Browsing Category
ଆଜିର ଖବର
ମାଇଁ ହାର୍ଟ ଅର୍ଗାଅନାଇଜେସନ ପକ୍ଷରୁ ଅଙ୍ଗନବାଡି କେନ୍ଦ୍ର ର ଉନ୍ନତିକରଣ ଏବଂ ଶିଶୁ ଓ ମା ମାନଙ୍କର ଯତ୍ନ ସମ୍ପର୍କିତ…
ଜଗତସିଂହପୁର ବ୍ଲକ ପଳାଶୋଳ ପଞ୍ଚାୟତ ମୁକୁନ୍ଦପୁର ଅଙ୍ଗନବାଡି କେନ୍ଦ୍ର ପରିସରରେ ଭୁବନେଶ୍ୱର ସ୍ଥିତ ମାଇଁ ହାର୍ଟ ଅର୍ଗନାଇଜେସନ ପକ୍ଷରୁ ଅଙ୍ଗନବାଡି କେନ୍ଦ୍ର ର ଉନ୍ନତିକରଣ ଏବଂ ଜନ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ମାଇଁ ହାର୍ଟ ଅର୍ଗନାଇଜେସନ ଡାଇରେକ୍ଟର!-->…
ରାଜ୍ୟସଭା ନିର୍ବାଚନ : ମନମୋହନ,ସୁଜିତ,ସନ୍ତୁପ୍ତ ଓ ଦିଲ୍ଲୀପ ବିଜୟୀ
ଓଡ଼ିଶାରେ ସୋମବାର ଅନୁଷ୍ଠିତ ରାଜ୍ୟସଭା ନିର୍ବାଚନରେ ଶାସକ ଭାରତୀୟ ଜନତା ପାର୍ଟି (ଭାଜପା) ବଡ଼ ସଫଳତା ହାସଲ କରିଛି। ବାଜି ମାରିଲେ ବିଜେପିର ମନମୋହନ ସାମଲ, ସୁଜିତ କୁମାର ଓ ସ୍ବାଧୀନ ପ୍ରାର୍ଥୀ ଦିଲୀପ ରାୟ । ଅନ୍ୟପଟେ ବିଜେଡ଼ିର ସନ୍ତୁପ୍ତ ମିଶ୍ର ମଧ୍ୟ ବିଜୟୀ ହୋଇଛନ୍ତି।!-->…
କଳାଶିମିଳି ଗ୍ରାମରେ ଲିଙ୍ଗରାଜ ମନ୍ଦିର ରତ୍ନମୁଦ ଉତ୍ସବ
ଗଣିଆ (ବିଶ୍ୱରଂଜନ ସେଠି) ଗଣିଆ ବ୍ଳକ ଅନ୍ତର୍ଗତ କରଡ଼ାପଡ଼ା ପଂଚାୟତର କଳାଶିମିଳି ଗ୍ରାମରେ ଅବସ୍ଥିତ ପୁରାତନ ବାବା ଲିଙ୍ଗରାଜ ଦେବଙ୍କ ନୂତନ ମନ୍ଦିର ରତ୍ନମୁଦ ଉତ୍ସବ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୯ମୌଜାର ଶତାଧିକ ଶ୍ରଦ୍ଧାଳୁ ଉପସ୍ଥିତ ରହି ଠାକୁରଙ୍କ!-->…
ଏକ ଦିବସୀୟ ମହୁଚାଷ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ
ଗଣିଆ ( ବିଶ୍ୱରଂଜନ ସେଠି): ଇନଟ୍ରିନସିକ୍ ହୋପ ଫାଉଣ୍ଡେସନ ତରଫରୁ ଛାମୁଣ୍ଡିଆ ପଞ୍ଚାୟତ ବଡ଼ମୂଳସ୍ଥିତ ଆଇ ହୋପ୍ ଫାଉଣ୍ଡେସନ ଅଫିସ୍ ପରିସରରେ ଏକ ଦିବସୀୟ ଉନ୍ନତ ଜ୍ଞାନ କୌଶଳ ପଦ୍ଧତିରେ ମହୁଚାଷ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇ ଯାଇଛି। ଶୁଦ୍ଧ ମହୁ ସଂଗ୍ରହ ପାଇଁ କିଭଳି ଭାବେ!-->…
