Browsing Category

ଆଜିର ଖବର

ପିଏମ୍ ମୋଦୀଙ୍କ ନିବେଦନ, କମିଗଲା ସୁନାର ଚାହିଦା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ସୁନା ନ କିଣିବା ପାଇଁ ପୁଣିଥରେ ନିବେଦନ କରିଛନ୍ତି ।ତଥ୍ୟ ଅନୁସାରେ, ଅଗଷ୍ଟ ମାସରେ ଭାରତର ସୁନା ଆମଦାନୀ ବାର୍ଷିକ ଆଧାରରେ ପ୍ରାୟ ୩୦ ପ୍ରତିଶତ ହ୍ରାସ ପାଇଛି। ଏହି ହ୍ରାସକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହୱାନ ସହିତ ସରକାରଙ୍କ

୯ ତାରିଖରେ ଲୋକଭବନ ସମ୍ମୁଖରେ ବିଜେଡିର ଧାରଣା

୯ ତାରିଖରେ ଲୋକଭବନ ସମ୍ମୁଖରେ ବିଜେଡିର ଧାରଣା । MMDR ଆକ୍ଟ ୨୦୨୬ ସଂଶୋଧନ ବିରୋଧରେ ସେପ୍ଟେମ୍ବର ୯ ତାରିଖରେ ଲୋକଭବନ ସମ୍ମୁଖରେ ଧାରଣା ଦେବ। ଦିନ ୧୦ଟା ବେଳେ ଆନ୍ଦୋଳନ ସହ ରାଜ୍ୟ ସରକାରଙ୍କ ରାଜ୍ୟ ସ୍ବାର୍ଥ ବିରୋଧୀ ଆଭିମୂଖ୍ୟ ନେଇ ପ୍ରତିବା କରିବେ। ଏହି ପ୍ରତିବାଦ ସମୟରେ ବିଜେଡି

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଦୁଇ ରାଜସ୍ୱ ଅଧିକାରୀ

ଭିଜିଲାନ୍ସ ଜାଲରେ RI ଆଉ ARI । ୩୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ି ବସିଲା ଭିଜିଲାନ୍ସ । ଜମି ମ୍ୟୁଟେସନ୍ ପାଇଁ ନେଉଥିଲେ ଲାଞ୍ଚ ।ଚାଷ ଜମିକୁ ଘରବାଡ଼ି ଜମିରେ ପରିବର୍ତ୍ତନ ପାଇଁ ମ୍ୟୁଟେସନ୍ ମାମଲାର ତଦନ୍ତ ରିପୋର୍ଟ ପ୍ରସ୍ତୁତ ଓ ଫାଇଲ ଅଗ୍ରସର କରିବା ପାଇଁ ଆବେଦନକାରୀଙ୍କୁ ଦୁଇ

ବିଭିନ୍ନ ସ୍କୁଲ୍ ରେ ସଚେତନତା କାର୍ଯ୍ୟ କ୍ରମ ଅନୁଷ୍ଠିତ

ବଅଁରପାଳ: ,ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅରା ହାଟ,ସ୍କୁଲ୍ ବଉଳିଗୋଡ଼ କଙ୍କିନାଳି, ପୁରୀକିଆ ଠାରେ ସ୍କୁଲ୍ ସଚେତନତା କରାଯାଇଛି ବିଶ୍ଵ ଯୁବ କେନ୍ଦ୍ର ବଣୀନାଳୀ ଅନୁଗୋଳ ଦ୍ୱାରା ପରିଚାଳିତ ଜଷ୍ଟ ରାଇଟ ଫର୍ ଚିଲଡ୍ରେନ୍ ପ୍ରୋଗ୍ରାମ ଅନୁଷ୍ଠିତ ହୋଇଯାଇଛି l କାର୍ଯ୍ୟ କ୍ରମ ରେ ଶିକ୍ଷକ

