Browsing Category
ଆଜିର ଖବର
ବିଦ୍ୟାଳୟରେ ମିଶିବ ଅଙ୍ଗନବାଡ଼ି କେନ୍ଦ୍ର! ପ୍ରକ୍ରିୟା ଆରମ୍ଭ କଲେ ସରକାର
ପିଲାଙ୍କ ଶୈଶବ ଯତ୍ନ ଓ ଶିକ୍ଷାକୁ ଆନୁଷ୍ଠାନିକ ଭାବେ ବିଦ୍ୟାଳୟ ସ୍ତରରୁ ଆରମ୍ଭ କରିବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି।ବିଦ୍ୟାଳୟ ସହିତ ମିଶିବ ଅଙ୍ଗନବାଡ଼ି କେନ୍ଦ୍ର। ଏନେଇ ସରକାରଙ୍କ ପ୍ରକ୍ରିୟା ଆରମ୍ଭ ହୋଇଛି।ଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ମିଶ୍ରଣ ନୀତିର!-->…
ବାଲେଶ୍ବରରେ ସ୍ଥିତି ଖରାପ; ପାଣିରେ ଭାସିଲା ୫ ଶହ ଟଙ୍କିଆ ନୋଟ୍
ବାଲେଶ୍ୱରରେ ଲଗାଣ ବର୍ଷା ଯୋଗୁଁ ପାଣିରେ ରାସ୍ତା ଘାଟ ବୁଡିଯାଇଛି। ରାସ୍ତା ବର୍ତ୍ତମାନ ନଦୀର ଭ୍ରମ ସୃଷ୍ଟି କରିଛି।ଏପରିକି ପ୍ରବଳ ବର୍ଷାଯୋଗୁ ବାଲେଶ୍ବର ସହରରେ ପୋଷ୍ଟ ଅଫିସ୍ ଭିତରେ ପାଣି ପଶି ଯାଇଛି । ଫଳରେ ପାଣିରେ ଭାସୁଛି ୫ ଶହ ଟଙ୍କିଆ ନୋଟ୍ ଓ ଲୋକଙ୍କ ପାସବୁକ୍ । ଏହାସହିତ!-->…
ଆରମ୍ଭ ହେବ ଜୀବନ ଜିନ୍ଦାବାଦ କାର୍ଯ୍ୟକ୍ରମ
ଜୀବନ ହାରିବା ରୋକିବାକୁ ସରକାରଙ୍କ ଉଦ୍ୟମ । ଜୀବନ ଜିନ୍ଦାବାଦ ନାମରେ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ସରକାର ।ଏଭଳି ଘଟଣା ରୋକିବାକୁ ଲୋକସେବା ଭବନରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି।ବୈଠକରେ ମୁଖ୍ୟ ଶାସନ ସଚିବ,!-->…
ଶ୍ରୀମନ୍ଦିର ପରିଚାଳନା କମିଟିର ପ୍ରଥମ ବୈଠକ ଶେଷ: ନାଟମଣ୍ଡପରେ ଧାଡି ଦର୍ଶନ ହେବ
ନୂତନ ପରିଚାଳନା କମିଟିର ପ୍ରଥମ ବୈଠକ ଶେଷ। ନୂତନ ସଦସ୍ୟ ମାନଙ୍କୁ ସ୍ୱାଗତ କରାଗଲା। ଗତ ଉଚ୍ଚସ୍ତରୀୟ କମିଟି ବୈଠକର ବିବରଣୀ ପଠନ ଓ ଦୃଢୀକରଣ କରାଗଲା। ନୂତନ ସବକମିଟି ଗଠନ କରାଗଲା। ୧୪ଟି ସବକମିଟି ଗଠନ ହୋଇଛି। ଅର୍ଥନୀତି,ରତ୍ନଭଣ୍ଡାର, ଅପିଲ୍ ସବକମିଟି ଗଠନ କରାଗଲା। ପ୍ରଥମଥର ପାଇଁ!-->…
