Browsing Category

ଆଜିର ଖବର

ସାଲେଭଟା ରେ ସନ୍ଧିମୁଣ୍ଡାର ଭୀମ ଆର୍ମୀ, ମଦ ବିରୋଧ ନେଇ ସାଲେଭଟା ବାସୀଙ୍କୁ କଲେ ସହଯୋଗ

ଆଜି ମଦ ଭାଟି ପରିଚାଳକ ଓ କୁଚା ଭାଟି ମଦ ଦୋକାନୀଙ୍କ ମନମୁଖୀ କାର୍ଯ୍ଯ କଳାପକୁ ବିରୋଧ କରି ସିଧାସଳଖ ଭାବରେ ସ୍ଥାନୀୟ ସାଲେଭଟା ସ୍ଥିତ କୁଚା ମଦଦୋକାନୀଙ୍କ ଦୋକାନକୁ ଯାଇ ସ୍ଥାନୀୟ ସାଲେଭଟା ଗ୍ରାମବାସୀ ସମେତ ସନ୍ଧିମୁଣ୍ଡା ଭୀମଆର୍ମୀ ସଙ୍ଘ ମଦ ବିକ୍ରି ନକରିବାକୁ ତାଗିଦ କରିଛନ୍ତି l ବିଗତ

ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର,‘ରେଳ ନୀର’ ପାଣି ବୋତଲର କମିଲା ମୂଲ୍ୟ

ଭାରତୀୟ ରେଳ ଯାତ୍ରୀଙ୍କ ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛି । ଏଣିକି ରେଲୱେ ଷ୍ଟେସନରେ ମିଳୁଥିବା ‘ରେଳ ନୀର’ର ଗୋଟିଏ ଲିଟର ପାଣି ୧୫ ଟଙ୍କା ବଦଳରେ କେବଳ ୧୪ ଟଙ୍କାରେ ମିଳିବ । ରେଲୱେର ଏହି ନିଷ୍ପତ୍ତି ଦ୍ୱାରା ଯାତ୍ରୀମାନେ ଉପକୃତ ହେବେ ।ଏହା ଆସନ୍ତା ୨୨ ତାରିଖରୁ ଲାଗୁ ହେବ ।ସେହିପରି

କଖାରୁ ଫୁଲ, ଟସର ପୋକରୁ ଔଷଧ ପ୍ରସ୍ତୁତି ପ୍ରୟାସ

ଏଣିକି ମାରାତ୍ମକ ଚର୍ମ କର୍କଟ ରୋଗର ନିରାକରଣ ପାଇଁ ଗବେଷଣାରୁ ପ୍ରସ୍ତୁତ ହେଲା ପରିବେଶ ଅନୁକୂଳ ଔଷଧ (ଏକ ପ୍ରକାର ଜେଲ) । ନାନୋ-ଫର୍ମୁଲେସନ ଉପରେ ଆଧାରିତ ଟସର ପୋକ ଓ କଖାରୁ ଫୁଲରୁ ଚର୍ମ କର୍କଟ ରୋଗର ଚିକିତ୍ସା ବିକଶିତ କରାଯାଇଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହାକୁ ପେଟେଣ୍ଟ ମିଳିଛି

ପ୍ରଧାନମନ୍ତ୍ରୀ ଅନ୍ତର୍ଜାତୀୟ କ୍ରୁଜ୍ ଟର୍ମିନାଲକୁ ଉଦଘାଟନ କରିବେ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମୁମ୍ବାଇର ଇନ୍ଦିରା ଡକ୍‌ରେ ଉଦଘାଟନ କରିବେ ମୁମ୍ବାଇ ଅନ୍ତର୍ଜାତୀୟ କ୍ରୁଜ୍ ଟର୍ମିନାଲ । ଏହି ଟର୍ମିନାଲଟି ଯାତ୍ରୀମାନଙ୍କୁ ଉନ୍ନତ ସୁବିଧା ପ୍ରଦାନ କରିବା ପାଇଁ ନିର୍ମିତ ହୋଇଛି।ଏହା ଭାରତର ସର୍ବବୃହତ କ୍ରୁଜ୍ ଟର୍ମିନାଲ, ଯାହାର ବାର୍ଷିକ କ୍ଷମତା ୧

