ସଂସଦୟ ଜନଜାତି ବିକାଶ ସଂକୁଳ ଯୋଜନା ର ଶୁଭ ଆରମ୍ଭ*

ରାଜ୍ୟ ସଭା ସାଂସଦ.ଶ୍ରୀଯୁକ୍ତ ସୁଜିତକୁମାର ସେଟ. ଲାଞ୍ଜିଗଡ ବିଧାନ ସଭା ପାର୍ଟୀ.ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ମାଝୀ ବିଶ୍ୱନାଥ ପୁର ମଣ୍ଡଳ ସଭାପତି. ଶ୍ରୀଯୁକ୍ତ ତୁଳସୀମାଝି ବିଶ୍ୱନାଥ ପୁର ମଣ୍ଡଳ ସାଧାରଣ ସମ୍ପାଦକ. ଶ୍ରୀଯୁକ୍ତ ଗୌତମ କୁମାର ନାଗ. ବିଶ୍ୱନାଥ ପୁର ମଣ୍ଡଳ ଉପସଭାପତି. ସୁନୀଲ ବାଗ. ପୂର୍ବତନ ସାଂସଦ ପ୍ରତିନିଧି. ଲଷ୍ମୀଧର ସନ୍ତୋଷ ରାୟେ ବିଶ୍ୱନାଥ ପୁର ମଣ୍ଡଳ ସହ ପ୍ରଭାରୀ.

ଶ୍ରୀଯୁକ୍ତ ସୁବାସ ଚନ୍ଦ୍ର ଅଗ୍ରୱାଲ. ଲାଞ୍ଜିଗଡ ମଣ୍ଡଳ ପ୍ରଭାରି ତୋଫାନ ସୁନାନୀ.ଲାଞ୍ଜିଗଡ ମଣ୍ଡଳ ସଭାପତି. ନରେନ୍ଦ୍ର ବେହେରା. ବବ୍ଲୁ ଶିଖା. ଭଟାଙ୍ଗ ପଦର . ସମିତି ସଭ୍ୟ . ରୁପେନ ଛତ୍ରିଆ. ଭାଗିରଥି ଢଙ୍ଗଡ଼ାମାଝି . ଖୁସିରାମ ଗୌଡ଼ . ବହୁ ସଂଖ୍ୟାରେ ମିଶ୍ରଣ ପର୍ବ ହୋଇ ଥିଲା. ବିଜେପୁର ଠାରେ. ଜଗନ୍ନାଥ ମନ୍ଦିର ଭୂମି ପୂଜା. ଓ ଭଟାଙ୍ଗ ପଦର . କମ୍ୟୁନିଟି ହଲ ର ଶୁଭ ଉଧଘାଟନ କରାଯାଇଥିଲାଓ ଗୁଣ୍ଡ୍ରି . AWS. ବିଲଡିଂ . ପରିଦର୍ଶନ କରି ଥିଲେ । କଳାହାଣ୍ଡି ରୁ ଜିଲ୍ଲା ପ୍ରତିନିଧି ଶେଖର ସୁମନ ଦାଶ ଙ୍କ ରିପୋର୍ଟ HR ଟିଭି ଓଡ଼ିଆ