Browsing Category

ଆଜିର ଖବର

ପ୍ରଗତି ପକ୍ଷରୁ ବିଦ୍ୟାର୍ଥୀଙ୍କୁ ସ୍କୁଲବ୍ୟାଗ ବଣ୍ଟନ

ମାହାଙ୍ଗା -୨/୪ (ଆପ୍ର ) କୁହୁଣ୍ଡା ପଞ୍ଚାୟତ କୋଠପଦା ଠାରେ ପ୍ରଗତି ଦୁଗ୍ଧ ସଂଗ୍ରହ କେନ୍ଦ୍ର ସ୍ଥାପନ ଯୋଗୁଁ ସ୍ଥାନୀୟ ଅଂଚଳର ବହୁ ଗୋ ଚାଷୀ ଉପକୃତ ହୋଇପାରୁଛନ୍ତି l ଏହି ଗୋ ଚାଷୀ ମାନଙ୍କୁ ଉତ୍ସାହିତ କରିବାକୁ ଯାଇ ନିକଟସ୍ଥ ସରକାରୀ ବିଦ୍ୟାଳୟରେ ଏକ ସଚେତନତା ଶିବିର ଆୟୋଜନ

ରାଘବ ଚଢାଙ୍କୁ ଝଟକା : ରାଜ୍ୟସଭା ଉପନେତା ପଦରୁ ହଟିଲେ

ସାଂସଦ ରାଘବ ଚଢ଼ାଙ୍କୁ ରାଜ୍ୟସଭାରେ ଏହାର ଉପନେତା ପଦରୁ ହଟେଇ ଦେଇଛି। ରାଘବ ୨୦୨୩ ମସିହାରୁ ଏହି ପଦବିରେ ଥିଲେ। ତାଙ୍କ ସ୍ଥାନରେ ପଞ୍ଜାବ ସାଂସଦ ଅଶୋକ ମିତ୍ତଲଙ୍କୁ ଆପ୍‌ ଦଳ ଉପନେତା କରିଛି। ରାଜ୍ୟସଭା ସଚିବାଳୟକୁ ଆଧିକାରିକ ଭାବେ ଦଳ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି। ରାଘବ ଆପ୍

ସବୁ ସହରାଞ୍ଚଳ ପାଇଁ ପିଏନଜି ସଂଯୋଗ: ମନ୍ତ୍ରୀ

ସବୁ ସହରାଞ୍ଚଳକୁ PNG ସଂଯୋଗ ଯୋଗାଇ ଦିଆଯିବ । ତୈଳ କମ୍ପାନୀ ସହ ବୈଠକ ପରେ ଯୋଗାଣ ମନ୍ତ୍ରୀଙ୍କ ବଡ଼ ସୂଚନା । ସହରାଞ୍ଚଳରେ ୩ ମାସ ମଧ୍ୟରେ PNG ସଂଯୋଗ ପାଇଁ କୁହାଯାଇଛି ।କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ସହରାଞ୍ଚଳରେ ପିଏନଜି ସଂଯୋଗକୁ ବାଧ୍ୟତାମୂଳକ କରାଯାଇଛି । ମନ୍ତ୍ରୀଙ୍କ

୧୫ ବର୍ଷ ପରେ ଆରମ୍ଭ ହେଲା ଜନଗଣନା,ପ୍ରଥମ ଦିନରେ ୧୭ ହଜାର ଲୋକ ହେଲେ ଗଣା

ଦେଶବ୍ୟାପୀ ବହୁ ପ୍ରତୀକ୍ଷିତ ଜନଗଣନା ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଓଡ଼ିଶାରେ ଏହାକୁ ନେଇ ଏକ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି । ପ୍ରଥମ ଦିନରେ ହିଁ ରାଜ୍ୟର ପ୍ରାୟ ୧୭ ହଜାର ଲୋକଙ୍କ ଗଣନା ହୋଇଛି । ଆତ୍ମ ଗଣନା ପ୍ରକ୍ରିୟାରେ ଅଧିକରୁ ଅଧିକ ସାମିଲ ହେବା ପାଇଁ ସାଧାରଣ ଲୋକଙ୍କୁ ଅପିଲ

ବଜ୍ରପାତ ହେବାର ୪୦ ମିନିଟ୍ ପୂର୍ବରୁ ଫୋନ୍ କୁ ଆସିବ ଆଗୁଆ ସତର୍କ ସୂଚନା, ଜାଣନ୍ତୁ କେମିତି ?

