Browsing Category

ଆଜିର ଖବର

ଖରାଛୁଟିରେ ପିଲାଙ୍କୁ ହ୍ବାଟ୍ସଆପ୍‌ରେ ସମର ଲର୍ଣ୍ଣିଂ ବ୍ୟବସ୍ଥା

ଏଥର ଖରା ଛୁଟିରେ ପିଲାଏ ପଢ଼ିବେ ହ୍ବାଟ୍ସଆପ୍ ମାଧ୍ୟମରେ ପାଠ। ପିଲାଙ୍କୁ ହ୍ବାଟ୍ସଆପରେ ଦିଆଯିବ ସମର ଲର୍ଣ୍ଣିଂ। ଏନେଇ ମଙ୍ଗଳବାର ଓଡ଼ିଶା ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ବା ଓସେପା ତରଫରୁ ଜାରି ହୋଇଛି ମାର୍ଗଦର୍ଶିକା।ହ୍ବାଟ୍ପଆପ୍ ଜରିଆରେ କ୍ଲାସ ଅନୁସାରେ ଦିଆଯିବ ପାଠ ଏବଂ

ଅକ୍ଷୟ ତୃତୀୟାରେ ରଥ ନିର୍ମାଣ ଅନୁକୂଳ ପରେ ଶ୍ରୀକ୍ଷେତ୍ରରେ ଆଜିଠୁ ଆରମ୍ଭ ହୋଇଛି ରଥ ନିର୍ମାଣ

ଅକ୍ଷୟ ତୃତୀୟାରେ ରଥ ନିର୍ମାଣ ଅନୁକୂଳ ପରେ ଆଜି ପ୍ରଥମ ଦିନରେ ପୁରୀରେ ବିଧିବଦ୍ଧ ଭାବରେ ଆରମ୍ଭ ହୋଇଛି ରଥ ନିର୍ମାଣ କାର୍ଯ୍ୟ । କରତ ଶବ୍ଦରେ ଚଳଚଞ୍ଚଳ ହେଉଛି ରଥଖଳା । ଗତକାଲି ପବିତ୍ର ଅକ୍ଷୟ ତୃତୀୟାରେ ପରମ୍ପରା ଅନୁଯାୟୀ ରଥନିର୍ମାଣ ଅନୁକୂଳ ହୋଇଥିଲା ।ପ୍ରଥମ ଦିନରେ ମହଜୁଦ ଥିବା ୨୨

ଅଶ୍ବଗନ୍ଧା ବ୍ୟବହାରକୁ ନେଇ FSSAIର ବଡ ନିଷ୍ପତ୍ତି,ଖାଦ୍ୟରେ ଅଶ୍ବଗନ୍ଧା ପତ୍ର ନ ମିଶେଇବା ପାଇଁ ନିର୍ଦ୍ଦେଶାବଳୀ

ଦେଶର ଖାଦ୍ୟ ନିୟାମକ ସଂସ୍ଥା, ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ (FSSAI) ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। FSSAI କହିଛି ଯେ ଅଶ୍ୱଗନ୍ଧା ପତ୍ର ଆଉ କୌଣସି ଖାଦ୍ୟ ଉତ୍ପାଦ, ପରିପୂରକ କିମ୍ବା ନ୍ୟୁଟ୍ରାସ୍ୟୁଟିକାଲ୍ ରେ ବ୍ୟବହାର କରାଯିବ ନାହିଁ। FSSAIର ଅନୁଧ୍ୟାନରୁ

ଭୋଟର ତାଲିକାରୁ ୯ ଲକ୍ଷ ୮୦ ହଜାର ଭୋଟର ବାଦ୍ ପଡ଼ିବା ପ୍ରସଙ୍ଗରେ ବିଜେଡିର ଚିଠି

ଭୋଟର ତାଲିକାରୁ ୯ ଲକ୍ଷ ୮୦ ହଜାର ଭୋଟର ବାଦ୍ ପଡ଼ିବା ପ୍ରସଙ୍ଗରେ ବିଜେଡିର ଚିଠି। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ଚିଠି ଲେଖିଛନ୍ତି ବିଜେଡି ସାଂସଦ ସସ୍ମିତ୍ ପାତ୍ର।ସ୍ପେଶାଲ ଇଣ୍ଟେନସିଭ୍ ରିଭିଜନ୍ ବା ଏସ.ଆଇ.ଆରକୁ ନେଇ ଅଭିଯୋଗ ଆଣିଛନ୍ତି ସାଂସଦ ସସ୍ମିତ ପାତ୍ର ।

