Browsing Category
ଆଜିର ଖବର
‘ପଢିବା, ଗଢିବା ଓଡିଶା’ର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଲୋକସେବା ଭବନ କନ୍ଭେନ୍ସନ୍ ସେଣ୍ଟର ଠାରେ ଆୟୋଜିତ ହୋଇଯାଇଛି ରାଜ୍ୟସ୍ତରୀୟ ଶିକ୍ଷକ ଦିବସ ଅବସରରେ ଉତ୍ସବ । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଉପସ୍ଥିତ ଥିଲେ ।ଆଜି ରାଜ୍ୟ ସ୍ତରୀୟ ଗୁରୁ ଦିବସ ଉତ୍ସବ ଏବଂ!-->…
ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କୁ ଲୁକ୍ଆଉଟ୍ ସର୍କୁଲାର
ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କୁ ଲୁକ୍ଆଉଟ୍ ସର୍କୁଲାର ନୋଟିସ୍ (LOC) ଜାରି କରାଯାଇଛି। ୬୦ କୋଟି ଟଙ୍କା ଠକେଇ ମାମଲାରେ ଶିଳ୍ପାଙ୍କୁ ଏହି ନୋଟିସ୍ ହୋଇଛି। ସ୍ବାମୀ ରାଜ କୁନ୍ଦ୍ରାଙ୍କ ସହ ଶିଳ୍ପାଙ୍କୁ ଲୁକ୍ଆଉଟ ସର୍କୁଲାର ନୋଟିସ୍ ଜାରି କରିଛି ମୁମ୍ବାଇ!-->…
ଏନକାଉଣ୍ଟରରେ ୬ ମାଓବାଦୀ ନିହତ
ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟ ନାରାୟଣପୁର ଏବଂ ଦନ୍ତେୱାଡା ଜିଲ୍ଲା ସୀମାନ୍ତ ଅଞ୍ଚଳରେ ଆଜି ସକାଳଠାରୁ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଛି । ଏନକାଉଣ୍ଟରରେ ଟଳି ପଡ଼ିଛନ୍ତି ୬ମାଓବାଦୀ। ଏହି ଗୁଳି ବିନିମୟ ଆଜି ସନ୍ଧ୍ୟା ପର୍ଯ୍ୟନ୍ତ ଲଗାତାର ଜାରି ରହିଛି ।!-->…
ଏଣିକି ରାଜ୍ୟର ସବୁ ସରକାରୀ ଅଫିସରେ ବିଏସଏନଏଲ ନେଟୱର୍କ ବାଧ୍ୟତାମୂଳକ
ରାଜ୍ୟ ସରକାର ଜାରି କରିଛନ୍ତି କଡ଼ା ନିର୍ଦ୍ଦେଶନାମା। ଏଣିକି ସମସ୍ତ ସରକାରୀ ଅଫିସରେ BSNL ନେଟ୍ଓ୍ବର୍କ ବାଧ୍ୟତାମୂଳକ। ସବୁ ସରକାରୀ ପ୍ରତିଷ୍ଠାନରେ BSNL ଇଣ୍ଟରନେଟ୍ ବ୍ୟବହାର ହେବ।ଏନେଇ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଭାଗ ପକ୍ଷରୁ ଚିଠି ପ୍ରକାଶ ପାଇଛି । BSNL!-->…
ପୁଣି ବଢିଲା ସୁନା ଓ ରୁପା ଦର ।
ଶୁକ୍ରବାର ପୁଣି ବଢିଛି ସୁନା ଦାମ୍ । ୨୪ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦାମ୍ ୧,୦୭,୬୨୦ ଟଙ୍କା ରହିଛି । ଗତକାଲି ୧,୦୬,୮୬୦ ଟଙ୍କା ଥିଲା । ଏଥିରେ ୭୬୦ ଟଙ୍କା ବୃଦ୍ଧି ପାଇଛି ।୨୨ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦାମ୍ ୯୮,୬୫୦ ଟଙ୍କା ରହିଛି । ଗତକାଲି ୯୭,୯୫୦ ଟଙ୍କା ଥିଲା । ଏଥିରେ!-->…
ଡ୍ରପ ଆଉଟ ହ୍ରାସ,ଗୁଣାତ୍ମକ ଶିକ୍ଷା ବଡ ଆହ୍ୱାନ !
ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ୨୦୨୪-୨୫ ପ୍ରଦାନ । ଝାରସୁଗୁଡା, ଖୋର୍ଦ୍ଧା ଓ ଜଗତସିଂହପୁରକୁ ଶ୍ରେଷ୍ଠ ଜିଲ୍ଲା ପୁରସ୍କାର । ୩ ଜଣ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି । ସୋନପୁରରର ଲକ୍ଷ୍ମଣ ଭୋଇ, ସୁନ୍ଦରଗଡର ଅମୁଲ୍ୟ ପ୍ରଧାନ ପୁରସ୍କୃତ ହୋଇଛନ୍ତି ।!-->…
ଶାରଦୀୟ ପୂଜା ମଣ୍ଡପ ଓ ଗେଟ ଅନୁମତି ପାଇଁ କଟକ ଜିଲ୍ଲା ପ୍ରଶାସନର ସ୍ୱତନ୍ତ୍ର ବ୍ୟବସ୍ଥା
ଶାରଦୀୟ ପୂଜା ମଣ୍ଡପ ଓ ଗେଟ ଅନୁମତି ପାଇଁ କଟକ ଜିଲ୍ଲା ପ୍ରଶାସନର ସ୍ୱତନ୍ତ୍ର ବ୍ୟବସ୍ଥା । ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ସ୍ୱତନ୍ତ୍ର ଏସଓପି ଜାରି କରିଛି କଟକ ଜିଲ୍ଲା ପ୍ରଶାସନ । ଆଜିଠାରୁ ୩ ଦିନ ପର୍ଯ୍ୟନ୍ତ ମଣ୍ଡପ ଓ ଗେଟ ପାଇଁ ଆବେଦନ କରିବେ ସମସ୍ତ ପୂଜା ମଣ୍ଡପ । ଗେଟ୍,!-->…
ଭତ୍ତା ପାଇଁ ଏଣିକି ବୟସ ଜାଲିଆତି କଲେ କଡ଼ା କାର୍ଯ୍ୟାନୁଷ୍ଠାନ
ବୟସ ଜାଲିଆତି ପ୍ରସଙ୍ଗରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ବଡ଼ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ଏଣିକି ବୟସ ଜାଲିଆତି କଲେ ଖୁବ୍ଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ। ନିଜର ଭୋଟର କାର୍ଡ ଜାଲିଆତି କରି ବୟସ ବଢାଉଛନ୍ତି । ଭୋଟର କାର୍ଡ ଯାଞ୍ଚ ପାଇଁ ଜିଲ୍ଲାପାଳଙ୍କୁ ବିଭାଗ ପକ୍ଷରୁ!-->…
ଚୀନ୍ ପାକିସ୍ତାନ ମଧ୍ୟରେ ଫାଟ !
ଆଜିକାଲି ଚୀନ୍ ପାକିସ୍ତାନ ମଧ୍ୟରେ ସମ୍ପର୍କ ସ୍ୱାଭାବିକ ମନେ ହେଉନାହିଁ। କାରଣ ପାକିସ୍ତାନ ତାର ପୁରୁଣା ରେଳ ନେଟୱାର୍କର ଉନ୍ନତି ପାଇଁ ଚୀନ୍ ପରିବର୍ତ୍ତେ ଏସୀୟ ବିକାଶ ବ୍ୟାଙ୍କ (ADB) ଠାରୁ ସାହାଯ୍ୟ ନେବାକୁ ନିଷ୍ପତ୍ତି ନେଇଛି।କରାଚୀ-ରୋହରୀ ରେଳ ସେକ୍ସନକୁ ଉନ୍ନତ କରିବା ପାଇଁ!-->…
ଆଗକୁ ରାଜ୍ୟ ସରକାର ୨ ଶହ ଇ-ବସ୍ ଆଣିବେ
ପରିବେଶ ସୁରକ୍ଷା ପାଇଁ ଆଗକୁ ଇ-ବସ୍କୁ ଅଧିକ ପ୍ରଚଳନ କରିବାକୁ ସରକାର ଯୋଜନା କରୁଛନ୍ତି । ରାଜ୍ୟରେ ହଜାରେ ଇ-ବସ୍ର ଆବଶ୍ୟକତା ରହିଛି ବୋଲି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି । ଆଗକୁ ରାଜ୍ୟ ସରକାର ୨୦୦ଟି ଇ- ବସ ଆଣିବେ । ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ!-->…
ଜାଲରେ ପଡ଼ିଲା ଦୁଇ କୁଇଣ୍ଟାଲ ଓଜନର ସାର୍କ ମାଛ
ଜାଲରେ ପଡ଼ିଲା ଦୁଇ କୁଇଣ୍ଟାଲ ଓଜନର ସାର୍କ ମାଛ । ମାଛ ଦେଖିଵାକୁ ପର୍ଯ୍ୟଟକଙ୍କ ଭିଡ଼ । ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗର ମୋହନା ଆନ୍ତର୍ଜାତିକ ମତ୍ସ୍ୟ ଅବତରଣ କେନ୍ଦ୍ର ଠାରେ ୨ କୁଇଣ୍ଟାଲ ଓଜନର ଏକ ସାର୍କ ମାଛ ମତ୍ସ୍ୟଜୀବୀଙ୍କ ଜାଲରେ ଧରା ପଡିଥିବା ଦେଖିଵାକୁ ମିଳିଛି ।ଏହି ସାର୍କ ମାଛର ଓଜନ!-->…
ଜାତୀୟ ଶିକ୍ଷକ ସମ୍ମାନ-୨୦୨୫: ଓଡି଼ଶାର ୨ ଶିକ୍ଷକଙ୍କୁ ସମ୍ମାନିତ କଲେ ରାଷ୍ଟ୍ରପତି
ଦିଲ୍ଲୀ ବିଜ୍ଞାନ ଭବନରେ ଜାତୀୟ ଶିକ୍ଷକ ସମ୍ମାନ ପ୍ରଦାନ ସମାରୋହ ଆୟୋଜିତ ହୋଇଛି। ଗୁରୁ ଦିବସରେ ୪୫ ଶିକ୍ଷକଙ୍କୁ ସମ୍ମାନିତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଓଡ଼ିଶାର ୨ ଜଣ ଶିକ୍ଷକଙ୍କୁ ମିଳିଲା ଜାତୀୟ ଶିକ୍ଷକ ସମ୍ମାନ-୨୦୨୫। ମାଲକାନଗିରିର ବସନ୍ତ ରଣା ଓ କୋରାପୁଟର ତରୁଣ ଦାଶ ହେଲେ!-->…