Browsing Category

ଆଜିର ଖବର

ସରକାରୀ ଯୋଜନାରେ ବଡ଼ ସଂସ୍କାର : ଅକାମୀ ଯୋଜନା ହେବ ବନ୍ଦ,୧୫ ଦିନ ମଧ୍ୟରେ ରିପୋର୍ଟ ତଲବ

ରାଜ୍ୟ ସରକାର ରାଜ୍ୟ ପ୍ରବର୍ତ୍ତିତ ଯୋଜନାଗୁଡ଼ିକର ରୂପରେଖ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଣିକି ପ୍ରଶାସନିକ ଦକ୍ଷତା ବଢ଼ାଇବା ଏବଂ ସମ୍ବଳର ସଠିକ୍ ବିନିଯୋଗ ପାଇଁ ଅଦରକାରୀ ବା କମ୍ ପ୍ରଭାବୀ ଯୋଜନାଗୁଡ଼ିକୁ ବନ୍ଦ କରାଯାଇପାରେ କିମ୍ବା ଅନ୍ୟ ବଡ଼ ଯୋଜନା ସହ ମିଶ୍ରଣ

ଶ୍ରୀକ୍ଷେତ୍ର​‌ରେ ଚଳଚଞ୍ଚଳ ରଥଖଳା।  ରଥ ନିର୍ମାଣ ଅବସରରେ ଚକ ପାଇଁ ତୁମ୍ବ ଓ ଅର କଣ୍ଟା ତିଆରି ଜାରି 

ଶ୍ରୀକ୍ଷେତ୍ର​‌ରେ ଚଳଚଞ୍ଚଳ ରଥଖଳା। ରଥ ନିର୍ମାଣ ଅବସରରେ ଚକ ପାଇଁ ତୁମ୍ବ ଓ ଅର କଣ୍ଟା ତିଆରି ଜାରି ରହିଛି । କରତି ସେବକ ଗଡ଼ କାଟିବା ପରେ ଭୋଇ ସେବକମାନେ ବିଶ୍ୱକର୍ମାଙ୍କୁ ଯୋଗାଉଛନ୍ତି । ଆଗେଇ ଚାଲଛି ତୁମ୍ବ ନିର୍ମାଣ କାର୍ଯ୍ୟ।ଚତୁର୍ଥ ଦିନରେ ତିନି ରଥର ନିର୍ମାଣ କାରୀ ସେବକ ମାନେ

ସ୍କୁଲ ଏକାଡେମିକ୍‌ କ୍ୟାଲେଣ୍ଡର ଜାରି, ୨୩୦ ଦିନ ପାଠପଢ଼ା

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଚଳିତ ଶିକ୍ଷାବର୍ଷ ପାଇଁ ଏକାଡେମିକ୍ କ୍ୟାଲେଣ୍ଡର ପ୍ରକାଶ ପାଇଛି । ଏଥିରେ କାର୍ଯ୍ୟଦିବସଠୁ ଆରମ୍ଭ କରି ଛୁଟି, ପରୀକ୍ଷା ସମୟ ଆଦି ପ୍ରକାଶ କରାଯାଇଛି ।ଚଳିତ ଶିକ୍ଷାବର୍ଷରେ ୫୨ଟି ରବିବାର ରହିଛି । ଏଥିସହ ୮୧ଟି ପୂଜା ଓ ବିଭିନ୍ନ ଛୁଟି ରହିଛି ।

