Browsing Category

ଆଜିର ଖବର

ବନ୍ଦେ ଭାରତରେ ମିଳିବ ସ୍ଥାନୀୟ ଖାଦ୍ୟ

ଖ୍ରୀଷ୍ଟ ମାସ ଏବଂ ନୂଆ ବର୍ଷ ପାଇଁ ଚାଲିବ ଅଧିକ ଟ୍ରେନ୍। ନୂଆ ବର୍ଷକୁ ଧ୍ୟାନରେ ରଖି ଭାରତୀୟ ରେଲୱେ ଅଧିକ ଟ୍ରେନ ଚଳାଇବା ଯୋଜନା ରଖିଛି । ୮ ଜୋନରେ ଏହି ଟ୍ରେନ ଗୁଡ଼ିକ ଚଳାଚଳ କରିବ । ଅଦ୍ୟାବଧି ୨୪୪ ଟ୍ରେନ ଚଳାଇବା ନେଇ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି । ଅଧିକ ଟ୍ରିପ୍ ସମ୍ପର୍କରେ

ବର୍ଷକୁ ଦୁଇ ଲକ୍ଷ ଛାଡୁଛନ୍ତି ଦେଶର ନାଗରିକତା

ଭାରତୀୟ ନାଗରିକତ୍ୱ ଛାଡ଼ିବା ଏବେ ଏକ ବଡ଼ ଚିନ୍ତାର ବିଷୟ ପାଲଟିଛି । ଗତ କିଛି ବର୍ଷ ହେଲା ବାର୍ଷିକ ପ୍ରାୟ ୨ ଲକ୍ଷରୁ ଅଧିକ ଭାରତୀୟ ନିଜ ଦେଶର ନାଗରିକତ୍ୱ ଛାଡ଼ି ବିଦେଶରେ ବାସ କରୁଛନ୍ତି । ବୈଦେଶିକ ମନ୍ତ୍ରଣାଳୟ ସଂସଦକୁ ସୂଚନା ଦେଇଛି ଯେ, ଗତ ପାଞ୍ଚ ବର୍ଷ ମଧ୍ୟରେ ୯୦୦୦୦୦ରୁ ଅଧିକ

ବର୍ଦ୍ଧିତ ଭତ୍ତା ନେବେ ନାହିଁ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପ୍ରସାଦ ହରିଚନ୍ଦନ

ବର୍ଦ୍ଧିତ ଭତ୍ତା ନେବେ ନାହିଁ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପ୍ରସାଦ ହରିଚନ୍ଦନ। ନିକଟରେ ବିଧାୟକ ଓ ପୂର୍ବତନ ବିଧାୟକଙ୍କ ଦରମା ଓ ଭତ୍ତା ବୃଦ୍ଧି ନେଇ ବିଧାନସଭାରେ ବିଲ୍ ପାରିତ ହୋଇଛି। ହେଲେ ପୂର୍ବତନ ବିଧାୟକଙ୍କ ଭତ୍ତା ବାବଦକୁ ବଢ଼ିଥିବା ରାଶି ଗ୍ରହଣ କରିବେ ନାହିଁ

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଇଂରାଜୀ ନୂତନ ବର୍ଷ ୨୦୨୬ର କ୍ୟାଲେଣ୍ଡର୍ ଲୋକାର୍ପିତ

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୨୦୨୬ ଇଂରାଜୀ ନୂଆ ବର୍ଷ ଅବସରରେ ମହାପ୍ରଭୁଙ୍କ ଫଟୋଚିତ୍ର ଥାଇ ସୁଦୃଶ୍ୟ କ୍ୟାଲେଣ୍ଡର (ଉଭୟ ୱାଲ୍ ଏବଂ ଡେସ୍କ୍) ପ୍ରକାଶ ପାଇଛି lକ୍ୟାଲେଣ୍ଡର ଗୁଡିକର ପ୍ରଥମ କପିକୁ ଧନୁ ସଂକ୍ରାନ୍ତୀ ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଲାଗି ହୋଇଛି । ଏହି ଦେବାର୍ପଣ