କ°ଗ୍ରେସ ସ°ଗଠନକୁ ପୁରୀ ଜିଲ୍ଲାରେ ସୃଦୁଢ କରିବା ପାଇଁ ଗୁରୁମନ୍ତ୍ର ଦେଲେ କର୍ଣ୍ଣାଟକ ସାଂସଦ।
କ°ଗ୍ରେସ ସ°ଗଠନକୁ ପୁରୀ ଜିଲ୍ଲାରେ ସୃଦୁଢ କରିବା ପାଇଁ ଗୁରୁ ମନ୍ତ୍ର ଦେଲେ କର୍ଣ୍ଣାଟକ ସାଂସଦ। ସୂଚନା ମୁତାବକ ପୁରୀଜିଲ୍ଲା ର କାକଟପୁର, ଅସ୍ତରଙ୍ଗ, ନିମାପଡା, ଗୋପ ଓ କୋଣାର୍କ ର ଶତାଧିକ କ°ଗ୍ରେସ କର୍ମୀ ମାନଙ୍କୁ ନେଇ ଆଜି କୋଣାର୍କ ବସଷ୍ଟାଣ୍ଡ ମହାଲକ୍ଷ୍ମୀ ପାଲେସେ ଠାରେ ଆୟୋଜିତ!-->…
ଦଶହରା ପୂର୍ବରୁ ମରାମତି ହେବ ସମସ୍ତ ସହରାଞ୍ଚଳ ରାସ୍ତା -ପୃଥ୍ୱୀରାଜ ହରିଚନ୍ଦନ
ଦୁର୍ଗାପୂଜା ପୂର୍ବରୁ ରାଜ୍ୟର ସମସ୍ତ ସହରର ରାସ୍ତା ନିର୍ମାଣ ଓ ମରାମତି କାର୍ଯ୍ୟ ଶେଷ ହେବ । ଏ ନେଇ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ଆସନ୍ତା ୨୦ ତାରିଖ ପୂର୍ବରୁ ଟ୍ୱିନ୍ସିଟି ସମେତ ସବୁ ସହରାଞ୍ଚଳ ରାସ୍ତା ମରାମତି ଶେଷ ହେବ । ଏହାସହ!-->…
ଏଣିକି ମୋବାଇଲ୍ ଆପ୍ରେ ବାୟୋମେଟ୍ରିକ୍ ଉପସ୍ଥାନ ବାଧ୍ୟତାମୂଳକ
ମୋବାଇଲ ଆପରେ ବାୟୋମେଟ୍ରିକ ଉପସ୍ଥାନ ବାଧ୍ୟତାମୂଳକ ରହିଛି। ଏନେଇ ୧ ସେପ୍ଟେମ୍ବର ଠାରୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ନିର୍ଦ୍ଦେଶ ଜାରି କରିଛି।ସମସ୍ତ କର୍ମଚାରୀ ମୋବାଇଲ ଆପ୍ ମାଧ୍ୟମରେ ଉପସ୍ଥାନ ଦେବେ। ଆପରୁ ଅନୁପସ୍ଥିତି ବିବରଣୀ ଆଧାରରେ ପରମର୍ତ୍ତୀ ଦରମା ମିଳିବ।!-->…
ମହାନଦୀରେ ମହିଳା ଭାସିଯିବା ଘଟଣା । ପ୍ରେମିକ ପାଇଁ ନିଜେ ରଚିଥିଲେ ନିଖୋଜ ଷଡ଼ଯନ୍ତ୍ର
ବାଙ୍କୀ ମହାନଦୀରେ ନିଖୋଜ ମହିଳା ଘଟଣା ନୂଆ ଟୁଇଷ୍ଟ । ମହିଳା ଜଣକ ପୁରୀରୁ ଉଦ୍ଧାର ହୋଇଛନ୍ତି । ପୁରୀ ଟାଉନ ଥାନା ପୋଲିସ ସମ୍ପୃକ୍ତ ମହିଳାଙ୍କୁ ଉଦ୍ଧାର କରି ସଖି ଗୃହରେ ରଖାଯାଇଛି । ସୂଚନା ଅନୁସାରେ ଦୁଇଟି ପିଲାର ମାଆ ପ୍ରେମିକ ସହ ଖସି ପଳାଇବାକୁ ପ୍ଲାନ କରିଥିଲେ । ସେ ସତରେ ନଦୀରେ!-->…
