Browsing Category
ଆଜିର ଖବର
ପାକିସ୍ତାନର ସିନ୍ଧପ୍ରଦେଶରେ ଶ୍ରୀଜଗନ୍ନାଥଙ୍କ ଜମି: ଆଇନ ମନ୍ତ୍ରୀ
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମ୍ପତ୍ତିକୁ ନେଇ ଆସିଛି ଏକ ବଡ଼ ଖବର। କେବଳ ଓଡ଼ିଶା କିମ୍ବା ଭାରତର ବିଭିନ୍ନ ଅଞ୍ଚଳରେ ନୁହେଁ, ମହାପ୍ରଭୁଙ୍କ କିଛି ଜମି ଆଜିର ପାକିସ୍ତାନର ସିନ୍ଧ ଅଞ୍ଚଳରେ ମଧ୍ୟ ଥିବା ସୂଚନା ମିଳିଛି। ଏହି ସୂଚନା ଦେଇଛନ୍ତି ଓଡ଼ିଶାର ଆଇନ ମନ୍ତ୍ରୀ ପୃଥ୍ୱୀରାଜ!-->…
ଟ୍ରମ୍ପଙ୍କ ବଡ଼ ଘୋଷଣା: ପ୍ରତି ଆମେରିକୀୟଙ୍କୁ ମିଳିବ ୪.୭୬ ଲକ୍ଷ ଟଙ୍କା!
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ପ୍ରତିଶ୍ରୁତି ଦେଇଛନ୍ତି । ରିପବ୍ଲିକାନ୍ ପାର୍ଟିର ମଧ୍ୟବର୍ତ୍ତୀକାଳୀନ ସମ୍ମିଳନୀର ପ୍ରଥମ ରାତିରେ ସେ ଘୋଷଣା କରିଛନ୍ତି ଯେ ଯଦି ନଭେମ୍ବର ନିର୍ବାଚନରେ ହାଉସ୍ ଅଫ୍ ରିପ୍ରେଜେଣ୍ଟଟଟିଭ୍ସ ଏବଂ ସେନେଟ୍ ଉଭୟ ସଦନରେ ନିଜର ନିୟନ୍ତ୍ରଣ ବଜାୟ!-->…
UAE ଅର୍ଥମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶାରେ ନିବେଶ ପାଇଁ ଆମନ୍ତ୍ରଣ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୟୁଏଇର ପର୍ଯ୍ୟଟନ ମନ୍ତ୍ରୀ ତଥା ଅନ୍ତର୍ଜାତୀୟ ବିନିଯୋଗ ପରିଷଦର ଅଧ୍ୟକ୍ଷ ଅବ୍ଦୁଲ୍ଲା ବିନ ତୌକ ଅଲ ମାରିଙ୍କ ସହ ବୈଠକ କରିଛନ୍ତି।ଓଡ଼ିଶା ଏବଂ ୟୁଏଇ ମଧ୍ୟରେ ଅର୍ଥନୈତିକ ଏବଂ ପୁଞ୍ଜିନିବେଶ ସମ୍ପର୍କକୁ ସୁଦୃଢ଼ କରିବା ନେଇ ଆଲୋଚନା କରାଯାଇଛି। ଏଥିରେ!-->…
ନୂଆଦିଲ୍ଲୀରେ ବସିବ ବ୍ରିକ୍ସର ମେଗା ବୈଠକ: ୭ ବର୍ଷ ପରେ ଭାରତ ଆସୁଛନ୍ତି ଚୀନ୍ ରାଷ୍ଟ୍ରପତି
ଭାରତରେ ଆୟୋଜିତ ହେବାକୁ ଯାଉଛି ୧୮ତମ ବ୍ରିକ୍ସ ଲିଡର୍ସ ସମ୍ମିଳନୀ । ସେପ୍ଟେମ୍ବର ୧୨ ଓ ୧୩ ତାରିଖରେ ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଏହି ମେଗା ସମ୍ମିଳନୀ ଅନୁଷ୍ଠିତ ହେବ । ଚଳିତ ବର୍ଷ ଭାରତ ବ୍ରିକ୍ସର ଅଧ୍ୟକ୍ଷତା କରୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିସ୍ତାରିତ ବ୍ରିକ୍ସ!-->…
