Browsing Category

ଆଜିର ଖବର

ଶ୍ରୀଜଗନ୍ନାଥ ମନ୍ଦିର କ୍ୟାଲେଣ୍ଡରରେ ଗୁରୁତର ତ୍ରୁଟି ଅଭିଯୋଗ

ଶ୍ରୀଜଗନ୍ନାଥ ମନ୍ଦିର କ୍ୟାଲେଣ୍ଡରରେ ଗୁରୁତର ତ୍ରୁଟି ଅଭିଯୋଗ ହୋଇଛି। ଜଗା ସ୍ଥାନରେ ବଳିଆ ଓ ବଳିଆ ସ୍ଥାନରେ ଜଗାକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।ସେହିପରି ରଥଯାତ୍ରାର ଫଟୋ ମଧ୍ୟ କ୍ୟାଲେଣ୍ଡର ରେ ରହିଥିବା ବେଳେ ସେଥିରେ ମଧ୍ୟ ତ୍ରୁଟି ଦେଖିବାକୁ ମିଳିଛି । ପ୍ରଥମେ

ନୂଆବର୍ଷ ପାଇଁ ପୁରୀରେ ହାଇଆଲର୍ଟ

ଆଜି ୨୦୨୫ର ଶେଷ ଦିନ । ଆସୁଛି ଇଂରାଜୀ ନୂଆବର୍ଷ ୨୦୨୬ । ନୂଆବର୍ଷ ପାଇଁ ପୁରୀରେ ହାଇଆଲର୍ଟ । ନୂଆବର୍ଷ ଉପଲକ୍ଷେ ପୁରୀରେ ପର୍ଯ୍ୟଟକଙ୍କ ପ୍ରବଳ ଭିଡ଼ ଭିତରେ ସୁରକ୍ଷା ବ୍ୟବସ୍ଥା ପ୍ରତି ଗୁରୁତ୍ବ ଦେଇଛି ପୁଲିସ । ଏଥର ସୁରକ୍ଷା ବ୍ୟବସ୍ଥାକୁ ୫ ଭାଗରେ ବିଭକ୍ତ କରାଯାଇଛି । ଦିବ୍ୟାଙ୍ଗ,

ନୂଆବର୍ଷରେ ପ୍ରବଳ ଶୀତ: ଏହି ଜିଲ୍ଲାକୁ ୟେଲୋ ଓ୍ବାର୍ନିଂ

ରାଜ୍ୟରେ ଏବେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ଘନ କୁହୁଡ଼ି ସହିତ ଶୀତ ଲହରି ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି। ଏଥିସହିତ ନୂଆବର୍ଷରେ ୧୨ଟି ଜିଲାକୁ ଶୀତ ଲହରି ଓ ଘନ କୁହୁଡି ପାଇଁ ୟେଲୋ ୱାର୍ନିିଂ ଜାରି କରିଛି ପାଣିପାଗ ବିଭାଗ।ରାଜ୍ୟର ସର୍ବନିମ୍ନ ତାପମାତ୍ରା ୪.୩ ଡିଗ୍ରୀ ସହ

ଜାନୁଆରୀ 5ରୁ ଦୁଇ ଘଣ୍ଟିଆ OPD ବନ୍ଦ, ଇସ୍ତଫାପତ୍ର ସଂଗ୍ରହ ଆରମ୍ଭ କଲା ଓମସା

ଭୁବନେଶ୍ୱର: ଓଡିଶା ମେଡିକାଲ ସେବା ସଂଘ (ଓମସା) ଡାକ୍ତରମାନେ ଦେଲେ ଚେତାବନୀ । ଯଦି ଦାବି ପୁରାଣ ନହୁଏ ତେବେ ଆଗାମୀ ଦିନରେ ହେବ ସଂଘାତିକ ପ୍ରତିବାଦ । ବର୍ତ୍ତମାନ ଓମସା ଡାକ୍ତରମାନେ ଦିନକୁ ଏକ ଘଂଟା ଓପିଡି ବନ୍ଦ କରୁଥିବା ବେଳେ ଜାନୁଆରୀ ୫ ତାରିଖ ଠାରୁ ଦିନକୁ ଦୁଇ ଘଣ୍ଟା (ସକାଳ 9ଟାରୁ

