Browsing Category

ଆଜିର ଖବର

ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର । ନିଶାରେ ଶୋଇପଡ଼ିଲେ ଡ୍ରାଇଭର

ନିଶାରେ ଶୋଇପଡ଼ିଲେ ଡ୍ରାଇଭର । ଅଧାବାଟରେ ଅଟକିଲେ ରୋଗୀ । ଜଣେ ଗର୍ଭବତୀ ରୋଗୀଙ୍କୁ ମେଡିକାଲ ନେଇ ଯାଉଥିବା ବେଳେ ଏଭଳି ଅଭାବନୀୟ ଦୃଶ୍ୟ ସାମ୍ନାକୁ ଆସିଛି । ୧୦୮ ଆମ୍ବୁଲାନ୍ସ ଭିତରେ ରୋଗୀ ଥିବା ବେଳେ ଡ୍ରାଇଭର ଜଣଙ୍କ ନିଶାରେ ଶୋଇପଡ଼ିଛନ୍ତି । ଗଜପତି ଜିଲ୍ଲା ଆର. ଉଦୟଗିରି ବ୍ଲକ୍

ତ୍ରିଲୋଚନପୁର ସିଆର୍ ପିଏଫ୍ ବାଟାଲିୟନ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

HR ଟିଭି ଓଡ଼ିଆ କଳାହାଣ୍ଡି (ଶେଖର ସୁମନ ଦାଶ) ଲାଞ୍ଜିଗଡ଼ ବ୍ଲକ ତ୍ରିଲୋଚନପୁର ପଞ୍ଚାୟତ ସ୍ଥିତ ତ୍ରିଲୋଚନପୁର ଉଚ୍ଚ ବିଦ୍ୟାଳୟ ପରିସର ଓ ଆଖପାଖ ଅଞ୍ଚଳରେ ସିଆରପିଏଫ ୦୪ର୍ଥ ବାଟାଲିୟନ କମାଣ୍ଡେଣ୍ଟ ଫିରୋଜ କୁଜୁର ଓ ସେକେଣ୍ଡ ଟୁଆଇସି ୪ର୍ଥ ବାଟାଲିୟନ ସଞ୍ଜୟ ରାଉତଙ୍କ ନିର୍ଦ୍ଦେଶ କ୍ରମେ

ପୋଲିସ ଏସ୍‌ଆଇ ନାବାଳିକା ଝିଅକୁ ବିବାହ କରିବା ପରେ…

ଜଗତସିଂହପୁର ପୋଲିସ ଏସ୍‌ଆଇଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ ହୋଇଛି। ଏସ୍‌ଆଇ ଜଣେ ନାବାଳିକା ଝିଅକୁ ବିବାହ କରି ଘରୁ ତଡ଼ି ଦେଇଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ପରେ ଜଗତସିଂହପୁର ସଦର ଥାନାରେ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି। ଖାଲି ଏତିକି ନୁହେଁ, ଏତଲାର 4 ମାସ ପରେ ବି କୌଣସି

(HRTV ଓଡ଼ିଆ ମହାପ୍ରଭାବ)ମରାମତି ହେଲା ଲାଞ୍ଜିଗଡ଼ରୋଡ଼ ରେଲୱେ ଭୂତଳ ପୋଲ ଅସରାଏ ବର୍ଷାରେ ଜମୁଥିଲା ପାଣି

HR ଟିଭି ଓଡ଼ିଆ କଳାହାଣ୍ଡି (ଶେଖର ସୁମନ ଦାଶ )କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ରୋଡ଼ ଠାରେ ରେଲୱେ ବିଭାଗର ଭୂତଳ ପୋଲରେ ଅସରାଏ ବର୍ଷା ହେଲେ ଆଣ୍ଠୁଏ ପାଣି ଜମିରହୁଥିବା ଏହି ଖବର HR ଟିଭି ଓଡ଼ିଆ ନିୟୁଜ ଚ୍ୟାନାଲ ମାଧ୍ୟମରେ ରେ ପ୍ରକାଶିତ ହେବା ପରେ ରେଳ ବିଭାଗର ନିଦ

