Browsing Category
ଆଜିର ଖବର
ବ୍ରିକ୍ସ ଶିଖର ସମ୍ମିଳନୀ ପାଇଁ ଭାରତରେ ପହଞ୍ଚିଲେ ପୁଟିନ: ଜୋରଦାର ସ୍ବାଗତ
୧୮ତମ ବ୍ରିକ୍ସ (BRICS) ସମ୍ମିଳନୀରେ ଯୋଗଦେବା ପାଇଁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଶୁକ୍ରବାର ସକାଳେ ଭାରତରେ ପହଞ୍ଚିଥିଲେ। ନୂଆଦିଲ୍ଲୀରେ ପହଞ୍ଚିବା ପରେ ଭାରତୀୟ ଅଧିକାରୀମାନେ ତାଙ୍କୁ ଜୋରଦାର ସ୍ବାଗତ ଜଣାଇଥିଲେ। କେନ୍ଦ୍ର ମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂହ ରାଠୋର ପାଲାମ!-->…
ଲଘୁଚାପ ପ୍ରଭାବରେ ଦୁଇଦିନ ବର୍ଷା, ୧୨ରୁ କମିବ ବର୍ଷା ପରିମାଣ
ଆସନ୍ତା ୨୦ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗର ଓ ସଂଲଗ୍ନ ଥାଇଲାଣ୍ଡ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ୨୨ ତାରିଖରେ ଏହା ଲଘୁଚାପ ସୃଷ୍ଟି ରୂପ ନେବ । ଏହା ପ୍ରଭାବରେ ଓଡ଼ିଶାରେ ଅଧିକ ବର୍ଷା ହେବ। ଉତ୍ତର ବଙ୍ଗୋପସାଗରରେ ଗୁରୁବାର ଲଘୁଚାପ ସୃଷ୍ଟି ହୋଇଛି। ଏହା ପ୍ରଭାବରେ ୧୨!-->…
ସ୍ବିଫ୍ଟ କାର ଓ ପିକ ଉପ ଭେନ ମୁହାଁମୁହିଁ ଧକ୍କା*
*କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲାକୁ ସଂଯୋଗ କରୁଥିବା ଗୁରୁତ୍ୱପୂର୍ଣ୍ଣ ୬ ନମ୍ବର ରାଜ୍ୟ ରାଜପଥରେ ଗୁରୁବାର ଅପରାହ୍ନରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ଅପରାହ୍ନ ସମୟରେ ବିଶ୍ୱନାଥପୁର ଅଞ୍ଚଳରୁ ଜଣେ ବ୍ୟକ୍ତି ନିଜ କାମ ସାରି ଧଳା ରଙ୍ଗର କାର ଯୋଗେ!-->…
ଜହ୍ନରେ ଭାରତୀୟ ପହଞ୍ଚିବାକୁ ବଡ଼ ଯୋଜନା : ପ୍ରଧାନମନ୍ତ୍ରୀ ମୋଦି
ଆସନ୍ତା ୨୦୩୫ ମସିହା ସୁଦ୍ଧା ଭାରତର ନିଜସ୍ୱ ମହାକାଶ ଷ୍ଟେସନ ହେବ । ଭାରତୀୟ ବୈଜ୍ଞାନିକମାନେ ସେଠାରେ ରହି ବିଭିନ୍ନ ମହାକାଶର ବିଭିନ୍ନ ରହସ୍ୟକୁ ନେଇ ଗବେଷଣା କରିବେ । ଏହାସହିତ ୨୦୪୦ ସୁଦ୍ଧା ଚନ୍ଦ୍ରରେ ଭାରତୀୟମାନେ ପହଞ୍ଚିବେ । ପ୍ୟାରିସରେ ଚାଲିଥିବା ଅନ୍ତର୍ଜାତୀୟ ମହାକାଶ!-->…
