Browsing Category
ଆଜିର ଖବର
SCB ଓପିଡିରେ ଏଣିକି ନିର୍ଦ୍ଦିଷ୍ଟ ବାର ବ୍ୟତୀତ ଅନ୍ୟ ଦିନ ଡାକ୍ତରଙ୍କୁ ଭେଟି ପାରିବେ ରୋଗୀ
ଏସ୍ସିବି ମେଡିକାଲ୍ କଲେଜ ଓ ହସ୍ପିଟାଲ୍ରେ ରୋଗୀଙ୍କ ସୁବିଧା ପାଇଁ ବହିର୍ବିଭାଗ (ଓପିଡି) ଚିକିତ୍ସା ସେବାରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରାଯାଇଛି । ଏବେ ରୋଗୀମାନେ ନିର୍ଦ୍ଧାରିତ ଦିନ ବ୍ୟତୀତ ଅନ୍ୟ କାର୍ଯ୍ୟ ଦିବସରେ ଚିକିତ୍ସା କରୁଥିବା ସମ୍ପୃକ୍ତ ଡାକ୍ତରଙ୍କ ପରାମର୍ଶ ପାଇପାରିବେ!-->…
ଚାକିରି ଦେବା ନାଁରେ ଠକୁଥିଲେ ,ବନ୍ଧାହେଲେ ମହିଳା ସ୍ବେଚ୍ଛାସେବୀ
ବନ୍ଧାହେଲେ ମହିଳା ସ୍ବେଚ୍ଛାସେବୀ। ଚାକିରି ଦେବାକୁ କହି ଠକେଇ ମାମଲରେ ଜଣେ ମହିଳାଙ୍କୁ ଗିରଫ କରିଛି ଖଣ୍ଡଗିରି ଥାନା ପୋଲିସ। ମହିଳା ସ୍ବେଚ୍ଛାସେବୀ ପରିଚୟ ଦେଉଥିବା ସୁରେଶ୍ବରୀ ଜେନାଙ୍କୁ ଗିରଫ କରାଯାଇଛି। ଖଣ୍ଡଗିରି ପୋଲିସର ଏକ ଟିମ କେନ୍ଦୁଝରରୁ ଗିରଫ କରିଛି । ଚାକିରି ଦେବାକୁ କହି!-->…
ଶାମୁକା ପ୍ରକଳ୍ପକୁ ମିଳିବ ନବକଳେବର: ମାଷ୍ଟର ପ୍ଲାନରେ ହେବ ବଡ଼ ପରିବର୍ତ୍ତନ
ପୁରୀର ଶାମୁକା ବିଚ୍ ପ୍ରକଳ୍ପର ମାଷ୍ଟର ପ୍ଲାନ ଏବେ ପୁଣି ଥରେ ବଦଳିବ। ପୁରୀରେ ପ୍ରସ୍ତାବିତ ବିମାନବନ୍ଦର ପାଇଁ ଶାମୁକା ପ୍ରକଳ୍ପର ନୂଆ ଡିଜାଇନ ପ୍ରସ୍ତୁତ କରାଯିବ।ଏଥିପାଇଁ ପର୍ଯ୍ୟଟନ ବିଭାଗ ପ୍ରକ୍ରିୟା ଆରମ୍ଭ କରିଛି। ପୁରୀ ଜିଲା ଶିପସରୁବାଲିସ୍ଥିତ ସମୁଦ୍ର ବେଳାଭୂମିରେ ଶାମୁକା!-->…
ଇ-ଲୋକଭବନ ଓଡ଼ିଶା ଆପ୍ ଉନ୍ମୋଚନ କଲେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟି
ସୁଗମ ହେଲା ଲୋକଭବନ ସହ ଯୋଡ଼ି ହେବା ବ୍ୟବସ୍ଥା । ସ୍ୱତନ୍ତ୍ର ଆପ୍ (Application) ମଧ୍ୟାମରେ ଏବେ ଜନସାଧାରଣ ଲୋକଭବନ ସହ ଯୋଡି ହୋଇପାରିବେ । ଭାରତର ପ୍ରଥମ ରାଜ୍ୟ ଭାବରେ ଓଡ଼ିଶାର ଲୋକଭବନରେ ସମ୍ପୂର୍ଣ୍ଣ ସ୍ୱୟଂଚାଳିତ ସାକ୍ଷାତ ବ୍ୟବସ୍ଥା, "ଇ-ଲୋକଭବନ ଓଡ଼ିଶା ଆପ୍" (e-Lok Bhavan!-->…
