Browsing Category

ଆଜିର ଖବର

ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ଅବସରରେ ରାଷ୍ଟ୍ରୀୟ ଏକତା ଦିବସ ସମାରୋହ ପାଳିତ

ଗଣିଆ (ବିଶ୍ୱରଂଜନ ସେଠି) ମଙ୍ଗଳବାର ଦିନ ବ୍ଲକ କାଯ୍ୟାଳୟ ପରିସରରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ 150 ତମ ଜନ୍ମ ଜୟନ୍ତୀ ଅବସରରେ ରାଷ୍ଟ୍ରୀୟ ଏକତା ଦିବସ ସମାରୋହ ପାଳିତ ହୋଇଯାଇଛି।ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ଝୁନା ଜେନା ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି

କାଦୁଆ ଏମ ଏମ ସି କ୍ରିକେଟ ଟୁର୍ଣ୍ଣାମେଣ୍ଟଇନ୍ଦିପଟାକୁ ହରାଇ ଦଶପଲ୍ଲା ଚାମ୍ପିୟାନ

ଗଣିଆ -( ବିଶ୍ୱରଂଜନ ସେଠି)ଗଣିଆ ବ୍ଲକ ସ୍ଥିତ ରାଧାକୃଷ୍ଣ ଯୁବକ ସଂଘ, କାଦୁଆ ଦ୍ୱାରା ଆୟୋଜିତ ଏମ୍‌.ଏମ୍‌.ସି‌.ସି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମ୍ୟାଚ୍ ମଙ୍ଗଳବାର ଦିନ ଉଦଯାପିତ ହୋଇଯାଇଛି ।ଦଶପଲ୍ଲା କ୍ରିକେଟ କ୍ଲବ୍ ଓ ଇନ୍ଦିପଟା କ୍ରିକେଟ କ୍ଲବ୍ ମଧ୍ୟରେ ଖେଳ ଅନୁଷ୍ଠିତ

ପୁଣି ପ୍ରେମାନନ୍ଦ ଜୀ ମହାରାଜଙ୍କୁ ଭେଟିଲେ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା 

ଭାରତୀୟ କ୍ରିକେଟ୍ ଟିମର ସୁପରଷ୍ଟାର ବ୍ୟାଟସମ୍ୟାନ୍ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ପୁଣି ଥରେ ବୃନ୍ଦାବନର ଲୋକପ୍ରିୟ ସନ୍ଥ ଶ୍ରୀ ପ୍ରେମାନନ୍ଦ ଜୀ ମହାରାଜଙ୍କ ମନ୍ଦିରରେ ପହଞ୍ଚିଛନ୍ତି । ଅନୁଷ୍କା ଶର୍ମା ଏବଂ ବିରାଟ କୋହଲି ଲଗାତାର ୩ ରୁ ୪ ବର୍ଷ ଧରି ଧର୍ମ, ବିଶ୍ୱାସ ଏବଂ

ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ପନ୍ତୁରି ଫାର୍ମହାଉସରେ ମାପଚୁପ

ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ପନ୍ତୁରି ଫାର୍ମହାଉସରେ ସରକାରୀ ଭାବେ ମାପଚୁପ ।୩ ଜଣ ଅମିନ ଓ ୩ ଜଣ ଆରଆଇ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ସରକାରୀ ଜମି ଜବରଦଖଲ କରି ଧର୍ମଶାଳା ତହସିଲ ଅନ୍ତର୍ଗତ ମଧୁପୁରଗଡ଼ ପଞ୍ଚାୟତ ଅଧିନ ପନ୍ତୁରୀ

ସ୍ଥାନୀୟ ଲୋକଙ୍କୁ ରୋଗାଗ୍ରସ୍ତ କରୁଛି ଚକାଡୋଳା ଛତୁ ଫ୍ୟାକ୍ଟ୍ରି

ଭଣ୍ଡାରିପୋଖରୀ,୧୭/୦୨:ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ରଣଜିତ ପଞ୍ଚାୟତର ଅପୂଜା ମହାଦେବ ପୀଠରେ,ସାରା ରାଜ୍ୟରେ ପରିବେଶର ସୁରକ୍ଷା ଓ ବୃକ୍ଷରୋପଣ ପାଇଁ କାର୍ଯ୍ୟ କରୁଥିବା ସବୁଜ ଓଡିଶାର ପ୍ରତିଷ୍ଠାତା ପ୍ରଫେସର ସୁଧୀର ଚନ୍ଦ୍ର ଜେନା ଓ ସଂପାଦକ ଶ୍ରୀଯୁକ୍ତ ବିରଞ୍ଚି ନାରାୟଣ ଲେଙ୍କା ରଣଜିତ

୨୨ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ

୨୨ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ। ଛତିଶଗଡ଼ ସୁକମା ଏସପିଙ୍କ ନିକଟରେ ୨୨ ହାର୍ଡକୋର ମାଓବାଦୀ ସରେଣ୍ଡର କରିଛନ୍ତି । ଶିର୍ଷ ନେତାଙ୍କ ଏନକାଉଣ୍ଟର ସହ ସରକାରଙ୍କ ମାଓ ଦମନ ନୀତିରେ ଅନୁପ୍ରାଣିତ ହୋଇ ସମାଜରେ ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି ମାଓବାଦୀ। ଆତ୍ମସମର୍ପଣ ପରେ ସମସ୍ତ