ତୀବ୍ର ହେଉଛି ଆମେରିକା-ଇରାନ ଉତ୍ତେଜନା ;ଇରାନର ୩ ତୈଳ ଟ୍ୟାଙ୍କରକୁ ଅଟକାଇଲା ଆମେରିକା

ଆମେରିକା-ଇରାନ ମଧ୍ୟରେ ଯୁଦ୍ଧବିରତି ଚାଲିଥିଲେ ମଧ୍ୟ ଶାନ୍ତି ଆଲୋଚନା ବିଫଳ ହେବା ପରେ ଏହା ଆଗକୁ ଆହୁରି ଭୟଙ୍କର ହେବା ଆଶଙ୍କା କରାଯାଉଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ଧମକ ଦେଇ କହିଛନ୍ତି ଯେ, ଶାନ୍ତି ଚୁକ୍ତି କରିବାର ସମୟ ସରି ଆସୁଛି । ଟ୍ରମ୍ପ ଇରାନ ଯୁଦ୍ଧକୁ

ଆକାଶରୁ ନଆଁ ବର୍ଷୁଛି, ଆସନ୍ତା ୧୫ ଦିନ ଯାଏ ତ୍ରାହି ନାହିଁ

ପ୍ରଚଣ୍ଡ ଗ୍ରୀଷ୍ମ ଜ୍ୱାଳାରୁ ନିସ୍ତାର ନାହିଁ । ଏବେ ଯେମିତି ଜଳୁଛି ଓଡ଼ିଶା, ଆହୁରି ୧୫ ଦିନ ଜାଳିବ ତାତି ପ୍ରକୋପ ।୪୪ ଡିଗ୍ରୀ ସହ ଶୀର୍ଷରେ ଝାରସୁଗୁଡା। ୪୨.୧ ଡିଗ୍ରୀରେ ସନ୍ତୁଳି ହେଲା ଭୁବନେଶ୍ୱର। ପୁଣି ଆହୁରି ଦୁଇଦିନ ଅସମ୍ଭାଳ ହେବ। ଏନେଇ ଚେତାବନୀ ଦେଇଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ

ଆଜି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଜନ୍ମଦିନ 

ଭାରତୀୟ କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ଜନ୍ମଦିନ ୨୪ ଅପ୍ରେଲ ୧୯୭୩ । ସେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ ।ତାଙ୍କ ବାପାଙ୍କ ନାଁ ରମେଶ ତେନ୍ଦୁଲକର। ସେ ଜଣେ ଜଣାଶୁଣା ମରାଠୀ ଲେଖକ ଥିଲେ। ସଚୀନଙ୍କ ମା’ ରଜନୀ ଏକ ଇନ୍‌ସ୍ୟୁରାନ୍ସ କଂପାନୀରେ ଚାକିରି କରୁଥିଲେ। ସଂଗୀତ

କଟକ-ଭୁବନେଶ୍ୱର ପାଇଁ ନୂଆ ବିକଳ୍ପ ରାସ୍ତା

କଟକ-ଭୁବନେଶ୍ୱର ମଧ୍ୟରେ ଟ୍ରାଫିକ୍ ଭିଡ଼ କମାଇବା ପାଇଁ ୪ଟି ନୂଆ 'ଅଲଟରନେଟିଭ୍ ଓ୍ୱେ' ବା ବିକଳ୍ପ ରାସ୍ତା ନିର୍ମାଣ କରାଯିବ। ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ, ଦୁଇ ସହର ମଧ୍ୟରେ ଏକାଧିକ ଏଣ୍ଟ୍ରି ପଏଣ୍ଟ ରହିଲେ ଭିଡ଼ ହ୍ରାସ ପାଇବ। ଏଥିସହ କାଠଯୋଡ଼ି ନଦୀ ଉପରେ

ଓଏଏସ ସ୍ତରରେ ଅଦଳବଦଳ

OAS ସ୍ତରରେ ଅଦଳବଦଳ। ୧୯ ଜଣ OAS ଅଧିକାରୀଙ୍କୁ ବଦଳି କଲେ ସରକାର। ରତ୍ନାକର ସାହୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ଶାସନ ସଚିବ। ଜାତୀୟ ସ୍ବାସ୍ଥ୍ୟ ମିଶନର ନୋଡାଲ ଅଧିକାରୀ ଭାବେ ମଧ୍ୟ ଦାୟିତ୍ବ। ସୁଧାକର ନାୟକ କ୍ରୀଡ଼ା ଓ ଯୁବସେବା ବିଭାଗର ଅତିରିକ୍ତ ଶାସନ ସଚିବ। ଶ୍ବେତ

