Browsing Category
ଆଜିର ଖବର
ବଦଳିବ ଦଶମ ପାଠ୍ୟକ୍ରମ, ଦଶମ-ଦ୍ୱାଦଶ ହେବ ଗୋଟିଏ ବୋର୍ଡ
ବଦଳିବ ଦଶମ ପାଠ୍ୟକ୍ରମ । ଦ୍ଵାଦଶ ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ । ମୁକ୍ତ ବିଦ୍ୟାଳୟରେ ହେବ ଯୁକ୍ତ ଦୁଇ ପାଠ୍ୟକ୍ରମ । ୧୮ ବର୍ଷ ଯାଏଁ ମୁକ୍ତ ବିଦ୍ୟାଳୟରେ ମିଳିବ ମାଗଣା ଶିକ୍ଷା । ମାଗଣା ଡିଜିଟାଲ ଶିକ୍ଷା ପାଇଁ ସିଏଚଏସଇକୁ ନିର୍ଦ୍ଦେଶ । ଓଡ଼ିଆରେ ଯୁକ୍ତ ୨ ବାଣିଜ୍ୟ ଓ ବିଜ୍ଞାନ!-->…
ଦିଲ୍ଲୀ ଗସ୍ତରେ ମନମୋହନ ସାମଲ
ଦିଲ୍ଲୀ ଗସ୍ତରେ ଯାଇଛନ୍ତି ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ। ରାଜ୍ୟ ଭାଜପାର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଶେଷ ହେବା ପରେ ତାଙ୍କର ଏହି ଦୁଇଦିନିଆ ଦିଲ୍ଲୀ ଗସ୍ତକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି।ରାଜ୍ୟ କାର୍ଯ୍ୟକାରିଣୀରେ ହୋଇଥିବା ନିଷ୍ପତ୍ତି ନେଇ!-->…
ନନ୍ଦନକାନନରେ ଖୁସିର ଖବର! ୨ ଶାବକଙ୍କୁ ଜନ୍ମ ଦେଲା ସିଂହୀ ମାୟା
ନନ୍ଦନକାନନ ପ୍ରାଣୀ ଉଦ୍ୟାନର ସିଂହୀ ମାୟାର ପ୍ରଥମ ଗର୍ଭରୁ ଶିବମ୍ ମିଳନରୁ ୨ ଶାବକ ଜନ୍ମ ନେଇଛନ୍ତି । ଆଗକୁ ଜନ୍ମ ସଂଖ୍ୟା ଆହୁରି ବଢିବା ଆଶା କରାଯାଉଛି ।ସୂଚନା ଅନୁସାରେ, ବାରଙ୍ଗସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ସିଂହୀ ମାୟା ଦୁଇଟି ଶାବକଙ୍କୁ ଜନ୍ମ ଦେଇଛି । ନୂଆ ଅତିଥିଙ୍କ!-->…
ରନୱେରୁ ବାହାରିଗଲା କାର୍ଗୋ ବିମାନ, ୫ ମୃତ, ୫ ଜଣ ଆହତ
ଆମେରିକାର ମିଆମିରେ ଭୟଙ୍କର ବିମାନ ଦୁର୍ଘଟଣା ।ରନୱେରୁ ବାହାରିଗଲା କାର୍ଗୋ ବିମାନ । ଆମାଜନ ପ୍ରାଇମ ଏୟାରର କାର୍ଗୋ ବିମାନ ରନୱେରୁ ବାହାରକୁ ଚାଲିଯିବା ଫଳରେ ୫ ଜଣଙ୍କ ମୃତ୍ୟୁ ଏବଂ ୫ ଜଣ ଆହତ ହୋଇଛନ୍ତି । ଦୁର୍ଘଟଣାରେ 21 Air Flight 7598 ନାମକ ୩୨ ବର୍ଷ ପୁରୁଣା ବୋଇଂ ମାଲବାହୀ!-->…