ଜାଗର ଯାତ୍ରା ଉପଲକ୍ଷେ ସାମାଜିକ ନାଟକ ମଞ୍ଚସ୍ଥ

ଦଶପଲ୍ଲା :- ଦଶପଲ୍ଲା ବ୍ଲକ୍ ଭୋଗବାଡ଼ି ପଞ୍ଚାୟତର ଆରାଧ୍ୟ ଠାକୁର ବାବା ଭୋଳେଶ୍ୱର ଜୀଉଙ୍କ ପୀଠରେ ୨ ଦିନ ଧରି ଜାଗର ଯାତ୍ରା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଜାଗର ଯାତ୍ରା ଉତ୍ସବର ଦ୍ୱିତୀୟ ଦିବସରେ ବାବା ଭୋଳେଶ୍ୱର ଜାଗର ଯାତ୍ରା କମିଟି ଓ ଜନ କଲ୍ୟାଣ ଯୁବକ ସଂଘ ଆନୁକୂଲ୍ୟରେ, ମା

ନିର୍ଦ୍ଦୋଷରେ ଖଲାସ ହେଲେ ଶୁଭ୍ରଜିତ ପଣ୍ଡା

ଗଣିଆ(ବିଶ୍ୱରଂଜନ ସେଠି) ଗଣିଆ ବ୍ଳକସ୍ଥିତ କିଶୋର ପ୍ରସାଦ ପଞ୍ଚାୟତ କିଶୋରପ୍ରସାଦ ଗ୍ରାମର ଶୁଭ୍ରଜିତପଣ୍ଡା(ବୁଲୁ) ଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ନାୟଗଡ ଜିଲ୍ଲା ଜଜ୍ କୋର୍ଟ । ଗତ ୨୦୨୩ମସିହାରେ ଜଣେ ନାବାଳିକାଙ୍କ ସହିତ ତାଙ୍କର ପ୍ରେମ ସମ୍ପର୍କ ଥ‌ିବା ପରିବାର ଲୋକେ ଗଣିଆ ଥାନାରେ

ବାଂଲାଦେଶର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ତାରିଖ ରହମାନ

ବାଂଲାଦେଶରେ ଆଜିଠୁ ତାରିକ ରହମାନଙ୍କ ଶାସନ ଆରମ୍ଭ । ଦେଶର ନୂତନ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ତାରିକ ରହମାନ । ସେ ଦେଶର ୧୧ତମ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ ଶାସନ ଭାର ଗ୍ରହଣ କରିଛନ୍ତି । ତାରିକଙ୍କ ସହିତ ନୂତନ ସରକାରଙ୍କ ମନ୍ତ୍ରିମଣ୍ଡଳ ମଧ୍ୟ ଶପଥ ଗ୍ରହଣ

ମାର୍ଚ୍ଚ ୭ରେ ଓଡିଶା ଆସିବେ ଶାହା

ମାର୍ଚ୍ଚ ୭ରେ ଦିନିକିଆ ଓଡିଶା ଗସ୍ତରେ ଆସିବେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା। ରାଜ୍ୟରେ ୨ଟି ସରକାରୀ କାର୍ଯ୍ୟରେ ଯୋଗ ଦେବେ ବୋଲି ଜଣାପଡିଛି। କଟକ ମୁଣ୍ଡଳି ଯାଇ ସିଆରପିଏଫ୍‌ ପ୍ରତିଷ୍ଠା ଦିବସରେ ଯୋଗ ଦେବେ । ଏହାସହିତ ଗୃହମନ୍ତ୍ରୀ ରାଜ୍ୟରେ ଚାଲିଥିବା ନକ୍ସଲ ବିରୋଧୀ ଅଭିଯାନର

ଇମ୍ରାନ ଖାନଙ୍କ ସହାୟତା କରିବାକୁ ଆଗେଇ ଆସିଲେ କପିଲ ଦେବ ଏବଂ ଗାଭାସ୍କର

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଏବେ ଜେଲ୍‌ରେ ଅଛନ୍ତି। ଆଦିୟାଲା ଜେଲ୍‌ରେ ଦିନକୁ ଦିନ ବିଗିଡିବାରେ ଲାଗିଛି ତାଙ୍କ ସ୍ବାସ୍ଥ୍ୟବସ୍ଥା। ଆଖିର ଦୃଷ୍ଟିଶକ୍ତି ବି ହରାଇବା ଉପରେ ପହଁଞ୍ଚି ଗଲେଣି। ଏହାକୁ ନେଇ କ୍ରିକେଟ ଜଗତରେ ଗମ୍ଭୀର ଚିନ୍ତା ପ୍ରକାଶ କରାଯାଇଛି।

ରିମାଣ୍ଡରେ ହାର୍ଡକୋର ଅପରାଧୀ ମଧୁକାନ୍ତ

ଚୌଦ୍ୱାର ସର୍କଲ୍ ଜେଲ୍‌ରୁ ଦୁଇ ଦୁର୍ଦ୍ଦାନ୍ତ ବିହାରର ଅପରାଧୀ ଫେରାର ଘଟଣା । ଗିରଫ ପରେ ଦୁର୍ଦ୍ଦାନ୍ତ ଅପରାଧୀ ମଧୁକାନ୍ତ କୁମାର ରାଣାକୁ ରିମାଣ୍ଡରେ ନେଲା ଚୌଦ୍ୱାର ଥାନା ପୁଲିସ। ୨୩ ତାରିଖ ପର୍ଯ୍ୟନ୍ତ ରିମାଣ୍ଡରେ ନେଇ ଖୋଳତାଡ କରିବ ପୋଲିସ । ଚୌଦ୍ବାର ଥାନା ତତଫରୁ କଡ଼ା ସୁରକ୍ଷା