ଜଗତସିଂହପୁର ଜ଼ିଲ୍ଲା ରେ ସ୍ଥିତି ହରାଉଛି ଜ଼ିଲ୍ଲା କଂଗ୍ରେସ
ଜଗତସିଂହପୁରତା=14 /2/26 ରାଜ୍ୟ ପ୍ରଦେଶ କଂଗ୍ରେସ କମିଟିରେ ବ୍ୟାପକ ଅନ୍ତଃଦ୍ୱନ୍ଦ୍ୱ ବୃଦ୍ଧି ପାଇବାରୁ କଂଗ୍ରେସ ଦଳର ଅର୍ଦ୍ଧପତନ ଘଟିଥିବା ବେଳେ ଜଗତସିଂହପୁର ଜ଼ିଲ୍ଲା ରେ ଅନଭିଜ୍ଞ ଜ଼ିଲ୍ଲା କଂଗ୍ରେସ ସଭାପତି ଙ୍କ କାର୍ଯ୍ୟକଳାପ କୁ ନେଇ ସମଗ୍ର ଜ଼ିଲ୍ଲାରେ ଅସନ୍ତୋଷ ବୃଦ୍ଧି ପାଇବାରେ!-->…
( ଆଶ୍ରମପାଟଣା 33 ତମ ଭଲିବଲ ଟୁର୍ନାମେଣ୍ଟ ଉଦଘାଟିତ)
ଜଗତସିଂହପୁର ତା=14.02.26 ଜଗତସିଂହପୁର ବ୍ଲକ ଅନ୍ତର୍ଗତ ଆଶ୍ରମପାଟଣାସ୍ଥିତ ଆଶ୍ରମପାଟଣା ଭଲିବଲ ୟୁନିଅନ ଏବଂ ପ୍ରଫୁଲ ପାଠାଗାର ମିଳିତ ଆନୁକୂଲ୍ୟରେ 33 ତମ ରାଜ୍ୟସ୍ତରୀୟ ଦିବାରାତ୍ରି ଉଭୟ ବାଳକ ବାଳିକା ବର୍ଗର ଭଲିବଲ ଟୁର୍ନାମେଣ୍ଟ ଉଦଘାଟିତ ହୋଇଯାଇଛି I ଏହି ଉଦଘାଟନ ସମାରୋହରେ ମୁଖ୍ୟ!-->…
ପୁଲୱାମା ଆକ୍ରମଣରେ ଶହୀଦକୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୯ ପୁଲୱାମା ଆତଙ୍କବାଦୀ ଆକ୍ରମଣର ବାର୍ଷିକୀରେ ପ୍ରାଣବଳି ଦେଇଥିବା ସାହସୀ ସୈନିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସୈନିକଙ୍କ ବଳିଦାନକୁ ମନେ ପକାଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ସେମାନଙ୍କର ଅଦମ୍ୟ ସାହସ, ଦେଶପ୍ରେମ ଏବଂ ସମର୍ପଣ!-->…
ଲିଙ୍ଗରାଜ ମନ୍ଦିରରେ ପ୍ଲାଷ୍ଟିକ୍ ମନା, ପଲିଥିନରେ ଭୋଗ ନେଇପାରିବେନି ଶ୍ରଦ୍ଧାଳୁ
ଲିଙ୍ଗରାଜ ମନ୍ଦିର ପରିସରକୁ ପ୍ଲାଷ୍ଟିକ୍ ମନା। ପଲିଥିନ୍ କିମ୍ବା ପ୍ଲାଷ୍ଟିକ୍ରେ ଭୋଗ ନେଇପାରିବେ ନାହିଁ ଶ୍ରଦ୍ଧାଳୁ। ପୂଜା ସାମଗ୍ରୀ, ପ୍ରସାଦସେବନ ତଥା ଖାଦ୍ୟ ସାମଗ୍ରୀ ନେବାକୁ ଏକକ ବ୍ୟବହୃତ ପ୍ଲାଷ୍ଟିକ୍ ବ୍ୟବହାର ନ କରିବା ଲାଗି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ!-->…
ଆସନ୍ତା ୧୫ରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ ଆଶଙ୍କା