ନିଶା ମହାରଣାଙ୍କୁ ଚେୟାର ମାଡ଼, ଆପତ୍ତି ଜନକ ଦୃଶ୍ୟ କରୁଥିଲେ ପରିବେଷଣ
ଯାତ୍ରାରେ ଏବେ ଟ୍ରେଣ୍ଡ ଚାଲିଛି ଚେୟାର ମାଡ । ଆପତ୍ତିଜନକ ଦୃଶ୍ୟ ପରିବେଷଣ ପାଇଁ ଦର୍ଶକମାନେ କଳାକାରଙ୍କୁ ବିରୋଧ କରୁଛନ୍ତି । ଏହାସହ ଚେୟାର ଫିଙ୍ଗି ପ୍ରତିବାଦ କରିଛନ୍ତି। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ନିଶା ମହାରଣାଙ୍କ ସହ ।ଗତକାଲି ଆଠଗଡ କଇଥ ଛକ ଠାରେ ଯାତ୍ରା ଚାଲିଥିଲା । ନୂଆ!-->…
ପିଆଜ ଦରରେ ନିଆଁ, ଖୁଚୁରା ବଜାରରେ ୭୦ ଛୁଇଁଲା ରେଟ
ରାଜ୍ୟରେ ପିଆଜ ଦରରେ ନିଆଁ ! ଖୁଚୁରା ବଜାରରେ ଦର ୭୦ ଛୁଇଁଲା ।ରାଜଧାନୀରେ ପିଆଜ ଖୁଚୁରା ଦର କିଲୋଗ୍ରାମ୍ ପିଛା ୫ ଟଙ୍କା ବୃଦ୍ଧି ପାଇ ୬୦ ଟଙ୍କାରେ ପହଞ୍ଚିଛି । ଏହା ଖାଉଟିଙ୍କ ଚିନ୍ତା ବଢ଼ାଇ ଦେଇଛି । କୁବେରପୁରୀ ପାଇକାରୀ ବଜାରରେ ପିଆଜ ଦର ପୂର୍ବରୁ ୨୦ରୁ ୨୨ ଟଙ୍କାରେ ବିକ୍ରି!-->…
ପାହାଡ଼ ଉପରେ ଫସିଗଲେ ଛାତ୍ର, ୨ ଘଣ୍ଟା ପରେ ଉଦ୍ଧାର କଲା ଅଗ୍ନିଶମ ବାହିନୀ
ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟର ଯୁକ୍ତ ତିନି କମର୍ସର ଦ୍ବିତୀୟ ବର୍ଷର ଛାତ୍ର ଆଦିତ୍ୟ ବୁଲିବାକୁ ଯାଇ ରୁଖି ପାହାଡ ଜଙ୍ଗଲ ମଧ୍ୟରେ ଫସି ରହିଥିଲା । ସନ୍ଧ୍ୟା ହୋଇଯିବାରୁ ପାହାଡ଼ରୁ ଆଉ ଫେରି ପାରିନଥିଲେ। ଆଦିତ୍ୟ ତାଙ୍କ ଭାଇଙ୍କୁ ଏ ସମ୍ପର୍କରେ ଫୋନରେ ଜଣାଇଥିଲେ । ପରେ ଆଦିତ୍ୟଙ୍କ!-->…
ଆସୁଛି ଆଉ ଏକ ଲଘୁଚାପ, ୮ରେ ଘୂର୍ଣ୍ଣିିବଳୟ ସମ୍ଭାବନା
ଆସନ୍ତା ୮ ତାରିଖରେ ଉତ୍ତର ଓଡ଼ିଶା ଉପରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଏହା ଲଘୁଚାପ ରୂପ ନେବାର ସମ୍ଭାବନା କମ୍ । କିନ୍ତୁ ଏହା ପ୍ରଭାବରେ ୧୧ ତାରିଖ ଯାଏ ରାଜ୍ୟରେ ଭାରୀ ବର୍ଷା ହେବ । ବର୍ତ୍ତମାନ ବର୍ଷାର ପରିମାଣ ଓ ବିସ୍ତାର କମ ଥିବା ବେଳେ ଆଗାମୀ ୩ ଦିନ ଯାଏ ହାଲୁକାରୁ ମଧ୍ୟମ ଧରଣର!-->…