ଦେଶରେ ବଜ୍ରପାତ କାରଣରୁ ପ୍ରତିବର୍ଷ ଶହ ଶହ ଲୋକ ପ୍ରାଣହାନୀ ହୋଇଥାଏ। ତେବେ ଭାରତ ପାଣିପାଗ ବିଭାଗ ଏବଂ "ଭାରତୀୟ ଉଷ୍ଣକଟିବନ୍ଧୀୟ ପାଣିପାଗ ଅନୁଷ୍ଠାନ" ପକ୍ଷରୁ "ଦାମିନୀ" ନାମକ ଏକ ସ୍ୱତନ୍ତ୍ର ମୋବାଇଲ୍ ଆପ୍ ଲଞ୍ଚ କରାଯାଇଚି। ଏହି ଆପ୍ ସମଗ୍ର ଦେଶରେ ବଜ୍ରପାତ ସମ୍ବନ୍ଧୀୟ ଘଟଣା ଉପରେ ନଜର

ଗ୍ରୀଷ୍ମ ପାଇଁ ବଢ଼ିଲା ସ୍ୱତନ୍ତ୍ର ଟ୍ରେନ୍‌ ସେବା

ଗ୍ରୀଷ୍ମ ଋତୁରେ ଯାତ୍ରୀଙ୍କ ବର୍ଦ୍ଧିତ ଚାହିଦା ପୂରଣ ନିମନ୍ତେ ଏବଂ ଯାତ୍ରା ସୁବିଧା ଯୋଗାଇବା ଉଦ୍ଦେଶ୍ୟରେ ପୂର୍ବତଟ ରେଳପଥ ପକ୍ଷରୁ ୬ଟି ସ୍ୱତନ୍ତ୍ର ଟ୍ରେନ୍ ସେବା ସମ୍ପ୍ରସାରଣ କରିବାକୁ ନିଷ୍ପତ୍ତି । ସେଗୁଡିକ ହେଲା ଭୁବନେଶ୍ୱର–ଯଶବନ୍ତପୁର ସ୍ପେଶାଲ୍ ଆସନ୍ତା ୨୭ ଜୁନ୍ ଏବଂ ଯଶବନ୍ତପୁର–

ଆଜି ଶେଷ ହେବ ମାଟ୍ରିକ୍ ଖାତା ଦେଖା, ମେ’ ଦ୍ୱିତୀୟ ସପ୍ତାହ ସୁଦ୍ଧା ପ୍ରକାଶ ପାଇବ ଫଳ

ଆଜି ସରିବ ମାଟ୍ରିକ୍ ସବଜେକ୍ଟିଭ୍ ପରୀକ୍ଷାର ଉତ୍ତର ଖାତା ଦେଖା । ମାର୍ଚ୍ଚ ୧୯ରୁ ଏହି ମୂଲ୍ୟାୟନ ପ୍ରକ୍ରିୟା ରାଜ୍ୟର ୩୦ଟି ଯାକ ଜିଲ୍ଲାର ୫୦ଟି ମୂଲ୍ୟାୟନ କେନ୍ଦ୍ରରେ ଚାଲିଆସୁଛି । ମାଟ୍ରିକ୍ ସହ ଆରମ୍ଭ ହୋଇଥିବା ଏସ୍ଓଏସି ଓ ମଧ୍ୟମା ଖାତା ଦେଖା ଇତିମଧ୍ୟରେ ଶେଷ ହୋଇସାରିଥିବାର ବୋର୍ଡ

ଟ୍ରମ୍ପଙ୍କ ବୟାନ ପରେ ଭୁଶୁଡିଲା ବଜାର :  ନିବେଶକଙ୍କ ୯ ଲକ୍ଷ କୋଟି ସ୍ବାହା

ଟ୍ରମ୍ପଙ୍କ ଘୋଷଣା ପରେ ସେୟାର ମାର୍କେଟରେ ହାହାକାର । ନିବେଶକଙ୍କ ୯ ଲକ୍ଷ କୋଟି ସ୍ବାହା । ଯୁଦ୍ଧ ଜାରି ରହିବ ଟ୍ରମ୍ପଙ୍କ ସିଗନାଲ ପରେ ଖସିଲା ଭାରତୀୟ ପୁଞ୍ଜିବାର । ଖୋଲୁ ଖୋଲୁ ମାର୍କେଟ କ୍ରାସ । ଗତକାଲି ବୁଧବାରର ବୃଦ୍ଧି ପରେ ସେନସେକ୍ସ ଆଜି ପ୍ରାୟ ୧୪୦୦ ପଏଣ୍ଟ ଏବଂ ନିଫ୍ଟି ୨୨,୨୫୦