ଓରାଙ୍ଗଉଟାନକୁ ନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରତିକ୍ରିୟା। ଦୃଢ ଆକ୍ସନ ନେବୁ
ଭୋଗରାଇରୁ ୫ ଓରାଙ୍ଗଉଟାନ୍ ଶାବକ ଉଦ୍ଧାର ଘଟଣା । ଆକ୍ସନ ମୋଡରେ କ୍ରାଇମବ୍ରାଞ୍ଚ । ସ୍ପେଶାଲ ଟାକ୍ସ ଫୋର୍ସର ୫ଜଣିଆ ଟିମ୍ ବାଲେଶ୍ୱରରେ ତନଘନା କରୁଛନ୍ତି । ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତ ଅଞ୍ଚଳରେ ଛାନଭିନ୍ ଜାରି ରହିଛି । ଉଦ୍ଧାର ହୋଇଥିବା ସ୍ଥାନରୁ ବିଭିନ୍ନ ଦିଗକୁ ଯାଇଥିବା ରାସ୍ତାରେ!-->…
ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ମନ୍ଦିରରେ ପହଞ୍ଚିଲା ସରିଆ ଧାନ
ନୂଆଖାଇ ପାଇଁ ସମଲେଇ ମନ୍ଦିରକୁ ଆସିଲା ସରିଆ ଧାନ। ବଲବସପୁରର ଏକ ପରିବାର ପ୍ରତିବର୍ଷ ସ୍ୱତନ୍ତ୍ର ଭାବେ ଏହି ଧାନ ଚାଷ କରିଥାନ୍ତି। ପରମ୍ପରା ଅନୁଯାୟୀ, ପରିବାରର ସଦସ୍ୟମାନେ ସମ୍ବଲପୁରର ମା' ସମଲେଇଙ୍କ ମନ୍ଦିରକୁ ଆସି ଏହି ଧାନ ମୁଖ୍ୟ ପୂଜକଙ୍କୁ ହସ୍ତାନ୍ତର କରିଛନ୍ତି। ମା'!-->…
ଜେଲେନସ୍କିଙ୍କ ବିମାନ ଡ୍ରୋନ୍ ଧକ୍କାରୁ ଅଳ୍ପକେ ରକ୍ଷା ପାଇଲା: ନରୱେ ପ୍ରଧାନମନ୍ତ୍ରୀ
ନରୱେ ରାଜାଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବା ପାଇଁ ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କୁ ନେଇ ଯାଉଥିବା ଏକ ବିମାନ ମାଲଡୋଭାରୁ ଉଡ଼ାଣ କରିବା ସମୟରେ ଏକ ଡ୍ରୋନ୍ ଦ୍ୱାରା ଧକ୍କା ହେବାରୁ ଅଳ୍ପକେ ରକ୍ଷା ପାଇଛି। ନରୱେ ପ୍ରଧାନମନ୍ତ୍ରୀ ଜୋନାସ୍ ଗାହର ଷ୍ଟୋରି ଏନେଇ ସୂଚନା!-->…
ପ୍ଲାଜମା ପ୍ରସ୍ତୁତ କଲା ‘ପ୍ରଜ୍ଞା’,ଚାଇନା ପରେ ଭାରତ ତିଆରି କରୁଛି ସୂର୍ଯ୍ୟ
ପ୍ରଜ୍ଞା (PRAGYA)ର କାର୍ଯ୍ୟ ଏବେ ବିଦ୍ୟୁତ ଉତ୍ପାଦନ କରିବା ନୁହେଁ। ଏହା ଏକ ପ୍ରକାରର ପରୀକ୍ଷଣ ଯନ୍ତ୍ର (ଟେଷ୍ଟ ମେସିନ), ଯାହା ଉପରେ କମ୍ପାନୀ କ୍ରମାଗତ ଭାବରେ ପରୀକ୍ଷାନିରୀକ୍ଷା ଚଳାଇବ। କମ୍ପାନୀ ଏହାକୁ ପ୍ରାୟ ୨୦ ବର୍ଷ ପର୍ଯ୍ୟନ୍ତ ଚଳାଇବାକୁ ଯୋଜନା କରୁଛି। ଏହି ସମୟ ମଧ୍ୟରେ!-->…