ପଟ୍ଟାମୁଣ୍ଡାଇ ଛାତ୍ରୀ ମୃତ୍ୟୁ ଘଟଣା: ବ୍ଲାକମେଲ କରିଥିବା ପ୍ରେମିକ ଚେନ୍ନାଇରୁ ଗିରଫ

କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା କାଠିଆପଡା ଛାତ୍ରୀ ପୋଡି ଘଟଣାରେ ଏସ୍‌ପି ସିଦ୍ଧାର୍ଥ କଟାରିଆଙ୍କ ସାମ୍ବାଦିକ ସମ୍ମିଳନୀ l ଘଟଣାର ନିରପେକ୍ଷ ତଦନ୍ତ ଚାଲିଥିବା ଏସ୍‌ପି କହିଛନ୍ତି l ତେବେ ବ୍ଲାକମେଲ କରିଥିବା ଅଭିଯୋଗରେ ଚେନ୍ନାଇରୁ ପ୍ରେମିକ ଗିରଫ । ରାଜ୍ୟ ବାହାରରୁ

କାମାକ୍ଷାନଗରରେ ଭୟଙ୍କର ବସ୍‌ ଦୁର୍ଘଟଣା: ୨୦ରୁ ଅଧିକ ଯାତ୍ରୀ ଆହତ 

ଢେଙ୍କାନାଳ ଜିଲାର ତୁମୁସିଂହା ଥାନା ଅନ୍ତର୍ଗତ କନ୍ତିଓକାଟେଣି ନିକଟରେ ରେଙ୍ଗାଲି ଶାଖା କେନାଲରେ ଏକ ଯାତ୍ରୀବାହୀ ବସ୍‌ ଓଲଟି ପଡ଼ିବା ଫଳରେ ୨୦ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି।ବସଟି ପରଜଙ୍ଗରୁ ଭୁବନେଶ୍ୱର ଯାଉଥିଲା । ରେଙ୍ଗାଳି ଶାଖା କେନାଲକୁ ବସ ଖସି ପଡିଛି l ବସରେ ୫୦ରୁ

ଓଡ଼ିଶା ଚିଙ୍ଗୁଡି ଯିବନି ଆମେରିକା

ଓଡ଼ିଶାରେ ଟ୍ରମ୍ପ ଟାରିଫ ପ୍ରଭାବ। ରାଜ୍ୟର ସି ଫୁଡ୍ ସେକ୍ଟର ଭୟଙ୍କର ପ୍ରଭାବିତ ହେବାକୁ ଯାଉଛି । ଏହା କହିଛନ୍ତି ଶିଳ୍ପପତି ତାରା ପଟ୍ଟନାୟକ। ଆମେରିକା ୨୫ ପ୍ରତିଶତ ଟାରିଫ ସହ ଅତିରିକ୍ତ ୨୫ ପ୍ରତିଶତ ପେନାଲ୍ଟି ଟାରିଫ ଲଗାଇଛି ।ଏହା ସହ ଅନ୍ୟାନ୍ୟ ଟିକସ ମିଶାଇଲେ ପ୍ରାୟ ୬୦ ପ୍ରତିଶତ

ଟ୍ରମ୍ପଙ୍କୁ ଲାଗିବ ଜବରଦସ୍ତ ଝଟକା! ଟାରିଫ ବମ ଭିତରେ ଭାରତ ଗସ୍ତ କରିବେ ପୁଟିନ

ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଖୁବ୍ ଶୀଘ୍ର ଭାରତ ଗସ୍ତରେ ଆସିପାରନ୍ତି। ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ତାଙ୍କ ମସ୍କୋ ଗସ୍ତ ସମୟରେ ଏହି ସୂଚନା ଦେଇଛନ୍ତି। ମସ୍କୋରେ ଥିବା ଡୋଭାଲ ତାରିଖ ଉଲ୍ଲେଖ କରି ନାହାଁନ୍ତି, କିନ୍ତୁ ଇଣ୍ଟରଫ୍ୟାକ୍ସ ନ୍ୟୁଜ ଏଜେନ୍ସି