DMK ଉପରେ ବର୍ଷିଲେ ବିଜୟ

ଅଭିନେତାରୁ ରାଜନେତା ହୋଇଥିବା ବିଜୟ ଗୁରୁବାର ତାମିଲନାଡୁର ଇରୋଡ ଜିଲାରେ ଏକ ରାଲିକୁ ସମ୍ବୋଧିତ କରିଥିଲେ। ସେପ୍ଟେମ୍ବର ୨୭ରେ କରୁରରେ ତାଙ୍କ ରାଲିରେ ଦଳାଚକଟା ହେବା ପରେ ଏହା ତାଙ୍କର ପ୍ରଥମ ସାଧାରଣ ସଭା ଥିଲା। ରାଲି ସମୟରେ ସେ ଶାସକ ଡିଏମକେକୁ ଟାର୍ଗେଟ କରି କହିଥିଲେ ଯେ ଏହା ମନ୍ଦ

ଅନେକ ମାଓ ଅପରାଧରେ ସାମିଲ ନାବାଳକ ମାଓବାଦୀ କଲା ଆତ୍ମସମର୍ପଣ

ହାର୍ଡକୋର ମାଓବାଦୀ ସହଯୋଗୀର ଆତ୍ମସମର୍ପଣ । ମୋଛୁ ଏବଂ ଅନମୋଲ ସହିତ ମିଶି କରୁଥିଲା ବଡ଼ ଅପରେସନ । ରାଉରକେଲା ପୋଲିସ କବଳରେ ବର୍ତ୍ତମାନ ଜଣେ କୁଖ୍ୟାତ ୧୫ ବର୍ଷୀୟ ମାଓବାଦୀ ରୋୟା କାଲୁଣ୍ଡି । କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ନୀତିରେ ଅନୁପ୍ରାଣିତ ହୋଇ କରିଛି ସରେଣ୍ଡର।ରୋୟା କାଲୁଣ୍ଡି

ବନ୍ଧୁକ ନେଇ ଆହାର କେନ୍ଦ୍ରକୁ ଆସିଥିଲା, ଧରାପଡ଼ିଯିବାରୁ ପାଚେରୀ ଡେଇଁ ଦୌଡ଼ିଲା

ବାଲେଶ୍ଵର ଜିଲ୍ଲା ସୋର ମେଡ଼ିକାଲ ପରିସରରେ ଥିବା ଆହାର କେନ୍ଦ୍ରକୁ ଖାଇବା ପାଇଁ ଆସିଥିବା ଜଣେ ଯୁବକଙ୍କ ନିକଟରୁ ବନ୍ଧୁକ ଜବତ । ଆହାର କେନ୍ଦ୍ରର ଜଣେ ମହିଳା କର୍ମଚାରୀ ଉକ୍ତ ଯୁବକ ଜଣଙ୍କୁପଛ ପଟେ କ’ଣ ରଖିଛ ବୋଲି ପ୍ରଶ୍ନ କରିଥିଲେ । କିନ୍ତୁ ଯୁବକ ଜଣଙ୍କ ଖେଳନା ବନ୍ଧୁକ ବୋଲି କହିଥିଲେ

ବିରୋଧୀଙ୍କ ପ୍ରବଳ ହଙ୍ଗାମା ଭିତରେ ଲୋକସଭାରେ ପାସ୍ ହୋଇଛି ଭିବି- ଜୀ ରାମ ଜୀ ବିଲ

ଲୋକସଭାରେ ପାରିତ ହେଲା ଭିବି- ଜୀ ରାମ ଜୀ ବିଲ । ମନରେଗା ନାଁ ପରିବର୍ତ୍ତନ ହୋଇ ଭିବି- ଜୀ ରାମ ଜୀ ବିଲ ଲୋକସଭାରେ ପାରିତ ହୋଇଛି । ଏନେଇ ସଂସଦରେ ବିରୋଧୀ ଦଳ ପ୍ରବଳ ନାରାବାଜି କରିଛନ୍ତି । ବିଲର କାଗଜ ପତ୍ର ଫୋପାଡି ବିଶୃଙ୍ଖଳା କରିଛନ୍ତି ବିରୋଧୀ । ଏହି ବିଲ୍ ପ୍ରତ୍ୟାହାର କରିବାକୁ

