Browsing Category
ଆଜିର ଖବର
ପହଲଗାମ ହମ୍ଲା ବର୍ଷେ ପୂର୍ବରୁ ପାକିସ୍ତାନକୁ ଭାରତୀୟ ସେନାର କଡ଼ା ମେସେଜ୍
ଏପ୍ରିଲ ୨୨ ତାରିଖ । ଭାରତ ପାଇଁ ଏକ କଳାଦିନ । ଆସନ୍ତାକାଲି ଅର୍ଥାତ ଏପ୍ରିଲ ୨୨ ତାରିଖରେ ଭୟଙ୍କର ପହଲଗାମ ଆକ୍ରମଣର ପ୍ରଥମ ବାର୍ଷିକୀ । ୨୨ ଏପ୍ରିଲ୍, ୨୦୨୨ କେବଳ ଏକ ତାରିଖ ନୁହେଁ, ବରଂ ଏକ ଚିତ୍କାର ଯାହା ଭାରତର ହୃଦୟକୁ ଚିରି ଦେଇଥିଲା । ଘଟଣାର ଏକ ବର୍ଷ ପରେ ଆଜି ମଧ୍ୟ ସେହି ଭୟଙ୍କର!-->…
ମଝି ଆକାଶରେ ଆତଙ୍କ, ୪ଘଣ୍ଟା ଧରି Fly91 ଫ୍ଲାଇଟ୍ ଭିତରେ ଆତଙ୍କିତ ଯାତ୍ରୀ
ଫ୍ଲାଏ୯୧ ଏୟାରଲାଇନ୍ସର ଏକ ବିମାନ ସୋମବାର ହାଇଦରାବାଦରୁ କର୍ଣ୍ଣାଟକର ହୁବାଲି ଯାତ୍ରା କରୁଥିବାବେଳେ ମଝି ଆକାଶରେ ପ୍ରବଳ ଘୂର୍ଣ୍ଣିଝଡର ସମ୍ମୁଖୀନ ହୋଇଥିଲା। ଖରାପ ପାଣିପାଗର ମୁକାବିଲା କରିବାକୁ ପାଇଲଟ ସମସ୍ତ ଉଦ୍ୟମ କରିଥିବା ସତ୍ତ୍ବେ ବିମାନଟି ଜୋରରେ ଦୋହଲିବାକୁ ଲାଗିଥିଲା।ବିମାନରେ!-->…
ଓଡ଼ିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଓଡ଼ିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବାୟୁସେନାର ସ୍ବତନ୍ତ୍ର ବିମାନ ଯୋଗେ ଝାରସୁଗୁଡା ବିମାନବନ୍ଦରରେ ପହଞ୍ଚିଲେ ମହାମହିମ। ରାଷ୍ଟ୍ରପତି ମୁର୍ମୁଙ୍କୁ ବିମାନ ବନ୍ଦରରେ ସ୍ବାଗତ କରିଛନ୍ତି ରାଜ୍ୟପାଳ ହରିବାବୁ କମ୍ଭମପତି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ତେବେ ପ୍ଲାନେଟାରିୟମ ଓ!-->…
Apple ର ସିଇଓ ପଦ ଛାଡ଼ିବା ନିଷ୍ପତ୍ତି ନେଇ ଟିମ୍ କୁକ୍ଙ୍କ ଘୋଷଣା
ଆପଲ୍ର ୧୫ ବର୍ଷ ଧରି ନେତୃତ୍ୱ ନେବା ପରେ ଟିମ୍ କୁକ୍ ସିଇଓ ପଦ ଛାଡିବା ନିଷ୍ପତ୍ତି ଘୋଷଣା କରିଛନ୍ତି । ୨୦୧୧ ମସିହାରେ ଷ୍ଟିଭ୍ ଜବସ୍ଙ୍କ ମୃତ୍ୟୁ ପରେ କମ୍ପାନିର ଦାୟିତ୍ୱ ନେଇଥିବା କୁକ୍ ଆପଲ୍କୁ ଏକ ଉଚ୍ଚତାରେ ପହଞ୍ଚାଇଛନ୍ତି । ଏବେ ସେପ୍ଟେମ୍ବର ୧ ତାରିଖରୁ,!-->…
