Browsing Category
ଆଜିର ଖବର
ରାଜ୍ୟସଭା ପାଇଁ ମୁଁ ସ୍ୱାଧୀନ ପ୍ରାର୍ଥୀ : ଦିଲ୍ଲୀପ ରାୟ
ଆଜି ଭାଜପା ତରଫରୁ ରାଜ୍ୟ ସଭାପତି ମନମୋହନ ସାମଲ ଓ ସୁଜିତ କୁମାରଙ୍କ ନାମ ମଧ୍ୟ ଘୋଷଣା କରିଛି । ଏସବୁ ଭିତରେ ଦିଲୀପ ରାୟ ବଡ଼ ଘୋଷଣା କରିଛନ୍ତି।ସ୍ୱାଧୀନ ପ୍ରାର୍ଥୀ ହେବା ନେଇ ବରିଷ୍ଠ ନେତା ଦିଲୀପ ରାୟ ଘୋଷଣା କରିଛନ୍ତି। ସେ ୫ ତାରିଖରେ ନାମାଙ୍କନ ଭରିପାରନ୍ତି। ଏନେଇ ଦିଲୀପ କହିଛନ୍ତି,!-->…
ରାଜ୍ୟସଭା ପାଇଁ ମନମୋହନ ସାମଲ, ସୁଜିତ କୁମାର ବିଜେପି ପ୍ରାର୍ଥୀ
ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ରାଜ୍ୟସଭା ପାଇଁ ୨ ଜଣ ପ୍ରାର୍ଥୀ ଘୋଷଣା କଲା ବିଜେପି । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ ସୁଜିତ କୁମାର ବିଜେପିର ରାଜ୍ୟସଭା ପ୍ରାର୍ଥୀ ହୋଇଛନ୍ତି । ତେବେ ବଡ କଥା ଚତୁର୍ଥ ଆସନକୁ ନେଇ ଦ୍ୱନ୍ଦ୍ୱ ଉପୁଜିଛି । ବିଜେପିର!-->…
ଖାମେନେଇଙ୍କ ମୃତ୍ୟୁରେ ଚୁପ୍ କାହିଁକି ଭାରତ ? ସୋନିଆ ଗାନ୍ଧୀଙ୍କ ପ୍ରଶ୍ନ
ଆମେରିକା ଓ ଇସ୍ରାଏଲ ପକ୍ଷରୁ ଇରାନ ଉପରେ କରାଯାଉଥିବା ଆକ୍ରମଣ ଏବଂ ସର୍ବୋଚ୍ଚ ନେତା ଆୟାତୋଲ୍ଲା ସୟଦ ଅଲି ହୋସେନି ଖେମିନିଙ୍କ ହତ୍ୟା ପରେ ମଧ୍ୟପ୍ରାଚ୍ୟରେ ପରିସ୍ଥିତି ଭୟଙ୍କର ରହିଛି। ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଇରାନ ଉପରେ ମିଳିତ ଆକ୍ରମଣ ଓ ଭାରତ ସରକାରଙ୍କ ନୀରବତାକୁ!-->…
କଟକରେ ହୋଲି ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି
ହୋଲି ପାଳନ ବେଳେ ଆଇନଶୃଙ୍ଖଳା ବିଗିଡି଼ବାର ଆଶଙ୍କା ରହିଛି । ସାଙ୍ଗସାଥୀଙ୍କ ସହ ଭୋଜିଭାତ ଓ ସେଲିବ୍ରେସନରୁ ଗଣ୍ଡଗୋଳ, ଗୋଷ୍ଠୀ ସଂଘର୍ଷର ନଜିର୍ ରହିଛି । ଏକ ଆନନ୍ଦ ଓ ଉହ୍ଲାସର ପର୍ବରେ ଯେକୌଣସି ଅଘଟଣକୁ ଏଡ଼ାଇବା ପାଇଁ ରାଜଧାନୀରେ ପୁଲିସ ସୁରକ୍ଷାକୁ କଡ଼ାକଡ଼ି କରିବ । ପ୍ରାୟ ୩୧ ପ୍ଲାଟୁନ୍!-->…