ଓରାଙ୍ଗଉଟାନ ଉଦ୍ଧାର ଘଟଣାର ତଦନ୍ତ ନିର୍ଦ୍ଦେଶ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାରେ ପାଞ୍ଚଟି ଶିଶୁ ଓରାଙ୍ଗଉଟାନ ଉଦ୍ଧାର ହେବା ଘଟଣାରେ ଗଭୀର ଉଦ ପ୍ରକାଶ କରିଛନ୍ତି। ଏହା ସହିତ, ଏହି ପ୍ରାଣୀମାନେ କେଉଁ ପରିସ୍ଥିତିରେ ଓଡ଼ିଶାରେ ପହଞ୍ଚିଲେ, ସେ ସମ୍ପର୍କରେ ସବିଶେଷ ତଦନ୍ତ କରିବାକୁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ!-->…
ଆଠଗଡ଼ରେ ନୂତନ ଉପଜିଲ୍ଲାପାଳ ଭାବେ ଅନିମେଷ ପ୍ରଧାନଙ୍କ ଦାୟିତ୍ୱ ଗ୍ରହଣ।
ଆଠଗଡ଼ ୧୦/୦୯ ( ମାନସ ରଞ୍ଜନ ସାହୁ) ଆଠଗଡ଼ର ନୂତନ ଉପଜିଲ୍ଲାପାଳ ଭାବେ ଶ୍ରୀ ଅନିମେଷ ପ୍ରଧାନ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ଅବସରରେ ଆଠଗଡ଼ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ପୂର୍ବତନ ଉପଜିଲ୍ଲାପାଳ ଶ୍ରୀ ପ୍ରହଲ୍ଲାଦ ନାରାୟଣ ଶର୍ମାଙ୍କୁ ବିଦାୟ ସମ୍ବର୍ଦ୍ଧନା ଏବଂ ନୂତନ!-->…
ଜୋନସ୍ତରୀୟ ବିଦ୍ୟାଳୟ ସମୁହ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ
ଗଣିଆ -(ବିଶ୍ୱରଂଜନ ସେଠି ) ଏକ ନମ୍ବର ଜୋନର ପିଏମଶ୍ରୀ କିଶୋର ଚନ୍ଦ୍ର ନୋଡାଲ ବିଦ୍ୟାପୀଠ, ଗଣିଆ ଓ ଗ୍ରାମ ପଂଚାୟତ ଉଚ୍ଚ ବିଦ୍ୟାଳୟ, କିଶୋରପ୍ରସାଦର ମିଳିତ ସହଯୋଗରେ ଜୋନସ୍ତରୀୟ ବିଦ୍ୟାଳୟ ସମୁହ କ୍ରୀଡ଼ା ପ୍ରତିଯୋଗିତା ପିଏମଶ୍ରୀ କିଶୋର ଚନ୍ଦ୍ର ନୋଡାଲ ବିଦ୍ୟାପୀଠ କ୍ରୀଡ଼ା ପ୍ରାଙ୍ଗଣରେ!-->…
ପ୍ରବୀଣ ଶିକ୍ଷାବିତ ବଟକୃଷ୍ଣ ଦାଶଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭା
ମାହାଙ୍ଗା -୧0/୯ )ପ୍ରବୀଣ ଶିକ୍ଷାବିତ, ସାହିତ୍ୟ ସଂସ୍କୃତି ଅନୁରାଗୀ ପୁରୁଷ, ଛାଣିପୁର ହାଇସ୍କୁଲର ଅବସରପ୍ରାପ୍ତ ସୁନାମଧନ୍ୟ ସହକାରୀ ଶିକ୍ଷକ ବଟକୃଷ୍ଣ ଦାଶଙ୍କ ଦ୍ଵାଦଶାହ ଅବସରରେ ଏକ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା କୋଠପଦା ଠାରେ ଅନୁଷ୍ଠିତ ହୋଇଯାଇଛି l ପୂର୍ବତନ ପ୍ରଧାନଶିକ୍ଷକ ଅଲେଖ!-->…