ପ୍ରେମ ପାଇଁ ଗଛରେ ଚଢ଼ିଗଲା ନାବାଳକ ପ୍ରେମିକ
ନାବାଳକ ପ୍ରେମିକର ହାଇଡ୍ରାମା। ପ୍ରେମ ପାଇଁ ପ୍ରାୟ ୧୦୦ ଫୁଟ ଉଚ୍ଚ ପଟାସ ଗଛର ଶୀର୍ଷରେ ଚଢିଗଲା ନାବାଳକ। ପ୍ରେମିକାକୁ ନଡାକିଲେ ଗଛ ଉପରେ ଗାମୁଛା ଲଗାଇ ଆତ୍ମହତ୍ୟା କରିବାକୁ ଦେଲା ଧମକ। ଆଜି ସକାଳୁ ସକାଳୁ ଏମିତି କିଛି ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି ଅନୁଗୁଳ ସହରରେ। ସୂଚନା ଅନୁସାରେ!-->…
ଆହୁରି ୫ ଦିନ ତତେଇବ ଖରା, ୪୫ ଡିଗ୍ରୀ ଛୁଇଁବ ପାରଦ !
ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଖରାକୁ ଦେଖି ସ୍କୁଲ ଛୁଟି ଘୋଷଣା । ୪୦ ଡିଗ୍ରୀ ଉପରେ ରହିଛି ଅଧା ଓଡ଼ିଶା ।ଦିନରେ ଗରମ ଓ ଗୁଳୁଗୁଳି, ଅପରାହ୍ନରୁ କାଳବୈଶାଖୀ ସାଧାରଣ ଜୀବନଯାତ୍ରାକୁ ପ୍ରଭାବିତ କରୁଛି। ତେବେ ଆସନ୍ତା ୪ ଦିନ ଧରି ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିବ। ଏଥିସହ!-->…
ପ୍ରକାଶ ପାଇଲା JEE ମେନ୍ ୨୦୨୬ ସେସନ୍ ୨ ଫଳାଫଳ
ପ୍ରକାଶ ପାଇଲା JEE ମେନ୍ ୨୦୨୬ ସେସନ୍ ୨ ଫଳାଫଳ । ସୋମବାର ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (NTA) ପରୀକ୍ଷା ଫଳ ଜାରି କରିଛି। ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀ ଅଫିସିଆଲ୍ JEE ମେନ୍ ୱେବସାଇଟ୍ jeemain.nta.nic.in ଏବଂ nta.ac.inରୁ ଫଳାଫଳ ଜାଣିପାରିବେ।JEE ମେନ୍ ଦେଶର ସବୁଠାରୁ ବଡ଼!-->…
ମହାନଦୀ ଜଳ ବିବାଦ: ମେ ୨ରେ ପରବର୍ତ୍ତୀ ଶୁଣାଣି
ମହାନଦୀ ଜଳ ବିବାଦ ନେଇ ଟ୍ରିବ୍ୟୁନାଲରେ ଶୁଣାଣି । ଓଡିଶା ପାଇଁ ପକ୍ଷ ରଖିଲେ ଏଜି ପୀତାମ୍ବର ଆଚାର୍ଯ୍ୟ । ମହାନଦୀରେ କେତେ ଜଳ ସଂଗୃହୀତ ହେଉଛି ଜଣାଇବାକୁ କହିଥିଲେ । ତଥ୍ୟ ଦେବାକୁ କମ ସମୟ ଥିବାରୁ ଉଭୟ ରାଜ୍ୟ ସମୟ ମାଗିଛନ୍ତି । ଦୁଇ ରାଜ୍ୟ ମଧ୍ୟରେ ପାଖାପାଖି ସହମତି ହୋଇ ସାରିଛି । ମେ!-->…
