Browsing Category
ଆଜିର ଖବର
ଆଇଗିଣିଆ ଆଳୁ ଗଦିରେ କିଲୋ ପିଛା ୩-୫ ଟଙ୍କା । ହେଲେ ଖୁଚୁରା ମାର୍କେଟରେ ୨୦ ଟଙ୍କାରେ ବିକ୍ରି
ହୋଲସେଲ୍ ବଜାରରେ ଆଳୁ ଏବେ ବେଶ୍ ଶସ୍ତା। ୫୦ କେଜି ଆଳୁର ଦର ୨୫୦ରୁ ୩୦୦ ଟଙ୍କା ଭିତରେ। ଅର୍ଥାତ କିଲୋ ପ୍ରତି ହୋଲସେଲ୍ ଦର ମାତ୍ର ୫ରୁ ୬ ଟଙ୍କା। କିନ୍ତୁ ଖୁଚୁରା ବଜାରରେ ଗ୍ରାହକ କିଣୁଛନ୍ତି ୧୨ରୁ ୧୭ ଟଙ୍କାରେ। ତେଣୁ ପ୍ରଶ୍ନ ଉଠୁଛି, ଆଳୁର ହୋଲସେଲ୍ ଓ ଖୁଚୁରା ଦର ଭିତରେ ଏତେ ଫରକ!-->…
ଶିଶୁ ଶ୍ରମିକ ନିରୋଧ ସଚେତନତା କାର୍ଯ୍ୟକ୍ରମ।
ଶିଶୁ ଶ୍ରମିକ ନିରୋଧ ସଚେତନତା କାର୍ଯ୍ୟକ୍ରମ। ବିଶ୍ଵ ଯୁବ କେନ୍ଦ୍ର, ଅନୁଗୋଳ ଦ୍ଵାରା ପରିଚାଳିତ ଆକ୍ସେସ ଟୁ ଜଷ୍ଟିସ ପ୍ରକଳ୍ପ ତରଫରୁ ଦୁଇ ଦିନିଆଁ ଶିଶୁ ଶ୍ରମିକ ନିରାକାରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଅନୁଗୋଳ ମାର୍କେଟ ଠାରୁ ବନରପାଳ ପର୍ଯ୍ୟନ୍ତ ଓ ପାଳଲହଡା ମାର୍କେଟ!-->…
ଜନଗଣନା ତଥ୍ୟ ଆରଟିଆଇ ପରିସରଭୁକ୍ତ ନୁହେଁ
ଭାରତରେ ଆଗାମୀ ଜନଗଣନା ୨୦୨୭ (Census 2027) ର ପ୍ରଥମ ପର୍ଯ୍ୟାୟ ଅର୍ଥାତ୍ ହାଉସ୍-ଲିଷ୍ଟିଂ (Houselisting) ପ୍ରକ୍ରିୟା ଏପ୍ରିଲ୍ ୧, ୨୦୨୬ ରୁ ଆରମ୍ଭ ହେବାକୁ ଯାଉଛି।ଏନେଇ ସୂଚନା ଦେଲେ ଭାରତୀୟ ଜନଗଣନା କମିଶନର ମୃତ୍ୟୁଞ୍ଜୟ କୁମାର ନାରାୟଣନ । କୋର୍ଟ ପାଖରେ ମଧ୍ୟ ପ୍ରମାଣପତ୍ର ଭାବେ!-->…
ଓଡ଼ିଶା ପ୍ରସିଦ୍ଧ ଲଙ୍କାପୋଡ଼ି ଯାତ୍ରାଭରତ ମିଳନ, ବିରାୟୁଧ ବଧ, ବେଢା ପରିକ୍ରମା,
ପଂଚବଟୀ ଭ୍ରମଣଗଣିଆ,-(ବିଶ୍ୱରଂଜନ ସେଠି) ଶ୍ରୀ ରଘୁନାଥ ଜିଉ ମନ୍ଦିର ପ୍ରାଙ୍ଗଣରେ ଶ୍ରୀରାମନବମୀଠାରୁ ଚାଲିଥିବା ଲଙ୍କାପୋଡ଼ି ଯାତ୍ରାର ରବିବାର ଥିଲା ଚତୁର୍ଥ ସଂନ୍ଧ୍ୟା । ବିଧି ଅନୁସାରେ ସକାଳେ ମନ୍ଦିରର ପୂଜାନୀତି ପରେ ରାତ୍ରୀରେ ରାମଲୀଳା ପରିଷଦ କଳାକାରମାନଙ୍କ ଦ୍ୱାରା ନାଟକ ପରିବେଷଣ!-->…
ଗଣିଆରେ ପ୍ରଧାନ ମନ୍ତ୍ରୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମ
ଗଣିଆ -(ବିଶ୍ୱରଂଜନ ସେଠି) ଦଶପଲା ନିର୍ବାଚନ ମଣ୍ଡଳୀର ଗଣିଆ ମଣ୍ଡଳର ୨୨ ନମ୍ବର ବୁଥରେ ପ୍ରଧାନ ମନ୍ତ୍ରୀଙ୍କ ମନ୍କୀ ବାତ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗଣିଆ ବିଜେପି ମଣ୍ଡଳର ବରିଷ୍ଠ ସଦସ୍ୟ ବିଭୁତି ଭୁଷଣ ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ନୟାଗଡ଼ ଜିଲା!-->…
ପିଏମ ଶ୍ରୀ କିଶୋର ଚନ୍ଦ୍ର ନୋଡାଲ ବିଦ୍ୟାପିଠର ବାର୍ଷିକ କ୍ରୀଡ଼ା ଉତ୍ସବ ଓ ବାର୍ଷିକ ଉତ୍ସବ ଉଦଘାଟିତ
ଗଣିଆ (ବିଶ୍ୱରଂଜନ ସେଠି) ସୋମବାର ଗଣିଆସ୍ଥିତ ପିଏମଶ୍ରୀ କିଶୋର ଚନ୍ଦ୍ର ନୋଡାଲ ବିଦ୍ୟାପୀଠରେ ବାର୍ଷିକ କ୍ରୀଡ଼ା ଉତ୍ସବ-୨୦୨୫-୨୬ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ନିହାରବାଳା ରାଉତଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥିଭାବେ ବ୍ଳକ ଶିକ୍ଷା ଅଧିକାରୀ ଲିପ୍ସା ନନ୍ଦଯୋଗଦାନ!-->…
୧ ଏପ୍ରିଲରୁ Hikvision, Dahua ଓ TP-Link ଭଳି ବଡ଼ ବ୍ରାଣ୍ଡର ସିସିଟିଭି କ୍ୟାମେରା ବିକ୍ରି ଉପରେ ରୋକ ଲାଗିପାରେ
ଭାରତରେ ସିସିଟିଭି କ୍ୟାମେରାକୁ ନେଇ ବଡ଼ ନିଷ୍ପତ୍ତି। ଗତ କିଛି ସମୟ ହେବ ଭାରତରେ ସିସିଟିଭିର ସିକ୍ୟୁରିଟିକୁ ନେଇ ପ୍ରଶ୍ନ ଉଠୁଛି। କାରଣ ଅଧିକାଂଶ ସିସିଟିଭି କ୍ୟାମେରା ଖୁବ୍ ବିପଦରେ ରହିଛି। ଏହାର କାରଣ ହେଉଛି ଦୁବଳ ସିକ୍ୟୁରିଟି ଏବଂ ପଲିସି। କାରଣ ଭାରତରେ କମ୍ ସିକ୍ୟୁରିଟି ଥିବା!-->…
ବ୍ୟକ୍ତି ସାମାନ୍ୟ ଯୁକ୍ତିତର୍କ ପରେ ଜଣେ ମହିଳାଙ୍କୁ ନିର୍ମମ ଭାବରେ ହତ୍ୟା, ଫ୍ରିଜରେ ରଖିଲା କଟା ଶରୀର
ବିଶାଖାପାଟଣାରେ ଏକ ଲୋମହର୍ଷଣକାରୀ ଘଟଣା ବର୍ତ୍ତମାନ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ଏଠାରେ ଜଣେ ବ୍ୟକ୍ତି ସାମାନ୍ୟ ଯୁକ୍ତିତର୍କ ପରେ ଜଣେ ମହିଳାଙ୍କୁ ନିର୍ମମ ଭାବରେ ହତ୍ୟା କରିଥିଲେ। କେବଳ ଏତିକି ନୁହେଁ ହତ୍ୟା ପରେ ସେ ମହିଳାଙ୍କ ଶରୀରକୁ ଅନେକ ଖଣ୍ଡ ଖଣ୍ଡ କରି ଏକ ଫ୍ରିଜରେ!-->…
