Browsing Category

ଆଜିର ଖବର

ଭିତରକନିକାରେ ବଢୁଛି ଦେଶୀୟ ପକ୍ଷୀଙ୍କ ସଂଖ୍ୟା, ଏବର୍ଷ ବଢ଼ିଛନ୍ତି ୧,୪୮୩ଟି ପକ୍ଷୀ

ଭିତରକନିକା ଜାତୀୟ ଉଦ୍ୟାନରେ ଦେଶୀୟ ପକ୍ଷୀ ଗଣନା ଶେଷ ହୋଇଛି । ଏହି ଗଣନା ଜାତୀୟ ଉଦ୍ୟାନ ମଧ୍ୟସ୍ଥ କନିକା ରେଞ୍ଜର ମଠଆଡିଆ, ଲଷ୍ମୀ ପ୍ରସାଦ ଡିଆ, ଦୁର୍ଗା ପ୍ରସାଦ ଡିଆ ଓ ରାଜନଗର ରେଞ୍ଜ ବାଲିଡିଆରେ କରାଯାଇଥିଲା । ସେପ୍ଟେମ୍ବର 3 ତାରିଖରୁ 5 ତାରିଖ ପର୍ଯ୍ୟନ୍ତ 3 ଦିନ ଧରି ଚାଲିଥିବା

ଭାରତ ମଣ୍ଡପମରେ ପ୍ରଧାନମନ୍ତ୍ରୀ ମୋଦୀ-ପୁଟିନଙ୍କ ମଧ୍ୟରେ ୪୫ ମିନିଟ୍ ଆଲୋଚନା

ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ପାଇଁ ତିନିଦିନିଆ ଭାରତ ଗସ୍ତରେ ଥିବା ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଶୁକ୍ରବାର ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି। ଦୁଇ ନେତାଙ୍କ ମଧ୍ୟରେ ହୋଇଥିବା ଦ୍ୱିପାକ୍ଷିକ ବୈଠକରେ ଭାରତ-ରୁଷ ସମ୍ପର୍କର ବିଭିନ୍ନ ଦିଗ ସହ ପ୍ରମୁଖ

ଦୁବାଇ ରୋଡ୍ ଶୋରେ ୟୁଏଇ ନିବେଶକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

ଓଡ଼ିଶାରେ ପୁଞ୍ଜିନିବେଶ ପ୍ରତି ୟୁଏଇର ନିବେଶକଙ୍କୁ ଆକୃଷ୍ଟ କରିବାକୁ ଦୁବାଇ ରୋଡ୍‌ସୋର ଆୟୋଜନ କରାଯାଇଛି। ଦୁବାଇରେ ଆୟୋଜିତ ଓଡିଶା ନିବେଶକ ସମ୍ମିଳନୀ-ୟୁଏଇ- ୨୦୨୬ ରେ ପ୍ରାୟ ୪୦୦ ଜଣ ବ୍ୟବସାୟୀ, ନିବେଶକ ଓ ୟୁଏଇ ବ୍ୟବସାୟିକ ସମୁଦାୟର ପ୍ରତିନିଧି ଯୋଗଦେଇଥିଲେ ।ମୁଖ୍ୟମନ୍ତ୍ରୀ

ଓରାଙ୍ଗଉଟାନ ଉଦ୍ଧାର ଘଟଣା; ଡିଜିପିଙ୍କ ତଦନ୍ତ ନିର୍ଦ୍ଦେଶ

ଓଡ଼ିଶାରେ ୫ ଓରାଙ୍ଗଉଟାନ ଠାବ ଘଟଣାକୁ ନେଇ ବିଶ୍ଵବ୍ୟାପୀ ଚର୍ଚ୍ଚା ଲାଗି ରହିଛି। ଏହି ବିରଳ ପ୍ରଜାତିର ଜନ୍ତୁଙ୍କୁ କେଉଁମାନେ ଆଣିଥିଲେ ତାକୁ ନେଇ ରହସ୍ୟ ଲାଗି ରହିଛି। ଆଜି (ଶୁକ୍ରବାର) ପୋଲିସ ଡିଜି ବିନୟତୋଷ ମିଶ୍ର କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ (STF)କୁ ମାମଲା ରୁଜୁ ପାଇଁ