ସାରସ୍ୱତ ସେବାମଞ୍ଚ ପକ୍ଷରୁ ରାଜ୍ୟ ସ୍ତରୀୟ ଶିକ୍ଷକ ସମ୍ବର୍ଦ୍ଧନା ଉତ୍ସବ
ମାହାଙ୍ଗା -୬/୯ ସାରସ୍ୱତ ସେବାମଞ୍ଚ ମାହାଙ୍ଗା ପକ୍ଷରୁ ରାଜ୍ୟ ସ୍ତରୀୟ ଗୁରୁ ଗୌରବ ସମ୍ମାନ ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ରାଜ୍ୟର ବିଭିନ୍ନ ବିଦ୍ୟାଳୟରୁ ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା l ଡକ୍ଟର ଭାବଗ୍ରାହୀ ରାଉତଙ୍କ!-->…
ଜାମୁସାହିକୁ ସ୍ୱତନ୍ତ୍ର ପରିଚୟ ଦେଇଛି ବାଇଗଣ ଚାଷ
-ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଅନ୍ତର୍ଗତ ଦେଉଳି ଗ୍ରାମପଞ୍ଚାୟତର ଜାମୁସାହି |ଏହାର କାର୍ଯ୍ୟପନ୍ଥା ଜିଲ୍ଲାରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି |ଜାମୁସାହିର ପ୍ରସିଦ୍ଧ ବାଇଗଣ ସମସ୍ତ ବାଇଗଣଠୁ ନିଆରା ଏବଂ ସ୍ୱାଦଯୁକ୍ତ |ଏହି ବାଇଗଣ ଯୋଗୁଁ ଜାମୁସାହିର ସମସ୍ତ ଚାଷୀମାନେ ନିର୍ଭର!-->…
ବାଜା ବାଣ ରୋଷଣୀରେ କୁଜଙ୍ଗ ସାର୍ବଜନୀନ ଦୁର୍ଗାପୂଜା ପାଇଁ ମାଟି ଅନୁକୂଳ
କୁଜଙ୍ଗ ତ 5/9/26 ପ୍ରତିବର୍ଷ ପରି ଚଳିତ ବର୍ଷ ପବିତ୍ର ନନ୍ଦୋତ୍ସବ ଅବସରରେ ଜଗତଜନନୀ ମା' ଦୁର୍ଗାଦେବୀଙ୍କ ମୂର୍ତ୍ତି ନିର୍ମାଣ ପାଇଁ ମାଟି ଅନୁକୂଳ କରାଯାଇଛି। ଆଜି ସାର୍ବଜନୀନ ଦୁର୍ଗାପୂଜା କମିଟି ପକ୍ଷରୁ କୁଜଙ୍ଗ ସ୍ଥିତ ଶନି ମନ୍ଦିର ନିକଟସ୍ଥ ମହାନଦୀ ଘାଟରୁ ପୂଜାର୍ଚନା ପୂର୍ବକ ମାଟି!-->…
ଇରାନ ଉପରେ ପୁଣି ହେବ ବଙ୍କର-ବଷ୍ଟର ବୋମା ଆକ୍ରମଣ : ଟ୍ରମ୍ପ
ରାନ ମଧ୍ୟରେ ପୁଣି ଥରେ ଉତ୍ତେଜନା ଚରମରେ ପହଞ୍ଚିଛି। ଏହା ମଧ୍ୟରେ ଆମେରିକା ଇରାନର ପ୍ରମୁଖ ତୈଳ କେନ୍ଦ୍ର ଖାର୍ଗ ଦ୍ଵୀପ ନିକଟରେ ବଡ଼ ଧରଣର ହମଲା କରିଛି। ଏହାର ସୂଚନା ଖୋଦ୍ ଇରାନର ମିଡିଆ ଦେଇଛନ୍ତି। ସୂଚନା ମୁତାବକ ଖାର୍ଗ ଦ୍ଵୀପ ନିକଟରେ ଜୋରଦାର ବିସ୍ଫୋରଣ ଶବ୍ଦ ଶୁଣିବାକୁ ମିଳିଛି।!-->…