ଭିଜିବ ଦଶହରା ! ପୁଣି ଆସୁଛି ଆଉ ଏକ ଲଘୁଚାପ

ଭିଜିବ ଦଶହରା ! ପୁଣି ଆସୁଛି ଆଉ ଏକ ଲଘୁଚାପ । ବର୍ତ୍ତମାନ ରାଜଧାନୀ ଭୁବନେଶ୍ବର ସମେତ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଥିବା ବେଳେ ଫିକା ପଡ଼ିବ ପାର୍ବଣ ।ଆସନ୍ତା ୨୫ ତାରିଖ ବେଳକୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନବର୍ତ୍ତୀ ଉତ୍ତରପୂର୍ବ ବଙ୍ଗୋପସାଗରରେ ମିଆଁମାର-ବାଂଲାଦେଶ

ପୁଣି ଭିଜିଲାନ୍ସ ଜାଲରେ ଅନନ୍ତପୁର ଫାଣ୍ଡି ଏଏସ୍ଆଇ

ଭିଜିଲାନ୍ସ ପଞ୍ଝାରେ ଏଏସ୍‌ଆଇ । ଲାଞ୍ଚ ଟଙ୍କା ନେବାବେଳେ ମାଡ଼ିବସିଲା ଭିଜିଲାନ୍ସ ଟିମ୍ ।ସୂଚନା ଅନୁସାରେ ଗତ ୧୫ ଦିନ ତଳେ ଜଣେ ଯୁବକ ବାଇକରେ ଅନନ୍ତପୁର ଅଭିମୁଖେ ଆସୁଥିବା ବେଳେ ରାସ୍ତାରେ ଶୋଇଥିବା ଏକ ଷଣ୍ଢକୁ ଧକ୍କା ଦେଇଥିଲେ। ସ୍ଥାନୀୟ ଲୋକେ ଯୁବକଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ

ବିଜେଡି ନେତା ଦିଲ୍ଲୀପ ନାୟକ ଗିରଫ

ବିଜେଡି ନେତା ଦିଲ୍ଲୀପ ନାୟକ ଗିରଫ । ୨୦୨୪ ନିର୍ବାଚନରେ ନିମାପଡ଼ା ନିର୍ବାଚନମଣ୍ଡଳୀରୁ ବିଜେଡି ପ୍ରାର୍ଥୀ ହୋଇଥିବା ଦିଲ୍ଲୀପ ନାୟକଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ବା ଇଓଡବ୍ଲୁ । ନିମାପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡ଼ି ପ୍ରାର୍ଥୀ ଥିଲେ ଦିଲ୍ଲୀପ

ନିର୍ମାଣ ହେବ ନୂଆ ଲୋକସେବା ଭବନ 

ନୂଆ ଲୋକସେବା ଭବନ ମାଷ୍ଟର ପ୍ଲାନ ପାଇଁ ଓଡିଶା ସେତୁ ଓ ନିର୍ମାଣ ନିଗମକୁ ଦିଆଯାଇଛି ଦାୟିତ୍ୱ । ମାଷ୍ଟର ପ୍ଲାନ ଅନୁମୋଦନ ପରେ ହେବ ବ୍ୟୟ ଅଟକଳ । ବର୍ତ୍ତମାନର ଲୋକସେବା ଭବନ ୬୮ ବର୍ଷ ପୁରୁଣା ହୋଇଥିବା ବେଳେ ପାର୍କିଙ୍ଗ ସମସ୍ୟା ରହୁଥିବାରୁ ନୂଆ ଲୋକସେବା ଭବନ ନିର୍ମାଣ ପାଇଁ ଚିନ୍ତା