ବରିଷ୍ଠ ଆଇପିଏସ୍‌ଙ୍କ ପଦୋନ୍ନତି

ବରିଷ୍ଠ ଆଇପିଏସ୍‌ଙ୍କୁ ପଦୋନ୍ନତି ଦେଲେ ରାଜ୍ୟ ସରକାର। ସତ୍ୟଜିତ ନାୟକ, ଉମାଶଙ୍କର ଦାସଙ୍କୁ ଆଇଜି ପାହ୍ୟାକୁ ପଦୋନ୍ନତି ମିଳିଛି। ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ସେହିପରି କେନ୍ଦ୍ରୀୟ ଡେପୁଟେସନରେ ଥିବା ଆର. ପ୍ରକାଶଙ୍କୁ ମଧ୍ୟ ଆଇଜି ପାହ୍ୟାକୁ ପଦୋନ୍ନତି ମିଳିଛି। ଏହା ବ୍ୟତୀତ ଏସ.

ପ୍ରେମିକା ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇ ଦେଲେ ପ୍ରେମିକ

ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ। ଗୁରୁତର ଅବସ୍ଥାରେ ଯୁବକଙ୍କୁ ମେଡିକାଲରେ ଭର୍ତ୍ତି କରିଛନ୍ତି ପରିବାର ଲୋକେ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନାରେ।ବିଷ

ପଞ୍ଚୁପ୍ୱଲ୍ଲି ପ୍ରିମୀୟର ଲିଗ୍ସି ସିଜିନ ୩ ଫାଇନାଲରେ ଗୁପ୍ତେଶ୍ୱର  ୱାରୀୟସ୍ ବନାମ  ମଣିଭଦ୍ରା ରିବେଲ ରାଇଡର୍ସ 

ଗଣିଆ -(ବିଶ୍ୱରଂଜନ ସେଠି)ପଞ୍ଚୁପଲୀ ପ୍ରିମିୟର ଲିଗ୍ ସିଜନ-୩, ୨୦୨୫ ଛାମୁଣ୍ଡିଆର ପ୍ରଥମ ମ୍ୟାଚ କ୍ବାଲିଫାୟାର ୧ ରେ ଗୁପ୍ତେଶ୍ୱର ଓ୍ବାରିୟର'ସ ସହିତ ମଣିଭଦ୍ରା ରିବେଲ ରାଇଡର୍ସ ମଧ୍ୟରେ ଖେଳ ଅନୁଷ୍ଠିତ ହେଇଥିଲା ।।ପ୍ରଥମେ ବ୍ୟାଟିଂ କରି ମଣିଭଦ୍ରା ରିବେଲ ରାଇଡର୍ସ ନିର୍ଦ୍ଧାରିତ ୧୦

୨୦୨୬ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରାର ଆଦ୍ୟପର୍ବ ରଥକାଠ ଅନୁକୂଳ ପାଇଁ ମା ବଡରାଉଳଙ୍କ ପୀଠରେ…

ଗଣିଆ,( ବିଶ୍ୱରଂଜନ ସେଠି) ୨୦୨୬ ମସିହା ବିଶ୍ୱପ୍ରସିଦ୍ଧ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରା ନିମନ୍ତେ ମଙ୍ଗଳବାର ରଥକାଠ ଅନୁକୂଲ ନିମନ୍ତେ ନୟାଗଡ ଜିଲ୍ଲା ଗଣିଆ ବ୍ଲକ ଛାମୁଣ୍ଡିଆ ପଚାଂୟତ ବଡମୂଳସ୍ଥିତ ମା ବଡରାଉଳଙ୍କ ପୀଠ ପରିସରରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି । ଶ୍ରୀମନ୍ଦିର