ଟ୍ୟୁସନରୁ ଫେରୁଥିବା ବେଳେ ଛାତ୍ରୀ ଉଠାଇନେଇ ଦୁଷ୍କର୍ମ
ଏକତରଫା ଭାବେ ବାରମ୍ବାର ପ୍ରେମ ନିବେଦନ କରି ବିଫଳ ହେବା ପରେ ପ୍ରତିହିଂସା ପରାୟଣ ହୋଇ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ କରିଛି ଯୁବକ ।ପୀଡ଼ିତା ନାବାଳିକା ଟିଉସନରୁ ଫେରୁଥିବା ବେଳେ ତାଙ୍କୁ ଟେକି ନେଇ ଦୁଷ୍କର୍ମ | ନାବାଳିକାଙ୍କ ପାଟି ଶୁଣି ଗାଁ ଲୋକେ ଘଟଣାସ୍ଥଳରେ ପହଞ୍ଚି!-->…
ରାଜସ୍ଥାନର ବାଡ଼ମେରର ବାଲୋତ୍ରା ରିଫାଇନାରୀରେ ଏକ ଭୟଙ୍କର ଅଗ୍ନିକାଣ୍ଡ
ରାଜସ୍ଥାନର ବାଲୋତରା ଜିଲ୍ଲାରେ ଥିବା ପଚପଦରା ତୈଳ ବିଶୋଧନାଗାରରେ ଭୟଙ୍କର ଅଗ୍ନିକାଣ୍ଡ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏପ୍ରିଲ ୨୧ ତାରିଖରେ ଏହାକୁ ଉଦଘାଟନ କରିବା ନେଇ କାର୍ଯ୍ୟକ୍ରମ ରହିଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ । ଘଟଣା ସ୍ଥଳରେ ଦମକଳ ଗାଡ଼ି!-->…
ମୂଳବସନ୍ତରେ ଲୋକବନ୍ଧୁ ସଂଗ୍ରାମୀ ଜଗନ୍ନାଥ କରଙ୍କ ୨୯ ତମ ସ୍ମୁତି ଉତ୍ସବ !
ମାହାଙ୍ଗା -୨0/୪ ବିଶିଷ୍ଟ ଗାନ୍ଧିବାଦୀ ନେତା,ଲୋକବନ୍ଧୁ ଜଗନ୍ନାଥ କରଙ୍କ ତିରୋଧାନ ତିଥିରେ ତା'ଙ୍କ ହାତଗଢା ଅନୁଷ୍ଠାନ ବାଗ୍ମୀ ବିଶ୍ୱନାଥ ବିଦ୍ୟା ନିକେତନ ମୂଳବସନ୍ତ ଠାରେ ଏହି ଯଶସ୍ବୀ ପୁରୁଷଙ୍କ ୨୯ ତମ ସ୍ମୁତି ସମାରୋହ ଅନୁଷ୍ଠିତ ହୋଇଯାଇଛି l ସାହିତ୍ୟିକ ପ୍ରଶାନ୍ତ କୁମାର କରଙ୍କ!-->…
ଛତିଶଗଡ଼ରେ ପ୍ଲେନ୍ କ୍ରାସ୍, ଜଙ୍ଗଲ ଉପରେ ଉଡ଼ୁଥିଲା ବିମାନ
ଛତିଶଗଡ଼ରେ ଏକ ବଡ଼ ଦୁର୍ଘଟଣା ସାମ୍ନାକୁ ଆସିଛି । ଛତିଶଗଡ଼ ଜଶପୁର ଜିଲ୍ଲାରେ ଏକ ବିମାନ ଦୁର୍ଘଟଣା ଘଟିଛି । ଆରା ପାହାଡ଼ରେ ଏକ ଘରୋଇ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ବିମାନଟି ଖୁରାସଗଡ଼ା ଗାଁ ନିକଟସ୍ଥ ଜଙ୍ଗଲରେ ଏକ ଗଛ ସହ ଧକ୍କା ହେବା ପରେ ଜଳିଯାଇଛି । ଦୁର୍ଘଟଣା ନେଇ ଖବର!-->…