Browsing Category
ଆଜିର ଖବର
ନବୀନଙ୍କୁ ଭେଟିଲେ ମୋହନ ମାଝୀ
ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନବୀନ ନିବାସ ପହଂଚି ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ତାଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ମୁଖ୍ୟମନ୍ତ୍ରୀ । କେବଳ ମୁଖ୍ୟମନ୍ତ୍ରୀ ନୁହଁନ୍ତି ସୂଚନା ମୁତାବକ ଆଜି ଅନେକ ନେତା ନବୀନ ପଟ୍ଟନାୟକଙ୍କୁ ଭେଟି ପାରନ୍ତି ବୋଲି କୁହାଯାଉଛି ।
!-->!-->!-->…
‘ରାଜ୍ୟରେ ବୁଲା କୁକୁରଙ୍କ ହେବ ଗଣନା ଓ ବନ୍ଧ୍ୟାକରଣ’ -ମତ୍ସ୍ୟ ପ୍ରାଣୀ ସମ୍ପଦ ମନ୍ତ୍ରୀ
କୁକୁରମାନଙ୍କୁ ନେଇ ସୁପ୍ରିମ୍କୋର୍ଟଙ୍କ ସଂଶୋଧିତ ରାୟ ପରେ ମତ୍ସ୍ୟ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ପ୍ରତିକ୍ରିୟା ଦେଇଛନ୍ତି । ସୁପ୍ରିମ କୋର୍ଟଙ୍କ ନିର୍ଦେଶକୁ କଡାକଡି ପାଳନ କରିବ ବିଭାଗ । ମତ୍ସ ଓ ପ୍ରାଣୀ ସମ୍ପଦ ବିଭାଗ ବୁଲା କୁକୁରଙ୍କ ଗଣନା ମଧ୍ୟ କରିବ ।ବିଭାଗ!-->…
ଏଥର ବର୍ଷାରେ ଭିଜିବ ଗଣେଶ ପୂଜା
ଏଥର ବର୍ଷାରେ ଭିଜିବ ଗଣେଶ ପୂଜା । ଗଣପତିଙ୍କ ଉତ୍ସବକୁ ନେଇ ରାଜ୍ୟବାସୀ ଉତ୍ସାହିତ ଥିବା ବେଳେ ପାଣିପାଗକୁ ନେଇ ବଡ ଖବର ସାମ୍ନାକୁ ଆସିଛି । ଯାହାକି ଚିନ୍ତା ବଢାଇଛି । ବଙ୍ଗୋପ ସାଗରରେ ଆଉ ଏକ ଲଘୁଚାପ ଆସିଥିବାରୁ ରାଜ୍ୟ ପ୍ରାୟ ସମସ୍ତ ଜିଲ୍ଲାରେ ବର୍ଷା ହେବ । ଏନେଇ ପାଣିପାଗ ବିଭାଗ!-->…
ଟିକ୍ଟକ୍ ଅନବ୍ଲକ କରିବା ନେଇ ଭାରତ ସରକାରଙ୍କ ପକ୍ଷରୁ କୌଣସି ନିଷ୍ପତ୍ତି ନିଆଯାଇନାହିଁ
ଟିକ୍ଟକ୍ ପୁଣି ଭାରତ ଫେରୁଥିବା ନେଇ ଚର୍ଚ୍ଚା ଉପରେ କେନ୍ଦ୍ର ସରକାରଙ୍କ ସ୍ପଷ୍ଟିକରଣ । ଏହି ଚୀନ ଭିଡିଓ ଆପର ୱେବସାଇଟ୍ ଖୋଲିବା ପରେ ପୁଣି ଭାରତକୁ ଟିକ୍ଟକ୍ ଫେରିବ ବୋଲି ଚର୍ଚ୍ଚା ଆଲୋଚନା ହେଉଥିଲା । କିନ୍ତୁ ସରକାର ଏଥିରେ ପୂର୍ଣ୍ଣଛେଦ ପକାଇଛନ୍ତି। ଭାରତ ସରକାର TikTok କୁ!-->…