ଯଦି ବଞ୍ଚିବାକୁ ଚାହୁଁଛ, ତୁରନ୍ତ ମଧ୍ୟପ୍ରାଚ୍ୟ ଛାଡ଼-ଆମେରିକା ବୈଦେଶିକ ବିଭାଗ
ଆମେରିକୀୟଙ୍କୁ ୧୪ ଦେଶ ଛାଡ଼ିବାକୁ ନିର୍ଦ୍ଦେଶ ଜାରି । ଜରୁରୀକାଳୀନ ନିର୍ଦ୍ଦେଶ ଜାରି କଲା ଆମେରିକା ବୈଦେଶିକ ବିଭାଗ । ମଧ୍ୟ-ପ୍ରାଚ୍ୟର ୧୪ଟି ଦେଶରେ ଥିବା ଆମେରିକୀୟ ନାଗରିକମାନଙ୍କୁ “ଗମ୍ଭୀର ସୁରକ୍ଷା ବିପଦ” ଦର୍ଶାଇ ତୁରନ୍ତ ସେହି ସ୍ଥାନ ଛାଡ଼ିବାକୁ କୁହାଯାଇଛି ।ଷ୍ଟେଟ୍!-->…
ଷ୍ଟ୍ରେଟ ଅଫ ହରମୋଜକୁ ବନ୍ଦ କଲା ଇରାନ, ବୃଦ୍ଧି ହୋଇପାରେ ପେଟ୍ରୋଲ ଓ ଡିଜେଲ ଦାମ
ଇରାନ୍ ଉପରେ ଆହୁରି ଜୋରଦାର ହେବ ଆକ୍ରମଣ । ଆକାଶ ମାର୍ଗରୁ ଇରାନର ସବୁ ଯୁଦ୍ଧ କ୍ଷେପଣାସ୍ତ୍ର ଉପରେ ଆକ୍ରମଣ ହେବ ବୋଲି କହିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ପାଖାପାଖି ୪୭ ବର୍ଷ ହେବ ଇରାନ ଆତଙ୍କବାଦ ମାଧ୍ୟମରେ ଆମେରିକାର ନାଗରିକଙ୍କୁ ହତ୍ୟା କରିଛି। ହଜାର ହଜାର ଆମେରିକୀଙ୍କ!-->…
ଶ୍ରୀମନ୍ଦିରରେ ଦୋଳପୂର୍ଣ୍ଣିମା: ରାତିରେ ମହାପ୍ରଭୁଙ୍କ ସୁନା ବେଶ ଦର୍ଶନ କରିବେ ଭକ୍ତ ଶ୍ରଦ୍ଧାଳୁ
ଚନ୍ଦ୍ରଗ୍ରହଣ ପାଇଁ ପୁରୀ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଛି । ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ଦୋଳପୂର୍ଣ୍ଣିମା ଅବସରରେ ଶ୍ରୀ ଜୀଉଙ୍କ ସୁନା ବେଶ ଅନୁଷ୍ଠିତ ସହ ଦୋଳ ବେଦୀ ଠାରେ ସ୍ୱତନ୍ତ୍ର ଦୋଳ ନୀତି ହେବ । ଚଳିତ ବର୍ଷ ଦିନ ବଦଳରେ ରାତିରେ ମହାପ୍ରଭୁଙ୍କ ସୁନା!-->…
ହୋଲିରେ ୩୯ ଡିଗ୍ରୀ ଛୁଇଁପାରେ ପାରଦ
ମାର୍ଚ୍ଚ ଆରମ୍ଭରୁ ରେକର୍ଡ ଭାଙ୍ଗିଲା ତାତି। ହୋଲିରେ ତାତି ଦେଖାଇବ ତାଉ, ଆହୁରି ବଢ଼ିବ ଖରା। ଏବେଠୁ ଡରେଇଲାଣି ଖରା ।ମଙ୍ଗଳବାର ଆଭ୍ୟନ୍ତରୀଣ ଓଡ଼ିଶା ଓ ଉପକୂଳ ଓଡ଼ିଶାରେ ୩୫ ଡିଗ୍ରୀରୁ ୩୮ ଡିଗ୍ରୀ ରହିବ। ୪ ତାରିଖ ବା ହୋଲିରେ ଝାରସୁଗୁଡ଼ାରେ ୩୯ ଡିଗ୍ରୀ ଛୁଇଁ ଯାଇପାରେ। ପାଣିପାଗ ବିଭାଗ!-->…