୫୪ ବର୍ଷ ପରେ ଜହ୍ନକୁ ଗଲେ ମଣିଷ! ଆର୍ଟେମିସ-୨ ମିଶନର ଐତିହାସିକ ଆରମ୍ଭ

ଆମେରିକାର ମହାକାଶ ଗବେଷଣା କେନ୍ଦ୍ର ନାସାର ମୁନ ମିଶନ । ଫ୍ଲୋରିଡାର କେନେଡି ସ୍ପେଶ ସେଣ୍ଟରରୁ ଆର୍ଟେମିସ-୨କୁ ସଫଳତା ସହ ଲଞ୍ଚିଙ୍ଗ କରିଛି । ଭାରତୀୟ ସମୟ ଅନୁସାରେ ବୁଧବାର ରାତି ୩ଟା ୫୪ ମିନିଟରେ ବିଶାଳ ଏସଏଲଏସ ଓରିୟନ ସ୍ପେସକ୍ରାଫ୍ଟ ୪ ମହାକାଶଯାତ୍ରୀଙ୍କୁ ନେଇ ଯାତ୍ରା ଆରମ୍ଭ କରିଛି

ପୁଷ୍କରିଣୀରେ ବୁଡି ରହିଥିବା  ଡଙ୍ଗାକୁ ପାଣିରୁ ବାହାର କଲେ ଭୋଇ ସେବକ। ଆରମ୍ଭ ହେବ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା 

ଆଜି ପବିତ୍ର ଚୈତ୍ର ପୂର୍ଣ୍ଣିମା । ମହାପ୍ରଭୁଙ୍କ ଗ୍ରୀଷ୍ମକାଳୀନ ଚନ୍ଦନ ଯାତ୍ରା ନିମନ୍ତେ ପ୍ରସ୍ତୁତି ଆରମ୍ଭ । ବର୍ଷ ତମାମ ନରେନ୍ଦ୍ର ପୁଷ୍କରିଣୀରେ ବୁଡି ରହିଥିବା ନନ୍ଦା,ଭଦ୍ରା ଏବଂ ବୈଜୟନ୍ତୀ ଡଙ୍ଗାକୁ ପାଣିରୁ ବାହାର କରିଛନ୍ତି ଭୋଇ ସେବକ ମାନେ ।ନରେନ୍ଦ୍ର ପୁଷ୍କରିଣୀରେ ୨୧ ଦିନ ଚାପ

ଆମେରିକା ଦୁଇରୁ ତିନି ସପ୍ତାହ ମଧ୍ୟରେ ଇରାନ ଉପରେ ଏକ ବଡ଼ ଆକ୍ରମଣ କରିବ: ଟ୍ରମ୍ପ

ମଧ୍ୟପ୍ରାଚ୍ୟର ଭୂ-ରାଜନୈତିକ ସ୍ଥିତିକୁ ସମ୍ପୂର୍ଣ୍ଣ ରୂପେ ବଦଳାଇ ଦେଇଛି ଇରାନ-ଆମେରିକା-ଇସ୍ରାଏଲ ଯୁଦ୍ଧ| ତେବେ ଇରାନ ସହିତ ଯୁଦ୍ଧରେ ଆମେରିକା ବିଜୟ ହାସଲ କରିଛି। ଆମେରିକା ଦୁଇରୁ ତିନି ସପ୍ତାହ ମଧ୍ୟରେ ଇରାନ ଉପରେ ଏକ ବଡ଼ ଆକ୍ରମଣ କରିବ। ଇରାନର କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ କ୍ଷମତା,

ଋଷିକେଶରୁ ଚୌଦ୍ବାର ଜେଲ ଫେରାରୀ କଏଦୀକୁ ଧରିଲା ପୁଲିସ

୬ ମାସ ପରେ ପୋଲିସକୁ ମିଳିଲା ସଫଳତା । ଋଷିକେଶରୁ ଗିରଫ ହେଲା ଚୌଦ୍ୱାର ସର୍କଲ ଜେଲ ଫେରାର ଥିବା କଏଦୀ । ବିହାରର ରାଜା ସାହାଣୀକୁ ଗିରଫ କରିଛି କମିଶନରେଟ୍ ପୋଲିସର ସ୍ପେଶାଲ ସ୍କ୍ୱାର୍ଡ । ଏକ ମାସ ତଳେ ଆଉ ଜଣେ ଫେରାର ଥିବା କଏଦୀ ମଧୁକାନ୍ତ ରଣାକୁ ଗିରଫ କରିଥିଲା ପୋଲିସ ।ଅଭିଯୁକ୍ତକୁ