Browsing Category
ଜୀବନ ଚର୍ଯ୍ୟା
ପାତୋରା ଡ୍ୟାମ ଓଡ଼ିଶାର ନୂଆପଡା ଜିଲ୍ଲା ସଦର
ପାତୋରା ଡ୍ୟାମ ଓଡ଼ିଶାର ନୂଆପଡା ଜିଲ୍ଲା ସଦର ମହକୁମା ଠାରୁ ୨0 କେ.ମି ଦୂରରେ ଅବସ୍ଥିତ। ଏହା ଜଳ ସଂରକ୍ଷଣ ପାଇଁ ନିର୍ମିତ ଏକ ମଧ୍ୟମ ଜଳସେଚନ ପ୍ରକଳ୍ପ ଅଟେ। ଏହି ଡ୍ୟାମରେ ସୂର୍ଯ୍ୟୋଦୟ ଏବଂ ସୂର୍ଯ୍ୟାସ୍ତ ପର୍ଯ୍ୟଟକଙ୍କ ପାଇଁ ମନୋରମ ଅଟେ। ପାତୋରା ଜଳଭଣ୍ଡାର ପର୍ଯ୍ୟଟକଙ୍କୁ ଆକର୍ଷିତ!-->…
ଚିନ୍ତା ଦୂର କରେ : ଲସି
ଅଧିକାଂଶ ଲୋକଙ୍କୁ ଖରା ଦିନେ ଲସି ପିଇବା ବେଶ ପସନ୍ଦ। ଏହା ଶରୀରକୁ ଥଣ୍ଡା ପ୍ରଦାନ କରିବା ସହ ଅନେକ ସ୍ୱାସ୍ଥ୍ୟ ଜନିତ ସମସ୍ୟାକୁ ମଧ୍ୟ ଦୂର କରିଥାଏ।କାର୍ବୋହାଇଡ୍ରେଟ, ସୋଡିୟମ, ପ୍ରୋଟିନ ଓ ଫାଇବରରେ ଭରପୁର ଲସି ସ୍ୱାଦିଷ୍ଟ ହେବା ସହ ଏହାର ଅନେକ ସ୍ୱାସ୍ଥ୍ୟ ଉପକାରୀ ଗୁଣ ରହିଛି। କେବଳ!-->…
ସ୍ତ୍ରୀଙ୍କ ନିକଟରେ ଏହି ୪ ଗୁଣ ରହିଥିଲେ ପୁରୁଷମାନେ ଭାଗ୍ୟବାନ ହୁଅନ୍ତି
ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତି ମାଧ୍ୟମରେ ଚନ୍ଦ୍ରଗୁପ୍ତଙ୍କୁ ଅଖଣ୍ଡ ଭାରତର ସମ୍ରାଟ କରିଥିଲେ। ଯଦି ଜଣେ ବ୍ୟକ୍ତି ତାଙ୍କର ନୀତିକୁ ଅନୁସରଣ କରନ୍ତି ତେବେ ସେ ସୁଖରେ ଜୀବନ ଅତିବାହିତ କରିପାରିବେ। ସେଭଳି ଏକ ନୀତିରେ ଚାଣକ୍ୟ ମହିଳାମାନଙ୍କର ଗୁଣ ବିଷୟରେ ବର୍ଣ୍ଣନା କରିଛନ୍ତି। ସ୍ତ୍ରୀଙ୍କ!-->…
ହଳଦିଆ ରଙ୍ଗ ସମସ୍ୟାରୁ ମୁକୁଳିବା ପାଇଁ କଣ କରିବେ ?