ଏଥର ଆଗୁଆ ଆସିପାରେ ଖରାଦିନ- ସୁରେଶ ପୂଜାରୀ
ଏଥର ଆଗୁଆ ଆସିପାରେ ଖରାଦିନ । ଏନେଇ ଏବେଠୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ଏନେଇ ସୂଚନା ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁରେଶ ପୂଜାରୀ।ମନ୍ତ୍ରୀଙ୍କ ସୂଚନା ଅନୁସାରେ, ଗତବର୍ଷ ତୁଳନାରେ ଏଥର ଅଧିକ ତାତି ସହ ଗୁଳିଗୁଳି ଅନୁଭୂତ ହୋଇପାରେ । ଏନେଇ କେନ୍ଦ୍ର!-->…
ମଦ୍ୟପାନ କରି ପ୍ରଧାନ ଶିକ୍ଷକ ନିଲମ୍ବିତ, ସ୍କୁଲ ଭିତରେ କରିଥିଲେ ମଦ୍ୟପାନ
କେନ୍ଦ୍ରାପଡା ଡେରାବିଶ ବ୍ଲକ୍ କୁରୁଜଙ୍ଗା ପଞ୍ଚାୟତର ଆମ୍ବୁରା ସରକାରୀ ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ନିଲମ୍ବିତ ହୋଇଛନ୍ତି। ଖେଳ ଛୁଟିରେ ସ୍କୁଲ ଭିତରେ ମଦ୍ୟପାନ କରି ଅଫିସ ଭିତରୁ କବାଟ ଦେଇ ଶୋଇପଡିଥିଲେ l ଅନ୍ୟ ଶିକ୍ଷକମାନେ ଯେତେ ଡାକିଥିଲେ ମଧ୍ୟ ସେ କବାଟ ଖୋଲି ନଥିଲେ l ସେ!-->…
ପାକିସ୍ତାନର ସିନ୍ଧପ୍ରଦେଶରେ ଶ୍ରୀଜଗନ୍ନାଥଙ୍କ ଜମି: ଆଇନ ମନ୍ତ୍ରୀ
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମ୍ପତ୍ତିକୁ ନେଇ ଆସିଛି ଏକ ବଡ଼ ଖବର। କେବଳ ଓଡ଼ିଶା କିମ୍ବା ଭାରତର ବିଭିନ୍ନ ଅଞ୍ଚଳରେ ନୁହେଁ, ମହାପ୍ରଭୁଙ୍କ କିଛି ଜମି ଆଜିର ପାକିସ୍ତାନର ସିନ୍ଧ ଅଞ୍ଚଳରେ ମଧ୍ୟ ଥିବା ସୂଚନା ମିଳିଛି। ଏହି ସୂଚନା ଦେଇଛନ୍ତି ଓଡ଼ିଶାର ଆଇନ ମନ୍ତ୍ରୀ ପୃଥ୍ୱୀରାଜ!-->…
ଟ୍ରମ୍ପଙ୍କ ବଡ଼ ଘୋଷଣା: ପ୍ରତି ଆମେରିକୀୟଙ୍କୁ ମିଳିବ ୪.୭୬ ଲକ୍ଷ ଟଙ୍କା!
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ପ୍ରତିଶ୍ରୁତି ଦେଇଛନ୍ତି । ରିପବ୍ଲିକାନ୍ ପାର୍ଟିର ମଧ୍ୟବର୍ତ୍ତୀକାଳୀନ ସମ୍ମିଳନୀର ପ୍ରଥମ ରାତିରେ ସେ ଘୋଷଣା କରିଛନ୍ତି ଯେ ଯଦି ନଭେମ୍ବର ନିର୍ବାଚନରେ ହାଉସ୍ ଅଫ୍ ରିପ୍ରେଜେଣ୍ଟଟଟିଭ୍ସ ଏବଂ ସେନେଟ୍ ଉଭୟ ସଦନରେ ନିଜର ନିୟନ୍ତ୍ରଣ ବଜାୟ!-->…