ପଶ୍ଚିମବଙ୍ଗରେ ୫ଟା ସୁଦ୍ଧା ୯୦ % ଭୋଟିଂ

ପ୍ରବଳ ଖରା ସତ୍ତ୍ୱେ ପଶ୍ଚିମବଙ୍ଗ ଓ ତାମିଲନାଡୁରେ ଭୋଟ ବର୍ଷା । ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଏବଂ ତାମିଲନାଡୁର ସମସ୍ତ ଆସନ ପାଇଁ ଭୋଟ୍ ଗ୍ରହଣ ଶେଷ ହୋଇଛି । ପ୍ରବଳ ଖରା ସତ୍ତ୍ୱେ ଭୋଟରମାନେ ବହୁ ସଂଖ୍ୟାରେ ବାହାରି ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି ।ସମସ୍ତ

ଥମ ପର୍ଯ୍ୟାୟ ଜନଗଣନା-୨୦୨୭ ପାଇଁ ରାଜସ୍ବ ବିଭାଗର SoP

ଜନଗଣନା ଅଧିକାରୀଙ୍କ ପାଇଁ ଏସ୍‌ଓପି। ପ୍ରଥମ ପର୍ଯ୍ୟାୟ ଜନଗଣନା-୨୦୨୭ ପାଇଁ ରାଜସ୍ବ ବିଭାଗ ଏସ୍‌ଓପି ଜାରି କରିଛି। ଏ ନେଇ ସବୁ ଜିଲ୍ଲାପାଳ/ଏସ୍‌ପି/ ମ୍ୟୁନିସପାଲ୍‌ କମିଶନରଙ୍କୁ ଚିଠି ହୋଇଛି। ନିୟୋଜିତ ଅଧିକାରୀ ଏବଂ କର୍ମଚାରୀମାନଙ୍କ ସୁରକ୍ଷା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି।

 ଦିଲ୍ଲୀରୁ ସିମଲାକୁ ସିଫ୍ଟ । ୬ ଦିନ ପାଇଁ ଶିମଲାରୁ କାମ କରିବେ ଦ୍ରୌପଦୀ ମୁର୍ମୁ

ଦିଲ୍ଲୀରୁ ସିମଲାକୁ ସିଫ୍ଟ ହେଲେ ରାଷ୍ଟ୍ରପତି । ଏଥିପାଇଁ ଦିଲ୍ଲୀର ରାଷ୍ଟ୍ରପତି କାର୍ଯ୍ୟାଳୟ ସିମଲାକୁ ସିଫ୍ଟ କରିଦିଆଯାଇଛି । ୬ ଦିନ ପାଇଁ ଦିଲ୍ଲୀରେ ହେଉଥିବା ସମସ୍ତ କାର୍ଯ୍ୟ ଏବେ ସିମଲା କରାଯିବ । ତେବେ ଏଥିପାଇଁ ହିମାଚଳ ସରକାର ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ସମସ୍ତ ପ୍ରକାରର

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଏକ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ବିବାଦ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଏକ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ବିବାଦ ଘେରକୁ ଆସିଛନ୍ତି। ଏଥର ସେ ତାଙ୍କ ପ୍ଲାଟଫର୍ମ ଟ୍ରୁଥ୍ ସୋସିଆଲରେ ଆମେରିକୀୟ ଲେଖକ ଏବଂ ମତାମତକାରୀ ମାଇକେଲ୍ ସାଭେଜଙ୍କ ଏକ ପୁରୁଣା ଭିଡିଓକୁ ରି-ପୋଷ୍ଟ କରିଛନ୍ତି, ଯେଉଁଥିରେ ଭାରତ ଏବଂ ଚାଇନା