ଗଣିଆରେ ବ୍ଲକ ସ୍ତରୀୟ ଜନଅଭିଯୋଗ ଶୁଣାଣି ଶିବିର

ଗଣିଆ - (ବିଶ୍ୱରଞ୍ଜନ ସେଠି ) ଗଣିଆ ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ବ୍ଲକ ସ୍ତରୀୟ ଜନଅଭିଯୋଗ ଶୁଣାଣି ଶିବିର ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ବିଡ଼ିଓ ଲାବଣ୍ୟନ୍ଦୁ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଗଣିଆ ଗୋଷ୍ଠୀ ସ୍ଵାଥ୍ୟ ଅଧିକାରୀ ମଧୁସୂଦନ ଦାସ, ଅତିରିକ୍ତ ତହସିଲଦାର ରମେଶ

ବଦଳିଲା ଗ୍ୟାସ ସିଲିଣ୍ଡର ବୁକିଂ ନିୟମ: ଏଣିକି ଏତିକି ଦିନରେ ମିଳିବ

ଏଲପିଜି ଗ୍ରାହକଙ୍କ ପାଇଁ ଆସିଛି ଖୁସି ଖବର । ଗ୍ରାମାଞ୍ଚଳରେ ଗ୍ୟାସ୍ ସିଲିଣ୍ଡର ପୁନଃ ବୁକିଂ ପାଇଁ ଆଉ ୪୫ ଦିନ ଦୀର୍ଘ ଅପେକ୍ଷା କରିବାକୁ ପଡ଼ିବ ନାହିଁ । ଏବେ ଗ୍ରାହକମାନେ ମାତ୍ର ୨୫ ଦିନ ମଧ୍ୟରେ ଦ୍ୱିତୀୟ ସିଲିଣ୍ଡର ବୁକ୍ କରିପାରିବେ । କେନ୍ଦ୍ର ସରକାର ଏହି ପୁରୁଣା କଟକଣାକୁ କୋହଳ

ଗ୍ରାମ ସ୍ତରୀୟ ଶିଶୁ ସୁରକ୍ଷା ଓ କଲ୍ୟାଣ ବୈଠକ ଅନୁଷ୍ଠିତ

କିଶୋରନଗର: ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକ ଅନ୍ତର୍ଗତ ବିଲେଇନାଳୀ ଗ୍ରାମପଞ୍ଚାୟତର ଭେଜିଗୋଠା ଗ୍ରାମରେ ବିଶ୍ୱ ଯୁବ କେନ୍ଦ୍ର, ବଣୀନାଳୀ, ଅନୁଗୋଳ ଦ୍ୱାରା ପରିଚାଳିତ ‘ଜଷ୍ଟ ରାଇଟ୍ ଫର୍ ଚିଲଡ୍ରେନ୍’ ପକ୍ଷରୁ ଗ୍ରାମ ସ୍ତରୀୟ ଶିଶୁ ସୁରକ୍ଷା ଓ କଲ୍ୟାଣ ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି

ଚାଷୀ ପଞ୍ଜୀକରଣର ଆଜି ଶେଷ ତାରିଖ: ଆଉ ଅବଧି ବଢ଼ିବ ନାହିଁ- ସମବାୟ ମନ୍ତ୍ରୀ

ଧାନ କିଣାରେ ରେକର୍ଡ । 21.42 ଲକ୍ଷ ଚାଷୀଙ୍କ ପଞ୍ଜୀକରଣ ହୋଇ ସାରିଥିବା ବେଳେ ଯେଉଁମାନେ କରିନାହାନ୍ତି, ସେମାନଙ୍କ ପାଇଁ ଆଜି ରାତି ଗୋଟାଏ ଯାଏଁ ଶେଷ ସୁଯୋଗ ରହିଛି । ହେଲେ ଆଉ ଅବଧି ବଢ଼ିବ ନାହିଁ ବୋଲି କହିଛନ୍ତି, ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ lରବିବାର ସୁଦ୍ଧା ରାଜ୍ୟର ୨୧.୪୨