ପୁରୀ ସମୁଦ୍ରରେ ବୁଡ଼ି ଗଲେ ପର୍ଯ୍ୟଟକ, ଉଦ୍ଧାର କଲେ ଲାଇଫଗାର୍ଡ
ପୁଣି ପୁରୀ ସମୁଦ୍ରରେ ଅଘଟଣ । ସମୁଦ୍ରରେ ସ୍ନାନ କରିବା ସମୟରେ ବୁଡ଼ି ଗଲେ ପର୍ଯ୍ୟଟକ। ଉଚ୍ଚ ଲହଡି ଓ ରିପ୍ କରେଣ୍ଟ ଯୋଗୁଁ ଗଭୀର ସମୁଦ୍ର ଭିତରକୁ ଭାସି ଯାଉଥିବା ଜଣେ ପର୍ଯ୍ୟଟକଙ୍କୁ ଉଦ୍ଧାର କରିଛନ୍ତି ଲାଇଫଗାର୍ଡ।ସୂଚନାଯୋଗ୍ୟ ଯେ, ବୁଧବାର ପରିବାର ସହ ପ୍ରିୟବ୍ରତ ପୁରୀ!-->…
କଣ୍ଟାବାଞ୍ଝି ଆଇଆଇସି ରଶ୍ମିତା ବେହେରାଙ୍କ ସ୍ବାମୀଙ୍କ ଦାଦାଗିରି
କଣ୍ଟାବାଞ୍ଜିଠାରେ ମଙ୍ଗଳବାର ରାତି ପ୍ରାୟ ୯ଘଣ୍ଟା ୩୦ ମିନିଟ ସମୟରେ ଜଣେ ଅଜଣା ବ୍ୟକ୍ତି ନିଜକୁ ପୋଲିସ ଅଧିକାରୀ ପରିଚୟ ଦେଇ ଭୁଜା ଠେଲାରେ ଭୁଜା ଖାଉଥିବା କିଛି ଲୋକଙ୍କୁ ମାଡ ମାରିଥିବା ଓ ପୋଲିସ ଗାଡି ଡକାଇ ଥାନାକୁ ଜବରଦସ୍ତି ନେଉଥିବା ଅଭିଯୋଗ ହୋଇଛି। ସମ୍ପୃକ୍ତ ବ୍ୟକ୍ତି ଜଣକ ଜଣେ!-->…
୯ରେ ଉପରାଷ୍ଟ୍ରପତି ନିର୍ବାଚନ : କେବେ କାର୍ଡ ଖୋଲିବେ ନବୀନ ?
ସେପ୍ଟେମ୍ବର ୯ ତାରିଖରେ ହେବାକୁ ଯାଉଛି ଉପରାଷ୍ଟ୍ରପତି ନିର୍ବାଚନ । ହେଲେ ଏଯାଏଁ ନିର୍ବାଚନକୁ ନେଇ ନବୀନ ନୀରବ । ବିଜେଡି ଏଥର ଉପରାଷ୍ଟ୍ରପତି ନିର୍ବାଚନରେ କାହାକୁ ସପୋର୍ଟ କରିବ ଆଉ କାହାକୁ ବିରୋଧ କରିବ, ତା ଏଯାଏଁ ସ୍ପଷ୍ଟ ହେଇନି । ଦଳର କୌଣସି ନେତା ଏ ନେଇ କିଛି କହିପାରୁନାହାନ୍ତି!-->…
ଭାରତକୁ ବଡ଼ ଉପହାର ଦେଲେ ପୁଟିନ୍
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ଅତିରିକ୍ତ ଶୁଳ୍କ ଲଗାଇବା ସହ ରୁଷରୁ ତେଲ କିଣିବା ଏବଂ ପରୋକ୍ଷ ଭାବରେ ୟୁକ୍ରେନ ଯୁଦ୍ଧରେ ଅଂଶଗ୍ରହଣ କରିବାର ଅଭିଯୋଗ ଆଣିଛନ୍ତି। ଭାରତ ଟ୍ରମ୍ପଙ୍କ ଶୁଳ୍କ ଧମକର ଉଚିତ ଜବାବ ଦେଇଛି ଏବଂ ତାଙ୍କ ଧମକକୁ ଅଣଦେଖା କରି ଭାରତ ରୁଷରୁ ତେଲ!-->…