ରାଜ୍ୟରେ ବନ୍ଦ ଥିବା ମଦ ଦୋକାନ ଖୋଲିବେ ସରକାର

ରାଜ୍ୟରେ ବନ୍ଦ ପଡିଥିବା ୭୦ଟି ମଦ ଦୋକାନ ଖୋଲିବେ ସରକାର । ଏନେଇ ଗୃହରେ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଉତ୍ତର ରଖିଛନ୍ତି । ବନ୍ଦ ମଦ ଦୋକାନକୁ ପୁନର୍ବାର ଖୋଲିବାକୁ ବିଭାଗ ତରଫରୁ ଅନୁମତି ମିଳିଛିା୪ଟି ନୂଆ ଠିପିଖୋଲା ମଦ ଦୋକାନ ଓ ୩ଟି ମଦ କାରଖାନା ଖୋଲିବା ପାଇଁ ବିଭାଗ ପାଖରେ

ନବରାତ୍ରି ପାଇଁ ଚଳଚଞ୍ଚଳ ଶକ୍ତିପୀଠ : ରାଜ ରାଜେଶ୍ୱରୀ ବେଶରେ ଦର୍ଶନ ଦେଉଛନ୍ତି ମାଆ କଟକଚଣ୍ଡୀ

ଶକ୍ତି ପୀଠରେ ଚାଲିଛି ଶାରଦୀୟ ପାର୍ବଣ ପୂଜା । ସମ୍ପୂର୍ଣ୍ଣ ରୀତିନୀତିର ସହ ମାଆଙ୍କର ଷୋଡଶ ଉପଚାରରେ ପୂଜା କରାଯାଉଥିବା ବେଳେ ପ୍ରତିଦିନ ଭିନ୍ନ ଭିନ୍ନ ବେଶରେ ଦର୍ଶନ ଦେଉଛନ୍ତି ମାଆ । ଅନ୍ୟ ପୀଠ ଭଳି ମାଆ କଟକ ଚଣ୍ଡୀଙ୍କ ପୀଠରେ ମାଆଙ୍କର ବିଭିନ୍ନ ବେଶ କରାଯାଉଛି ।କଟକର ଅଧିଷ୍ଠାତ୍ରୀ

ଟ୍ବିନ୍‌ସିଟି ଭିଡ଼ ନିୟନ୍ତ୍ରଣ ପାଇଁ ତ୍ରିଶୂଳିଆରେ ନିର୍ମାଣ ହେବ ଦ୍ୱିତୀୟ ବ୍ରିଜ୍

ଟୁଇନ ସିଟିରେ ଭିଡ ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ବଡ ନିଷ୍ପତ୍ତି ନେଇଛନ୍ତି । କହିଛନ୍ତି, ତ୍ରିଶୁଳିଆରେ ନିର୍ମାଣ ହେବ ଦ୍ୱିତୀୟ ବ୍ରିଜ, ବ୍ୟୟବରାଦ ହେବ ୨୯୭ କୋଟି ଟଙ୍କା । ଏନେଇ ବିଧାନସଭାରେ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଲିଖିତ ଉତ୍ତର ରଖିଛନ୍ତି । ଟେଣ୍ଡର ପ୍ରକ୍ରିୟା

ସୁଭଦ୍ରାର ୩ୟ କିସ୍ତିରୁ ବାଦ ପଡିଛନ୍ତି ୩ ଲକ୍ଷ ୯୯ ହଜାର ୩୫୨ ଜଣ

ଶନିବାର ବିଧାନସଭାର ଚତୁର୍ଥ ଅଧିବେଶନର ତୃତୀୟ ଦିନରେ ବିଧାୟକ ଗଣେଶ୍ୱର ବେହେରାଙ୍କ ପ୍ରଶ୍ନରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା | ସୁଭଦ୍ରାର ୩ୟ କିସ୍ତିରୁ ବାଦ୍‌ ପଡ଼ିଛନ୍ତି ୩ ଲକ୍ଷ ୯୯ ହଜାର ୩୫୨ ଜଣ।ସେହିଭଳି ଦ୍ଵିତୀୟ କିସ୍ତିରୁ ବାଦ ପଡିଛନ୍ତି ୧ ଲକ୍ଷ ୮୩ ହଜାର ୭୮୫ ଜଣ। ସୁଭଦ୍ରା