Browsing Category
ଆଜିର ଖବର
ଛାତ୍ରଛାତ୍ରୀଙ୍କୁ ନିଶୁଳ୍କ ଶିକ୍ଷା ବ୍ୟବସ୍ଥା ଲାଗୁ କରିବା ପାଇଁ ସାଂସଦ ଙ୍କୁ ସ୍ମାରକ ପତ୍ର ପ୍ରଦାନ
ଚନ୍ଦାହାଣ୍ଡି - ତା ୧୩/୧୨(ନି:ପ୍ର ) ଆଜି ସାଂସଦ ଖେଳ ମହୋତ୍ସବ ରେ ଯୋଗ ଦେଇଥିବା ନବରଙ୍ଗପୁର ଲୋକସଭା ସାଂସଦ ଜଲଭଦ୍ର ମାଝୀ ଙ୍କୁ ପାନାବେଡା ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଶୁଳ୍କ ଶୁନ୍ୟ ପୂର୍ବକ ଉଚ୍ଚଶିକ୍ଷା ପ୍ରଦାନ ପାଇଁ ସରକାର ପଦକ୍ଷେପ ନେବା ସହ ଆଇନ ଆଣିବାକୁ ସ୍ମାରକ ପ୍ରଦାନ!-->…
ସାଂସଦ ଖେଳ କାର୍ଯ୍ୟକ୍ରମରେ ସାମ୍ବାଦିକଙ୍କୁ ଅଣଦେଖା
ଚନ୍ଦାହାଣ୍ଡି - ତା ୧୩/୧୨( ନି:ପ୍ର ) ସାଂସଦ ଖେଳ କାର୍ଯ୍ୟକ୍ରମ ୨୦୨୫ ଆଜି ପାନାବେଡା ମହାବିଦ୍ୟାଳୟ ଚନ୍ଦାହାଣ୍ଡିରେ ଅନୁଷ୍ଠିତ ହେବା ଅବସରରେ ଆଜି ସାମ୍ବାଦିକ ମାନଙ୍କୁ ଭୁଲିଗଲେ ଆୟୋଜକ ମଣ୍ଡଳୀ l ବ୍ଲକ ପ୍ରଶାସନ ଦ୍ୱାରା ଅନୁଷ୍ଠିତ ଆଜିର ଏହି କାର୍ଯ୍ୟକ୍ରମରେ ସର୍ବପ୍ରଥମେ!-->…
ଭୁବନେଶ୍ୱରରେ ବଲିଉଡ ଷ୍ଟାର ଅକ୍ଷୟ କୁମାର
ଓଡ଼ିଶାରେ ବଲିଉଡ୍ ଷ୍ଟାର ଅକ୍ଷୟ କୁମାର । ଶନିବାର ସନ୍ଧ୍ୟାରେ ଅକ୍ଷୟ କୁମାର ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି । ବିମାନବନ୍ଦର ବାହାରେ ପ୍ରଶଂସକଙ୍କୁ ହାତ ହଲାଇ ସମ୍ବୋଧିତ କରିବା ସହ ସମସ୍ତଙ୍କୁ ନମସ୍କାର କରିଛନ୍ତି 'ଖିଲାଡ଼ି' କୁମାର' । ପରେ କଟକର cda ରେ ଥିବା ଏକ ଘରୋଇ!-->…
ରେଷ୍ଟୁରାଣ୍ଟର କୌଣସି ମଦ ଅନ୍ ସପ୍ (ବାର) ଲାଇସେନ୍ସ ନଥିଲା
ଗତ ୧୨ ତାରିଖ ଦିନ ଭୁବନେଶ୍ଵରର ସତ୍ୟ ବିହାର ଅଞ୍ଚଳର ପଳାସୁଣିରେ 'ନୋ ଲିମିଟ୍ ଏୟାର' ନାମକ ଏକ ରେଷ୍ଟୁରାଣ୍ଟରେ ଭୋର ସମୟରେ ଅଗ୍ନିକାଣ୍ଡ ଘଟିଥିଲା । ଉକ୍ତ ରେଷ୍ଟୁରାଣ୍ଟର କୌଣସି ମଦ ଅନ୍ ସପ୍ (ବାର) ଲାଇସେନ୍ସ ନ ଥିଲା, କିମ୍ବା ଏହା ପାଇଁ ଅବକାରୀ ବିଭାଗକୁ ଆବେଦନ କରିନଥିଲା । ଏକ ମାସ!-->…
ନବୋଦୟ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ
ଗଣିଆ, ବିଶ୍ୱରଞ୍ଜନ ସେଠି) ଜବାହାର ନବୋଦୟ ବିଦ୍ୟାଳୟ ସମିତି ତରଫରୁ ୬ଷ୍ଠ ଶ୍ରେଣୀ ନିମନ୍ତେ ପ୍ରବେଶିକା ପରୀକ୍ଷା ଶନିବାରଦିନ କିଶୋର ଚନ୍ଦ୍ର ନୋଡାଲ ବିଦ୍ୟାପୀଠଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ପରୀକ୍ଷା ପାଇଁ ଗଣିଆ ବ୍ଳକର ମୋଟ ୧୭୮ଜଣ ଛାତ୍ରଛାତ୍ରୀ ଦରଖାସ୍ତ କରିଥିବା ବେଳେ ୧୪୯ଜଣ!-->…
ବର୍ଦ୍ଧିତ ଦରମା ଓ ଭତ୍ତା ନେବେ ନାହିଁ ବିରୋଧୀ ଦଳ ନେତା ନବୀନ
ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ବର୍ଦ୍ଧିତ ଦରମାକୁ ଗରିବଙ୍କୁ ଦାନ କରିବେ ନବୀନ ପଟ୍ଟନାୟକ। ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ଚିଠିରେ ନବୀନ ଲେଖିଛନ୍ତି ଯେ ଗରିବ ଲୋକଙ୍କ ବିକାଶ ପାଇଁ ଖର୍ଚ୍ଚ ହେଉ ମୋ ଟଙ୍କା।ମୁଁ ଓଡ଼ିଶାବାସୀଙ୍କ ପ୍ରତି,!-->…
ନିଜ ସ୍ୱାମୀଙ୍କୁ ନିର୍ମମ ଭାବେ ହତ୍ୟା କଲା ସ୍ତ୍ରୀ
ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଥାନା ପୁଆଣିଆଁ ଗାଁରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ତ୍ରିକୋଣୀୟ ପ୍ରେମ ଏବଂ ପାରିବାରିକ କଳହର କରୁଣ ପରିଣତି ଦେଖିବାକୁ ମିଳିଛି |ଜଣେ ସ୍ତ୍ରୀ ନିଜ ସ୍ୱାମୀଙ୍କୁ ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ଜଣକ ହେଲେ ଉକ୍ତ ଗାଁର ଆଲୋକ!-->…
ମହାନ ଜ୍ୟୋତିର୍ବିଜ୍ଞାନୀ ତଥା ସିଦ୍ଧାନ୍ତ ଦର୍ପଣର ରଚୟିତା ମହାମହୋପାଧ୍ୟାୟ ଚନ୍ଦ୍ରଶେଖର ଙ୍କ ଜୟନ୍ତୀ
ମହାନ ଜ୍ୟୋତିର୍ବିଜ୍ଞାନୀ ତଥା ସିଦ୍ଧାନ୍ତ ଦର୍ପଣର ରଚୟିତା ମହାମହୋପାଧ୍ୟାୟ ଚନ୍ଦ୍ରଶେଖର ସିଂହ ହରିଚନ୍ଦନ ମହାପାତ୍ରଙ୍କ ଜୟନ୍ତୀ। ୧୮୩୫ ମସିହା ଡିସେମ୍ବର ୧୩ତାରିଖରେ ନୟାଗଡ଼ର ଖଣ୍ଡପଡ଼ା ରାଜବଂଶରେ ପଠାଣି ସାମନ୍ତ ଜନ୍ମଗ୍ରହଣ କରିଥିଲେ । ଖଣ୍ଡପଡ଼ା ନିକଟସ୍ଥ ଖୁଣ୍ଟୁପଡ଼ା ଗ୍ରାମସ୍ଥିତ!-->…
IS ଟାର୍ଗେଟରେ ଶିବରାଜ ଚୌହାନ, ବଢିଲା ସୁରକ୍ଷା
