…
ଜୀ-ସାର୍ଥକର ନୂଆ ଚଳଚ୍ଚିତ୍ର ‘ପାରିକରିବେ ଭୋଳାଶଙ୍କର ୨’ ର ଅଡିଓ ଲୋକାର୍ପିତ…
ଜୀ-ସାର୍ଥକ ବ୍ୟାନରରେ ଆସୁଛି 'ପାରିକରିବେ ଭୋଳାଶଙ୍କର ୨’ । ‘ପାରିକରିବେ ଭୋଳାଶଙ୍କର’ ର ଅପୂର୍ବ ସଫଳତା ପରେ ଭିନ୍ନ ଏକ କାହାଣୀକୁ ନେଇ ନିର୍ମାଣ ହୋଇଛି ଏହି ଫିଲ୍ମ । ଭୁବନେଶ୍ୱର ର ଏକ ତାରକା ହୋଟେଲରେ ଚଳଚ୍ଚିତ୍ରର ଅଡିଓ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l
ଏହି ଲୋକାର୍ପଣ!-->!-->!-->…
ଜାନଭୀ ତାଙ୍କ ସାନ ଭଉଣୀ ଖୁସିଙ୍କ ସହ ଆନ୍ଧ୍ରପ୍ରଦେଶର ତିରୁମାଳା ବାଲାଜୀ ମନ୍ଦିର ପରିଦର୍ଶନ କରିଥିବା ଦେଖିବାକୁ…
ବଲିଉଡ ଅଭିନେତ୍ରୀ ଜାନଭୀ କପୁର ନିଜର ଅଭିନୟ ସହିତ ଖୁବ୍ କମ ସମୟ ମଧ୍ୟରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଏହି ଅଭିନେତ୍ରୀ ବର୍ତ୍ତମାନ ହିନ୍ଦୀ ସହିତ ଦକ୍ଷିଣ ଇଣ୍ଡଷ୍ଟ୍ରିରେ ପାଦ ଦେବାକୁ ଯାଉଛନ୍ତି। ସାଉଥ୍ ଅଭିନେତା ଜୁନିୟର ଏନ୍ଟିଆରଙ୍କ ସହିତ ଫିଲ୍ମ ‘ ଏନ୍ଟିଆର-୩୦’ରେ!-->…
ଇନଷ୍ଟାଗ୍ରାମରେ ଡେବ୍ୟୁ କଲେ ବିଜୟ ଥଲାପଥି
ସାଉଥ ସିନେମାର ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ତାରକାମାନଙ୍କ ମଧ୍ୟରୁ ବିଜୟ ଥଲାପଥି ଅନ୍ୟତମ। ତାଙ୍କର ଅନେକ ପ୍ରଶଂସକ ମଧ୍ୟ ଅଛନ୍ତି। ବିଜୟ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ପ୍ରଥମଥର ଏଣ୍ଟ୍ରି କରିଛନ୍ତି।ଇନଷ୍ଟାଗ୍ରାମରେ ଡେବ୍ୟୁ କରିବା ପରେ ଅଭିନେତା ପ୍ରଥମ ପୋଷ୍ଟ ମଧ୍ୟ!-->…
ଖୁବ୍ଶୀଘ୍ର ପୁଷ୍ପା-୨ ରିଲିଜ୍ ହେବ।
ତେଲୁଗୁ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ତାରକା ଅଲ୍ଲୁ ଅର୍ଜୁନଙ୍କ ଶେଷ ରିଲିଜ ଫିଲ୍ମ ‘ପୁଷ୍ପା’ ବକ୍ସ ଅଫିସରେ ସୁପରହିଟ୍ ଚଳଚ୍ଚିତ୍ର ହୋଇପାରିଛି। ଏହି ଚଳଚ୍ଚିତ୍ରରେ ଅଲ୍ଲୁ ଅର୍ଜୁନ ପୁଷ୍ପା ରାଜ ଭୂମିକାରେ ଅଭିନୟ କରିଥିଲେ। ଏହି ଫିଲ୍ମକୁ ସୁକୁମାର ନିର୍ଦ୍ଦେଶନା ଦେଇଥିଲେ। ତେବେ!-->…
OTTରେ ରିଲିଜ୍ ହେଲା ଶାହରୁଖଙ୍କ ବ୍ଲକବଷ୍ଟର ‘ପଠାନ୍’
ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର ଅଛି। ଯେଉଁମାନେ OTT ରେ ଏହି ଚଳଚ୍ଚିତ୍ରର ରିଲିଜ୍କୁ ଅପେକ୍ଷା କରିଛନ୍ତି। ‘ପଠାନ୍’ ୨୨ ମାର୍ଚ୍ଚ ୨୦୨୩ରେ ଡିଜିଟାଲ୍ ପ୍ଲାଟଫର୍ମରେ ମୁକ୍ତିଲାଭ କରିଛି।ଶାହାରୁଖ ଖାଁଙ୍କ କମବ୍ୟାକ ବ୍ଲକବୁଷ୍ଟର ମୁଭି ୨ ଜାନୁୟାରୀ ୨୦୨୩ରେ ସିନେମା ହଲରେ ରିଲିଜ ହୋଇଥିଲା ।!-->…