ଅଗଷ୍ଟ -୧୫ରେ ପିଲାଙ୍କୁ ମିଡ ଡେ ମିଲ ଦେଇନଥିବାରୁ ନୋଟିସ
୩ଟି ବ୍ଲକର ୫୬ଟି ସ୍କୁଲକୁ କାରଣ ଦର୍ଶାଅ ନୋଟିସ ।ଅଗଷ୍ଟ -୧୫ରେ ପିଲାଙ୍କୁ ମିଡ ଡେ ମିଲ ଦେଇନଥିବାରୁ ନୋଟିସ କରାଯାଇଛି । ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକର ୩୩ଟି , ବୌଦ୍ଧ ବ୍ଲକର ୧୫ଟି, କଣ୍ଟାମାଳ ବ୍ଲକର ୮ଟି ସ୍କୁଲକୁ ଜାରି ହୋଇଛି ନୋଟିସ ।ସାତ ଦିନ ମଧ୍ୟରେ ବିଦ୍ୟାଳୟ ପରିଚାଳନା କମିଟି!-->…
ଗିରଫ ହେଲେ କଟକ ସିଡିଏମ୍ଓର ବରିଷ୍ଠ କିରାଣୀ କିଶୋର ସାହାଣୀ
ଗିରଫ ହେଲେ କଟକ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ (ସିଡିଏମ୍ଓ)ର ବରିଷ୍ଠ କିରାଣୀ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କିଶୋର ସାହାଣୀଙ୍କୁ ଗିରଫ କଲା ଭିଜିଲାନ୍ସ। ତାଙ୍କୁ ଆଜି କୋର୍ଟ ଚାଲାଣ କରାଯିବ। ଗତକାଲି କିଶୋର କୁମାର ସାହାଣୀଙ୍କର ଯୋବ୍ରା ନୂଆସାହିରେ!-->…
ଭାରତୀୟ ସ୍ପେସ୍ ଷ୍ଟେସନର ମଡ୍ୟୁଲ୍-୧ ଲଞ୍ଚ କଲା ଇସ୍ରୋ
ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ISRO) ଶୁକ୍ରବାର ଦିନ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା ଜାତୀୟ ମହାକାଶ ଦିବସ ସମାରୋହରେ ଭାରତୀୟ ସ୍ପେସ୍ ଷ୍ଟେସନ (BAS) ମଡ୍ୟୁଲର ଏକ ମଡେଲର ଶୁଭାରମ୍ଭ ହୋଇଛି। ୨୦୨୮ରେ ଭାରତ ତାର ପ୍ରଥମ ସ୍ପେସ୍ ଷ୍ଟେସନ ଲକ୍ଷ୍ୟ ରଖିଛି । ପରେ ଏହାକୁ ସଂପ୍ରସାରଣ!-->…
ଆସନ୍ତା ସୋମବାର ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି
ଆସନ୍ତା ସୋମବାର ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି । ଏନେଇ ସୂଚନା ଦେଇଛି ସାଧାରଣ ପ୍ରଶାସନ ଏବଂ ଜନ ଅଭିଯୋଗ ବିଭାଗ ।ସୂଚନାରେ କୁହାଯାଇଛି ଯେ, ଆସନ୍ତା ସୋମବାର ଅଗଷ୍ଟ ୨୫ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଥିବାରୁ ମୁଖ୍ୟମନ୍ତ୍ରୀଙ୍କ!-->…