ଏବେ ଥଣ୍ଡା କମୁଥିବା ବେଳେ ଆସନ୍ତା ୧୫ରେ ଲଘୁଚାପ ସମ୍ଭାବନା ରହିଛି । ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ ଆଶଙ୍କା ରହିଛି । ପୂର୍ବ ଭାରତ ମହାସାଗର ଏବଂ ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ପୂର୍ବ ମହାସାଗରରେ ଏକ ସକ୍ରିୟ ଘୂର୍ଣ୍ଣିବଳୟ ରହୁଛି । ଏହା ପ୍ରଭାବରେ ଆସନ୍ତା ୧୫ ତାରିଖରେ ଏକ!-->…
ଆହୁରି ଶକ୍ତିଶାଳୀ ହେଲା ଭାରତୀୟ ପାସପୋର୍ଟ। 10ଟି ସ୍ଥାନ ଉପରକୁ ଉଠି ଶକ୍ତିଶାଳୀ ହେଲା ଭାରତୀୟ ପାସପୋର୍ଟ
ଅନ୍ତଃରାଷ୍ଟ୍ରୀୟ ସ୍ତରରେ ବଢିଲା ଭାରତୀୟ ପାସପୋର୍ଟର ଶକ୍ତି । ପୁଣି ଶକ୍ତିଶାଳୀ ହେଲା ଭାରତୀୟ ପାସପୋର୍ଟ ।Henley Passport Indexରେ ଚଳିତବର୍ଷ ଭାରତ 75 ରାଙ୍କ ହାସଲ କରିଛି । 2025 ମସିହାରେ ଏବି ରାଙ୍କ 85 ରହିଥିଲା । ଚଳିତବର୍ଷ 10ଟି ସ୍ଥାନ ଉପରକୁ ଉନ୍ନତି କରିଛି ଭାରତୀୟ!-->…
ଭାବର ଆଦାନ ପ୍ରଦାନ କଲେ ପୁରାତନ ଛାତ୍ର ଛାତ୍ରୀ
ଗଣିଆ -( ବିଶ୍ୱରଂଜନ ସେଠି )ଗଣିଆଁ ବ୍ଳକର ଅଗ୍ରଣୀ ଶିକ୍ଷାନୁଷ୍ଠାନ ପି ଏମ ଶ୍ରୀ କିଶୋର ଚନ୍ଦ୍ର ନୋଡାଲ ବିଦ୍ୟାପୀଠର ୧୯୭୧-୭୨ ମସିହାର ଏକାଦଶ ଶ୍ରେଣୀର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଗତ ୨୦୨୬ ମସିହା ଫେବୃଆରୀ ୧୩ ତାରିଖ ଦିନ ଏକ ବନ୍ଧୁମିଳନ ଉତ୍ସବ ଯୋଗିଯୋ଼ଗିଆଣୀ ପବିତ୍ର ବୈ।ଦ୍ଧପୀଠରେ!-->…
ପ୍ରଧାନମନ୍ତ୍ରୀଙ୍କ ନୂଆ କାର୍ଯ୍ୟକାଳ ସେବା ତୀର୍ଥରେ ପ୍ରଥମ ନିଷ୍ପତ୍ତି! ପ୍ରଥମ ଦିନ ୪ ବଡ଼ ନିଷ୍ପତ୍ତି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତାଙ୍କର ନୂତନ କାର୍ଯ୍ୟାଳୟ ‘ସେବା ତୀର୍ଥ’ ଉଦଘାଟନ କରିଛନ୍ତି। ଆଜିଠାରୁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ରାଇସିନା ହିଲର ସାଉଥ ବ୍ଲକରୁ ସେବା ତୀର୍ଥକୁ ସ୍ଥାନାନ୍ତରିତ ହୋଇଛି। ସେବା ତୀର୍ଥରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, ଜାତୀୟ ସୁରକ୍ଷା ପରିଷଦ!-->…