Browsing Category
ଆଜିର ଖବର
ରାଜ୍ୟ ପୋଲିସ ମୁଖ୍ୟାଳୟପ୍ରେସ ନୋଟ
ଦୀର୍ଘ 11 ବର୍ଷ ଧରି ନିଖୋଜ ଥିବା ବଡସାହି ଥାନା ଅନ୍ତର୍ଗତ ଜଗନ୍ନାଥପୁର ଗାଁର ସୁଦାମ ହେମ୍ବ୍ରମଙ୍କୁ ମୟୂରଭଞ୍ଜ ଜିଲ୍ଲା ପୁଲିସ୍ ଓ ପ୍ରଶାସନ ସହାୟତାରେ ସୁରକ୍ଷିତ ଭାବେ ନିଜ ଘରକୁ ପ୍ରତ୍ୟାବର୍ତ୍ତନ କରାଯାଇଛି। ଜିଲ୍ଲା ପୁଲିସ୍, ଜିଲ୍ଲା ପ୍ରଶାସନ ଏବଂ ଭାରତୀୟ ଦୂତାବାସ ତଥା ବାଂଲାଦେଶ!-->…
୯ ତାରିଖ ବାରବାଟୀ ମ୍ୟାଚି ପାଇଁ ଚାଲିବ ସ୍ୱତନ୍ତ୍ର ‘ଆମ ବସ୍’
୯ ତାରିଖ ବାରବାଟୀ ମ୍ୟାଚି ପାଇଁ ଚାଲିବ ସ୍ୱତନ୍ତ୍ର ‘ଆମ ବସ୍’ । ଏନେଇ ସିଆରୟୁଟି ପକ୍ଷରୁ ଜାରି ହେଲା ସ୍ୱତନ୍ତ୍ର ବିବରଣୀ । ମ୍ୟାଚି ଦିନ ବାରବାଟୀ ଷ୍ଟାଡିୟମ୍ରୁ ବରମୁଣ୍ଡା ଓ ଭୁବନେଶ୍ୱର ଷ୍ଟେସନ ଚାଲିବ । ମ୍ୟାଚ୍ ସରିବା ପରେ ବାରବାଟୀରୁ ନନ୍ଦନକାନନ ଦେଇ ବରମୁଣ୍ଡା ଯିବ । ବାରବାଟୀରୁ!-->…
ଯୁବକଙ୍କ ବେକରେ ରଶି ଲଗାଇ ବିଚ୍ ରାସ୍ତାରେ ଘୋଷାରି ଘୋଷାରି ନେଲେ ଦୁର୍ବୃତ୍ତ
ବାଲେଶ୍ବର ପରଖି ଫାଣ୍ଡି ତଥା ସଦର ଥାନା ଅଞ୍ଚଳରେ ଏକ ଅମାନବୀୟ ଘଟଣା ଦେଖିବାକୁ ମିଳିଛି ।ବାଲେଶ୍ଵର ଜିଲ୍ଲା ପରିକ୍ଷୀ ପୁଲିସ ଥାନା ଅଞ୍ଚଳରେ। ଜଣେ ଯୁବକଙ୍କୁ ବେକରେ ରଶି ଲଗାଇ ଦୁଇ କିଲୋମିଟର ବିଚ୍ ରାସ୍ତାରେ ଘୋଷାରି ଘୋଷାରି ନେଲେ ଦୁର୍ବୃତ୍ତ। କେତେବେଳେ ରାସ୍ତା ମଝିରେ ଗୋଇଠା, ବିଧା,!-->…
ରାଜ୍ୟରେ ଆଉ ଖୋଲିବନି ନୂଆ ମଦ ଦୋକାନ : ଅବକାରୀ ମନ୍ତ୍ରୀ
ରାଜ୍ୟରେ ଆଉ ଖୋଲିବନି ନୂଆ ମଦ ଦୋକାନ । ବିଧାନସଭାରେ ଏନେଇ ଉତ୍ତର ରଖିଲେ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ବିଭିନ୍ନ କାରଣରୁ ରାଜ୍ୟର ଅନେକ ମଦ ଦୋକାନକୁ ବନ୍ଦ କରାଯାଇଛି । ସେହିଭଳି ୫ ବର୍ଷରେ ୧.୬୬ ଲକ୍ଷ କେଜି ଗଞ୍ଜେଇ ଜବତ ହୋଇଛି । ସେହିପରି ୫୨ ହଜାର ୨୩୫ ଏକର ଜମିରେ!-->…
ରିଫଣ୍ଡ ସ୍ୱୟଂଚାଳିତ ଭାବେ ଫେରିବ: ଇଣ୍ଡିଗୋ