ରାଉରକେଲା ସଭାରେ ରାଷ୍ଟ୍ରପତିଙ୍କ ସମ୍ବୋଧନ,ନିଜେ ଆଗକୁ ଯାଅ, ଅନ୍ୟମାନଙ୍କୁ ଆଗକୁ ଯିବାକୁ ଦିଅ

ଓଡ଼ିଶାରେ ରାଷ୍ଟ୍ରପତି ଦୌପଦ୍ରୀ ମୁର୍ମୁ । ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ପ୍ରଥମ ଝାରସୁଗୁଡ଼ାରେ ଆସି ପହଞ୍ଚିଥିଲେ ରାଷ୍ଟ୍ରପତି । ଏହାପରେ ବାୟୁସେନାର ହେଲିକପ୍ଟର ଯୋଗେ ରାଉରକେଲାରେ ପହଞ୍ଚିଛନ୍ତି। ଏହାପରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ

୬ ବର୍ଷର ନାବାଳିକାକୁ ଯୁବକଙ୍କ ଦୁଷ୍କର୍ମ ଅଭିଯୋଗ

ପୁରୀ ଜିଲ୍ଲା ସାତପଡ଼ା ଫାଣ୍ଡି ଅଞ୍ଚଳରେ ୬ ବର୍ଷର ନାବାଳିକାଙ୍କୁ ୨୧ ବର୍ଷୀୟ ଯୁବକଙ୍କ ଦୁଷ୍କର୍ମର ଅଭିଯୋଗ ।ବ୍ରହ୍ମଗିରି ଥାନାରେ ଏନେଇ ଅଭିଯୋଗ କରିଛନ୍ତି ପୀଡ଼ିତାଙ୍କ ବାପା ।ଅଭିଯୋଗ ଅନୁସାରେ, ସାତପଡ଼ା ଫାଣ୍ଡି ଅଞ୍ଚଳରେ ଜଣେ ୨୧ ବର୍ଷୀୟ ଯୁବକ ନାବାଳିକାଙ୍କୁ ଘରୁ ଡାକି ନେଇଥିଲେ ।

ଆଧାର କାର୍ଡ ବ୍ୟବହାରକାରୀଙ୍କ ପାଇଁ ଏକ ବଡ଼ ଖବର, ଶୀଘ୍ର ଆଧାର ଅପଡେଟ୍‌ କରନ୍ତୁ !

UIDAI ପକ୍ଷରୁ ଆଧାର ଅପଡେଟ୍‌କୁ ନେଇ ଜାରି ହୋଇଛି ନୂଆ ପରାମର୍ଶ ।ଆଧାର କାର୍ଡ ୧୦ ବର୍ଷ ପୁରୁଣା ହୋଇଥିଲେ ଏହାକୁ ଅପଡେଟ୍ କରିବା ନିହାତି ଜରୁରୀ । UIDAI ଅନୁଯାୟୀ, ଠିକଣା କିମ୍ବା ଫଟୋ ଭଳି ସୂଚନାରେ ପରିବର୍ତ୍ତନ ଆସିଥାଇପାରେ, ଯେଉଁଥିପାଇଁ ତଥ୍ୟ ଅପଡେଟ୍ କରିବାକୁ ପରାମର୍ଶ ଦିଆଯାଇଛି

ପିଲାଙ୍କ ପ୍ୟାଣ୍ଟରେ ବିଛୁଆତି ପୁରାଇ ଦେବା ଘଟଣା, ପ୍ରଧାନଶିକ୍ଷକଙ୍କୁ ଚାକିରିରୁ ନିଲମ୍ବିତ

ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ କାଳିଆପାଣି ସାରୁଆବିଲ ସ୍କୁଲର ପ୍ରଧାନଶିକ୍ଷକଙ୍କ ହୀନ କାର୍ଯ୍ୟକଳାପ ପାଇଁ ଚାକିରିରୁ ନିଲମ୍ବିତ ।ଗତ ୧୭ ତାରିଖରେ ବିଦ୍ୟାଳୟରେ ଏଭଳି ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି କରିଥିଲେ ପ୍ରଧାନଶିକ୍ଷକ । ୧୦ ଜଣ ଛାତ୍ରଙ୍କ ପ୍ୟାଣ୍ଟ ଭିତରେ ବିଛୁଆତି ପୁରାଇ