ଭୂକମ୍ପରେ ଥରି ଉଠିଲା ତିଦ୍ଦତ, ତୀବ୍ରତା ୩.୭

ଭାରତରେ ମଧ୍ୟରାତ୍ରିରେ ହଠାତ୍ ଭୂକମ୍ପର ଝଟକା ଅନୁଭୂତ ହୋଇଛି । ଦେଶର ବିଭିନ୍ନ ରାଜ୍ୟ ସହିତ ପଡ଼ୋଶୀ ଦେଶଗୁଡ଼ିକରେ ମଧ୍ୟ ଏକାସାଙ୍ଗରେ ଭୂକମ୍ପ ମାପ କରାଯାଇଛି । ଆଜି ସକାଳେ ତିଦ୍ଦତରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଯାହାର ତୀବ୍ରତା ୩.୭ ଥିବା ଜଣାପଡିଛି । ଶୁକ୍ରବାର ତିବ୍ଦତରେ

ପ୍ରେମ ପାଇଁ କୀଟନାଶକ ପିଇଦେଲେ ପ୍ରେମୀଯୁଗଳ

ପ୍ରେମ ପାଇଁ ଘର ଛାଡ଼ିଲେ । ଜଙ୍ଗଲରେ ରାତ୍ରିଯାପାନ କଲେ । ସକାଳୁ ପ୍ରେମୀଯୁଗଳ ଏକସଙ୍ଗେ ବିଷ ପିଇଦେଲେ ।ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି। ସେମାନେ ପ୍ରେମ ପାଇଁ ଘର ଛାଡ଼ିଥିଲେ। ହେଲେ କାହିଁକି ବିଷ ପିଇଲେ ତାହା ଅଷ୍ପଷ୍ଟ ରହିଛି । ଗୁରୁତର ଅବସ୍ଥାରେ

ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ପାଇଁ ଫୋଲ୍ଡିଂ ରାମ୍ପ

ଶ୍ରୀମନ୍ଦିରରେ ଧାଡି ଦର୍ଶନ ବ୍ୟବସ୍ଥା ପାଇଁ ପାଇଲଟ ରାମ୍ପର ନିର୍ମାଣ । ଆସନ୍ତା ୭ରୁ ୮ ଦିନ ମଧ୍ୟରେ ସରିବ । ଆଇଆଇଟି ଭୁବନଶ୍ୱର ଦ୍ୱାରା ପ୍ରସ୍ତାବିତ ରାମ୍ପ ମଡେଲର ସମୀକ୍ଷା କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଏହି ଫୋଲ୍ଡିଂ ରାମ୍ପକୁ ପ୍ରାୟ ୫ ମିନିଟ ମଧ୍ୟରେ ଖୋଲାଯାଇ

ଆଜି ଦିନିକିଆ ବ୍ୟାଙ୍କ ଧର୍ମଘଟ, ୪ ଦିନ ପ୍ରଭାବିତ ହୋଇପାରେ ବ୍ୟାଙ୍କ ସେବା

ଦେଶବ୍ୟାପୀ ଦିନିକିଆ ବ୍ୟାଙ୍କ ଧର୍ମଘଟ । ବିଭିନ୍ନ ଦାବି ପୂରଣ ହେଉନଥିବା ଅଭିଯୋଗରେ ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିୟନ ପକ୍ଷରୁ ଆଜି ଏହି ଧର୍ମଘଟ ଡାକରା ଦିଆଯାଇଛି । ଫଳରେ ବ୍ୟାଙ୍କ ଗ୍ରାହକଙ୍କୁ ସେବା ପାଇବାରେ ଅସୁବିଧା ହେବା ଆଶଙ୍କା ରହିଛି । ସପ୍ତାହରେ ମାତ୍ର ୫ ଦିନ ବ୍ୟାଙ୍କ