ଗିରିଜା ବଳୀୟାରସିଂହ ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର
ବିଶିଷ୍ଟ କବି ଗିରିଜା କୁମାର ବଳୀୟାରସିଂହ ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର । କବିତା ପୁସ୍ତକ 'ପାଦପୂରଣ' ପାଇଁ ୨୦୨୫ ମସିହା ନିମନ୍ତେ ସମ୍ମାନ ଜନକ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ସେ ମନୋନୀତ ହୋଇଛନ୍ତି । ୨୦୨୦ ମସିହାରେ ପ୍ରକାଶିତ ଗିରିଜା କୁମାର!-->…
ପିଏନଜି କନେକ୍ସନ୍ ନେଲେ ଏଲପିଜି ଉପଭୋକ୍ତାଙ୍କୁ ୫୦୦ ଟଙ୍କା ରିହାତି
ଦେଶରେ ଗ୍ୟାସ ଯୋଗାଣକୁ ସୁବ୍ୟବସ୍ଥିତ କରିବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ବ୍ୟବସାୟିକ LPG ସିଲିଣ୍ଡର ବଦଳରେ ଏବେ ‘ପାଇପ୍ଡ ନ୍ୟାଚୁରାଲ ଗ୍ୟାସ’ ବା PNG ବ୍ୟବହାର କରିବାକୁ ଗ୍ରାହକମାନଙ୍କୁ ପରାମର୍ଶ ଦିଆଯାଇଛି। କେବଳ ସେତିକି ନୁହେଁ, ନୂଆ PNG ସଂଯୋଗ ନେଲେ!-->…
ଆକ୍ସନ ମୋଡ୍ରେ ନିର୍ବାଚନ କମିଶନ: ପଶ୍ଚିମବଙ୍ଗ ଡିଜିପିଙ୍କ ସମେତ ୪ ଆଇପିଏସ ଅଫିସରଙ୍କୁ ବଦଳି
ପଶ୍ଚିମବଙ୍ଗରେ ନିର୍ବାଚନ ତାରିଖ ଘୋଷଣା ହୋଇଛି। ଏବେ ପୁରା ଆକ୍ଟିଭରେ ନିର୍ବାଚନ କମିଶନ। ଘୋଷଣା ମାତ୍ର ଦିନକ ଭିତରେ ପୋଲିସ ବିଭାଗରେ ବଡ଼ ଧରଣର ଅଦଳବଦଳ କରିଛନ୍ତି। ପଶ୍ଚିମବଙ୍ଗର ମୁଖ୍ୟ ସଚିବ ଏବଂ ଗୃହ ସଚିବଙ୍କୁ ବଦଳି କରିବା ପରେ ନିର୍ବାଚନ କମିଶନ ଏବେ ଚାରି ଜଣ ବରିଷ୍ଠ ପୋଲିସ!-->…
ଏସସିବି ମେଡିକାଲ ଅଘଟଣର ତଦନ୍ତ ଆରମ୍ଭ – ଅଗ୍ନିଶମ ଡିଜି
ରାଜ୍ୟ ସରକାରଙ୍କ ନିର୍ଦେଶ କ୍ରମେ ଅଗ୍ନିଶମ ବିଭାଗ ବିଭିନ୍ନ ମେଡିକାଲରେ ଅଗ୍ନି ନିର୍ବାପକ ବ୍ୟବସ୍ଥାର ଯାଞ୍ଚ କରିଛି ବୋଲି ସୂଚନା ଦେଇଛନ୍ତି ଅଗ୍ନିଶମ ଡିଜି ।ଅଗ୍ନିଶମ ବିଭାଗର ମହା ନିର୍ଦ୍ଦେଶକ ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି ଯେ,"ରାଜ୍ୟ ସରକାର ନ୍ୟାୟିକ ଯାଞ୍ଚର ଆଦେଶ ଦେଇଛନ୍ତି ।!-->…