ରାଜ୍ୟରେ ଗୋ-ହତ୍ୟା ବନ୍ଦ ପାଇଁ କଡା ପଦକ୍ଷେପ ନେବାକୁ  ହାଇକୋର୍ଟ  ନିର୍ଦେଶ

ରାଜ୍ୟରେ ହୋଇପାରିବନି ଗୋହତ୍ୟା । ଓଡ଼ିଶା ପ୍ରିଭେନସନ୍ ଅଫ୍ କାଓ ସ୍ଲଟର ଆକ୍ଟ ୧୯୬୦ କଡ଼ାକଡ଼ି ହେବ । କଡ଼ାକଡ଼ି ପାଳନ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଜନସ୍ବାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ଗୋ-ହତ୍ୟା ନେଇ ଗୌଜ୍ଞାନ

 ପଟ୍ଟାମୁଣ୍ଡାଇ ଛାତ୍ରୀ ଆତ୍ମାହୁତି ଘଟଣାରେ ନବୀନ ପଟ୍ଟନାୟକଙ୍କ ‘X’ ପୋଷ୍ଟ

କେନ୍ଦ୍ରାପଡ଼ାର ପଟ୍ଟାମୁଣ୍ଡାଇର ଜଣେ ଛାତ୍ରୀ ଜଳିଯିବା ଘଟଣାରେ ବିରୋଧୀ ଦଳର ନେତା ନବୀନ ଟ୍ୱିଟ କରି କହିଛନ୍ତି , ଆଉ ଜଣେ ଝିଅ ନ୍ୟାୟ ପାଇଁ ପୁଣି ଥରେ ନିବେଦନ କରିବା ପରେ ହତାଶରେ ନିଜକୁ ନିଆଁ ଲଗାଇ ଦେଇଥିବା ଜାଣି ମୁଁ ଗଭୀର ଦୁଃଖିତ ଏବଂ ମର୍ମାହତ । ଯୁବତୀଙ୍କ ପ୍ରତି ମୋର ସମବେଦନା

ସବୁଜ ସଡକ ନିର୍ମାରେ ଅନନ୍ୟ ପଦେକ୍ଷପ: ବ୍ୟବହାର ହେବ ପ୍ଲାଷ୍ଟିକ ବର୍ଜ୍ୟ

ସହରାଞ୍ଚଳ ମାନଙ୍କରେ ରାସ୍ତା ନିର୍ମାଣରେ ପ୍ଲାଷ୍ଟିକ୍ ଅଳିଆ ବ୍ୟବହାର ଉପରେ ବିଚାର ବିମର୍ଶ କରିବା ପାଇଁ ଓଡ଼ିଶା ସରକାରଙ୍କ ଗୃହ ଏବଂ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଶ୍ରୀମତୀ ଉଷା ପାଢୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।ଶ୍ରୀମତୀ ପାଢୀ ସହରାଞ୍ଚଳ ଭିତ୍ତିଭୂମି ବିକାଶରେ

ଶ୍ରୀମନ୍ଦିର ଗଳାବାଟ ପାଇଁ ହାତଗୁଞ୍ଜା ନେଉଛନ୍ତି ଜେଟିପି:ଜେଟିପିଙ୍କୁ କାର୍ଯ୍ୟରୁ ବହିଷ୍କାର ନିର୍ଦ୍ଦେଶ

ହାତଗୁଞ୍ଜା ନେଇ ଗଳା ବାଟରେ ଭକ୍ତଙ୍କୁ ଛାଡୁଥିଲେ ଜେଟିପି ସ୍କ୍ବାର୍ଡ । ଭିଡ଼ିଓ ଭାଇରାଲ ପରେ କାର୍ଯ୍ୟରୁ ଅନ୍ତର କରିବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ନିର୍ଦ୍ଦେଶ । ସିଂହଦ୍ବାର ସମ୍ମୁଖରେ ସେବାୟତଙ୍କ ପାଇଁ ଉଦ୍ଧିଷ୍ଟ ରାସ୍ତାରେ ଟଙ୍କା ନେଇ ଜଣେ ଜେଟିପି ସ୍କ୍ବାର୍ଡ ଲୋକଙ୍କୁ