ଯୁଦ୍ଧରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର ପାଇଁ ସ୍ୱତନ୍ତ୍ର ବିମାନ
ମଧ୍ୟପ୍ରାଚ୍ୟ ସଙ୍କଟ ଯୋଗୁଁ ଫସିଥିବା ଭାରତୀୟଙ୍କ ପାଇଁ ଖୁସି ଖବର। ଜେଦ୍ଦାହରୁ ରିଲିଫ୍ ବିମାନ ଚଳାଚଳ ଯୋଜନା କରିଛି ଇଣ୍ଡିଗୋ। ସେହିଭଳି ମସ୍କଟ୍ ରୁ ସେବା ପୁନର୍ବାର ଆରମ୍ଭ କରିଛି ଏୟାର ଇଣ୍ଡିଆ ଏକ୍ସପ୍ରେସ। ସୋମବାର ଭାରତ ସରକାର କହିଛନ୍ତି ଯେ, ମଧ୍ୟପ୍ରାଚ୍ୟରେ ଫସି ରହିଥିବା!-->…
ସର୍ଭାଇକାଲ୍ କ୍ୟାନସର ମୁକ୍ତ ହେବେ ଓଡ଼ିଶା: ଆଜିଠୁ ଏଚ୍ପିଭି ଟୀକାକରଣ କାର୍ଯ୍ୟକ୍ରମ
ରାଜ୍ୟରେ ହ୍ୟୁମାନ ପାପିଲୋମା ଭାଇରସ୍ (ଏଚ୍ପିଭି) ଟିକାକରଣ କାର୍ଯ୍ୟକ୍ରମ ଜୋରଦାର କରାଯିବ । ଯେଉଁମାନେ ଟିକା ନେବାକୁ ଚାହିଁବେ ସେମାନେ ଅଧାର କାର୍ଡ ସହିତ ବୟସ ପ୍ରମାଣପତ୍ର ନେଇ ୟୁୱିନ୍ ପୋର୍ଟାଲରେ ପଞ୍ଜୀକରଣ କରିବେ । ଏହାପରେ ଟିକା ନେଇପାରିବେ । ୧୪ରୁ ୧୫ ବର୍ଷର କିଶୋରୀ ବା!-->…
ମହାପ୍ରସାଦ ରନ୍ଧା ବନ୍ଦ ଚେତାବନୀ ଦେଲା ସୁଆର-ମହାସୁଆର ନିଯୋଗ
ଗତ 28 ତାରିଖରେ ଶ୍ରୀମନ୍ଦିରରେ ନୀତି ବିଳମ୍ବ ପ୍ରସଙ୍ଗ । ମହାପ୍ରସାଦ ରନ୍ଧା ବନ୍ଦ ଚେତାବନୀ ଦେଲା ସୁଆରମହାସୁଆର ନିଯୋଗ । କ୍ଷତିପୂରଣ ସହ ନୀତି ବିଳମ୍ବରେ ସମ୍ପୃକ୍ତ ସେବକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପାଇଁ ଅଡି ବସିଲା ନିଯୋଗ । ଭିତରକାଠ ଦର୍ଶନ ବିବାଦକୁ ନେଇ ଗତ 28!-->…
ମା’ ଦୁଆରସୁଣୀ କପ କ୍ରିକେଟ ଟୁର୍ଣ୍ଣାମେଂଟର ପାଇନାଲରେ ଗୁରୁ-୧୧କୁ ହରାଇ କାଦୁଆ ଚାମ୍ପିୟାନ
ଗଣିଆ,(ବିଶ୍ୱରଂଜନ ସେଠି) ମା’ ଦୁଆରଶୁଣୀ କ୍ରିକେଟ କ୍ଳବ, ଗଣିଆ ଆନୁକୁଲ୍ୟରେ ଚାଲିଥିବା ଦିବାରାତ୍ର କ୍ରିକେଟ ଟୁର୍ଣ୍ଣାମେଂଟ ରବିବାର ଉଦଯାପିତ ହୋଇଯାଇଛି । ଉଦଯାପନୀ ଦିବସରେ ଗୁରୁ-୧୧ ବନାମ କାଦୁଆ କ୍ରିକେଟ କ୍ଳବ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଟସ ଉଇନ କରି ଗୁରୁ-୧୧, ୧୦!-->…