ବିଧାୟକଙ୍କ କ୍ରସ୍ ଭୋଟିଂ! ଜାଣନ୍ତୁ ସମ୍ପୂର୍ଣ୍ଣ ଖବର
ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟିଂକୁ ନେଇ ରାଜନୀତି ସରଗରମ । ଖାଲି କଂଗ୍ରେସ ନୁହେଁ, ବିଜେଡିରୁ ବି ହୋଇଛି କ୍ରସ ଭୋଟିଂ । ୨୦୧୬ ରାଜ୍ୟସଭା ନିର୍ବଚନରେ ମୋଟ ୧୧ ବିଧାୟକଙ୍କ କ୍ରସ୍ ଭୋଟିଂ ହୋଇଥିବା ଜଣାଯାଇଛି ।ତେବେ ଦିଲ୍ଲୀପ ରାୟ ଏବଂ ଦତ୍ତେଶ୍ବର ହୋତାଙ୍କ ମଧ୍ୟରେ ଚତୁର୍ଥ ଆସନ ପାଇଁ!-->…
CPET ପରୀକ୍ଷା ଆବେଦନ ପାଇଁ ସମୟ ସୀମା ବୃଦ୍ଧି
Common PG Entrance Test (CPET) ପରୀକ୍ଷା ପାଇଁ ଆବେଦନ କରିବାର ସମୟ ସୀମା ବୃଦ୍ଧି। ଆବେଦନର ସମୟ ସୀମାକୁ ମାର୍ଚ୍ଚ ୧୮ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।CPET ପରୀକ୍ଷା ପାଇଁ ଆଗ୍ରହୀ ଥିବା ଛାତ୍ରଛାତ୍ରୀମାନେ ମାର୍ଚ୍ଚ ୧୮ ତାରିଖ!-->…
କମିଲା ସୁନା ଏବଂ ରୁପା ଦର
ଆଜି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୫୯,୧୭୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ହଜାର ୧,୪୫,୯୦୦ ଟଙ୍କାକୁ ପହଞ୍ଚିଛି । ଅନ୍ୟପଟେ ରୁପା ମୂଲ୍ୟ କିଲୋ ପିଛା ୨,୭୦,୦୦୦ ଟଙ୍କା ହୋଇଛି । ତେବେ ଗତ ଫେବ୍ରୁଆରୀ ୨୮ ତାରିଖରେ ଆମେରିକା ଏବଂ!-->…
SCB ଅଗ୍ନିକାଣ୍ଡ: ପ୍ରଧାନମନ୍ତ୍ରୀଙ୍କୁ ଫୋନ୍ କଲେ ମୁଖ୍ୟମନ୍ତ୍ରୀ
କଟକ ବଡ଼ ମେଡିକାଲରେ ଭୟାବହ ଅଗ୍ନିକାଣ୍ଡରେ ଯାଇଛି ୧୦ ଜଣଙ୍କ ଜୀବନ । ଅଗ୍ନିକାଣ୍ଡରେ ଅନେକ ଗୁରୁତର ହୋଇଥିବା ସୂଚନା ରହିଛି । ତେବେ ସେମାନଙ୍କର ଚିକିତ୍ସା ଜାରି ରହିଛି । ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବା ଆଶଙ୍କା କରାଯାଉଛି ।କଟକ ଏସସିବି ଅଗ୍ନିକାଣ୍ଡ ଘଟଣାକୁ ନେଇ ମୋହନ ମାଝୀଙ୍କ ସହ କଥା!-->…