ବେକିଂ ସୋଡା-ବେକିଂ ସୋଡା ବ୍ୟବହାର କରି ଆପଣ ହଳଦିଆ ଦାନ୍ତକୁ ମଧ୍ୟ ଚକ୍ଚକ୍ କରିପାରିବେ । ଏଥିପାଇଁ ଆପଣଙ୍କୁ ବ୍ରଶରେ ଏକ ଚାମଚ ଲୁଣ ଏବଂ ବେକିଂ ସୋଡା ରଖି ଧୀରେ ଧୀରେ ଦାନ୍ତକୁ ସଫା କରିବାକୁ ପଡିବ । ଏହା କରିବା ଦ୍ୱାରା ଦାନ୍ତ ଧଳା ହୋଇଯାଏ ।
ଭିନେଗାର-ହଳଦିଆ ଦାନ୍ତରୁ ମୁକ୍ତି!-->!-->!-->…
ଅଧିକ ମାତ୍ରାରେ ପିଉଛନ୍ତି କି ଚା’, ସାବଧାନ
ଅଧିକାଂଶ ଲୋକ ଚା ’ସହିତ ପ୍ରେମ କରୁଥିବା ଲୋକ ଦୂରେଇ ରୁହନ୍ତି। ଏହାର ଅତ୍ୟଧିକ ବ୍ୟବହାର ସ୍ୱାସ୍ଥ୍ୟ ପାଇଁ ବହୁତ କ୍ଷତି ପହଞ୍ଚାଇପାରେ । ଏଭଳି ପରିସ୍ଥିତିରେ ଏହି ଚା ପିଇବାର ସୀମା କ’ଣ ଜାଣିବା ଜରୁରୀ ଅଟେ।ଚା’ରେ କଫିନ୍ ଏବଂ ବିଶୋଧିତ ଚିନି ରହିଥାଏ। ଏହି ଦୁଇଟି ଜିନିଷ ସ୍ୱାସ୍ଥ୍ୟ ପାଇଁ!-->…
ସହଜ ଉପାୟରେ ପ୍ରସ୍ତୁତ କରନ୍ତୁ ଚିକେନ ଚଟପଟି
ଆବଶ୍ୟକ ସାମଗ୍ରୀ-ଚିକେନ – ୬୦୦ ଗ୍ରାମ,ଘିଅ – ୧କପ,ଅଦା ରସୁଣ ବଟା – ୨ଚାମଚ,କଟା ଅଦା – ଅଳ୍ପ,କଞ୍ଚା ଲଙ୍କା – ୨ଟି,ଲଙ୍କା ଗୁଣ୍ଡ – ୧ଚାମଚ,ହଳଦୀ ଗୁଣ୍ଡ – ଅଳ୍ପ,କସ୍ତୁରୀ ମେଥି – ଅଳ୍ପ,କଟା ପିଆଜ – ୩ଟି,ଆଲମଣ୍ଡ – ୫୦ ଗ୍ରାମ,ଦହି – ୧କପ,ଗୋଟା ଧନିଆ,ଗୋଲମରିଚ – ଅଳ୍ପ,ଲବଙ୍ଗ –!-->…
ସ୍ବପ୍ନରେ ଏସବୁ ଦେଖିଲେ ବଢ଼େ ଧନପ୍ରାପ୍ତିର ଯୋଗ
ଜଣେ ବ୍ୟକ୍ତି ରାତିରେ ସ୍ବପ୍ନ ଦେଖିଲେ ତାହାର କି କି ଉଦ୍ଦେଶ୍ୟ ଥାଏ ତାହା ଏବେ ଜାଣନ୍ତୁ।
ସୁସ୍ବାଦୁ ଭୋଜନ ଖାଇବା: ଯଦି କେହି ସ୍ବପ୍ନରେ ଭଲ ଖାଇବା ଖାଇଥାଏ ତେବେ ଏହା ଧନଲାଭର ସଙ୍କେତ ଦେଇଥାଏ। ଏହି ସ୍ବପ୍ନକୁ ଦେଖିବା ଅର୍ଥ ଉତ୍ତମ ସ୍ବାସ୍ଥ୍ୟ ଏବଂ ଉନ୍ନତି ମଧ୍ୟ ହୋଇଥାଏ।
ମୟୂର!-->!-->!-->!-->!-->…
ପ୍ରେମକୁ ନେଇ କ’ଣ କହିଛନ୍ତି ଚାଣକ୍ୟ…
ମହାନ ରାଜନୀତିଜ୍ଞ ଏବଂ ଅସ୍ତ୍ରଶାସ୍ତ୍ର ବିଶାରଦ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ସଫଳ ଜୀବନକୁ ନେଇ ଅନେକ ନୀତି ଉଲ୍ଲେଖ କରିଛନ୍ତି। ପ୍ରେମ ସମ୍ପର୍କକୁ ନେଇ ଚାଣକ୍ୟ ଏପରି କିଛି କହିଛନ୍ତି, ଯାହା ସାଧାରଣ ଚିନ୍ତାଧାରାରୁ ଅଲଗା ଅଟେ। ଆସନ୍ତୁ ଜାଣିବା ପ୍ରେମକୁ ନେଇ କ’ଣ କହିଛନ୍ତି!-->…