ଗତ ପାଞ୍ଚ ଦିନ ଧରି ଇଣ୍ଡିଗୋ ବିମାନ ଚଳାଚଳ ବନ୍ଦ ହେବା ଏବଂ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇବା ଯୋଗୁ, ଅନ୍ୟ ବିମାନ କମ୍ପାନୀଗୁଡ଼ିକର ଟିକେଟ ମୂଲ୍ୟ ଆକାଶଛୁଆଁ ହୋଇଛି। ଏହି ସମୟରେ, କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି ଯାହା ଯାତ୍ରୀମାନଙ୍କୁ ଆଶ୍ୱସ୍ତି ପ୍ରଦାନ କରିବ ବୋଲି!-->…
ଓଡିଶାରେ ବଢୁଛି ବିଜେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ।ଓଡିଶାକୁ ବେଶୀ ଜାପାନୀ ପର୍ଯ୍ୟଟକ ଆସୁଛନ୍ତି
ଓଡିଶାକୁ ବେଶୀ ଜାପାନୀ ପର୍ଯ୍ୟଟକ ଆସୁଛନ୍ତି । ଓଡିଶାରେ ବଢୁଛି ବିଜେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ।୨୦୨୪-୨୫ରେ ବର୍ତ୍ତମାନ ସୁଦ୍ଧା ୧ କୋଟି ୧୩ ଲକ୍ଷ ୮୩ ହଜାର ୫୫୬ ପର୍ଯ୍ୟଟକ ଓଡ଼ିଶା ଆସିଛନ୍ତି । ଏନେଇ ଆଜି ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।
!-->!-->!-->…
ଆସନ୍ତା ଜାନୁଆରୀ ୨୨୦ରେ ଓଏସଏସଟିଇଟି- ୨୦୨୫ ପରୀକ୍ଷା
ଆସନ୍ତା ଜାନୁଆରୀ ୨୦ରେ ଓଡ଼ିଶା ସେକେଣ୍ଡାରୀ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଏସଏସଟିଇଟି)OSSTET- ୨୦୨୫ । ଆଜିଠାରୁ ଆସନ୍ତା ୧୭ ତାରିଖ ଯାଏଁ ଅନଲାଇନରେ ହେବ ଆବେଦନ । ୨୦୨୨୬ ଜାନୁଆରୀ ୧୦ ପରଠାରୁ ଆଡମିଟ କାର୍ଡ ଡାଉନଲୋଡ କରିପାରିବେ । ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଜାରି ହୋଇଛି!-->…
ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ
ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ ।ଏଭଳି ଏକ ଅଭାବନୀୟ ଘଟିଣା ଘଟିଛି ରାଉରକେଲାର ଲାଞ୍ଜିବର୍ଣ୍ଣାରେ । ଗୁରୁତର ଅବସ୍ଥାରେ ଛାତ୍ରୀଙ୍କୁ ଆଇଜିଏଚ୍ରେ ଭର୍ତ୍ତି କରାଯାଇଛି । ୮ ୦ ପ୍ରତିଶତ ପୋଡିଯାଇଥିବା ସୂଚନା । ଘଟଣାସ୍ଥଳରେ ପହଂଚିଛନ୍ତି ସୁନ୍ଦରଗଡ଼ ଏସପି ।ଖବର ଅନୁଯାୟୀ, ଶୁକ୍ରବାର!-->…