ଯୁକ୍ତ ଦୁଇ ସିଲାବସରେ ପରିବର୍ତ୍ତନ, ବାଧ୍ୟତାମୂଳକ ଇଂରାଜୀ ବିଷୟରେ ରହିବ ‘ପରିବେଶ ଶିକ୍ଷା’
ଯୁକ୍ତ ୨ ପାଠ୍ୟକ୍ରମରେ ପରିବର୍ତ୍ତନ ହୋଇଛି । ଏଣିକି ବାଧ୍ୟତାମୂଳକ ଇଂରାଜୀରେ ‘ପରିବେଶ ଶିକ୍ଷା’ ୟୁନିଟ୍ ରହିବ ।ପରିବେଶ ଏବଂ ମୂଲ୍ୟବୋଧ ଶିକ୍ଷା ଉପରେ ଆସିବ ପ୍ରଶ୍ନ।୨୦୨୫-୨୬ ଶିକ୍ଷା ବର୍ଷର ଯୁକ୍ତ ୨ ଛାତ୍ରଛାତ୍ରୀ ଦେବେ ପରୀକ୍ଷା। ୨୦୨୬ ବୋର୍ଡ ପରୀକ୍ଷାରେ ଉଭୟ ବିଷୟରେ ପ୍ରଶ୍ନ ଆସିବ।!-->…
ଆଜି ପୁଣି ଖୋଲିବ ହୀରାକୁଦ ଜଳଭଣ୍ଡାର ଗେଟ୍
ଲଘୁଚାପ ପ୍ରଭାବରେ ମହାନଦୀ ଉପରମୁଣ୍ଡରେ ପ୍ରବଳ ବର୍ଷା ହୋଇଛି । ଗତ ୨୪ ଘଣ୍ଟାରେ ୧୬.୪୪ମିମି ବର୍ଷା ରେକର୍ଡ କରାଯାଇଛି । ଦିନକ ମଧ୍ୟରେ ହୀରାକୁଦ ଜଳଭଣ୍ଡାରକୁ ଜଳପ୍ରବାହ ୯୦ ହଜାର କ୍ୟୁସେକ୍ରୁ ବୃଦ୍ଧି ପାଇ ଅଢ଼େଇ ଲକ୍ଷ କ୍ୟୁସେକ୍ ଟପିଲାଣି । ଏହାକୁ ଲକ୍ଷ୍ୟ କରି ଶନିବାର ପୂର୍ବାହ୍ଣ!-->…
ଦୀର୍ଘ ୨୯ ମିନିଟ୍ ପାଣିରେ ନିଶ୍ବାସ ବନ୍ଦ କଲେ ଏହି ଯୁବକ
ପ୍ରାୟ ୨୯ ମିନିଟ୍ ୩ ସେକେଣ୍ଡ ପାଇଁ ପାଣିରେ ରହି ଗୋଟିଏ ସ୍ବତନ୍ତ୍ର ରେକର୍ଡ ତିଆରି କରିଛନ୍ତି କ୍ରୋଏସିଆର ବାସିନ୍ଦା ଭିଟୋମିର ମାରସିକ୍ । ପେଶାରେ ଜଣେ ସେ ଫ୍ରିଡାଇଭର । ତାଙ୍କର ଏଭଳି କାର୍ଯ୍ୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରିଛି ।ମାରିଚିକ୍ ଏକ ପୁଲ ଭିତରେ ଶୋଇ ଶେଷ ଥର ପାଇଁ!-->…
୨୦୨୩ OCS ଲିଖିତ ପରୀକ୍ଷା ଫଳ ପ୍ରକାଶ
୨୦୨୩ OCS ଲିଖିତ ପରୀକ୍ଷା ଫଳ ପ୍ରକାଶ ପାଇଛି । ଏଥିରେ ମୋଟ୍ ୮୦୬ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିବାବେଳେ ୨୯୩ ଜଣ ମହିଳା ସାମିଲ ଅଛନ୍ତି । ଯେଉଁମାନେ ଲିଖିତ ପରୀକ୍ଷାରେ ପାସ୍ କରିଛନ୍ତି ସେମାନଙ୍କର ଡକ୍ୟୁମେଣ୍ଟ ଭେରିଫିକେସନ୍ ଏବଂ ମୌଖିକ ପରୀକ୍ଷା ହେବ । ସେପ୍ଟେମ୍ବର ୬ରୁ କଟକ ସ୍ଥିତ!-->…