ଦଣ୍ଡାଧର_ଡ୍ୟାମ୍ ବିଷୟ ରେ କିଛି ଜଣା ଅଜଣା କଥା।
ପ୍ରକୃତିର ରାଣୀ ଢେଙ୍କାନାଳ । ନିଜର ସୁନ୍ଦରତା ପାଇଁ ସର୍ବଦା ଚର୍ଚ୍ଚାରେ ଥିବା ପ୍ରକୃତି ରାଣୀ କୋଳରେ ରହିଛି ଅନେକ ସୁନ୍ଦର ପର୍ଯ୍ୟଟନ ସ୍ଥଳ । ସେଥିମଧ୍ୟରୁ ଦଣ୍ଡାଧର_ଡ୍ୟାମ୍ ଅନ୍ୟତମ ।ପ୍ରାକୃତିକ ସୌନ୍ଦର୍ଯ୍ୟର ଅପରୂପ ଶୋଭା ବହନ କରୁଥିବାଦଣ୍ଡାଧର ଜଳ ଭଣ୍ଡାର ପ୍ରକୃତି ପ୍ରେମୀ ପାଇଁ ଏକ!-->…
ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି ସାପୁଆ ଜଳଭଣ୍ଡାର
ଜଳଭଣ୍ଡାର ନୀଳ ଜଳରାଶି, ଘଞ୍ଚ ଶାଳ ଜଙ୍ଗଲର ଶାନ୍ତ ପରିବେଶ, ବନ୍ୟଜୀବନର ଅପୂର୍ବ ସମନ୍ବୟ ‘ସାପୁଆ’। କଂକ୍ରିଟ୍ ଜଙ୍ଗଲଠାରୁ ଦୂରରେ ପ୍ରକୃତିରାଣୀ ଏଠାରେ ଅଜାଡ଼ି ଦେଇଛି ସବୁକିଛି, ଯାହାର ଶୋଭା ଆକର୍ଷିତ କରୁଛି ସହରୀ ମଣିଷଙ୍କୁ।
ହିନ୍ଦୋଳ ବ୍ଲକ ରାସୋଳ ଅଞ୍ଚଳର କ୍ଷୁଦ୍ର ଜଳସେଚନ!-->!-->!-->…
ପାଚିଲା ଆମ୍ବକୁ ସାବଧାନ୍ ! ଖାଇଲେ ହୋଇପାରେ ଚର୍ମରୋଗ, କ୍ୟାନସର ଭଳି ମାରାତ୍ମକ ରୋଗ
ପାଚିଲା ଆମ୍ବକୁ ସାବଧାନ୍ । ନିଷେଧ ସତ୍ତ୍ୱେ ଚାଲିଛି କାର୍ବାଇଡ଼୍ ବ୍ୟବହାର । ବର୍ତ୍ତମାନ ଆମ୍ବ ସିଜିନ୍ ଚାଲିଛି । ବଜାରରେ ଭଳିକି ଭଳି ପାଚିଲା ଆମ୍ବ ପସରା ମେଲାଇ ବସିଛନ୍ତି ଦୋକାନୀ । କିନ୍ତୁ ଚଳିତ ବର୍ଷ ଆମ୍ବ ଦର ଅଧିକ ରହିଥିଲେ ମଧ୍ୟ ଲୋକେ ଏହାକୁ କିଣିବାକୁ ବାଧ୍ୟ ହେଉଛନ୍ତି ।
!-->!-->!-->…
ଅଂଶୁଘାତଠୁ ଦୂରେଇ ରହିବା ନିମନ୍ତେ ସମସ୍ତଙ୍କୁ ଜାଣିବା ଆବଶ୍ୟକ |
ଘରୁ ବାହାରିବା ଆଗରୁ ଯଥେଷ୍ଟ ପାଣି ପିଅନ୍ତୁ ଓ ସାଥିରେ ଏକ ବୋତଲରେ ପାଣି ନିଅନ୍ତୁ| ଘରୁ ପଦାକୁ ଯିବା ଆଗରୁ ମୁଣ୍ଡରେ ଓଦା ଗାମୁଛା/କପଡା ପକାନ୍ତୁ
ଛତା, ଜୋତା ଓ କଳା ଚଷମା (Sun glass) ବ୍ୟବହାର କରନ୍ତୁ | ପଇଡପାଣି, ଲେମ୍ବୁ ପାଣି, ଦହି ସରବତ, ତୋରାଣି ଯଥେଷ୍ଟ ପରିମାଣରେ ପିଅନ୍ତୁ
!-->!-->!-->!-->…