ଯାଞ୍ଚ କଡ଼ାକଡ଼ି କରିବାକୁ ଆରଟିଓଙ୍କୁ ପରିବହନ ଆୟୁକ୍ତଙ୍କ ଚିଠି

ନୂଆ ବର୍ଷକୁ ଦୃଷ୍ଟୀରେ ରଖି ମଦ ପିଇ ଗାଡ଼ିଚାଳନା ରୋକିବାକୁ ଆଜି କାଲି ଗାଡ଼ି ଚେକିଂ କଡ଼ାକଡ଼ି କରାଯିବ । ଏନେଇ ସବୁ ଆରଟିଓଙ୍କୁ ଚିଠି ଲେଖିଲେ ପରିବହନ କମିଶନର । ମଦ ପିଇ ଡ୍ରାଇଭ୍, ମାତ୍ରାଧିକ ସ୍ପିଡ୍, ବିନା ହେଲମେଟ୍‌ରେ ଗଲେ ତଣ୍ଡ କଟାଯିବ । ସେହିପରି ବାଇକରେ ୩ ଜଣ ବସି ଯାତ୍ରା କଲେ

ଦୟାନିଧୂ ସାହୁ-ସୁଦର୍ଶନ ସାହୁ ମେମୋରିଆଲ କ୍ରିକେଟ କପଆଠଗଡ଼କୁ ହରାଇ କଟକ ଫାଇନାଲରେ

ଗଣିଆ,ତା୨୯।୧୨(ପିଏନଏସ)ଗଣିଆ ବ୍ଲକ ଅନ୍ତର୍ଗତ ବେଲପଡ଼ା ପାଟଣାରଶ୍ରୀ ରଘୁନାଥ ଜୀଉ କ୍ରିକେଟ କ୍ଲବ ଆନୁକୂଲ୍ୟରେ ଚାଲିଥିବା ୪୮ତମ ଦୟାନିଧ୍ ଓ ସୁଦର୍ଶନ ସାହୁମେମୋରିଆଲ କ୍ରିକେଟ କପର ୨ୟ ସେମିଫାଇନାଲ ଦିବସରେ ବିଏନସିସି କଟକ ବନାମ ଏମସିସି ଆଠଗଡ଼ ମଧ୍ୟରେ ସ୍ଥାନୀୟଦଧିବାମନ ଜୀଉ ହାଇସ୍କୁଲ

ନୂଆଁ ବର୍ଷକୁ ସ୍ବାଗତ ଜଣାଇ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ କଲେ ବଜାର କମିଟି ସଦସ୍ୟ

ଗଣିଆ - ୨୦୨୫ ମସିହା ସରିବାକୁ ଯାଉଥିବା ବେଳେ ନୂତନ ବର୍ଷକୁ ସ୍ବାଗତ କରାଯାଉଛି ।ଏଇ ପରିପ୍ରେକ୍ଷୀରେ ଗଣିଆର ସର୍ବପୁରାତନ ମହାବୀର ବଣିକ ସଂଘ ତତଫରୁ ଏକ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବଜାର କମିଟିର ସଭପତି ଦାଶରଥି ସାହୁଙ୍କ ନେତୃତ୍ଵରେ

ପିକନିକ୍‌ ସ୍ପଟ୍‌ର ପ୍ରବେଶ ଓ ପ୍ରସ୍ଥାନ ଯାଞ୍ଚ ନିର୍ଦ୍ଦେଶ

ପିକନିକ୍ ପାଇଁ ବାଣିଜ୍ୟ ପରିବହନ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି ହୋଇଛି। ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶ କ୍ରମେ ପିକନିକ୍ ଋତୁରେ ହେଉଥିବା ଦୁର୍ଘଟଣା ହ୍ରାସ କରିବା ପାଇଁ ମାର୍ଗଦର୍ଶିକାର କଠୋର ପାଳନ କରାଯିବ। ସମସ୍ତ ଆରଟିଓ ଏବଂ ଏଆରଟଓିଙ୍କୁ