ବିଧାୟକଙ୍କ ଦରମା ବୃଦ୍ଧି ପୁନର୍ବିଚାର ପାଇଁ ପ୍ରସ୍ତାବ

ବିଧାୟକ ଦରମା ବୃଦ୍ଧି ପୁନର୍ବିଚାର ପାଇଁ ପ୍ରସ୍ତାବ ଦିଆ ଯାଇଛି।ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ପ୍ରସ୍ତାବ ଦେଇଛନ୍ତି ବିଜେପି ବିଧାୟକ । ଲୋକମତକୁ ସମ୍ମାନ ଜଣାଇ ପୁନର୍ବିଚାର ପାଇଁ ପ୍ରସ୍ତାବ ଦିଆଯାଇଥିବା କହିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ।ଗୁରୁବାର ଅନୁଷ୍ଠିତ

କିସ୍‌ ଛାତ୍ରଙ୍କୁ ହତ୍ୟା ଘଟଣା। ଜୋକର ଗ୍ୟାଙ୍ଗ କରିଛି ହତ୍ୟା: ପୋଲିସ କମିଶନର

କିସ୍‌ ଛାତ୍ର ମୃତ୍ୟୁ ମାମଲାରେ ପୋଲିସର ବଡ଼ ଖୁଲାସା । ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର ଗ୍ୟାଙ୍ଗ’ କରି କିଛି ଛାତ୍ର ତଣ୍ଟି ଚିପି ମାରିଛନ୍ତି। ପୋଷ୍ଟମର୍ଟମ ରିପୋର୍ଟରୁ ବେକ ଚାପି ହତ୍ୟାର ପ୍ରମାଣ ମିଳିଛି। କିସ୍‌ କର୍ତ୍ତୃପକ୍ଷ

ଶାଶୂକୁ ହତ୍ୟା କଲା ବୋହୂ

ଅନୁଗୂଳ ସଦର ଥାନା ଖଲାରୀରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ହାଡୁଡିରେ ପିଟି ପିଟି ଶାଶୂଙ୍କ ଜୀବନ ନେଲେ ବୋହୂ ଓ ସମଦୂଣୀ । ଏହି ଘଟଣାରେ ପୁଲିସ ବୋହୂ ଓ ସମୁଦୂଣୀଙ୍କୁ ଅଟକ ରଖି ପଚରା ଉଚରା କରୁଛି । ସୂଚନାନୁଯାୟୀ, ବୁଧବାର ରାତି ୧୦ଟାରେ ଖଲାରୀ ଜାମୁବନ୍ଧ ଛକ ନିକଟରେ ଭଡ଼ା ଘରେ ରହୁଥିବା

ଭିଜିଲାନ୍ସ ହାତରେ ଦଶମନ୍ତପୁର ଥାନାଧିକାରୀ 

ଭିଜିଲାନ୍ସ ପଞ୍ଝାରେ ଦଶମନ୍ତପୁର ଥାନା ଅଧିକାରିଣୀ| ମାମଲାର ରଫାଦଫା କରିବାକୁ ଥାନା ଅଧିକାରିଣୀ ସୁକ୍‌ମା ହାଁସଦା ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଥାନାରେ ଲାଞ୍ଚ ଟଙ୍କା ନେଉଥିବାବେଳେ ଜୟପୁର ଭିଜିଲାନ୍ସ ଟିମ୍ ତାଙ୍କୁ ମାଡି ବସିଛି। ଦଶମନ୍ତପୁର ଥାନା ଭିତରେ ଆଇଆଇସିଙ୍କୁ ଜୟପୁର