କାଲିଠୁ ସପ୍ତାହରେ ୫ ଦିନ କାର୍ଯ୍ୟ ଦାବିରେ ଆନ୍ଦୋଳନ ଡାକରା
କାଲିଠୁ ବ୍ୟାଙ୍କ କର୍ମଚାରୀଙ୍କ ଧର୍ମଘଟ । ସରକାର ସହିତ ଆଲୋଚନା ବିଫଳ ହେବାରୁ ବ୍ୟାଙ୍କ ସଂଘଗୁଡ଼ିକ ଦେଶବ୍ୟାପୀ ଧର୍ମଘଟ କରିବେ । ସପ୍ତାହରେ ୫ ଦିନ କାର୍ଯ୍ୟ ଦାବିରେ ଆନ୍ଦୋଳନ ଡାକରା ଦେଇଛନ୍ତି ୭ ବ୍ୟାଙ୍କ କର୍ମଚାରୀ ଓ ଅଧିକାରୀ ସଂଘ । ଡିପାର୍ଟମେଣ୍ଟ ଅଫ୍ ଫାଇନାନ୍ସିଆଲ୍ ସର୍ଭିସେସ୍!-->…
ପ୍ରେମୀ ଯୁଗଳ ହୋଟେଲ୍ରେ ଚଳାଉଥିଲେ ସେକ୍ସ ର୍ୟାକେଟ୍
ଇଭେଣ୍ଟ ମ୍ୟାନେଜମେଣ୍ଟ ନାଁରେ ଚାଲିଥିଲା ସେକ୍ସ ରାକେଟ୍ । ୭ ଯୁବତୀଙ୍କୁ ଉଦ୍ଧାର କରିବା ସହ ଏହି ରାକେଟ୍ ଚଳାଉଥିବା ୫ ଜଣ ଦଲାଲ୍ଙ୍କୁ ଗିରଫ କରିଛି ଖଣ୍ଡଗିରି ଥାନା ପୁଲିସ୍ । ଦଲାଲଙ୍କ ମଧ୍ୟରେ ଦୁଇ ଭଉଣୀ ଓ ଭାଇ ଥିବା ପୁଲିସ୍ କହିଛି । ତେବେ ଏହି ସେକ୍ସ ରାକେଟ୍ର ମାଷ୍ଟର ମାଇଣ୍ଡ!-->…
26 ନଂ ଜାତୀୟ NH ନବରଙ୍ଗପୁରରେ ମାଳ ମାଳ ଗାଈଗୋରୁ: ଅସ୍ତବ୍ୟସ୍ତ ଜନଜୀବନ, ବଢୁଛି ଦୁର୍ଘଟଣା ଆଶଙ୍କା
ନବରଙ୍ଗପୁର: ଜାତୀୟ ରାଜପଥ ଉପରେ ମାଳ ମାଳ ଗାଈଗୋରୁ। ରାସ୍ତା ମଝିରେ ଗୋରୁଙ୍କ ଅବାଧ ଚଳାଚଳ ଯୋଗୁଁ ଯାତାୟାତ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଦିନ ହେଉ କି ରାତି, 26 ନମ୍ୱର ଜାତୀୟ NH ଉପରେ ଗୋରୁଙ୍କ ଭିଡ଼ ଦେଖିବାକୁ ମିଳୁଛି।
ରାସ୍ତା ଉପରେ ହଠାତ୍ ଗାଈଗୋରୁ ଚାଲି ଆସୁଥିବାରୁ!-->!-->!-->…
ଘୂର୍ଣ୍ଣିବଳୟ ସକ୍ରିୟ : ଗୁରୁବାର-ଶୁକ୍ରବାର ଏହି ଜିଲ୍ଲାରେ ଅତି ପ୍ରବଳ ବର୍ଷା
ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ବାଂଲାଦେଶ ଉପକୂଳରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଗୁରୁବାର ଲଘୁଚାପ ସୃଷ୍ଟି ହୋଇପାରେ। ଏହା ପ୍ରଭାବରେ ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସବୁଠାରୁ ଅଧିକ ବର୍ଷାର ଆଶଙ୍କା ମୟୂରଭଞ୍ଜ!-->…