ମହାତ୍ମା ଗାନ୍ଧି ମାର୍ଗରେ ଗର୍ଜିଲେ ଶିକ୍ଷକ । ୨ ଦଫା ଦାବିରେ ଦେଲେ ଧାରଣା ଓ ବିକ୍ଷୋଭ
ବିଧାନସଭା ଆସିଲେ ଅନେକ ସଂଘ ନିଜର ଦାବିକୁ ନେଇ ରାଜରାସ୍ତାରେ ଓଲ୍ହାଇଥାନ୍ତି । ତେବେ ବର୍ତ୍ତମାନ ସମୟରେ ପ୍ରାଥମିକ ଶିକ୍ଷକଙ୍କ ଗର୍ଜନ ଶୁଭୁଛି ଗାନ୍ଧୀ ମାର୍ଗରେ । ହଜାରେ ହଜାରେ ସଂଖ୍ୟାରେ ପ୍ରାଥମିକ ଶିକ୍ଷକ ଶିକ୍ଷୟତ୍ରୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ବିଭିନ୍ନ ଦାବି ନେଇ ଅଧ୍ୟାପିକା ଓ!-->…
ରାଷ୍ଟ୍ରପତି ଭବନରେ ପୁଟିନ୍କୁ ପରସାଗଲା ରାଜକୀୟ ଡିନର
ଦୁଇ ଦିନିଆ ଭାରତ ଗସ୍ତ ସାରି ସେ ଋଷ ଗସ୍ତ କରିଛନ୍ତି । ଶୁକ୍ରବାର ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ପୁଟିନଙ୍କୁ ଆନୁଷ୍ଠାନିକ ଭାବରେ ସ୍ୱାଗତ କରାଯାଇଥିଲା ।ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ପାଇଁ ଭବ୍ୟ ନୈଶ ଭୋଜି । ରାଷ୍ଟ୍ରପତି ଭବନରେ ତାଙ୍କୁ ସମ୍ପୂର୍ଣ୍ଣ ନିରାମିଷ ଖାଦ୍ୟ!-->…
ପାରିବାରିକ କଳହ ଲାଗି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ
ମାନସିକ ଚାପରେ ଥିବା ଜଣେ ଯୁବକ ମୋବାଇଲ ଟାୱାର ଉପରେ ଚଢ଼ି ଆତ୍ମହତ୍ୟା ଉଦ୍ୟମ ।ସୋର ଥାନା ମୁବାରକପୁର ଗ୍ରାମର ନିତା ସାହୁ (୨୮) ପାରିବାରିକ କଳହ କାରଣରୁ ମାନସିକ ଚାପରେ ରହୁଥିଲେ। ଆଜି ସକାଳେ ମୋବାରକପୁର ଗ୍ରାମର ଶିବ ମନ୍ଦିର ନିକଟରେ ଥିବା ମୋବାଇଲ ଟାୱାରକୁ ଚଢି ଆତ୍ମହତ୍ୟା ପାଇଁ!-->…
ପୁଣି ବାରବାଟୀ ଟିକେଟ୍ କଳାବଜାରୀ, ୬ଶହ ଟଙ୍କାର ଟିକେଟ ୫ ହଜାର ଟଙ୍କାରେ ବିକ୍ରି
ବାରବାଟୀ ଭାରତ-ଦକ୍ଷିଣ ଆଫ୍ରିକା T-20 ପାଇଁ ସରିଛି ଟିକେଟ ବିକ୍ରି। ଗତଥର ତ୍ରୁଟିକୁ ସୁଧାରି ଟିକେଟ ବିକ୍ରି ବ୍ୟବସ୍ଥାକୁ ବେଶ ଶୃଙ୍ଖଳିତ କରିଥିଲା ପୋଲିସ। ତେବେ କଳାବଜାରୀ ଚିତ୍ର କିନ୍ତୁ ଜଳଜଳ ହୋଇ ସାମନାକୁ ଦିଶୁଛି। ପୂର୍ବ ମ୍ୟାଚ ଭଳି ଏଥର ବି ମହିଳାଙ୍କୁ ଦଲାଲ କାମରେ ଲଗାଇ ଦେଇଥିବା!-->…