ଲାଞ୍ଚ ନେଇ ଧରା ପଡିଲେ ଟ୍ରେଜେରୀ କର୍ମଚାରୀ
ଲାଞ୍ଚ ନେଇ ଧରା ପଡିଲେ ଟ୍ରେଜେରୀ କର୍ମଚାରୀ । ନୟାଗଡ଼ ଖଣ୍ଡପଡା ସଵ ଟ୍ରେଜେରୀ କର୍ମଚାରୀ ସରୋଜ ସାହୁ । ୩ ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଡି ବସିଲା ଭିଜିଲାନ୍ସ ।ଜଣେ ପେନସନଭୋଗୀଙ୍କ ସପକ୍ଷରେ ପେନସନଭୋଗୀଙ୍କଠାରୁ ୩ ହଜାର ଲାଞ୍ଚ ଦାବି କରିବା ଏବଂ ନେବା ସମୟରେ ଧରାପଡିଛନ୍ତି ।ଲାଞ୍ଚ!-->…
ମହୁ ଚାଷ ପ୍ରଶିକ୍ଷଣ ଶିବିର ସ୍ଥାୟୀ ରୋଜଗାର ଓ ପ୍ରକୃତି କୁ ସୁରକ୍ଷା ଦେବ ମହୁ ଚାଷ।
ଗଣିଆ -( ବିଶ୍ୱରଂଜନ ସେଠି) ନୟାଗଡ଼ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଓ ଉଦ୍ୟାନ କୃଷି ବିଭାଗ ଆନୁକୂଲ୍ୟରେ ବଡ଼ମୂଳ ସାତକୋଶିଆ ସ୍ୟାଣ୍ଡରିଶୋର୍ଟ ପରିସରରେ ସୋମବାର ମହୁ ଚାଷ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଲୋକମାନେ ଘର କାର୍ଯ୍ୟ କରିବା ସହ ମହୁ ଚାଷ କରି କିଭଳି ଆତ୍ମ!-->…
ବିଜେପି ପକ୍ଷରୁ ପାରାଦୀପ ପୌର ପରିଷଦ ୧୧ ନମ୍ୱର୍ ୱାର୍ଡ ରେ ମିଶ୍ରଣ ପର୍ବ
ପାରାଦୀପ ତା 30/3/26 ପାରାଦୀପ ଗୋପାଳ ଜୀଉ କଲୋନୀ ୧୧ ନମ୍ୱର୍ ୱାର୍ଡ ରେ ଭାରତୀୟ ଜନତା ପାର୍ଟି ବିଜେପି ପକ୍ଷରୁ ରବିବାର ଦିନ ମିଶ୍ରଣ ପର୍ବ ମହା ଆଡମ୍ବରରେ ପାଳନ କରାଯାଇ ଥିଲା l ଏଥିରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାର୍ ଙ୍କ ଶିଳ୍ପ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମାନ୍ୟବର!-->…
ଆଉ ୨ ଦିନ ବଢ଼ିପାରେ ଟୋକନ ଅବଧି
ଚାଷୀଙ୍କ ପାଇଁ ବଡ଼ ଅପ୍ଡେଟ୍। ଧାନ ସଂଗ୍ରହ ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ରଙ୍କ ବଡ଼ ସୂଚନା। କାଲି ସୁଦ୍ଧା ଧାନ କିଣା ନେଇ ଡେଡ୍ଲାଇନ୍ ଧାର୍ଯ୍ୟ ହୋଇଥିବା ବେଳେ ଦରକାର ପଡ଼ିଲେ ଆଉ୨ ଦିନ ପର୍ଯ୍ୟନ୍ତ ଅବଧି ବଢ଼ିପାରେ କହିଲେ ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର।ସରକାରୀ ତଥ୍ୟ!-->…