ଛାତିଥରା ହତ୍ୟାକାଣ୍ଡ; ସ୍ତ୍ରୀଙ୍କ ମୁଣ୍ଡକୁ କାଟି ଫ୍ରିଜରେ ରଖିଲେ ସ୍ବାମୀ

ଆସାମର ଗୁଆହାଟୀରୁ ସାମ୍ନାକୁ ଆସିଛି ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ । ବିବାହର ମାତ୍ର କିଛି ମାସ ପରେ ୨୫ ବର୍ଷୀୟା ରିୟା ତାଲୁକଦାରଙ୍କ ମୃତଦେହ ତାଙ୍କ ଘରୁ ଉଦ୍ଧାର ହୋଇଛି । ତାଙ୍କ ମୁଣ୍ଡକୁ କାଟି ଏକ ପଲିଥିନ୍‌ ବ୍ୟାଗ୍‌ରେ ରଖି ଫ୍ରିଜ୍‌ରେ ଲୁଚାଇ ରଖାଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି

 ସେପ୍ଟେମ୍ବର ୧୫ରୁ ଅକ୍ଟୋବର ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଅଗ୍ନି ସୁରକ୍ଷା ଯାଞ୍ଚ କରାଯିବ 

ରାଜ୍ୟରେ ଧନଜୀବନକୁ ସୁରକ୍ଷିତ ଏବଂ ଅଗ୍ନି ଦୁର୍ଘଟଣାକୁ ଏଡ଼ାଇବା ପାଇଁ ରାଜ୍ୟ ସରକାର ଅଗ୍ନି ନିରାପତ୍ତା ନିୟମକୁ ଅଧିକ କଡ଼ାକଡ଼ି କରିଛନ୍ତି । ସେପ୍ଟେମ୍ବର ୧୫ରୁ ଅକ୍ଟୋବର ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଅଗ୍ନି ସୁରକ୍ଷା ଯାଞ୍ଚ କରାଯିବ ବୋଲି ଫାୟାର ଅଫିସର ଦେବେନ୍ଦ୍ର ସୂଚନା

ଗ୍ରାମ ସ୍ତରୀୟ ଶିଶୁ ସୁରକ୍ଷା ଓ କଲ୍ୟାଣ ବୈଠକ ଅନୁଷ୍ଠିତ

କିଶୋରନଗର: ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକ ଅନ୍ତର୍ଗତ ଉରୁକୁଳା ଗ୍ରାମପଞ୍ଚାୟତର ସେରେଣ୍ଡା ଗ୍ରାମରେ ବିଶ୍ୱ ଯୁବ କେନ୍ଦ୍ର, ବଣୀନାଳୀ, ଅନୁଗୋଳ ଦ୍ୱାରା ପରିଚାଳିତ ‘ଜଷ୍ଟ ରାଇଟ୍ ଫର୍ ଚିଲଡ୍ରେନ୍’ ପକ୍ଷରୁ ଗ୍ରାମ ସ୍ତରୀୟ ଶିଶୁ ସୁରକ୍ଷା ଓ କଲ୍ୟାଣ ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ

ସୁପ୍ରିମକୋର୍ଟରେ ପୁଣି ଡିଜିପି ନିଯୁକ୍ତି ଶୁଣାଣି ଘୁଞ୍ଚିଲା, ଆସନ୍ତା ୧୬ ତାରିଖ ପାଇଁ ଦିନଧାର୍ଯ୍ୟ

ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ ନିଯୁକ୍ତି ପ୍ରକ୍ରିୟାକୁ ନେଇ ଲାଗିରହିଛି ଦ୍ୱନ୍ଦ । ଏହାରି ଭିତରେ ସୁପ୍ରିମକୋର୍ଟରେ ଡିଜିପି ନିଯୁକ୍ତି ଶୁଣାଣି ପୁଣି ଘୁଞ୍ଚିଲା । ଆସନ୍ତା ୧୬ ତାରିଖରେ ଶୁଣାଣି ପାଇଁ ଦିନଧାର୍ଯ୍ୟ । ଏନେଇ ସୂଚନା ଦେଲେ ବରିଷ୍ଠ ଆଇନଜୀବୀ ସଂଗ୍ରାମ ପଟ୍ଟନାୟକ