ଗିରଫ ହେଲେ କନ୍ନଡ଼ ଅଭିନେତା Chetan Kumar
କନ୍ନଡ଼ ଫିଲ୍ମ ଅଭିନେତା ଚେତନ କୁମାର ଗିରଫ। ହନ୍ଦୁ ଧର୍ମ ଉପରେ ଏକ ବିବାଦୀୟ ଟ୍ବିଟ୍କୁ ନେଇ ଚେତନ କୁମାରଙ୍କୁ ବେଙ୍ଗାଲୁରୁ ପୋଲିସ୍ ଗିରଫ କରିଛି।ମାର୍ଚ୍ଚ ୨୦ରେ ଚେତନ କୁମାର ଏକ ଟୁଇଟ୍ କରିଥିଲେ। ଯେଉଁଥିରେ ସେ ହିନ୍ଦୁ ଧର୍ମ ବିରୋଧରେ କହିଛନ୍ତି।
ସେ ଟୁଇଟ୍ରେ ଲେଖିଛନ୍ତି,!-->!-->!-->…
ଭଉଣୀର ମେହେନ୍ଦୀରେ ସିଗାରେଟ୍ ଟାଣିଲେ ଅନନ୍ୟା
ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କୁ ସମ୍ପର୍କୀୟ ଅଲାନା ପାଣ୍ଡେଙ୍କ ମେହେନ୍ଦୀ ସମାରୋହରେ ଦେଖିବାକୁ ମିଳିଥିଲା। ବର୍ତ୍ତମାନ ଏହି ମେହେନ୍ଦୀ ସମାରୋହର କିଛି ଫାଟୋ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଅଛି।ଏହି ଫଟୋରେ ଚଙ୍କି ପାଣ୍ଡେଙ୍କ ଲଡଲୀ ସମସ୍ତଙ୍କ ସାମ୍ନାରେ ସିଗାରେଟ ଟାଣୁଥିବାର ନଜର!-->…
ମାଧୁରୀଙ୍କ ମାଆ ସ୍ନେହଲତା ଦୀକ୍ଷିତ୍ଙ୍କ ପରଲୋକ
ବଲିଉଡ ଅଭିନେତ୍ରୀ ମାଧୁରୀ ଦୀକ୍ଷିତଙ୍କ ମାଙ୍କର ପରଲୋକ ଘଟିଛି। ରବିବାର ପୂର୍ବାହ୍ନ ୮ଟା ୪୦ରେ ତାଙ୍କ ମାତା ସ୍ନେହଲତା ଦେଶମୁଖଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା।
ମାଧୁରୀ ଏବଂ ତାଙ୍କ ସ୍ବାମୀ ଶ୍ରୀରାମ ନେନେ ଏନେଇ ସୂଚନା ପ୍ରଦାନ!-->!-->!-->…
ବିବାହ ବନ୍ଧନରେ ବାନ୍ଧି ହେଲେ OYO ମାଲିକ ରିତେଶ ଅଗ୍ରଓ୍ଵାଲ
ହସ୍ପିଟାଲିଟି ଫର୍ମ(OYO) ର ସଂସ୍ଥାପକ ରିତେଶ ଅଗ୍ରଓ୍ଵାଲ ୨୯ ବର୍ଷୀୟ ଗୀତାଂଶା ସୁଦଙ୍କ ସହିତ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଦିଲ୍ଲୀରେ ରିତେଶଙ୍କ ବିବାହ ଭୋଜିରେ ଯୋଗ ଦେଇଥିବା କର୍ପୋରେଟ ନେତାଙ୍କ ମଧ୍ୟରେ ସଫ୍ଟବ୍ୟାଙ୍କ ସିଇଓ ମାସାୟୋଶୀ ସୋନ ଉପସ୍ଥିତ ଥିଲେ। ରିତେଶ ଏବଂ ତାଙ୍କ!-->…
ସାମ୍ବାଦିକଙ୍କୁ ଖରାପ ବ୍ୟବହାର ଦେଖାଇଲେ ଅଭିନେତ୍ରୀ
ଓଡ଼ିଶାରେ ସାମ୍ବାଦିକଙ୍କୁ ଖରାପ ବ୍ୟବହାର ଦେଖାଇଲେ ମୁମ୍ବାଇର ଅନାମ ଧେୟ ଅଭିନେତ୍ରୀ ତେଜସ୍ବୀ ପ୍ରକାଶ। ହୋଲି ଅବସରରେ ଓଡ଼ିଶା ଆସିଥିବାବେଳେ ସାମ୍ବାଦିକମାନଙ୍କୁ ଦେଖାଇଥିଲେ ଖରାପ ବ୍ୟବହାର । ନାଁ ସେମାନଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ ନାଁ ସମୟ । ବିମାନ ବନ୍ଦରରେ ଓହ୍ଲାଉ ଓହ୍ଲାଉ!-->…