ନିର୍ମାଣାଧୀନ ଚର୍ଚ୍ଚରେ ଭୁଶୁଡ଼ିଲା ଛାତ, ୩ ମୃତ ଓ ୧୧ ଆହତ

ନିର୍ମାଣାଧୀନ ଚର୍ଚ୍ଚର ଛାତ ଭୁଶୁଡ଼ି ପଡ଼ିବାରୁ ବଡ଼ ଅଘଟଣ ଘଟିଛି। ମାଟି ତଳେ ଚାପି ହୋଇ ୩ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୧ ଜଣ ଆହତ ହୋଇଛନ୍ତି। ତାମିଲନାଡୁର ଭେଲ୍ଲୋର ଜିଲ୍ଲାରେ ଘଟିଛି ଏହି ଦୁର୍ଘଟଣା।ସୂଚନାନୁଯାୟୀ, କଟପାଡି ନିକଟସ୍ଥ ମଣ୍ଡି କୃଷ୍ଣପୁରମରେ ନିର୍ମାଣାଧୀନ

ଲିକୋମିଆ ରୋଗୀଙ୍କୁ ଭୁଲ୍ ରକ୍ତ ଚଢ଼ାଇବା ଅଭିଯୋଗ, ରୋଗୀ ଗୁରୁତର

ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ରୋଗୀକୁ ଦିଆଗଲା ଭୁଲ ରକ୍ତ। ଲିକୋମିଆ ରୋଗୀ ପ୍ରଦର୍ଶନୀ ପ୍ରଧାନଙ୍କୁ A+VE ବ୍ଲଡ ବଦଳରେ B+ VE ବ୍ଲଡ ଦିଆଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ଏହି ଭୁଲ ରକ୍ତ ନେବା ପରେ ମହିଳା ରୋଗୀ ଜଣଙ୍କ ଗୁରୁତର ହୋଇପଡ଼ିଥିଲେ। । ପୁରୀ ସଦର ଚନ୍ଦନପୁର ଅଞ୍ଚଳର

ଇଣ୍ଡୋନେସିଆ ଫେରି ପାରନ୍ତି ଓରାଂଉଟାନ୍ । ୫ ଶାବକଙ୍କୁ ନେଇ ବଢ଼ିଲା ଚର୍ଚ୍ଚା

ଇଣ୍ଡୋନେସିଆ ଫେରିପାରନ୍ତି ଓରଙ୍ଗଉଟାନ। ଓଡ଼ିଶାରେ ମିଳିଥିବା ୫ଟି ଓରାଙ୍ଗଉଟାନ୍ ଶାବକଙ୍କୁ ଫେରାଇ ନେବାକୁ ଚିଠି ଲେଖିଛି ଇଣ୍ଡୋନେସିଆ ।ସୂଚନା ଅନୁଯାୟୀ, ସେପ୍ଟେମ୍ବର ୮ ତାରିଖରେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଞ୍ଚଳର ଭୋଗରାଇ/ଉଦୟପୁର ବ୍ଲକ୍ ନିକଟ ପଶ୍ଚିମବଙ୍ଗ ସୀମାବର୍ତ୍ତୀ ଜଙ୍ଗଲରୁ ବନ

ବ୍ରିକ୍ସ ଶିଖର ସମ୍ମିଳନୀ ପାଇଁ ଭାରତରେ ପହଞ୍ଚିଲେ ପୁଟିନ: ଜୋରଦାର ସ୍ବାଗତ

୧୮ତମ ବ୍ରିକ୍ସ (BRICS) ସମ୍ମିଳନୀରେ ଯୋଗଦେବା ପାଇଁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଶୁକ୍ରବାର ସକାଳେ ଭାରତରେ ପହଞ୍ଚିଥିଲେ। ନୂଆଦିଲ୍ଲୀରେ ପହଞ୍ଚିବା ପରେ ଭାରତୀୟ ଅଧିକାରୀମାନେ ତାଙ୍କୁ ଜୋରଦାର ସ୍ବାଗତ ଜଣାଇଥିଲେ। କେନ୍ଦ୍ର ମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂହ ରାଠୋର ପାଲାମ