 ଆଜି ଭାରତୀୟ ବଜାରରେ କଣ ରହିଛି ସୁନା ଦାମ

ଗତକାଲି ସରିଛି ଅକ୍ଷୟ ତୃତୀୟା । ପୂର୍ବବର୍ଷ ତୁଳନାରେ ଏ ବର୍ଷ ଅକ୍ଷୟ ତୃତୀୟାରେ ସୁନା ଦର ହୋଇଯାଇଛି ୫୨,୦୦୦ ଟଙ୍କାରୁ ଅଧିକ ମହଙ୍ଗା । ଲୋକେ ପରମ୍ପରାକୁ ଆଗେଇ ନେଇ ହାଲୁକା ଗହଣା ଆଡ଼କୁ ମୁହାଁଇଛନ୍ତି । କମ୍ ଦର ଯୋଗୁ ୧୮ କ୍ୟାରେଟ୍ ସୁନା ଗହଣା ଏବଂ ହୀରା ଗହଣାର ଏକ ନୂଆ ଟ୍ରେଣ୍ଡ୍ ତିଆରି

ମହାପ୍ରଭୁଙ୍କ ରତ୍ନଭଣ୍ଡାର ସମ୍ପୂର୍ଣ୍ଣ ସୁରକ୍ଷିତ ରହିଛି: ଅରବିନ୍ଦ ପାଢ଼ୀ

ମହାପ୍ରଭୁଙ୍କ ରତ୍ନଭଣ୍ଡାର ସଂପୂର୍ଣ୍ଣ ସୁରକ୍ଷିତ ରହିଛି । ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତିମଣତି ଜାରି ରହିଛି । । ଭିତର ରତ୍ନଭଣ୍ଡାରରେ ରହିଛି ପ୍ରାୟ ୫୯୮ ପ୍ରକାର ଅଳଙ୍କାର । ୧୯୭୮ ମସିହାରେ ପ୍ରସ୍ତୁତ ହୋଇଥିବା ରତ୍ନ ଅଳଙ୍କାର ସହ ହୋଇଛି ମେଳକ ପ୍ରକ୍ରିୟା । ଭିତର ଭଣ୍ଡାରରେ

ପହଲଗାମ ହମ୍‌ଲା ବର୍ଷେ ପୂର୍ବରୁ ପାକିସ୍ତାନକୁ ଭାରତୀୟ ସେନାର କଡ଼ା ମେସେଜ୍

ଏପ୍ରିଲ ୨୨ ତାରିଖ । ଭାରତ ପାଇଁ ଏକ କଳାଦିନ । ଆସନ୍ତାକାଲି ଅର୍ଥାତ ଏପ୍ରିଲ ୨୨ ତାରିଖରେ ଭୟଙ୍କର ପହଲଗାମ ଆକ୍ରମଣର ପ୍ରଥମ ବାର୍ଷିକୀ । ୨୨ ଏପ୍ରିଲ୍, ୨୦୨୨ କେବଳ ଏକ ତାରିଖ ନୁହେଁ, ବରଂ ଏକ ଚିତ୍କାର ଯାହା ଭାରତର ହୃଦୟକୁ ଚିରି ଦେଇଥିଲା । ଘଟଣାର ଏକ ବର୍ଷ ପରେ ଆଜି ମଧ୍ୟ ସେହି ଭୟଙ୍କର

ମଝି ଆକାଶରେ ଆତଙ୍କ, ୪ଘଣ୍ଟା ଧରି Fly91 ଫ୍ଲାଇଟ୍ ଭିତରେ ଆତଙ୍କିତ ଯାତ୍ରୀ

ଫ୍ଲାଏ୯୧ ଏୟାରଲାଇନ୍ସର ଏକ ବିମାନ ସୋମବାର ହାଇଦରାବାଦରୁ କର୍ଣ୍ଣାଟକର ହୁବାଲି ଯାତ୍ରା କରୁଥିବାବେଳେ ମଝି ଆକାଶରେ ପ୍ରବଳ ଘୂର୍ଣ୍ଣିଝଡର ସମ୍ମୁଖୀନ ହୋଇଥିଲା। ଖରାପ ପାଣିପାଗର ମୁକାବିଲା କରିବାକୁ ପାଇଲଟ ସମସ୍ତ ଉଦ୍ୟମ କରିଥିବା ସତ୍ତ୍ବେ ବିମାନଟି ଜୋରରେ ଦୋହଲିବାକୁ ଲାଗିଥିଲା।ବିମାନରେ