ବଢ଼ିଲା କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ସୁରକ୍ଷା । ଗୃହ ମନ୍ତ୍ରଣାଳୟର ସୂଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ମଧ୍ୟପ୍ରଦେଶ ଡିଜିପିଙ୍କୁ ଏକ ଚିଠି ପଠାଇ କହିଛି ଯେ ଶିବରାଜ ସିଂହ ଚୌହାନ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇର ଟାର୍ଗେଟରେ!-->…
ପାକିସ୍ତାନ ସ୍କୁଲରେ ସଂସ୍କୃତ ପାଠ !ସ୍କୁଲରେ ପଢ଼ାଯିବ ସଂସ୍କୃତ ଓ ଗୀତା ଜ୍ଞାନ
ଦେଶ ବିଭାଜନ ପରେ ପ୍ରଥମ ଥର ପାଇଁ ପାକିସ୍ତାନ ଶ୍ରେଣୀ ଗୃହରେ ପ୍ରବେଶ କରିଛି ସଂସ୍କୃତ । Lahore University of Management Sciences ପକ୍ଷରୁ ଶାସ୍ତ୍ରୀୟ ଭାଷାରେ ଏକ ଚାରି-କ୍ରେଡିଟ୍ ପାଠ୍ୟକ୍ରମ ଆରମ୍ଭ କରାଯାଇଛି |୩ମାସ ଧରି ଚାଲିବାକୁ ଥିବା ସପ୍ତାହନ୍ତ ୱାର୍କସପରେ ଏହାକୁ ବିକଶିତ!-->…
ମାଟ୍ରିକ ପରୀକ୍ଷା ପାଇଁ ବୋର୍ଡର କଡା ଆଭିମୁଖ୍ୟ । ପ୍ରଥମ ଥର ପାଇଁ ସବୁ କେନ୍ଦ୍ରରେ ଲାଗିବ ସିସିଟିଭି
ଆସନ୍ତା ଫେବୃଆରୀ 19ରୁ ଆରମ୍ଭ ହେବାକୁ ଥିବା ୨୦୨୬ ମାଟ୍ରିକ ପରୀକ୍ଷାକୁ ଏଥର ଶୁଙ୍ଖଲିତ ଢଙ୍ଗରେ ପରିଚାଳନା କରିବାକୁ କଡା ଆଭିମୁଖ୍ୟ ଗ୍ରହଣ କରିଛି ବୋର୍ଡ । ଆସାଧୁ ଉପାୟ ଅଵଲମ୍ବନ ନକରନ୍ତି ସେଥିପାଇଁ ପ୍ରଥମ ଥର ପାଇଁ ରାଜ୍ୟର ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି ବ୍ୟବସ୍ଥା କରିବାକୁ!-->…
ଝିଟିପିଟି ପଡିଥିବା ଖାଦ୍ୟ ଖାଇ ୫୦ରୁ ଉର୍ଧ୍ବ ଛାତ୍ରୀ ଅସୁସ୍ଥ
ବିଷାକ୍ତ ଖାଦ୍ୟ ଖାଇ ୫୦ରୁ ଊର୍ଦ୍ଧ୍ବ ଛାତ୍ରୀ ଅସୁସ୍ଥ । ସମସ୍ତଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ଏଭଳି ଘଟଣା ଘଟିଛି କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ଅନ୍ତର୍ଗତ ବାଉଁଶପୁଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ।ସମସ୍ତ ଅସୁସ୍ଥ ଛାତ୍ରୀଙ୍କୁ ବନ୍ଧୁଗାଁ ମେଡିକାଲରେ ଭର୍ତ୍ତି!-->…